ଖବର ସଂଗ୍ରହ

.



ଭୁବନେଶ୍ୱରରେ ଅନୁଷ୍ଠିତ ହେବ 67 ତମ ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବ-2022

Gouri Shankar Mishra | ଓଡ଼ିଶା | ଖୋର୍ଦ୍ଧା | 12107 | Read...

ଭୁବନେଶ୍ୱରରେ ଅନୁଷ୍ଠିତ ହେବ  67 ତମ ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବ-2022

67 ତମ ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବ-2022 ଭୁବନେଶ୍ୱର ରେ ଅନୁଷ୍ଠିତ ହେବ | ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ଵୈଷ୍ଣବ, ରେଳ ରାଜ୍ୟ ମନ୍ତ୍ରୀମାନେ ଭୁବନେଶ୍ୱରର



ଉଦଯାପିତ ହେଲା ବ୍ରହ୍ମପୁର ମହାନଗର ମହୋତ୍ସବ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12106 | Read...

 ଉଦଯାପିତ ହେଲା ବ୍ରହ୍ମପୁର ମହାନଗର ମହୋତ୍ସବ

ବ୍ରହ୍ମପୁର - କଳା , ସଂସ୍କୃତି, ଓ ସାହିତ୍ୟକୁ ବଞ୍ଚାଇ ରଖିବା ଲକ୍ଷ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଥିବା ମହାନଗର ମହୋତ୍ସବ ଗୁରବାର ଉଦଯାପିତ ହୋଇଯାଇଛି । ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ



କରୋନାରେ ମୃତ ହୋମଗାର୍ଡ ନରସିଂହଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ

Kiran Behera | ଓଡ଼ିଶା | ଗଞ୍ଜାମ | 12105 | Read...

କରୋନାରେ ମୃତ ହୋମଗାର୍ଡ ନରସିଂହଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ଥାନାରେ କାର୍ଯ୍ୟରତ ଥିବା ଜଣେ ହୋମଗାର୍ଡ ତଥା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ଏସ୍ .ଏ . ନରସିଂହ ଦାସଙ୍କ ଗତ ୨୦୨୦ ଜୁଲାଇ ୨୨ ତାରିଖରେ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଆଜି ତାଙ୍



ସରକାରୀ ବସ୍ ଧକ୍କାରେ ବାଇକ୍ ଚାଳକ ମୃତ

Kiran Behera | ଅପରାଧ | ଗଞ୍ଜାମ | 12104 | Read...

ସରକାରୀ ବସ୍ ଧକ୍କାରେ ବାଇକ୍ ଚାଳକ ମୃତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ୩୨୬ ନଂ ଜାତୀୟ ରାଜପଥ ମୌଳାଭଞ୍ଜା ନିକଟରେ ଗୁରୁବାର ଅପରାହ୍ନ ସାଢେ ୫ ଘଣ୍ଟା ସମୟରେ ଏକ ସରକାରୀ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ବାଇକ୍ ଚାଳକର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣ



୫ ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ ଜିଲ୍ଲାପାଳ

Kiran Behera | ଓଡ଼ିଶା | ଗଞ୍ଜାମ | 12103 | Read...

୫ ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଦିନ ସାନଖେମୁଣ୍ଡି ବ୍ଳକ ଗସ୍ତ କରି ୫ ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟର ଅଗ୍ରଗତି ନେଇ ନିର୍ମାଣଧୀନ ସ୍ମାର୍ଟ ସ୍କୁଲର ସମୀକ୍ଷା କରି ଫେରିଥିବା ଜଣାପଡିଛି । ଖବରନୁଯ



ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଓ ଦୁର୍ବ୍ୟବହାର ପ୍ରତିବାଦରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 12102 | Read...

ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଓ ଦୁର୍ବ୍ୟବହାର ପ୍ରତିବାଦରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଓ ରୋଗୀ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଗୁରୁବାର ସକାଳୁ ଖଲିଙ୍ଗି ଗ୍ରାମବାସୀ ମା



ଦେଖା ସାକ୍ଷାତରୁ ପ୍ରେମ ସମ୍ପର୍କ : ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ପ୍ରେମିକ ଜେଲ ହାଜତରେ

Kiran Behera | ଅପରାଧ | ଗଞ୍ଜାମ | 12101 | Read...

ଦେଖା ସାକ୍ଷାତରୁ ପ୍ରେମ ସମ୍ପର୍କ : ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ପ୍ରେମିକ ଜେଲ ହାଜତରେ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ ବଜାର ଥାନା ହରଡ଼ାଖଣ୍ଡିରେ ରହି ଆସୁଥିବା ସୋରଡ଼ା ଥାନା ଡୋଳବ ଗ୍ରାମର ସନ୍ତୋଷ କୁମାର ସାହୁଙ୍କୁ ଦିଗପହଣ୍ଡି ପୋଲିସ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଖବରନୁଯାୟୀ , ଅଭି



ବିଷପାନ କରି ନବମ ଶ୍ରେଣୀ ଛାତ୍ରୀ ମୃତ : କାରଣ ଅସ୍ପଷ୍ଟ

Kiran Behera | ଅପରାଧ | ଗଞ୍ଜାମ | 12100 | Read...

ବିଷପାନ କରି ନବମ ଶ୍ରେଣୀ ଛାତ୍ରୀ ମୃତ : କାରଣ ଅସ୍ପଷ୍ଟ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗୋକର୍ଣ୍ଣପୁର ନୋଡାଲ ହାଇସ୍କୁଲରେ ଅଧ୍ୟୟନ ଜଣେ ନବମ ଶ୍ରେଣୀ ଛାତ୍ରୀ ବିଷପାନ କରି ବୁଧବାର ଦିନ ମୃତ୍ୟୁବରଣ କରିଥିବା ଜଣାପଡିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ସୂଚ



ମହାନଗର ମହୋତ୍ସବର ନବମ ସନ୍ଧ୍ୟା, ଲୋକଙ୍କୁ ଆକୃଷ୍ଟ କଲା ଓଡିଶୀ ନୃତ୍ୟ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12099 | Read...

ମହାନଗର ମହୋତ୍ସବର ନବମ ସନ୍ଧ୍ୟା, ଲୋକଙ୍କୁ ଆକୃଷ୍ଟ କଲା ଓଡିଶୀ ନୃତ୍ୟ

ବ୍ରହ୍ମପୁର - କଳା , ସଂସ୍କୃତି, ଓ ସାହିତ୍ୟ ର ଗନ୍ତାଘର ହେଉଛି ଗଞ୍ଜାମ ଜିଲ୍ଲା। ଏହାକୁ ଜାବୁଡି ଧରିବା ସହ ସଭିଙ୍କୁ ଗୋଟିଏ ଖୀଅରେ ବାନ୍ଧି ରଖିଛି ବ୍ରହ୍ମପୁର ମାଟିର ମହୋତ୍ସବ ମହାନଗର ମହୋତ୍ସବ। ପ୍ରତି ବର୍ଷ ଭଳି ଚଳିତ ବର୍ଷ



ତିନି ଦଫା ଦାବିରେ ପ୍ରାଥମିକ ସେବା ସମବାୟ କର୍ମଚାରୀଙ୍କ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12098 | Read...

ତିନି ଦଫା ଦାବିରେ ପ୍ରାଥମିକ ସେବା ସମବାୟ କର୍ମଚାରୀଙ୍କ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଆସିକା ସମବାୟ ବ୍ୟାଙ୍କ ଅଧିନରେ ଥିବା ପ୍ରାଥମିକ ସେବା ସମବାୟ କର୍ମଚାରୀମାନେ ତିନି ଦଫା ଦାବି ପୂରନ କରିବା ପାଇଁ ସମବାୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦୀର୍ଘ ବର୍ଷ ହେଲା ସରକାର ସମସ୍ତ କର୍



ଶ୍ରେଷ୍ଠ ସାମାଜିକ ନାଟକ “ଯେତେ କାନ୍ଦିଲେ ବି ଲୁହ ସରୁନି " ମଞ୍ଚସ୍ଥ : ଉଦଘାଟନ କଲେ ଜିଲ୍ଲା ପରିଷଦ

Kiran Behera | ମନୋରଞ୍ଜନ | ଗଞ୍ଜାମ | 12097 | Read...

ଶ୍ରେଷ୍ଠ ସାମାଜିକ ନାଟକ “ଯେତେ କାନ୍ଦିଲେ ବି ଲୁହ ସରୁନି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ଅନ୍ତର୍ଗତ କୁମରଡା ଗ୍ରାମରେ ଚାଲିଥିବା ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ କଣ୍ଡବାଲ୍ୟ ଯାତ୍ରା ଉପଲକ୍ଷେ ଗତକାଲି ରାତିରେ ଶ୍ରେଷ୍ଠ ସାମାଜିକ ନାଟକ “ଯେତେ କାନ



ନାବାଳିକା ଅପହରଣ ନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ ଆଣିଲେ ପିତା

Kiran Behera | ଅପରାଧ | ଗଞ୍ଜାମ | 12096 | Read...

ନାବାଳିକା ଅପହରଣ ନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ ଆଣିଲେ ପିତା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗ୍ରାମର ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ନେଇ ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ ପିତା । ଖବରନୁଯାୟୀ , ଅପହରଣକାରୀଙ୍କ ପିତା ଓ ନାବାଳିକାଙ



ଆଜିଠୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

BHAGYAPRABHA NEWS | ରାଜନୀତି | | 12095 | Read...

ଆଜିଠୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହେଉଛି ନାମାଙ୍କନ ପ୍ରକ୍ରିୟା। ଏହା ମେ' ୩୧ ତାରିଖ ଯାଏ ଜାରି ରହିବ । ଓଡ଼ିଶାର ଖାଲିଥିବା ୩ଟି ସିଟ୍ ପାଇଁ ବିଜେଡି ପାଖରେ ରହିଛି ଆବଶ୍ୟକ ବିଧାୟକ ସଂଖ୍ୟା । ତେଣୁ ନିର୍ଦ୍ୱନ୍ଦ୍ୱ



ମହାନଗର ମହୋତ୍ସବର ଅଷ୍ଟମ ସନ୍ଧ୍ୟା ,କଳାକାରଙ୍କ ନୃତ୍ୟରେ ଦୁଲୁକିଲା ମଞ୍ଚ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12093 | Read...

ମହାନଗର ମହୋତ୍ସବର ଅଷ୍ଟମ ସନ୍ଧ୍ୟା ,କଳାକାରଙ୍କ ନୃତ୍ୟରେ ଦୁଲୁକିଲା ମଞ୍ଚ

ବ୍ରହ୍ମପୁର - କଳା , ସଂସ୍କୃତି, ଓ ସାହିତ୍ୟ କୁ ଜାବୁଡି ଧରିବା ସହ ସଭିଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିଛି ମହାନଗର ମହୋତ୍ସବ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାନଗର ମହୋତ୍ସବ ତାର ମଞ୍ଚ ରେ ଅନେକ ପ୍ରତିଭାବାନ ବ୍ୟକ୍ତିତ୍



ପାଟପୁର ଥାନା ପକ୍ଷରୁ ପୋଡାମାରି ଗ୍ରାମରେ ଆମ ପୋଲିସ ସମିତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12092 | Read...

ପାଟପୁର ଥାନା ପକ୍ଷରୁ ପୋଡାମାରି ଗ୍ରାମରେ ଆମ ପୋଲିସ ସମିତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଧୀନସ୍ଥ ପୋଡ଼ାମାରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ ପାଟପୁର ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଅଧ୍ୟ



ଦିଗପହଣ୍ଡିରେ ବ୍ଳକସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12091 | Read...

ଦିଗପହଣ୍ଡିରେ ବ୍ଳକସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ

ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଦିନ ଦିଗପହଣ୍ଡି ବଡଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ବ୍ଳକସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ କାର୍ଯ୍



ଦିଗପହଣ୍ଡି ପଞ୍ଚାୟତ ସମିତିର ପ୍ରଥମ ସାଧାରଣ ବୈଠକ ଆଲୋଚନା ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12090 | Read...

ଦିଗପହଣ୍ଡି ପଞ୍ଚାୟତ ସମିତିର ପ୍ରଥମ ସାଧାରଣ ବୈଠକ ଆଲୋଚନା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଞ୍ଚାୟତ ସମିତିର ନବ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ସୋମବାର ଦିନ ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ପ୍ରଥମ ସାଧାରଣ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟ



ମହାନଗର ମହୋତ୍ସବ ସପ୍ତମ ସନ୍ଧ୍ୟାରେ , ଦର୍ଶକଙ୍କ ମନମହୁଛି ଲୋକ କଳା ଓ ସଂସ୍କୃତି

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12089 | Read...

ମହାନଗର ମହୋତ୍ସବ ସପ୍ତମ ସନ୍ଧ୍ୟାରେ , ଦର୍ଶକଙ୍କ ମନମହୁଛି ଲୋକ କଳା ଓ ସଂସ୍କୃତି

ବ୍ରହ୍ମପୁର - କଳା , ସଂସ୍କୃତି, ଓ ସାହିତ୍ୟ କୁ ଜାବୁଡି ଧରିବା ସହ ସଭିଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିଛି ମହାନଗର ମହୋତ୍ସବ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାନଗର ମହୋତ୍ସବ ତାର ମଞ୍ଚ ରେ ଅନେକ ପ୍ରତିଭାବାନ ବ୍ୟକ୍ତିତ୍



ଭୀଷ୍ମଗିରୀ ଯାତ୍ରୀ ବିଶ୍ରାମଗାରରୁ ସରକାରୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

Kiran Behera | ଅପରାଧ | ଗଞ୍ଜାମ | 12088 | Read...

ଭୀଷ୍ମଗିରୀ ଯାତ୍ରୀ ବିଶ୍ରାମଗାରରୁ ସରକାରୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରୀ କଲେଜ ଛକଠାରେ ରହିଥିବା ଯାତ୍ରୀ ବିଶ୍ରାମଗାର ପରିସରରେ ଜଣେ ସରକାରୀ କର୍ମଚାରୀଙ୍କ ମୃତଦେହ ରବିବାର ସ୍ଥାନୀୟ ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ହେଲେ ଦିଗପହଣ୍ଡି ତହସିଲ ଅଧି



ଘଞ୍ଚ ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ : ବିପୁଳ ପରିମାଣର ମଦପୋଚ ଓ ଦେଶୀମଦ ନଷ୍ଟ

Kiran Behera | ଅପରାଧ | ଗଞ୍ଜାମ | 12087 | Read...

ଘଞ୍ଚ ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ : ବିପୁଳ ପରିମାଣର ମଦପୋଚ ଓ ଦେଶୀମଦ ନଷ୍ଟ

ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ରବିବାର ଦିନ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅଧିନସ୍ଥ ବଡପଦା ନିକଟସ୍ଥ ପଶ୍ଚିମ ଦିଗ ଘଞ୍ଚ ଜଙ୍ଗଲ ନାଳ ରାସ୍ତାରେ ଅତ



ପୋଡାମାରି ପଞ୍ଚାୟତରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12086 | Read...

ପୋଡାମାରି ପଞ୍ଚାୟତରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶନିବାର ପୂର୍ବାହ୍ନରେ ସାନଖେମୁଣ୍ଡି ବ୍ଲକ ପୋଡାମାରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ କନ୍ଯାରତ୍ନ ଯୋଜନା ଆ



ବ୍ରହ୍ମପୁର ମହାନଗର ମହୋତ୍ସବର ଷଷ୍ଠ ଦିବସ -ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିଲା ମୁଖ୍ୟ ଆକର୍ଷଣ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12085 | Read...

ବ୍ରହ୍ମପୁର ମହାନଗର ମହୋତ୍ସବର  ଷଷ୍ଠ ଦିବସ -ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିଲା ମୁଖ୍ୟ ଆକର୍ଷଣ

ବ୍ରହ୍ମପୁର - ବ୍ରହ୍ମପୁର ସହରର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଚାଲିଥିବା ମହାନଗର ମହୋତ୍ସବର ଷଷ୍ଠ ଦିବସ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିଲା ମୁଖ୍ୟ ଆକର୍ଷଣ ।ଷଷ୍ଠ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆର



ଶିଶୁଙ୍କ ସୁରକ୍ଷା ପଞ୍ଚାୟତ ଗଠନରେ ଭୂମିକାକୁ ନେଇ ନିର୍ବାଚିତ ପ୍ରତିନିଧିଙ୍କୁ ତାଲିମ ଶିବିର ଅନୁଷ୍ଠିତ

Kiran Behera | ଶିକ୍ଷା | ଗଞ୍ଜାମ | 12084 | Read...

ଶିଶୁଙ୍କ ସୁରକ୍ଷା ପଞ୍ଚାୟତ ଗଠନରେ ଭୂମିକାକୁ ନେଇ ନିର୍ବାଚିତ ପ୍ରତିନିଧିଙ୍କୁ ତାଲିମ ଶିବିର ଅନୁଷ୍ଠିତ

ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟ ଓ ୟୁନିସେଫ ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଶନିବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶିଶୁମାନଙ୍



ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଆର୍ ଆଇ ଅନୁପସ୍ଥିତ ନେଇ ତାତିଲେ ଜନ ସାଧାରଣ : କାର୍ଯ୍ୟାନୁଷ୍ଠାନ ଦାବି ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

Kiran Behera | ବିଶେଷ | ଗଞ୍ଜାମ | 12083 | Read...

ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଆର୍ ଆଇ ଅନୁପସ୍ଥିତ ନେଇ ତାତିଲେ ଜନ ସାଧାରଣ : କାର୍ଯ୍ୟାନୁଷ୍ଠାନ ଦାବି ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଅଧୀନସ୍ଥ କଙ୍କୋରଡା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅଧିକାରୀଙ୍କ ୧୦ ଦିନ ଧରି ଅନୁପସ୍ଥିତ ନେଇ ଶନିବାର ଦିନ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡିଛି । ଯାହାଫଳ



ଦିଗପହଣ୍ଡି ଥାନାରେ ନୂତନ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କଲେ ଦିପ୍ତୀରଞ୍ଜନ

Kiran Behera | ବିଶେଷ | ଗଞ୍ଜାମ | 12082 | Read...

ଦିଗପହଣ୍ଡି ଥାନାରେ ନୂତନ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କଲେ ଦିପ୍ତୀରଞ୍ଜନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନାରେ ନୂତନ ଥାନା ଅଧିକାରୀ ଭାବେ ଶନିବାର ଦିନ ଦିପ୍ତୀ ରଞ୍ଜନ ବେହେରା ନିଜର ଦାୟିତ୍ଵ ଗ୍ରହଣ କରିଥିବା ଜଣାପଡିଛି । ଏହା ପୂର୍ବରୁ ରମ୍ଭା ଥାନାରେ ଅବସ୍ଥାପିତ ଥିବା ବେଳେ ଆଜି ଆଇଆଇସି ଭାବେ ଦି



କୁଶପଡାରେ ଶତ ପ୍ରତିଶତ ଟିକାକରଣ ସଚେତନତା ସଭା

Kiran Behera | ଓଡ଼ିଶା | ଗଞ୍ଜାମ | 12081 | Read...

କୁଶପଡାରେ ଶତ ପ୍ରତିଶତ ଟିକାକରଣ ସଚେତନତା ସଭା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୁଶପଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ପଞ୍ଚାୟତରେ ଶତ ପ୍ରତିଶତ ଟିକାକରଣ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ବେଚ୍ଛାସେବୀ ଅନୁଷ୍ଠାନ " ଶିଶୁ ସୁରକ୍ଷା



ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଅହମଦାବାଦରୁ ସୁସ୍ଥ ହୋଇ ଫେରିଲେ ୨ ବାଳିକା

Kiran Behera | ଓଡ଼ିଶା | ଗଞ୍ଜାମ | 12080 | Read...

ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଅହମଦାବାଦରୁ ସୁସ୍ଥ ହୋଇ ଫେରିଲେ ୨ ବାଳିକା

ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଶୁକ୍ରବାର ଦିନ ଅହମଦାବାଦର ଏକ ମେଡିକାଲରୁ ମାଗଣାରେ ଚିକିତ୍ସା ଲାଭ କରି ସୁସ୍ଥ ହେବା ସହ ଏକ ନୂଆ ଜୀବନ ନେଇ ଗ୍ରାମକୁ ଫେରି ଆସିଛନ୍ତି ଦୁଇ ଜଣ ବାଳିକା । ସେମାନେ ହେଲେ



ବାଚସ୍ପତିଙ୍କ ସହ ଆଲୋଚନା ପରେ ସ୍ଥଗିତ ରହିଲା ସାମ୍ବାଦିକଙ୍କ ଗଣଧାରଣା , ଉଚ୍ଚସ୍ତରୀୟ ବୈଠକରେ ଏମ୍.କେ.ସି.ଜି ର ସମସ୍ୟାକୁ କରାଯିବ ସମୀକ୍ଷା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12079 | Read...

ବାଚସ୍ପତିଙ୍କ ସହ ଆଲୋଚନା ପରେ ସ୍ଥଗିତ ରହିଲା ସାମ୍ବାଦିକଙ୍କ ଗଣଧାରଣା , ଉଚ୍ଚସ୍ତରୀୟ ବୈଠକରେ ଏମ୍.କେ.ସି.ଜି ର ସମସ୍ୟାକୁ କରାଯିବ ସମୀକ୍ଷା

ବ୍ରହ୍ମପୁର- ଗତ ଚାରି ଦିନ ଧରି ଶାନ୍ତିପୂର୍ଣ୍ଣ ଭାବରେ ଏମ୍.କେ.ସି.ଜି ର ପ୍ରମୁଖ ବିଷୟକୁ ନେଇ ଗଣଧାରଣା ଦେଇ ଆସୁଥିବା କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ବାଚସ୍ପତିଙ୍କ ସହ ଆଲୋଚନା କରିବା ପରେ ଏହାକୁ ସ୍ଥଗିତ ରଖାଯାଇଛ



କୋଇଲା ବୋଝେଇ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ , ୧ ଗୁରୁତର

Kiran Behera | ଅପରାଧ | ଗଞ୍ଜାମ | 12078 | Read...

କୋଇଲା ବୋଝେଇ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ , ୧ ଗୁରୁତର

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଧୀନସ୍ଥ ତପ୍ତପାଣି ଘାଟି ମୃଗ ବିହାର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ



ଯୁବକଙ୍କ ମୃତଦେହ ଶଙ୍ଖ ପାର୍ଶ୍ବରୁ ଉଦ୍ଧାର କଲା ପୋଲିସ : କାରଣ ଅସ୍ପଷ୍ଟ

Kiran Behera | ଅପରାଧ | ଗଞ୍ଜାମ | 12077 | Read...

ଯୁବକଙ୍କ ମୃତଦେହ ଶଙ୍ଖ ପାର୍ଶ୍ବରୁ ଉଦ୍ଧାର କଲା ପୋଲିସ : କାରଣ ଅସ୍ପଷ୍ଟ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଦିଗପହଣ୍ଡି - ବ୍ରହ୍ମପୁର ମୁଖ୍ୟରାସ୍ତା କୁରେଇଶୁଣୀ ମନ୍ଦିର ନାରାୟଣପୁର ଗ୍ରାମ ନିକଟସ୍ଥ ଏକ ଶଙ୍ଖ ପାର୍ଶ୍ଵରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି



ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ଆକ୍ରମଣ ମାମଲା : ଅଭିଯୁକ୍ତ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 12076 | Read...

ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ଆକ୍ରମଣ ମାମଲା : ଅଭିଯୁକ୍ତ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକକୁ ଆକ୍ରମଣ ମାମଲାରେ ସ୍ଥାନୀୟ ପୋଲିସ ବିଧାନ ବଳିଆର ସିଂ ନାମକ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ଗତ ବୁଧ



ଅଜାଙ୍କ କାନ୍ଧରେ ବେସାହାରା ତିନି ନାତିନାତୁଣୀଙ୍କ ବୋଝ : ସରକାରୀ ସହାୟତା ପାଇଁ ପ୍ରଶାସନର ଦ୍ବାରସ୍ଥ

Kiran Behera | ବିଶେଷ | ଗଞ୍ଜାମ | 12075 | Read...

ଅଜାଙ୍କ କାନ୍ଧରେ ବେସାହାରା ତିନି ନାତିନାତୁଣୀଙ୍କ ବୋଝ : ସରକାରୀ ସହାୟତା ପାଇଁ ପ୍ରଶାସନର ଦ୍ବାରସ୍ଥ

କଥାରେ ରହିଛି ବାର୍ଦ୍ଧକ୍ୟ ବୟସରେ ନାତି ନାତୁଣୀଙ୍କ ସହ ଗପସପ କରିବା ଦ୍ୱାରା ସମୟ ଅତିବାହିତ ହେବାସହ ମନର ଦୁଃଖକଷ୍ଟ ସବୁ ଦୂର ହୋଇଥାଏ । କିନ୍ତୁ ତାହା ଆଜି ବାସ୍ତବ ପାଲଟିଛି ସାନଖେମୁଣ୍ଡି ବ୍ଳକ ପାଇକ ରାମଚନ୍ଦ୍ରପୁର ଗ୍ରା



ଏମକେସିଜି ମେଡିକାଲର ବିଭିନ୍ନ ସମସ୍ୟାକୁ ନେଇ ଗଞ୍ଜାମ ବିଜେପିର ଗଣ ବିକ୍ଷୋଭ ଦ୍ୱିତୀୟ ଦିନରେ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12074 | Read...

ଏମକେସିଜି ମେଡିକାଲର ବିଭିନ୍ନ ସମସ୍ୟାକୁ ନେଇ ଗଞ୍ଜାମ ବିଜେପିର ଗଣ ବିକ୍ଷୋଭ ଦ୍ୱିତୀୟ ଦିନରେ

ବ୍ରହ୍ମପୁର ଏମ୍.କେ.ସି.ଜି. ବଡ଼ ମେଡ଼ିକାଲର ବିଭିନ୍ନ ସମସ୍ୟାର ସମାଧାନ ନେଇ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏବଂ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳ



ତୃତୀୟ ଦିନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା - ଆଲୋଚନା କଲେ ଏମକେସିଜି ମେଡିକାଲର ଅଧିକ୍ଷକ

Swadhina Kumar Sahu | ବିଶେଷ | ଗଞ୍ଜାମ | 12073 | Read...

ତୃତୀୟ ଦିନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା - ଆଲୋଚନା କଲେ ଏମକେସିଜି ମେଡିକାଲର ଅଧିକ୍ଷକ

ଦକ୍ଷିଣ ଓଡିଶାବାସୀ ନିର୍ଭର କରୁଥିବା ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲର ପ୍ରମୁଖ ସମସ୍ୟାକୁ ନେଇ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଶାନ୍ତିପୂର୍ଣ୍ଣ ଗଣଧାରଣା ତୃତୀୟ ଦିନରେ ପହଞ୍ଚିଛି । ଏମ୍.କେ.ସି.ଜି ମେଡିକାଲରେ ବ



ନିଖିଳ ଗଞ୍ଜାମ ବଡଖେମୁଣ୍ଡି ତାଲୁକା କୈବର୍ତ୍ତ ମହାସଭା ଉଦଯାପନୀ ସମାରୋହରେ ବାଚସ୍ପତି

Kiran Behera | ଓଡ଼ିଶା | ଗଞ୍ଜାମ | 12072 | Read...

ନିଖିଳ ଗଞ୍ଜାମ ବଡଖେମୁଣ୍ଡି ତାଲୁକା କୈବର୍ତ୍ତ ମହାସଭା ଉଦଯାପନୀ ସମାରୋହରେ ବାଚସ୍ପତି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କରପଡା ପଞ୍ଚାୟତ ଅନ୍ତର୍ଗତ ଦେଖାଳି ମୁଠା କୈବର୍ତ୍ତ କୋଠଘର ନିକଟରେ ତିନିଦିନ ଧରି ଚାଲିଥିବା ନିଖିଳ ଗଞ୍ଜାମ ବଡଖେମୁଣ୍ଡି ତାଲୁକା କୈବର୍ତ୍ତ ମହାସଭା ବୁଧବାର ଦିନ ଉଦଯାପିତ ହୋଇଯାଇଛି ।



ରାସନ ଦୋକାନରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କଲା ପୋଲିସ : ମାଲିକ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 12071 | Read...

ରାସନ ଦୋକାନରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କଲା ପୋଲିସ : ମାଲିକ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଗଣିଆନାଳ ଛକରେ ରହିଥିବା ଏକ ରାସନ୍ ସାମଗ୍ରୀ ଦୋକାନ ଉପରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଥିବା ଜଣାପଡିଛି । ଏହି



ଅଚଳ ଅବସ୍ଥାରେ ଗୈାଡଗାଁ ବସଷ୍ଟାଣ୍ଡର ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ମେସିନ : ଯାତ୍ରୀ ହନ୍ତସନ୍ତ

Kiran Behera | ବିଶେଷ | ଗଞ୍ଜାମ | 12070 | Read...

ଅଚଳ ଅବସ୍ଥାରେ ଗୈାଡଗାଁ ବସଷ୍ଟାଣ୍ଡର ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ମେସିନ : ଯାତ୍ରୀ ହନ୍ତସନ୍ତ

ସାରା ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବା ସହ ଜଳ ସଙ୍କଟ ମଧ୍ଯ ଦେଖାଦେଇଛି । ଏଭଳି ପରିସ୍ଥିତିରେ ଲୋକେ ପାନୀୟଜଳ ପାଇଁ ଡହଳ ବିକଳ ହୋଇ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ



କଳା ଓ ସଂସ୍କୃତିର ବିକାଶ ପାଇଁ ମହୋତ୍ସବ ଆୟୋଜନର ରହିଛି ଆବଶ୍ୟକତା- ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 12069 | Read...

କଳା ଓ ସଂସ୍କୃତିର ବିକାଶ ପାଇଁ ମହୋତ୍ସବ ଆୟୋଜନର ରହିଛି ଆବଶ୍ୟକତା- ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ବ୍ରହ୍ମପୁର - କଳା ଓ ସଂସ୍କୃତିର ବିକାଶ ପାଇଁ ମହୋତ୍ସବ ଅଧିକ ରୁ ଅଧିକ ଆୟୋଜନର ରହିଛି ଆବଶ୍ୟକତା । ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ବର୍ଷ ତମାମ ଅନେକ ମହୋତ୍ସବ ଆୟୋଜନ ହେଉଥିବା ବେଳେ ଆମ ରାଜ୍ୟର ଅନେକ ଜିଲ୍ଲାରେ ଜ



ମହାନଗର ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା - ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12068 | Read...

ମହାନଗର ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା - ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ ପରିସରରେ ଚାଲିଥିବା ଦଶମ ମହାନଗର ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରହିଥିଲା ସ୍ଥାନୀୟ କଳାକାର ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ । ଯାହାକୁ ମନଭରୀ ରାତ୍ର ପ



ଅଙ୍ଗନୱାଡ଼ି କେନ୍ଦ୍ରକୁ ମାଗଣା ଗ୍ଯାସ୍ ସିଲିଣ୍ଡର ଓ ଚୁଲା ବିତରଣ କାର୍ଯ୍ୟକ୍ରମର ଉଦଘାଟନ

Kiran Behera | ଓଡ଼ିଶା | ଗଞ୍ଜାମ | 12067 | Read...

ଅଙ୍ଗନୱାଡ଼ି କେନ୍ଦ୍ରକୁ ମାଗଣା ଗ୍ଯାସ୍ ସିଲିଣ୍ଡର ଓ ଚୁଲା ବିତରଣ କାର୍ଯ୍ୟକ୍ରମର ଉଦଘାଟନ

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ଦିଗପହଣ୍ଡି ବ୍ଳକ ଅଧିନରେ ଥିବା ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରକୁ ରୋଷେଇ ନିମନ୍ତେ ମାଗଣା ଗ୍ଯାସ୍ ସିଲିଣ୍ଡର ଓ ଚୁଲା ବ



ଶିକ୍ଷୟତ୍ରୀଙ୍କ ରୋଷେଇ ଘରୁ ବିଷଧର ନାଗ ସାପ ଉଦ୍ଧାର

Kiran Behera | ଓଡ଼ିଶା | ଗଞ୍ଜାମ | 12066 | Read...

 ଶିକ୍ଷୟତ୍ରୀଙ୍କ ରୋଷେଇ ଘରୁ ବିଷଧର ନାଗ ସାପ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ରାୟଗଡା ମୁଖ୍ୟରାସ୍ତାର ଆପେକ୍ସ ବିଲ୍ଡିଂ ପାର୍ଶ୍ବରେ ରହୁଥିବା ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ପ୍ରଧାନଙ୍କ ରୋଷେଇ ଘରୁ ମଙ୍ଗଳବାର ଦିନ ଏକ ବିଷଧର ନାଗ ସାପକୁ ଉଦ୍ଧାର କରାଯାଇଥିବା ଜଣାପଡ଼ି



ଉଦଘାଟିତ ହେଲା ୧୦'ମ ବ୍ରହ୍ମପୁର ମହାନଗର ମହୋତ୍ସବ - କଳା ଓ ସଂସ୍କୃତି ରେ ପରିପୂର୍ଣ୍ଣ ଗଞ୍ଜାମ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12065 | Read...

ଉଦଘାଟିତ ହେଲା ୧୦'ମ ବ୍ରହ୍ମପୁର ମହାନଗର ମହୋତ୍ସବ - କଳା ଓ ସଂସ୍କୃତି ରେ ପରିପୂର୍ଣ୍ଣ ଗଞ୍ଜାମ

ବ୍ରହ୍ମପୁର ସହରରେ ଉଦଘାଟିତ ହୋଇଯାଇଛି ୧୦'ମ ବ୍ରହ୍ମପୁର ମହାନଗର ମହୋତ୍ସବ । ସୋମବାର ବ୍ରହ୍ମପୁର ସହରର ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆ ପରିସରରେ ଆୟୋଜିତ ପ୍ରଥମ ସଂନ୍ଧ୍ୟାକୁ ବ୍ରହ୍ମପୁର ବିଶ୍ଵବିଦ୍ୟ



ନିଖିଳ ଗଞ୍ଜାମ ବଡଖେମୁଣ୍ଡି ତାଲୁକା କୈବର୍ତ୍ତ ମହାସଭା ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12064 | Read...

ନିଖିଳ ଗଞ୍ଜାମ ବଡଖେମୁଣ୍ଡି ତାଲୁକା କୈବର୍ତ୍ତ ମହାସଭା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କରପଡା ପଞ୍ଚାୟତ ଅନ୍ତର୍ଗତ ଦେଖାଳି ମୁଠା କୈବର୍ତ୍ତ କୋଠଘର ନିକଟରେ ସୋମବାର ଦିନ ନିଖିଳ ଗଞ୍ଜାମ ବଡଖେମୁଣ୍ଡି ତାଲୁକା କୈବର୍ତ୍ତ ମହାସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମ



ଦିଗପହଣ୍ଡି ପୈାରାଞ୍ଚଳରେ ମୋ ପୋଖରୀ ମୋ ଦାୟିତ୍ଵ କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12063 | Read...

ଦିଗପହଣ୍ଡି ପୈାରାଞ୍ଚଳରେ ମୋ ପୋଖରୀ ମୋ ଦାୟିତ୍ଵ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସୋମବାର ଦିନ ୩ ନଂ ୱାର୍ଡ ସ୍ଥିତ କମାବନ୍ଧ ପରିସରରେ ମୋ ପୋଖରୀ ମୋ ଦାୟିତ୍ଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ବଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା ଓ ମୋ ସ୍ୱାଭ



ଶିବନନ୍ଦନ ଓ ବଳରାମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Kiran Behera | ଖେଳ | ଗଞ୍ଜାମ | 12062 | Read...

ଶିବନନ୍ଦନ ଓ ବଳରାମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ଅଧିନସ୍ଥ ତଲାସିଙ୍ଗି ଗ୍ରାମ ଖେଳପଡିଆ ଠାରେ ଦୀର୍ଘ ଦିନ ଧରି ଚାଲିଥିବା ଶିବନନ୍ଦନ ଓ ବଳରାମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଦିନ ଉଦଯାପିତ ହୋ



ଏମକେସିଜି ମେଡିକାଲର ସମସ୍ୟା ସମାଧାନ ଦାବିରେ କାର୍ଯ୍ୟରଣ ସାମ୍ବାଦିକଙ୍କ ଶାନ୍ତିପୂର୍ଣ୍ଣ ଗଣଧାରଣା

Swadhina Kumar Sahu | ବିଶେଷ | ଗଞ୍ଜାମ | 12061 | Read...

ଏମକେସିଜି ମେଡିକାଲର ସମସ୍ୟା ସମାଧାନ ଦାବିରେ କାର୍ଯ୍ୟରଣ ସାମ୍ବାଦିକଙ୍କ ଶାନ୍ତିପୂର୍ଣ୍ଣ ଗଣଧାରଣା

ବ୍ରହ୍ମପୁର ଏମକେସିଜି ମେଡିକାଲର ବିଭିନ୍ନ ପ୍ରମୁଖ ସମସ୍ୟାକୁ ନେଇ ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଦେଇଛନ୍ତି ସହରର ସମସ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି । ଦକ୍ଷିଣ ଓଡିଶାର ସମସ୍ତ ଜିଲ୍



ଚାକିରୀ ଦେବା ନାମରେ ଠକେଇ ଜଣେ ଗିରଫ, ୪୦ ହଜାର ଟଙ୍କା ଓ ବାଇକ ଜବତ

Swadhina Kumar Sahu | ଅପରାଧ | ଗଞ୍ଜାମ | 12060 | Read...

ଚାକିରୀ ଦେବା ନାମରେ ଠକେଇ ଜଣେ ଗିରଫ, ୪୦ ହଜାର ଟଙ୍କା ଓ ବାଇକ ଜବତ

ଭାରତୀୟ ରେଳ ବିଭାଗରେ ଚାକିରି କରାଇ ଦେବା କହି ଟଙ୍କା ହ଼ପ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ଗୋଷାଣିନୁଆଗାଁ ପୋଲିସ । ଗିରଫ ଯୁବକ ଜଣଙ୍କ ହେଉଛନ୍ତି ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ମୁକ୍ତେଶ୍ୱର ବିଲ ସାହିର ଗଣ



ପୋଖରୀରେ ବିଷ ବିଛାଇଲେ ଦୁବୃର୍ତ୍ତ : ହଜାରରୁ ଉର୍ଦ୍ଧ୍ଵ ମୃତ ମାଛ ଉଦ୍ଧାର , ଥାନାରେ ଏତଲା

Kiran Behera | ଅପରାଧ | ଗଞ୍ଜାମ | 12059 | Read...

ପୋଖରୀରେ ବିଷ ବିଛାଇଲେ ଦୁବୃର୍ତ୍ତ : ହଜାରରୁ ଉର୍ଦ୍ଧ୍ଵ ମୃତ ମାଛ ଉଦ୍ଧାର , ଥାନାରେ ଏତଲା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ ଅନ୍ତର୍ଗତ ଦ୍ବାରଗାଁ ପାଣିଖିଆ ପୋଖରୀରେ ଦୁବୃର୍ତ୍ତ ମାନେ ବିଷ ବିଛାଇଥିବା ବେଳେ ଶୁକ୍ରବାର ସକାଳୁ ହଜାର ହଜାର ମାଛ ମୃତ ଅବସ୍ଥାରେ ପାଣିରେ ଭାସୁଥିବା ଦେଖିବାକୁ ମିଳିଥ



ଶିକ୍ଷକଙ୍କୁ ମାଡ଼ ମାରି ଜେଲ ଗଲେ ଯୁବକ

Kiran Behera | ଅପରାଧ | ଗଞ୍ଜାମ | 12058 | Read...

ଶିକ୍ଷକଙ୍କୁ ମାଡ଼ ମାରି ଜେଲ ଗଲେ ଯୁବକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବଡଖେମୁଣ୍ଡି ହାଇସ୍କୁଲର କାର୍ଯ୍ୟରତ ଶିକ୍ଷକ ସୁନୀଲ କୁମାର ମହାନ୍ତିଙ୍କୁ ମାଡ ମାରିଥିବା ଅଭିଯୋଗରେ ସ୍ଥାନୀୟ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣ



ନିମଖଣ୍ଡିପେଣ୍ଠରେ ମୋ ଗାଁ ରେ ତହସିଲ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12057 | Read...

ନିମଖଣ୍ଡିପେଣ୍ଠରେ ମୋ ଗାଁ ରେ ତହସିଲ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ ସରକାର ଓ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିନ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡିପେଣ୍ଠ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ପରିସରରେ "ମୋ ଗାଁ ରେ ତହସିଲ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।