Kiran Behera : News


ଭୀଷ୍ମଗିରିରେ "ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ" ଦ୍ବିତୀୟ ପର୍ଯ୍ୟାୟର ଶୁଭାରମ୍ଭ

Kiran Behera | ଓଡ଼ିଶା | ଗଞ୍ଜାମ | 9383 | Read...

ଭୀଷ୍ମଗିରିରେ

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ପୁଣିଥରେ ଜିଲ୍ଲାରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ପଞ୍ଚାୟତ ଅ



ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ : ଥାନାରେ ଏତଲା

Kiran Behera | ଅପରାଧ | ଗଞ୍ଜାମ | 9382 | Read...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ : ଥାନାରେ ଏତଲା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ଡେଙ୍ଗାଓସ୍ତା କୈଳାସପୁର ସାହିରେ ଗତ ବୁଧବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୁନ୍ତି ନାୟକ ନାମ୍ନୀ ଜଣେ ବୃଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା ବେଳେ ଦିଗପହ



ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଦିଗପହଣ୍ଡି ପ୍ରେସ କ୍ଳବ୍ ପକ୍ଷରୁ ପ୍ରସ୍ତୁତି ବୈଠକ

Kiran Behera | ଓଡ଼ିଶା | ଗଞ୍ଜାମ | 9381 | Read...

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଦିଗପହଣ୍ଡି ପ୍ରେସ କ୍ଳବ୍ ପକ୍ଷରୁ ପ୍ରସ୍ତୁତି ବୈଠକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପ୍ରେସ କ୍ଲବ ପକ୍ଷରୁ ସୋମବାର ଜାତୀୟ ପ୍ରେସ ଦିବସକୁ କିଭଳି ଭାବରେ ପାଳନ କରିବା ନେଇ ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ



୧୦୪ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ବୋଝେଇ କାର ଜବତ : ନାବାଳକ ସହ ଜଣେ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 9365 | Read...

୧୦୪ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ବୋଝେଇ କାର ଜବତ : ନାବାଳକ ସହ ଜଣେ ଗିରଫ

ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଗଞ୍ଜେଇ ଚୋରାଚାଲାଣକୁ ଧରିବାରେ ସଫଳ ହୋଇପାରିଥିବା ଜଣାପଡିଛି । ଶୁକ୍ରବାର ବିଳମ୍ବିତ ରାତିରେ ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ତଥା ସ



ଦିଗପହଣ୍ଡି ପୋଲିସ ପକ୍ଷରୁ ଜୁଆଆଡ୍ଡା ଚଢ଼ାଉ : ୩ ଜୁଆଡି ଗିରଫ

Kiran Behera | ଅପରାଧ | ଗଞ୍ଜାମ | 9364 | Read...

ଦିଗପହଣ୍ଡି ପୋଲିସ ପକ୍ଷରୁ ଜୁଆଆଡ୍ଡା ଚଢ଼ାଉ : ୩ ଜୁଆଡି ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ଅତର୍କିତ ଚଢ଼ାଉ କରି ୩ ଜୁଆଡିଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେ



ନକଲି ଗୁଟଖା ଓ ମଦ ବ୍ୟବସାୟୀଙ୍କ ଚକ୍ରବିହ୍ୟୁରେ କୁକୁଡାଖଣ୍ଡି ତହସିଲଦାର

Kiran Behera | ଓଡ଼ିଶା | ଗଞ୍ଜାମ | 9361 | Read...

ନକଲି ଗୁଟଖା ଓ ମଦ ବ୍ୟବସାୟୀଙ୍କ ଚକ୍ରବିହ୍ୟୁରେ କୁକୁଡାଖଣ୍ଡି ତହସିଲଦାର

ବିଭିନ୍ନ ସମୟରେ ନିଜର ଉଚ୍ଚକୋଟିର କାର୍ଯ୍ୟଶୈଳି ଏବଂ ଦୁର୍ନୀତି ମୁକ୍ତ ବ୍ୟବସ୍ଥା ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରେ ବେଶ ପ୍ରଶଂସା ସାଉଁଣ୍ଟିଚନ୍ତି କୁକୁଡାଖଣ୍ଡିର ମହିଳା ତହସିଲଦାର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର I କି



ଯୁବକଙ୍କ ମୃତଦେହ ଘୋଡାହଡ ନଦୀରୁ ଉଦ୍ଧାର

Kiran Behera | ଓଡ଼ିଶା | ଗଞ୍ଜାମ | 9360 | Read...

ଯୁବକଙ୍କ ମୃତଦେହ ଘୋଡାହଡ ନଦୀରୁ ଉଦ୍ଧାର

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମ ଦେଇ ପ୍ରବାହିତ ଘୋଡାହାଡ଼ ନଦୀତଟରୁ ଗୁରୁବାର ସକାଳୁ ଉକ୍ତ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ



ଲଘୁ ଖଣିଜ ଚୋରାଚାଲାଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ : ତହସିଲଦାର

Kiran Behera | ଅପରାଧ | ଗଞ୍ଜାମ | 9359 | Read...

ଲଘୁ ଖଣିଜ ଚୋରାଚାଲାଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ : ତହସିଲଦାର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ଗୃହ ପରିସରରେ ବୁଧବାର ପୂର୍ବାହ୍ନରେ ଦିଗପହଣ୍ଡି ଅଞ୍ଚଳରେ ଲଘୁ ଖଣିଜ ଚୋରାଚାଲାଣ ବିରୋଧରେ ପ୍ରଶାସନିକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ଏକ ପ୍ରସ୍ତୁତି ବୈଠକ କାର୍ଯ



ବିଡ଼ିଓଙ୍କ ଦ୍ବାରା କୁଶପଡା ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଭୁମିପୂଜା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

Kiran Behera | ଓଡ଼ିଶା | ଗଞ୍ଜାମ | 9354 | Read...

ବିଡ଼ିଓଙ୍କ ଦ୍ବାରା କୁଶପଡା ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଭୁମିପୂଜା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୁଶପଡା ଗ୍ରାମରେ ବୁଧବାର ପୂର୍ବାହ୍ନରେ ନୂତତ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ସ୍ଥାନୀୟ ବିଡ଼ିଓ ହଳଧର ଶବରଙ୍କ ଦ୍ଵାରା ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି । ଖବରପ୍ରକାରେ , ବ୍ଳକ



ଆଦିବାସୀ ମହିଳାଙ୍କୁ ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ଜେଲ

Kiran Behera | ଓଡ଼ିଶା | ଗଞ୍ଜାମ | 9353 | Read...

ଆଦିବାସୀ ମହିଳାଙ୍କୁ ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ଜେଲ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୋଟିନଡ଼ା ପଞ୍ଚାୟତ ଅଧିନସ୍ଥ ଚଢ଼େୟାଗରଦ ଗ୍ରାମରେ ନିରୀହ ଆଦିବାସୀ ମହିଳାଙ୍କ ଠାରୁ କାଳିଆ ଯୋଜନା ଯୋଗାଇ ଦେବା ବାହାନାରେ ଟଙ୍କା ଲୁଟ ମାମଲାରେ ସାନଡୁୁମ୍ବୁଳା ଗ୍ରାମର କୃଷ୍ଣ ସେଠୀ ନା



ପୂର୍ବତନ ସରପଞ୍ଚଙ୍କ ମାଆଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ ।

Kiran Behera | ଓଡ଼ିଶା | ଗଞ୍ଜାମ | 9345 | Read...

ପୂର୍ବତନ ସରପଞ୍ଚଙ୍କ ମାଆଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି . ତୁରୁବୁଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ଉଜ୍ଜ୍ୱଳ ସାହୁଙ୍କ ମାତୃ ସ୍ବର୍ଗତ ଝରା ସାହୁ(୧୦୫)ଙ୍କ ସ୍ମୃତି ଉଦ୍ଦେଶ୍ୟରେ ତଥା ତାଙ୍କ ବିୟୋଗରେ ଏକଦଶାହ ପାଳନ ଅବସରରେ ମଙ୍ଗଳବାର



ଟ୍ରାକ୍ଟର ମାଲିକ ସଙ୍ଘ ପକ୍ଷରୁ ଆଲୋଚନା ସଭା ; ନୂତନ କର୍ମକର୍ତ୍ତା ଚୟନ

Kiran Behera | ଓଡ଼ିଶା | ଗଞ୍ଜାମ | 9337 | Read...

ଟ୍ରାକ୍ଟର ମାଲିକ ସଙ୍ଘ ପକ୍ଷରୁ ଆଲୋଚନା ସଭା ; ନୂତନ କର୍ମକର୍ତ୍ତା ଚୟନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ବାସୁଦେବପୁର ପଞ୍ଚାୟତ ଅଧୀନ ମାଁ ଖେମୁଣ୍ଡି କାଳୁଆ ଦେବୀ ପୀଠରେ ମଙ୍ଗଳବାର କୁକୁଡ଼ାଖଣ୍ଡି ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ବ୍ଳକ ଅ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: