ଅପରାଧ : Category News


ବଡଧରଣର ଜୁଆ ଆଡ୍ଡାରେ ଚଢାଉ : ୨୦ ଗିରଫ , ଲକ୍ଷାଧିକ ଟଙ୍କା ଜବତ

Kiran Behera | ଅପରାଧ | ଗଞ୍ଜାମ | 11488 | Read...

ବଡଧରଣର ଜୁଆ ଆଡ୍ଡାରେ ଚଢାଉ : ୨୦ ଗିରଫ , ଲକ୍ଷାଧିକ ଟଙ୍କା ଜବତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ଖମ୍ବାରି ଗାଁ ପଞ୍ଚାୟତ ଅଧିନସ୍ଥ ଗୋଲୁଣ୍ଡା ଗ୍ରାମରୁ ଏକ ବଡଧରଣର ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ପୋଲିସ ମାମଲ



ନିର୍ମାଣଧୀନ ବିଦ୍ୟାଳୟର ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକ ମୃତ

Kiran Behera | ଅପରାଧ | ଗଞ୍ଜାମ | 11487 | Read...

ନିର୍ମାଣଧୀନ ବିଦ୍ୟାଳୟର ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକ ମୃତ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନସ୍ଥ କଙ୍କୋରଡ଼ା ନେହେରୁ ବହୁମୁଖୀ ବିଦ୍ୟାପୀଠରେ ସ୍ମାର୍ଟ କ୍ଲାସ୍ ନିମନ୍ତେ ଚାଲିଥିଲା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଠେସ ସଜାଡୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମଙ୍ଗଳବ



ବେଆଇନ ଭାବେ ଗଚ୍ଛିତ ଆଠ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ପାଟପୁର ପୋଲିସ

Kiran Behera | ଅପରାଧ | ଗଞ୍ଜାମ | 11471 | Read...

ବେଆଇନ ଭାବେ ଗଚ୍ଛିତ ଆଠ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ପାଟପୁର ପୋଲିସ

ଦୀର୍ଘଦିନର ବ୍ୟବଧାନ ପରେ ପୁଣିଥରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସକୁ ବଡ଼ ଧରଣର ସଫଳତା ମିଳିପାରିଥିବା ବେଳେ ପୋଲିସ ମାମଲାରେ ପାହାଡିଆ ଅଞ୍ଚଳ ଅଧିନରେ ଥିବା ଆଠୋଗୋଟି ଘରୁ ଗଚ୍ଛିତ ଆଠ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେ



ଭିଜିଲାନ୍ସ ଜାଲରେ ପଡ଼ିଥିବା ୩ ସରକାରୀ ବାବୁ ଗିରଫ

BHAGYAPRABHA NEWS | ଅପରାଧ | କେନ୍ଦୁଝର | 11465 | Read...

ଭିଜିଲାନ୍ସ ଜାଲରେ ପଡ଼ିଥିବା ୩ ସରକାରୀ ବାବୁ ଗିରଫ

ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଗତକାଲି ବିପୁଳ ପରିମାଣର ଟଙ୍କା ସହ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ୩ ପ୍ରଥମ ଶ୍ରେଣୀ ଅଧିକାରୀ ଗିରଫ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବ



ଭିନ୍ନକ୍ଷମ ସାଇବାଣୀ ହତ୍ୟା ମାମଲାର ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 11462 | Read...

ଭିନ୍ନକ୍ଷମ ସାଇବାଣୀ ହତ୍ୟା ମାମଲାର ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ବହୁ ଚର୍ଚ୍ଚିତ ଭିନ୍ନକ୍ଷମ ବୃଦ୍ଧା ସାଇବାଣୀ ମଲ୍ଲିକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ପରେ ଜଙ୍ଗଲରୁ ଶବ ଉଦ୍ଧାର ମାମଲାରେ ଏକ ବର୍ଷ ପରେ ଦିଗପହଣ୍ଡି ପୋଲିସ ଫେରାର ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ଗି



ପୋଲିସକୁ ଚକମା ଦେଇ ଖସିଗଲା ମୋଷ୍ଟ ୱାଣ୍ଟେଡ କୁନା : ବିଭିନ୍ନ ମାରଣାସ୍ତ୍ର ଜବତ

Kiran Behera | ଅପରାଧ | ଗଞ୍ଜାମ | 11460 | Read...

ପୋଲିସକୁ ଚକମା ଦେଇ ଖସିଗଲା ମୋଷ୍ଟ ୱାଣ୍ଟେଡ କୁନା : ବିଭିନ୍ନ ମାରଣାସ୍ତ୍ର ଜବତ

ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ବୁଧବାର ବିଳମ୍ବିତ ରାତିରେ ମୋଷ୍ଟ ୱାଣ୍ଟେଡ ଜଙ୍ଗଲ ଦସ୍ୟୁ ଭାବେ ପରିଚିତ କୁଖ୍ୟାତ ଅପରାଧୀ କୁନା ବେହେରା ଓ ତାଙ୍କ ସହଯୋଗୀଙ୍କୁ ଧରିବା ପାଇଁ ଅପରସେନ ଚଳାଇଥିଲେ ମଧ୍ୟ ପୋଲିସକୁ ଚକମା ଦେଇ ଘଞ



କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରୀ : ଥାନାରେ ଏତଲା ଦେଲେ ସରପଞ୍ଚ

Kiran Behera | ଅପରାଧ | ଗଞ୍ଜାମ | 11441 | Read...

କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରୀ : ଥାନାରେ ଏତଲା ଦେଲେ ସରପଞ୍ଚ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଭୀମସେନ ସାହୁ ସ୍ଥାନୀୟ ଥାନାରେ ଏତଲା ଦେଇଥିବା ଜଣାପଡିଛି । ଖବରନୁଯାୟୀ ,



ଆଇପିଏଲକୁ ନେଇ ଚାଲିଥିଲା ଟଙ୍କା ବାଜି : ୬ ଯୁବକଙ୍କୁ ଗିରଫ କଲା ପୋଲିସ

Kiran Behera | ଅପରାଧ | | 11408 | Read...

ଆଇପିଏଲକୁ ନେଇ ଚାଲିଥିଲା ଟଙ୍କା ବାଜି : ୬ ଯୁବକଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା - ସିଙ୍ଗିପୁର ରାସ୍ତାରେ ଗତକାଲି ରାତିରେ ଆଇପିଏଲ ଖେଳକୁ ନେଇ ଯୁବକଙ୍କ ମଧ୍ୟରେ ଟଙ୍କା ବାଜିମାତ ଚାଲିଥିବା ବେଳେ ପାଟପୁର ପୋଲିସ ସଂକ୍ରାନ୍ତରେ ୬ ଜଣକୁ ଗିରଫ କରିଥିବା ଜ



ସାମାନ୍ୟ ବଚସାକୁ ନେଇ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ : ୨ ଭାଇ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 11392 | Read...

ସାମାନ୍ୟ ବଚସାକୁ ନେଇ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ : ୨ ଭାଇ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ସାମାନ୍ୟ ବଚସାକୁ ନେଇ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିବା ଜଣାପଡିଛି । ଏନେଇ ପୋଲିସ ଦୁଇଭାଇ ଡମ୍ବୁରୁ ସେଠୀ ଏବଂ ରବି



୧୨୨ ଗ୍ରାମ୍ ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

BHAGYAPRABHA NEWS | ଅପରାଧ | ଭଦ୍ରକ | 11391 | Read...

୧୨୨ ଗ୍ରାମ୍ ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

ରାଜ୍ୟ ରାଜପଥରୁ ଜବତ ହେଲା ବ୍ରାଉନସୁଗାର । ୧୨୨ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିବା ବେଳ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ । ସୂଚନାଯୋଗ୍ୟ ଯେ, ଭଦ୍ରକ ଚାନ୍ଦବାଲି ରାଜ୍ୟପଥର ସରକାରନଗରଠାରୁ ପୋଲିସ ଏହି ବ୍ରା



ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ମାମଲାରେ ଅଭିଯୁକ୍ତଙ୍କୁ ଜେଲ

Kiran Behera | ଅପରାଧ | ଗଞ୍ଜାମ | 11364 | Read...

ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ମାମଲାରେ ଅଭିଯୁକ୍ତଙ୍କୁ ଜେଲ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନସ୍ଥ ସହଦେବ . ଟିକରପଡା ଗ୍ରାମର ଜଣେ ମହିଳା ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ମାମଲାରେ କେ. ନୂଆଗାଁ ଥାନା ପୋଲିସ ଅଭିଯୁକ୍ତ ସିମାଞ୍ଚଳ ଗୈାଡଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପ



ଏଟିଏମ୍ ଲୁଟିବା ଯୋଜନା ପଣ୍ଡ କଲା ପୋଲିସ : ୫ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 11359 | Read...

ଏଟିଏମ୍ ଲୁଟିବା ଯୋଜନା ପଣ୍ଡ କଲା ପୋଲିସ : ୫ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ଗଣିଆନାଳ ଛକ ନିକଟରେ ଥିବା ଇଣ୍ଡିକାଶ ଏଟିଏମ୍ ଲୁଟିବା ପାଇଁ ଶନିବାର ବିଳମ୍ବିତ ରାତିରେ ଚାଲିଥିଲା ଡକାୟତି ଯୋଜନା । ପୋଲିସ ଉକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରି ୫ ଜଣ ଅପରାଧୀଙ୍




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: