ଅପରାଧ : Category News


ବେଆଇନ ମଦ ବ୍ୟବସାୟ ଠାବ, ଦୁଇ ଗିରଫ

Swadhina Kumar Sahu | ଅପରାଧ | ଗଞ୍ଜାମ | 6698 | Read...

ବେଆଇନ ମଦ ବ୍ୟବସାୟ ଠାବ, ଦୁଇ ଗିରଫ

ଲକଡାଉନ ସମୟରେ ସାରା ରାଜ୍ୟରେ ବନ୍ଦ ରହିଛି ସମସ୍ତ ମଦ ଦୋକାନ ଏହି ସମୟରେ କିଛି ଅସାଧୁ ବ୍ୟବସାୟୀ ମଦର କଳା ବଜାରୀ କରିବା ସହ ବେଆଇନ ଭାବେ ବିକ୍ରୀ କରୁଛନ୍ତି । ଏହି ସମୟରେ ବିଭିନ୍ନ ସ୍ଥାନରେ ଏପରି କାରବାର ରୋକିବା ପାଇଁ ଅବକା



ଗୁଳିମାଡରେ ଯୁବକଙ୍କ ମୃତ୍ୟୁ ଘଟଣା- ୨ ଜଣଙ୍କୁ ଗିରଫ କଲା ବୁଗୁଡା ପୋଲିସ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 6692 | Read...

ଗୁଳିମାଡରେ ଯୁବକଙ୍କ ମୃତ୍ୟୁ ଘଟଣା- ୨ ଜଣଙ୍କୁ ଗିରଫ କଲା ବୁଗୁଡା ପୋଲିସ

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କଇମ ନିକଟସ୍ଥ କୁବେରେଶ୍ୱର ମନ୍ଦିରରେ ଏପ୍ରିଲ୍‌ ୪ରେ ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ତେବେ ବୁଗୁଡ଼ା ପୋଲିସ ଶନିବାର ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲା



୨୬ ଫିଟ୍ କାଠ ବୋଝେଇ ଗାଡି ଜବତ , ଡ୍ରାଇଭର ଚମ୍ପଟ

Kiran Behera | ଅପରାଧ | ଗଞ୍ଜାମ | 6686 | Read...

୨୬ ଫିଟ୍ କାଠ ବୋଝେଇ ଗାଡି ଜବତ , ଡ୍ରାଇଭର ଚମ୍ପଟ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ ଅଧିନ ଚିକିଟି ବ୍ଲକ କୋଟିଲିଙ୍ଗ୍ ପଞ୍ଚାୟତ ଅନ୍ତର୍ଗତ ମେଟା ଗାଁ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବ୍ରହ୍ମପୁର ମୋବାଇଲ ଡିଭିଜନ ଓ ଦିଗପହଣ୍ଡି ରେଞ୍ଜ ଡିଭିଜନର ପେଟ୍ରୋଲି ସମୟରେ



ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

Kiran Behera | ଅପରାଧ | ଗଞ୍ଜାମ | 6676 | Read...

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶନିବାର ଭୋର ସମୟରେ ଗ୍ରାମ ନିକଟସ୍ଥ ଖାରିଢେପ ପଡ଼ିଆ ଠାରେ ଥିବା ଏକ ଗଛରୁ ଉଭୟ ପ୍ରେମୀ ଯୁଗଳଙ୍କ ମୃତଦେହ ଝୁଲନ୍ତା



ଦ୍ବାଦଶ ଭୋଜି କାର୍ଯ୍ୟ ଚାଲିଥିବା ବେଳେ ବ୍ଳକ ପ୍ରଶାସନର ଚଢ଼ାଉ

Kiran Behera | ଅପରାଧ | ଗଞ୍ଜାମ | 6664 | Read...

ଦ୍ବାଦଶ ଭୋଜି କାର୍ଯ୍ୟ ଚାଲିଥିବା ବେଳେ ବ୍ଳକ ପ୍ରଶାସନର ଚଢ଼ାଉ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତ ଅନ୍ତର୍ଗତ ଭୂଷୁଣ୍ଡା ଗ୍ରାମରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ଲକଡାଉନ ନିୟମକୁ ଅମାନ୍ୟ କରି ଶୁକ୍ରବାର ଦିନ ଦ୍ବାଦଶ କାର୍ଯ୍ଯରେ ଭୋଜି କାର୍ଯ୍ୟକ୍ରମ ଚାଲିଥିବା ସମୟ



ପୋଖରୀରେ ଭାସୁଥିବା ଅବସ୍ଥାରେ ନବଜାତ ଶିଶୁର ମୃତ ଦେହ ଉଦ୍ଧାର

BHAGYAPRABHA NEWS | ଅପରାଧ | ଗଞ୍ଜାମ | 6663 | Read...

ପୋଖରୀରେ ଭାସୁଥିବା ଅବସ୍ଥାରେ ନବଜାତ ଶିଶୁର ମୃତ ଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତବ୍ରହ୍ମପୁର - ଗୋପାଳପୁର ମୁଖ୍ୟ ରାସ୍ତା ଡୁରା ଛକ ନିକଟରେ ଥିବା ଦୁଆନ ପୋଖରୀରୁ ଶୁକ୍ରବାର ସକାଳେ ଭାସୁଥିବା ଅବସ୍ଥାରେ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଖବରପ୍ରକାରେ , ଗ୍ରାମର କିଛି



ସଡ଼କ ଦୁର୍ଘଟଣାରେ ବାପା ମୃତ , ପୁଅ ଗୁରୁତର

BHAGYAPRABHA NEWS | ଅପରାଧ | କଳାହାଣ୍ଡି | 6651 | Read...

ସଡ଼କ ଦୁର୍ଘଟଣାରେ ବାପା ମୃତ , ପୁଅ ଗୁରୁତର

କଳାହାଣ୍ଡି ଜିଲ୍ଲା ଏମ.ରାମପୁର ଥାନା ଅନ୍ତଗର୍ତ ତୁଜୁଙ୍ଗ ନିକଟର ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହେଇଥିବା ବେଳେ ପୁଅ ଗୁରୁତର ହେଇଥିବା ଜଣାଯାଇଛି । ସୂଚନା ମୁତାବକ ମ.ରାମପୁର ମାଛିବନ୍ଧ ପଡ଼ାର



ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ ୨ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 6648 | Read...

ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ ୨ ଗିରଫ

ସମଗ୍ର ରାଜ୍ୟରେ କରୋନା ମହା ବିପତ୍ତି ଚାଲି ରହିଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ପଞ୍ଚାୟତ ଗୁଡିକରେ ରାସନକାର୍ଡ ହିତାଧିକାରୀଙ୍କୁ ୧୦୦୦ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଉଛି । ଏଭଳି ପ



ପାଟପୁର ପୋଲିସ ପକ୍ଷରୁ ଡେଙ୍ଗାଓସ୍ତା ଗ୍ରାମରେ ରନ୍ଧାଖାଦ୍ୟ ବଣ୍ଟନ

Kiran Behera | ଅପରାଧ | ଗଞ୍ଜାମ | 6633 | Read...

ପାଟପୁର ପୋଲିସ ପକ୍ଷରୁ ଡେଙ୍ଗାଓସ୍ତା ଗ୍ରାମରେ ରନ୍ଧାଖାଦ୍ୟ ବଣ୍ଟନ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ପକ୍ଷରୁ ବୁଧବାର ଦିନ ପୂର୍ବାହ୍ନରେ ଡେଙ୍ଗାଓସ୍ତା ଗ୍ରାମରେ ପହଞ୍ଚି ଦିନହୀନ ବିପନ୍ନ ବ୍ୟକ୍ତି ବିଶେଷ ମାନଙ୍କ ଘରେ ପହଞ୍ଚି ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ପାଟପୁର ଥାନା ଅଧିକାରୀ



ଗଞ୍ଜାମ - ଗଜପତି ଉପାନ୍ତ ଅଞ୍ଚଳରୁ ବିପୁଳ ଚୋରାମଦ ଜବତ

Kiran Behera | ଅପରାଧ | ଗଞ୍ଜାମ | 6607 | Read...

ଗଞ୍ଜାମ - ଗଜପତି ଉପାନ୍ତ ଅଞ୍ଚଳରୁ ବିପୁଳ ଚୋରାମଦ ଜବତ

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ପୂର୍ବାହ୍ନ ୮ ଘଣ୍ଟା ସମୟରେ ଦିଗପହଣ୍ଡି ଅବକାରୀ ଓ ବ୍ରହ୍ମପୁର ଷ୍ଟ୍ରାଇକି ଫୋର୍ସ ଏବଂ ପାଟ



ଗ୍ରାମାଞ୍ଚଳରେ କାରଖାନା ସହରରେ ବ୍ୟବସାୟ

Swadhina Kumar Sahu | ଅପରାଧ | ଗଞ୍ଜାମ | 6602 | Read...

ଗ୍ରାମାଞ୍ଚଳରେ କାରଖାନା ସହରରେ ବ୍ୟବସାୟ

ଗ୍ରାମାଞ୍ଚଳ ଯେପରିକି ନକଲି ପୁଡ଼ିଆ ବ୍ୟବସାୟୀଙ୍କ ପାଇଁ ସଂରକ୍ଷିତ ସ୍ଥଳ ପାଲଟି ଯାଇଛି। ଗୁଟକା, ପୁଡ଼ିଆ ପରି ଦ୍ରବ୍ୟକୁ ସରକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବର୍ତ୍ତମାନ ମଧ୍ୟ କିଛି ଅସାଧୁ ବ୍ୟବସାୟୀ ଏଥିରେ



ଲକଡାଉନରେ ଜବତ ହେଲା ବହୁ ପରିମାଣର ବିଦେଶୀ ମଦ

Swadhina Kumar Sahu | ଅପରାଧ | ଗଞ୍ଜାମ | 6600 | Read...

ଲକଡାଉନରେ  ଜବତ ହେଲା ବହୁ ପରିମାଣର ବିଦେଶୀ ମଦ

ଲକଡାଉନ୍ ସମୟରେ ବ୍ରହ୍ମପୁର ସହରରେ ଜବତ ହୋଇଛି ବହୁ ପରିମାଣର ବିଦେଶୀ ମଦ । ସହରର ବଡବଜାର ଥାନା ଅନ୍ତର୍ଗତ ଆନନ୍ଦନଗର ଅଞ୍ଚଳରେ ଏଭଳି ବିଦେଶୀ ମଦ କୁ ଆଣି ବିକ୍ରି କରାଯାଉଥିବାର ଖବର ପାଇ ସ୍ଥାନୀୟ ତହସିଲଦାର ଙ୍କ ସମେତ ଅବକା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: