Kiran Behera : News


ବିଭିନ୍ନ ପଞ୍ଚାୟତରେ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ବିଶେଷ | ଗଞ୍ଜାମ | 3215 | Read...

ବିଭିନ୍ନ ପଞ୍ଚାୟତରେ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିନ ଦିଗପହଣ୍ଡି ବ୍କକର ବିଭିନ୍ନ ପଞ୍ଚାୟତରେ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦିଗପହଣ୍ଡି ବ୍ଳକର ଗୋକର୍ଣ୍ଣପୁର ପଞ୍ଚାୟତ କାର୍ଯ୍ୟାଳୟରେ



ପଲିଥିନ ମୁକ୍ତ ଦିଗପହଣ୍ଡି ପାଇଁ ଦସ୍ତଖତ ଅଭିଯାନ

Kiran Behera | ବିଶେଷ | ଗଞ୍ଜାମ | 3214 | Read...

ପଲିଥିନ ମୁକ୍ତ ଦିଗପହଣ୍ଡି ପାଇଁ ଦସ୍ତଖତ ଅଭିଯାନ

ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପଲିଥିନ ମୁକ୍ତ ଏନ୍ଏସିରେ ପରିଣତ କରିବା ପାଇଁ ଏକ ଦସ୍ତଖତ ଅଭିଯାନ କରାଯିବା ସହ ଲୋକନୃତ୍ୟ ଦାସକାଠିଆ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱଚ୍ଛ ଓଡିଶା ସୁସ



ଦିଗପହଣ୍ଡି ପୋଲିସ ପକ୍ଷରୁ ଦୁଇଟି କ୍ରସର ଉପରେ ଅତର୍କିତ ଚଢ଼ାଉ, ବିପୁଳ ପରିମାଣ ର ବିସ୍ଫୋରକ ସାମଗ୍ରୀ ଜବତ , ୧୨ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 3211 | Read...

ଦିଗପହଣ୍ଡି ପୋଲିସ ପକ୍ଷରୁ ଦୁଇଟି କ୍ରସର ଉପରେ ଅତର୍କିତ ଚଢ଼ାଉ, ବିପୁଳ ପରିମାଣ ର ବିସ୍ଫୋରକ ସାମଗ୍ରୀ ଜବତ , ୧୨ ଗିରଫ

ରାଜ୍ୟ ସିବି- ସିଆଇଡି ସ୍ୱତନ୍ତ୍ର ଟାସ୍କ ଫୋର୍ସ ନିର୍ଦ୍ଦେଶନାରେ ଦିଗପହଣ୍ଡି ପୋଲିସ ସହାୟତାରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ ଟା ରେ ମହୁଡ଼ା ଗ୍ରାମ ନିକଟ ଦୁଇଟି କ୍ରସର୍ ୟୁନିଟ୍ ଉପରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମା



କାଶି ବିଶ୍ୱନାଥ ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୃତ୍ତ

Kiran Behera | ଅପରାଧ | ଗଞ୍ଜାମ | 3197 | Read...

କାଶି ବିଶ୍ୱନାଥ ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଅନ୍ତର୍ଗତ କମଳାପୁର ଗ୍ରାମରେ ଥିବା ପ୍ରସିଦ୍ଧ କାଶି ବିଶ୍ୱନାଥ ଶୈବପୀଠରୁ ଚୋରମାନେ କଳାକନା ବୁଲାଇ ଚାଲିଯାଇଥିବା ଜଣାପଡିଛି । ସୂଚନାପ୍ରକାରେ , ପ୍ରତ୍ଯହ ଦିନ ଭଳି ବୁଧବାର ସନ



ସୁଷମା ସ୍ବରାଜଙ୍କ ବିୟୋଗରେ ସାନଖେମୁଣ୍ଡିରେ ଶୋକସଭା

Kiran Behera | ବିଶେଷ | ଗଞ୍ଜାମ | 3196 | Read...

ସୁଷମା ସ୍ବରାଜଙ୍କ ବିୟୋଗରେ ସାନଖେମୁଣ୍ଡିରେ ଶୋକସଭା

ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଭାରତୀୟ ଜନତା ପାର୍ଟି ସାନଖେମୁଣ୍ଡି ବ୍ଲକ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ମଣ୍ଡଳରେ ଗତକାଲି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ



ଗୋକର୍ଣ୍ଣପୁରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧୀୟ ସଚେତନତା ଶିବିର ଓ ଗ୍ରାମବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 3195 | Read...

ଗୋକର୍ଣ୍ଣପୁରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧୀୟ ସଚେତନତା  ଶିବିର ଓ ଗ୍ରାମବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୁରୁବାର ମଧ୍ୟାହ୍ନରେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗ ଓଡ଼ିଶା ସରକାର ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ପରିଚାଳନ



ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ,ଦେଶୀମଦ ଜବତ ଜଣେ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 3194 | Read...

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ,ଦେଶୀମଦ ଜବତ ଜଣେ ଗିରଫ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଏକ ଗଳିରେ ବେଆଇନ ଭାବେ ଦେଶୀମଦ ବିକ୍ରି କରୁଥିବା ସମୟରେ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା । ଅବକାରୀ ବିଭାଗ ଉକ୍ତ ଦୋକାନ ନିକଟ



ଜାତୀୟ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 3192 | Read...

ଜାତୀୟ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୁରୁବାର ଦିନ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କୁ ଜାତୀୟ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଏଚସି ବମକୋଇ ମେଡିକାଲ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଯୋଜନା ବା ବମ



ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବ୍ରହ୍ମପୁର ପୃର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ

Kiran Behera | ଓଡ଼ିଶା | ଗଞ୍ଜାମ | 3191 | Read...

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବ୍ରହ୍ମପୁର ପୃର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ

ଗୁରୁବାର ଦିନ ମଧ୍ୟାହ୍ନ ସମୟରେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ବ୍ରହ୍ମପୁର ପୃର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ ଦିଗପହଣ୍ଡି ସବ ଡିଭିଜନ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ



ଚାଇଳ୍ଡ ଲାଇନ୍ ପକ୍ଷରୁ ୯ ନାବାଳକ ଉଦ୍ଧାର

Kiran Behera | ଅପରାଧ | ଗଞ୍ଜାମ | 3182 | Read...

ଚାଇଳ୍ଡ ଲାଇନ୍ ପକ୍ଷରୁ ୯ ନାବାଳକ ଉଦ୍ଧାର

ବ୍ରହ୍ମପୁର ଚାଇଳ୍ଡ ଲାଇନ୍ ପକ୍ଷରୁ ଗତକାଲି ଦିଗପହଣ୍ଡିରେ ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇ ୯ ନାବାଳକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଉଦ୍ଧାର ହୋଇଥିବା ସମସ୍ତ ନାବାଳକ ମାନଙ୍କ ଘର ଦିଗପହଣ୍ଡି ଥାନା ଅନ୍ତର୍



ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ : ଯୁବକ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 3181 | Read...

ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ : ଯୁବକ ଗିରଫ

ଦିଗପହଣ୍ଡି ଥାନା ଅନ୍ତର୍ଗତ ମଧୁବନ ଗ୍ରାମରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଗତକାଲି ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ହେଲେ ମଧୁବନ ଗ୍ରାମର



ଦିଗପହଣ୍ଡିରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି

Kiran Behera | ଓଡ଼ିଶା | ଗଞ୍ଜାମ | 3172 | Read...

ଦିଗପହଣ୍ଡିରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଗତ ଦୁଇଦିନ ଧରି ବର୍ଷାର ପ୍ରକୋପ ରହିଥିବାବେଳେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସହରରେ ମଧ୍ୟ ଲଘୁଚାପ ଜନିତ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ବୁଧବାର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: