Kiran Behera : News


ଦିଗପହଣ୍ଡି ତହସିଲରେ ମୋ ନିବେଦନ କାର୍ଯ୍ୟକ୍ରମ

Kiran Behera | ଓଡ଼ିଶା | ଗଞ୍ଜାମ | 4584 | Read...

ଦିଗପହଣ୍ଡି ତହସିଲରେ ମୋ ନିବେଦନ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲ ଆନୁକୂଲ୍ୟରେ ଶୁକ୍ରବାର ଦିନ ଦିଗପହଣ୍ଡି ବ୍ଲକ ଗୈାଡ ଗାଁ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ମୋ ଗାଁ ରେ ତହସିଲ ଓ ମୋ ନିବେଦନ କାର୍ଯ



କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ ମାମଲା , ଅପହର୍ତ୍ତା ଫେରାର

Kiran Behera | ଅପରାଧ | ଗଞ୍ଜାମ | 4583 | Read...

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ ମାମଲା , ଅପହର୍ତ୍ତା ଫେରାର

ଦିଗପହଣ୍ଡି ବ୍ଲକଅଧିନ ଏକ ଗାଁର ଜଣେ ଯୁକ୍ତ ୨ ପାଠ ପଢୁଥିବା ନାବାଳିକା କଲେଜ ଛାତ୍ରୀଙ୍କୁ ବିଭିନ୍ନ ମିଥ୍ୟା ପ୍ରତିଶୃତି ଦେଇ ସେହି ଗାଁର ଭିନ୍ନ ଜାତିର ଜଣେ ଯୁବକ ମିଥୁନ ସାହୁ କେଉଁଆଡେ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି।



ଆକ୍ରମଣ ଓ ପ୍ରତିଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 4582 | Read...

ଆକ୍ରମଣ ଓ ପ୍ରତିଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଆଙ୍କୋରଡା ଗ୍ରାମର ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଚାଲିଥିବା ଝଗଡା ସମାଧାନ କରିବାକୁ ଯାଇଥିବା ଦେବ ନାଇକଙ୍କୁ ରୁନା ନାଇକ ନିସ୍ତୁକ ମାଡ଼ ମାରିଥିବାଅଭିଯୋଗ ହୋଇଛି।ଦେବଙ୍କ ସ୍ତ୍ରୀ ଜମ୍ଭୁ ଛ



ପୋଡାମାରୀ ନିକଟରେ ସଡ଼କ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

Kiran Behera | ଅପରାଧ | ଗଞ୍ଜାମ | 4577 | Read...

ପୋଡାମାରୀ ନିକଟରେ ସଡ଼କ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପୋଡାମାରୀ ଗ୍ରାମ ନିକଟରେ ଗୁରୁବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ଦୁଇ ଟ୍ରକ ମଧ୍ୟରେ ଗୋଟିଏ କାର ଚାପି ହୋଇଯିବା ଫଳରେ କାରରେ ବସିଥିବା ଦୁଇଜଣ ମଧ୍ୟରୁ ଜଣକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ



ବୁଲବୁଲକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳକୁ ସତର୍କ ସୂଚନା ଜାରି

Kiran Behera | ଓଡ଼ିଶା | ଗଞ୍ଜାମ | 4554 | Read...

ବୁଲବୁଲକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳକୁ ସତର୍କ ସୂଚନା ଜାରି

ସମ୍ଭାବ୍ୟ ବାତ୍ୟା ବୁୁଲବୁଲକୁ ଦୃଷ୍ଟିରେ ରଖି ବୁଧବାର ଘୋଡାହାଡ ଜଳସେଚନ ଉପବିୟଭାଜନ ପକ୍ଷରୁ ସମସ୍ତ ନଦୀ ତଟବର୍ତ୍ତି ତଳିଆ ଅଞ୍ଚଳ ଗୁଡିକୁ ସତର୍କତା ସୂଚନା ଦିଆଯାଇଛି । ଏନେଇ ଘୋଡହାଡ ଜଳସେଚନର ଉପନିର୍ବାହୀ ଯନ୍ତ୍ରୀ ପ୍ର



ଚିଟଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ଦରଖାସ୍ତ ତନଖି ଶିବିର

Kiran Behera | ଓଡ଼ିଶା | ଗଞ୍ଜାମ | 4543 | Read...

ଚିଟଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ଦରଖାସ୍ତ ତନଖି ଶିବିର

ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଅଞ୍ଚଳର କ୍ଷୁଦ୍ର ଚିଟଫଣ୍ଡ ଜମାକାରୀଙ୍କ ଦରଖାସ୍ତ ତନଖି କରାଯାଇଥିଲା। ଆସ୍ଥା ଓସିସୋର ଚିଟଫଣ୍ଡ ସଂସ୍ଥା



ଶତାଧିକ କର୍ମୀଙ୍କ ସହ ବିଜେଡିରେ ଯୋଗଦେଲେ ଦିଗପହଣ୍ଡି ପୂର୍ବତନ ନଗରପାଳ

Kiran Behera | ରାଜନୀତି | ଖୋର୍ଦ୍ଧା | 4542 | Read...

ଶତାଧିକ କର୍ମୀଙ୍କ ସହ ବିଜେଡିରେ ଯୋଗଦେଲେ ଦିଗପହଣ୍ଡି ପୂର୍ବତନ ନଗରପାଳ

ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳର ପୂର୍ବତନ ନଗରପାଳ ତଥା ବରିଷ୍ଠ କଂଗ୍ରେସ ନେତା ଭି. ରବିନାରାୟଣ ରାଜୁ ନିଜର ବହୁ କଂଗ୍ରେସ କର୍ମୀଙ୍କ ସହ ଭୁବନେଶ୍ବର ସ୍ଥିତ ନବୀନ ନିବାସରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉ



ସରକାରୀ ଯୋଜନାରେ ଅନିୟମିତତା ନେଇ ବ୍ଳକ ସମ୍ମୁଖରେ ଧାରଣା ଦେଲେ ବିଜେପି କର୍ମୀ

Kiran Behera | ଓଡ଼ିଶା | ଗଞ୍ଜାମ | 4540 | Read...

ସରକାରୀ ଯୋଜନାରେ ଅନିୟମିତତା ନେଇ ବ୍ଳକ ସମ୍ମୁଖରେ ଧାରଣା ଦେଲେ ବିଜେପି କର୍ମୀ

ଦିଗପହଣ୍ଡି ବ୍ଲକ ଗୈାଡଗାଁ ଗ୍ରାମର ଶତାଧିକ ଲୋକଙ୍କ ସହ ଭାରତୀୟ ଜନତା ପାର୍ଟି କର୍ମୀମାନେ ମିଳିତଭାବେ ସରପଞ୍ଚଙ୍କ ମନୋମୁଖୀ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ପୂର୍ବାହ୍ନ ୧୧ ସମୟରେ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମ



ବାଚସ୍ପତି ଙ୍କ ଦ୍ଵାରା ସାମାଜିକ ନାଟକ ଉଦଘାଟିତ  

Kiran Behera | ଓଡ଼ିଶା | ଗଞ୍ଜାମ | 4529 | Read...

ବାଚସ୍ପତି ଙ୍କ ଦ୍ଵାରା ସାମାଜିକ ନାଟକ ଉଦଘାଟିତ  

ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ନୂଆଗଡ ଗ୍ରାମ ଯେମିନି ନାଟ୍ୟ ସଂସଦ ର ୧୧ ତମ ବାର୍ଷିକୋତ୍ସବ ଅବସରରେ ସୋମବାର ରାତି ପ୍ରାୟ ସାଢେ଼୮ ଟା ରେ ମଞ୍ଚସ୍ଥ ସାମାଜିକ ନାଟକ "ପାପ ଲୁଚେଇଛି ପଣତ କାନି" କୁ ବାଚସ୍ପତି ଡ. ସୂର୍ଯ୍ୟ ନ



ୱାର୍ଡସଭ୍ଯଙ୍କୁ ଛୁରାମାଡ ମାମଲାରେ ତିନି ଅଭିଯୁକ୍ତ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 4523 | Read...

ୱାର୍ଡସଭ୍ଯଙ୍କୁ ଛୁରାମାଡ ମାମଲାରେ ତିନି ଅଭିଯୁକ୍ତ ଗିରଫ

ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଦେଖାଳି ଛକରେ ଗତ ଶୁକ୍ରବାର ଦିନ ରାତି ୯ ଘଣ୍ଟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୱାର୍ଡସଭ୍ୟ ଏ.ଗଣପତି ପାତ୍ରଙ୍କୁ ସଂଘଟିତ ଛୁରାମାଡ ଅଭିଯୋଗରେ କେ . ନୂଆଗାଁ ପୋଲିସ ତିନିଜଣ ଅଭିଯୁକ୍ତଙ୍



ପୁଣି ମହୁଲ ପାହାଡରେ ପଥର ବ୍ଲାଷ୍ଟିଂ ଅଭିଯୋଗ

Kiran Behera | ଓଡ଼ିଶା | ଗଞ୍ଜାମ | 4522 | Read...

ପୁଣି ମହୁଲ ପାହାଡରେ ପଥର ବ୍ଲାଷ୍ଟିଂ ଅଭିଯୋଗ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଏସ୍. ଟିକରପଡା ପଞ୍ଚାୟତର ବାବୁଲିବନ୍ଧ ମହୁଲ ପାହାଡରେ କିଛି ମାସର ବ୍ୟବଧାନ ପରେ ପୁଣି ଥରେ ବେଆଇନ ବ୍ଲାଷ୍ଟିଂ ହୋଇଥିବା ବେଳେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଜଣାପଡିଛି



ଉଜଳ୍ଳେଶ୍ବର ଶୈବପୀଠରେ ଦଶହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଭିଡ

Kiran Behera | ଓଡ଼ିଶା | ଗଞ୍ଜାମ | 4521 | Read...

ଉଜଳ୍ଳେଶ୍ବର ଶୈବପୀଠରେ ଦଶହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଭିଡ

ପାର୍ବଣ ମାସ କାର୍ତ୍ତିକର ଚତୁର୍ଥ ସୋମବାର ଅବସରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡିଛି ବେଳେ ଆଜି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁ ପଞ୍ଚାୟତ ଅଧିନରେ ଥିବା ଉଜଳ୍ଳେଶ୍ବର ଶୈବପୀଠରେ ଦଶହଜାରର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: