ଅପରାଧ : Category News


ସାନିଟାଇଜର ଢାଳି ନିଆଁ ଲଗାଇ ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ : ସ୍ବାମୀ ଅଟକ , ପୋଲିସର ତଦନ୍ତ ଜାରି

Kiran Behera | ଅପରାଧ | ଗଞ୍ଜାମ | 12582 | Read...

ସାନିଟାଇଜର ଢାଳି ନିଆଁ ଲଗାଇ ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ : ସ୍ବାମୀ ଅଟକ , ପୋଲିସର ତଦନ୍ତ ଜାରି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମ ମାଝୀ ସାହିରେ ଗତକାଲି ରାତିରେ ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି । ସଞ୍ଜୟ ପ୍ରଧାନ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ରୀତା ପ୍ରଧାନଙ୍କ ଶରୀରରେ ସାନିଟାଇଜର ଢାଳ



ନଗରପାଳ ଓ ମହିଳା ଡାକ୍ତର ମଧ୍ୟରେ ବାକଯୁଦ୍ଧ : ଥାନାରେ ପୃଥକ ମାମଲା

Kiran Behera | ଅପରାଧ | ଗଞ୍ଜାମ | 12580 | Read...

ନଗରପାଳ ଓ ମହିଳା ଡାକ୍ତର ମଧ୍ୟରେ ବାକଯୁଦ୍ଧ : ଥାନାରେ ପୃଥକ ମାମଲା

ଗତ ଅଗଷ୍ଟ ୩୧ ତାରିଖ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପଣ୍ଡା ଗୋଷ୍ଠି ସ୍ବାସ୍ଥ୍ଯକେନ୍ଦ୍ରକୁ ରୋଗୀଙ୍କୁ ଫଳ ବଣ୍ଟନ ପାଇଁ ଯ



ମହିଳାଙ୍କୁ ସାନିଟାଇଜର ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

Swadhina Kumar Sahu | ଅପରାଧ | ଗଞ୍ଜାମ | 12579 | Read...

ମହିଳାଙ୍କୁ ସାନିଟାଇଜର ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମ ମାଝୀ ସାହିର ସଞ୍ଜୟ ପ୍ରଧାନ ନିଜ ସ୍ତ୍ରୀଙ୍କୁ ସାନିଟାଇଜର ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲେ। ଏହାପରେ ମହିଳା ଜଣଙ୍କ ନିଜ ଦେହରେ ପାଣି ଢାଳିବା ସହ ସେହି ଗ



ପାରିବାରିକ ଓ ଜମି ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ : ଯୁବକ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 12577 | Read...

ପାରିବାରିକ ଓ ଜମି ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ : ଯୁବକ ଗିରଫ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଗୈାତମୀ ପଞ୍ଚାୟତ ଦେଉଳପେଢୀ ଗ୍ରାମରେ ପାରିବାରିକ କଳହ ଓ ଜମି ବିବାଦକୁ ନେଇ ଶାନ୍ତି ସେଠୀ ନାମ୍ନୀ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ପୋଲିସ ମାମଲାରେ ଜଣେ ଅଭିଯୁ



ଆନ୍ଧ୍ର ରୁ ଗଞ୍ଜାମ ମାଙ୍କଡ ଚାଲାଣ ରାକେଟ ଠାବ, ଦୁଇ ଗିରଫ

Swadhina Kumar Sahu | ଅପରାଧ | ଗଞ୍ଜାମ | 12576 | Read...

ଆନ୍ଧ୍ର ରୁ ଗଞ୍ଜାମ ମାଙ୍କଡ ଚାଲାଣ ରାକେଟ ଠାବ, ଦୁଇ ଗିରଫ

ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ବନାଞ୍ଚଳ ଜରଡା ଗ୍ରାମରୁ 15 ଗୋଟି ମାଙ୍କଡକୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସୂଚନା ମୁତାବକ ଗୋଟିଏ ଡାଲା ଅଟୋରେ ଅଖାରେ ବନ୍ଧା ହୋଇ ସନ୍ଦେହଜନକ ଅବସ୍



ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପରିବାର ବର୍ଗ

Swadhina Kumar Sahu | ଅପରାଧ | ଗଞ୍ଜାମ | 12574 | Read...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପରିବାର ବର୍ଗ

ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଚୈତନ୍ୟ ନଗର ପ୍ରଥମ ଲାଇନର ଏକ ଘରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ଅନ୍ୟପଟେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ବର୍ଗ। ମିଳିଥିବା ସୂଚନ



ଯାତ୍ରୀ ବିଶ୍ରାମାଗାରରେ ଚାଲିଥିଲା ଡକାୟତି ପାଇଁ ଯୋଜନା : ୧୦ ଗିରଫ , ମାରଣାସ୍ତ୍ର ଜବତ

Kiran Behera | ଅପରାଧ | ଗଞ୍ଜାମ | 12573 | Read...

ଯାତ୍ରୀ ବିଶ୍ରାମାଗାରରେ ଚାଲିଥିଲା ଡକାୟତି ପାଇଁ ଯୋଜନା : ୧୦ ଗିରଫ , ମାରଣାସ୍ତ୍ର ଜବତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପି . ରାମଚନ୍ଦ୍ରପୁର ଗ୍ରାମ ଯାତ୍ରୀ ବିଶ୍ରାମାଗାରରେ ଗତକାଲି ବିଳମ୍ବିତ ରାତିରେ ଜାତୀୟ ରାଜପଥରେ ଡକାୟତି ପାଇଁ ଅସାମାଜିକ ଯୁବକଙ୍କ ଦ୍ବାରା ଯୋଜନା ଚାଲିଥିବା ବେଳେ ପାଟପୁ



ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ ଓ ମାଲିକଙ୍କୁ ହତ୍ୟା ଧମକ ଅଭିଯୋଗ

Kiran Behera | ଅପରାଧ | ଗଞ୍ଜାମ | 12559 | Read...

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ ଓ ମାଲିକଙ୍କୁ ହତ୍ୟା ଧମକ ଅଭିଯୋଗ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତା ଗଣିଆନାଳ ଛକ ନିକଟରେ ରହିଥିବା ସତ୍ୟନାରାୟଣ ପେଟ୍ରୋଲ ପମ୍ପ ୨ କର୍ମଚାରୀଙ୍କୁ ୪ ଜଣ ଯୁବକ ମାଡ ମାରିବା ସହ ମାଲିକଙ୍କୁ ହତ୍ୟା ଧମକ ନେଇ ଶୁକ୍ରବାର ଦିନ ଦିଗପହଣ୍ଡି ଥ



କୂଅରେ ପଡ଼ି ୪ ବର୍ଷର ନାବାଳିକା ମୃତ୍ୟୁ

Kiran Behera | ଅପରାଧ | ଗଞ୍ଜାମ | 12555 | Read...

କୂଅରେ ପଡ଼ି ୪ ବର୍ଷର ନାବାଳିକା ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ତାଳପଡା ଗାଁ ର ଏକ ବିଲରେ ଥିବା କୂଅରେ ପଡ଼ି ଜଣେ ନାବାଳିକାଙ୍କ ଶୁକ୍ରବାର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ଆଜି ମଧ୍ୟାହ୍ନ ସମୟରେ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଚଷା ନ



ଫାଷ୍ଟଫୁଡ୍ ଦୋକାନରୁ ଚୋରି ମାମଲାରେ ଅଭିଯୁକ୍ତ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 12554 | Read...

ଫାଷ୍ଟଫୁଡ୍ ଦୋକାନରୁ ଚୋରି ମାମଲାରେ ଅଭିଯୁକ୍ତ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମର ଏକ ଫାଷ୍ଟଫୁଡ୍ ଦୋକାନରୁ ବାସନକୁସନ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି ମାମଲାରେ ପୋଲିସ ଅଭିଯୁକ୍ତ ବନ୍ଥପଲ୍ଲୀ ଗ୍ରାମର ପେସାଦାର ଅପରାଧୀ ପପୁ ଓରଫ ହରେଶ ଲେଙ୍କାଙ୍କୁ ଗ



ଖଲ୍ଲିକୋଟ ଅଞ୍ଚଳରେ ଏସଟିଏଫର ଚଢାଉ ବିପୁଳ କଳାପଥର ଜବତ, ୭ ଗିରଫ

Swadhina Kumar Sahu | ଅପରାଧ | ଗଞ୍ଜାମ | 12547 | Read...

ଖଲ୍ଲିକୋଟ ଅଞ୍ଚଳରେ ଏସଟିଏଫର ଚଢାଉ ବିପୁଳ କଳାପଥର ଜବତ, ୭ ଗିରଫ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାନ ଘାଟି ଅଞ୍ଚଳରେ ସ୍ପେସାଲ ଟାଷ୍କ ଫୋର୍ସ ଚଡାଉ କରି ବହୁ ପରିମାଣର କଳା ପଥର ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛନ୍ତି। ଦୀର୍ଘ ଦିନ ହେଲା ଖଲ୍ଲିକୋଟ ଅଞ୍ଚଳରୁ କଳା ପଥର (ହାର୍ଡ କ



ଜାତୀୟ ରାଜପତରେ ଡିଭାଇଡରକୁ ପିଟିହେଲା ବାଇକ, ଦୁଇ ମୃତ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 12545 | Read...

ଜାତୀୟ ରାଜପତରେ ଡିଭାଇଡରକୁ ପିଟିହେଲା ବାଇକ, ଦୁଇ ମୃତ

ଗଞ୍ଜାମ ଜିଲ୍ଲା ଛତ୍ରପୁର ବାୟା ରେଷ୍ଟୁରାଣ୍ଟ ସମ୍ମୁଖରେ ଭାରସାମ୍ୟ ହରାଇ ଡିଭାଇଡରକୁ ଗୋଟିଏ ବାଇକ ଚଢି ଯିବା ଫଳରେ ଘଟଣା ସ୍ଥଳରେ ଉଭୟ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଯୁବକ ହେଲେ ବ୍ରହ୍ମପୁର ବ୍ରହ୍ମା ନଗରର ସୁମନ ଦା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: