Kiran Behera : News


ବଜ୍ରପାତ ମାଡରେ ଯୁବକ ଗୁରୁତର : ଚେତା ଶୂନ୍ୟ ଅବସ୍ଥାରେ ଚାଷଜମିରୁ ଉଦ୍ଧାର

Kiran Behera | ଓଡ଼ିଶା | ଗଞ୍ଜାମ | 12111 | Read...

ବଜ୍ରପାତ ମାଡରେ ଯୁବକ ଗୁରୁତର : ଚେତା ଶୂନ୍ୟ ଅବସ୍ଥାରେ ଚାଷଜମିରୁ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ ଘନ ଘନ ବଜ୍ରପାତ ହୋଇଥିଲା । ଏହି ଅବସରରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୁଡୁଙ୍ଗପୁର ଗ୍ରାମରେ ବଜ୍ରାଘାତ ପ୍ରଭାବରେ ଆ



ପୋଲିସ ହାତରେ ସାତ ମାସ ଧରି ଫେରାର ଥିବା ଦୁଇ ଗଞ୍ଜେଇ ବେପାରୀ

Kiran Behera | ଅପରାଧ | ଗଞ୍ଜାମ | 12110 | Read...

ପୋଲିସ ହାତରେ ସାତ ମାସ ଧରି ଫେରାର ଥିବା ଦୁଇ ଗଞ୍ଜେଇ ବେପାରୀ

ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଶନିବାର ଦିନ ଦୀର୍ଘ ୭ ମାସ ଧରି ଫେରାର ରହିଥିବା ଦୁଇ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅପରାଧୀ ଦ୍ବୟ ହେଲେ ସ୍ଥାନୀୟ ଥାନା ଅଧିନସ୍ଥ ମୋହିବିଲ ଗ୍ରାମର ଲିଙ୍ଗରାଜ ଶବର



ନିମଖଣ୍ଡିପେଣ୍ଠରେ ମାଉଜର ଧରୀ ଯୁବକଙ୍କ ଆତଙ୍କ ସୃଷ୍ଟି ମାମଲାରେ ଅଭିଯୁକ୍ତ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 12109 | Read...

ନିମଖଣ୍ଡିପେଣ୍ଠରେ ମାଉଜର ଧରୀ ଯୁବକଙ୍କ ଆତଙ୍କ ସୃଷ୍ଟି ମାମଲାରେ ଅଭିଯୁକ୍ତ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଥମିବାରେ ଲାଗୁନି ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ । ଗତ ମାସରେ ଚଷାନିମଖଣ୍ଡି ପଞ୍ଚାୟତ ପାଳଝାଡି ଗ୍ରାମର ଦୁଇ ବିଜେଡି ନେତାଙ୍କୁ ପଥର ଛେଚି ହତ୍ୟା ଏବେ ସୁଦ୍ଧା ଗ୍ରାମବାସୀଙ୍କ



ପାହାଡ଼ ପାର୍ଶ୍ବରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା : ମାଡ଼ି ବସିଲା ପୋଲିସ , ୩ ଗିରଫ

Kiran Behera | ଓଡ଼ିଶା | | 12108 | Read...

ପାହାଡ଼ ପାର୍ଶ୍ବରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା : ମାଡ଼ି ବସିଲା ପୋଲିସ , ୩ ଗିରଫ

ଗଞ୍ଜାମ ଜିଲ୍ଲା କେ . ନୂଆଗାଁ ପୋଲିସ ଗତକାଲି ଅପରାହ୍ନରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରି ଜୁଆଡିଙ୍କୁ ଧରିବାରେ ସଫଳତା ପାଇପାରିଛି । ଚିକିଟି ବ୍ଳକ କୋଟିଲିଙ୍ଗି ପଞ୍ଚାୟତ ମେଣ୍ଟାଗାଁ ଗ୍ରାମ ନିକଟସ୍ଥ ପର୍ବତ ପାର୍



କରୋନାରେ ମୃତ ହୋମଗାର୍ଡ ନରସିଂହଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ

Kiran Behera | ଓଡ଼ିଶା | ଗଞ୍ଜାମ | 12105 | Read...

କରୋନାରେ ମୃତ ହୋମଗାର୍ଡ ନରସିଂହଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ଥାନାରେ କାର୍ଯ୍ୟରତ ଥିବା ଜଣେ ହୋମଗାର୍ଡ ତଥା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ଏସ୍ .ଏ . ନରସିଂହ ଦାସଙ୍କ ଗତ ୨୦୨୦ ଜୁଲାଇ ୨୨ ତାରିଖରେ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଆଜି ତାଙ୍



ସରକାରୀ ବସ୍ ଧକ୍କାରେ ବାଇକ୍ ଚାଳକ ମୃତ

Kiran Behera | ଅପରାଧ | ଗଞ୍ଜାମ | 12104 | Read...

ସରକାରୀ ବସ୍ ଧକ୍କାରେ ବାଇକ୍ ଚାଳକ ମୃତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ୩୨୬ ନଂ ଜାତୀୟ ରାଜପଥ ମୌଳାଭଞ୍ଜା ନିକଟରେ ଗୁରୁବାର ଅପରାହ୍ନ ସାଢେ ୫ ଘଣ୍ଟା ସମୟରେ ଏକ ସରକାରୀ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ବାଇକ୍ ଚାଳକର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣ



୫ ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ ଜିଲ୍ଲାପାଳ

Kiran Behera | ଓଡ଼ିଶା | ଗଞ୍ଜାମ | 12103 | Read...

୫ ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଦିନ ସାନଖେମୁଣ୍ଡି ବ୍ଳକ ଗସ୍ତ କରି ୫ ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟର ଅଗ୍ରଗତି ନେଇ ନିର୍ମାଣଧୀନ ସ୍ମାର୍ଟ ସ୍କୁଲର ସମୀକ୍ଷା କରି ଫେରିଥିବା ଜଣାପଡିଛି । ଖବରନୁଯ



ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଓ ଦୁର୍ବ୍ୟବହାର ପ୍ରତିବାଦରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 12102 | Read...

ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଓ ଦୁର୍ବ୍ୟବହାର ପ୍ରତିବାଦରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଓ ରୋଗୀ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଗୁରୁବାର ସକାଳୁ ଖଲିଙ୍ଗି ଗ୍ରାମବାସୀ ମା



ଦେଖା ସାକ୍ଷାତରୁ ପ୍ରେମ ସମ୍ପର୍କ : ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ପ୍ରେମିକ ଜେଲ ହାଜତରେ

Kiran Behera | ଅପରାଧ | ଗଞ୍ଜାମ | 12101 | Read...

ଦେଖା ସାକ୍ଷାତରୁ ପ୍ରେମ ସମ୍ପର୍କ : ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ପ୍ରେମିକ ଜେଲ ହାଜତରେ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ ବଜାର ଥାନା ହରଡ଼ାଖଣ୍ଡିରେ ରହି ଆସୁଥିବା ସୋରଡ଼ା ଥାନା ଡୋଳବ ଗ୍ରାମର ସନ୍ତୋଷ କୁମାର ସାହୁଙ୍କୁ ଦିଗପହଣ୍ଡି ପୋଲିସ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଖବରନୁଯାୟୀ , ଅଭି



ବିଷପାନ କରି ନବମ ଶ୍ରେଣୀ ଛାତ୍ରୀ ମୃତ : କାରଣ ଅସ୍ପଷ୍ଟ

Kiran Behera | ଅପରାଧ | ଗଞ୍ଜାମ | 12100 | Read...

ବିଷପାନ କରି ନବମ ଶ୍ରେଣୀ ଛାତ୍ରୀ ମୃତ : କାରଣ ଅସ୍ପଷ୍ଟ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗୋକର୍ଣ୍ଣପୁର ନୋଡାଲ ହାଇସ୍କୁଲରେ ଅଧ୍ୟୟନ ଜଣେ ନବମ ଶ୍ରେଣୀ ଛାତ୍ରୀ ବିଷପାନ କରି ବୁଧବାର ଦିନ ମୃତ୍ୟୁବରଣ କରିଥିବା ଜଣାପଡିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ସୂଚ



ଶ୍ରେଷ୍ଠ ସାମାଜିକ ନାଟକ “ଯେତେ କାନ୍ଦିଲେ ବି ଲୁହ ସରୁନି " ମଞ୍ଚସ୍ଥ : ଉଦଘାଟନ କଲେ ଜିଲ୍ଲା ପରିଷଦ

Kiran Behera | ମନୋରଞ୍ଜନ | ଗଞ୍ଜାମ | 12097 | Read...

ଶ୍ରେଷ୍ଠ ସାମାଜିକ ନାଟକ “ଯେତେ କାନ୍ଦିଲେ ବି ଲୁହ ସରୁନି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ଅନ୍ତର୍ଗତ କୁମରଡା ଗ୍ରାମରେ ଚାଲିଥିବା ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ କଣ୍ଡବାଲ୍ୟ ଯାତ୍ରା ଉପଲକ୍ଷେ ଗତକାଲି ରାତିରେ ଶ୍ରେଷ୍ଠ ସାମାଜିକ ନାଟକ “ଯେତେ କାନ



ନାବାଳିକା ଅପହରଣ ନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ ଆଣିଲେ ପିତା

Kiran Behera | ଅପରାଧ | ଗଞ୍ଜାମ | 12096 | Read...

ନାବାଳିକା ଅପହରଣ ନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ ଆଣିଲେ ପିତା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗ୍ରାମର ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ନେଇ ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ ପିତା । ଖବରନୁଯାୟୀ , ଅପହରଣକାରୀଙ୍କ ପିତା ଓ ନାବାଳିକାଙ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: