ଅପରାଧ : Category News


ବାଘ ଚମଡା ଜବତ ତିନି ଜଣ ବେପାରୀ ଗିରଫ

Bhagyaprabha News Bureau | ଅପରାଧ | ଦେବଗଡ଼ | 2543 | Read...

ବାଘ ଚମଡା ଜବତ ତିନି ଜଣ ବେପାରୀ ଗିରଫ

ଦେବଗଡ଼ ଜିଲ୍ଲା ବରକୋଟର ଏକ ଗେଷ୍ଟ ହାଉସରୁ ଏସ.ଟି.ଏଫ. ଟିମ ଚଢାଉ କରି ଗୋଟିଏ ବାଘ ଚମଡା ଜବତ କରିଛି। ଏସ.ଟି.ଏଫ. ଟିମ ଦ୍ୱାରା ଚଢ଼ାଉ ବେଳେ ତିନିଜଣ ବେପାରୀ ଉକ୍ତ ବାଘ ଚମଡା ଟିକୁ ଅନେତ୍ର ସ୍ଥାନାନ୍ତର କରି ବିକ୍ରି କରିବାକୁ ଉଦ୍



ପୂର୍ବ ଶତୃତାରୁ ଗୋଷ୍ଠି ସଂଘର୍ଷ , ସରପଂଚଙ୍କ ପୁଅ ମୃତ , ୪ ଗୁରୁତର

Bhagyaprabha News Bureau | ଅପରାଧ | ଗଞ୍ଜାମ | 2538 | Read...

ପୂର୍ବ ଶତୃତାରୁ ଗୋଷ୍ଠି ସଂଘର୍ଷ  , ସରପଂଚଙ୍କ ପୁଅ ମୃତ , ୪ ଗୁରୁତର

ଗଞ୍ଜାମ ଜିଲ୍ଲାରେ ଘଟିଛି ଏକ ଅଭିନବୀୟ ଦୁର୍ଘଟଣା । ପୂର୍ବ ଶତୃତାରୁ ଗୋଷ୍ଠି ସଂଘର୍ଷ ଘଟି ପୂର୍ବତନ ସରପଂଚଙ୍କ ପୁଅ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ୨ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପୋଲସ



ପ୍ରକାଶ ମଲିକ ହତ୍ୟାକାଣ୍ଡ ମାମଲା ପର୍ଦ୍ଦାଫାଶ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2530 | Read...

ପ୍ରକାଶ ମଲିକ ହତ୍ୟାକାଣ୍ଡ ମାମଲା ପର୍ଦ୍ଦାଫାଶ

ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ସାନବୁରୁଡା ଗ୍ରାମର ପ୍ରକାଶ ମଲିକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ମଙ୍ଗଳବାର ହୋଇଯାଇଛି । ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଅସ୍ତ୍ର କାତି , ଟର୍ଚ୍ଚ ଲାଇଟ ସହ ମୁଖ୍ୟ ଅଭିଯୁ



କଲେଜ୍ ଛାତ୍ରଙ୍କ କ୍ଷତ ବିକ୍ଷତ ମୃତଦେହ ଉଧାର -ହତ୍ୟା କରାଯାଇଥିବା ସନ୍ଦେହ

Bhagyaprabha News Bureau | ଅପରାଧ | ରାୟଗଡ଼ା | 2515 | Read...

କଲେଜ୍ ଛାତ୍ରଙ୍କ କ୍ଷତ ବିକ୍ଷତ ମୃତଦେହ ଉଧାର -ହତ୍ୟା କରାଯାଇଥିବା ସନ୍ଦେହ

ରାୟଗଡ଼ା ଜିଲ୍ଲା କସ୍ତୁରୀନଗର ଅଞ୍ଚଳରେ କଲେଜ ଛାତ୍ରଙ୍କ କ୍ଷତବିକ୍ଷେତ ଅବସ୍ଥାରେ ମୃତଦେହ ଉଦ୍ଧାର । ମୃତ ଛାତ୍ରଜଣଙ୍କ ନାମ ଏମ. ସୁରେଶ କୁମାର । ସେ ରାୟଗଡ଼ା ମହାବିଦ୍ୟାଳୟରେ +2 ଅଧ୍ୟୟନ କରୁଥିବା ଜଣାଯାଇଛି । ଆଜି ସୁରେଶଙ



ଏଟିଏମରୁ ଲୁଟ୍ ଉଦ୍ୟମ ପଣ୍ଡ

Bhagyaprabha News Bureau | ଅପରାଧ | କଳାହାଣ୍ଡି | 2512 | Read...

ଏଟିଏମରୁ ଲୁଟ୍ ଉଦ୍ୟମ ପଣ୍ଡ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୁରୁଣା ସିନେମା ହଲ୍ ଏସବିଆଇ ଏଟିଏମରୁ ଲୁଟ୍ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ବେଳେ ସାଇରନ୍ ବାଜିବାରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଏଟିଏମ୍&



ଖଟବିଦ୍ୟା ନିଷ୍ପତ୍ତିରୁ ଓହରିଲେ ଗ୍ରାମବାସୀ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2507 | Read...

ଖଟବିଦ୍ୟା ନିଷ୍ପତ୍ତିରୁ ଓହରିଲେ ଗ୍ରାମବାସୀ

ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଓ ପୁଲିସର କାର୍ଯ୍ୟାନୁଷ୍ଠାନ ଭୟ। ଏହା ପରେ ଶେଷରେ ଖଟବିଦ୍ୟା ନିଷ୍ପତ୍ତିରୁ ଓହରିଲେ ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦଗାଁରୁ ଏଭଳି ଏକ ଘଟଣା ସାମ୍



ସରପଞ୍ଚକୁ ଆକ୍ରମଣ କରିବାକୁ ଯାଇ ବୋମାଫୁଟି ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

Bhagyaprabha News Bureau | ଅପରାଧ | ଗଞ୍ଜାମ | 2497 | Read...

ସରପଞ୍ଚକୁ ଆକ୍ରମଣ କରିବାକୁ ଯାଇ ବୋମାଫୁଟି ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଗତ କିଛି ମାସର ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ମୁଖ୍ୟ ରାସ୍ତାରେ ବନ୍ଥପଲ୍ଲୀ ସରପଞ୍ଚକୁ ମାରିବାକୁ



କାର ଧକ୍କାରେ ବାଇକ ଚାଳକ ଗୁରୁତର

Bhagyaprabha News Bureau | ଅପରାଧ | ଗଞ୍ଜାମ | 2496 | Read...

କାର ଧକ୍କାରେ ବାଇକ ଚାଳକ ଗୁରୁତର

ଶନିବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ହାଡିସାହି ନିକଟରେ ଏକ କାର ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଚାଳକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଛଣମେରୀ ପଞ୍



ହାତରେ ବୋମା ଫୁଟି ଯୁବକ ଗୁରୁତର

Bhagyaprabha News Bureau | ଅପରାଧ | ଗଞ୍ଜାମ | 2486 | Read...

ହାତରେ ବୋମା ଫୁଟି ଯୁବକ ଗୁରୁତର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବନ୍ଥାବଲୀ ଅଞ୍ଚଳରେ ବୋମା ଫୁଟି ଚେରୁ ଗଉଡ ଆହତ ହୋଇଛନ୍ତି । ସାମାନ୍ୟ ଗଣ୍ଡଗୋଳରୁ ସରପଞ୍ଚକୁ ଆକ୍ରମଣ କରିବାକୁ ଯାଇ ଯୁବକଙ୍କ ହାତରେ ବୋମା ଫୁଟିଥିବା ଜଣାପଡିଛି । ସୁଚନାଯୋଗ୍ୟ, ଗତକାଲି ସ



ଜୋର ଧରିଲା ଡାକ୍ତର ଆନ୍ଦୋଳନ , ଇସ୍ତଫାଦେଲେ ୩୦୦ରୁ ଉର୍ଦ୍ଧ ଡାକ୍ତର

Bhagyaprabha News Bureau | ଅପରାଧ | | 2485 | Read...

ଜୋର ଧରିଲା ଡାକ୍ତର ଆନ୍ଦୋଳନ , ଇସ୍ତଫାଦେଲେ ୩୦୦ରୁ ଉର୍ଦ୍ଧ  ଡାକ୍ତର

ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନ ଜୋର ଧରିଥବାବେଳେ ଏହାକୁ ସମର୍ଥନ କରି ସାରାଦେଶରେ ୩୦୦ରୁ ଉର୍ଦ୍ଧ ଡାକ୍ତର ଇସ୍ତଫା ପ୍ରଦାନ କରିସାରିଲଣି । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମୁମ୍ବ



ଦାରିଦ୍ର୍ୟ ଓ ପାରିବାରିକ ଅଶାନ୍ତିରେ ଅତିଷ୍ଠ ଦୁଇ ଭଉଣୀଙ୍କ ଆତ୍ମହତ୍ୟା

Bhagyaprabha News Bureau | ଅପରାଧ | ଗଞ୍ଜାମ | 2484 | Read...

ଦାରିଦ୍ର୍ୟ ଓ ପାରିବାରିକ ଅଶାନ୍ତିରେ ଅତିଷ୍ଠ ଦୁଇ ଭଉଣୀଙ୍କ ଆତ୍ମହତ୍ୟା

ସବୁଠି ରଜ ଉତ୍ସବର ଉଲ୍ଲାସ। ଏପଟେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଡିଆଳି ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ଦାରିଦ୍ର୍ୟ ଓ ପାରିବାରିକ ଅଶାନ୍ତିରେ ଅତିଷ୍ଠ ଦୁଇ ଭଉଣୀ ବିଷ ପିଇ ଜୀବନ ହାରିଛନ୍ତି। ଏକାଠ



ଡକାୟତି ମାମଲାରେ ଅଭିଯୁକ୍ତମାନଙ୍କୁ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟର ଖଲାସ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2478 | Read...

ଡକାୟତି ମାମଲାରେ ଅଭିଯୁକ୍ତମାନଙ୍କୁ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟର ଖଲାସ

ଏକ ଡକାୟତି ମାମଲାର ବିଚାରଣା କରି କୋଦଳା ଦୌରାଜଜ୍‌ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ପ୍ରକାଶ ଯେ, ୨୦୧୨ ମସିହା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: