Kiran Behera : News


ଦିଗପହଣ୍ଡିରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 11964 | Read...

ଦିଗପହଣ୍ଡିରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ ନିମନ୍ତେ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ବି



ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବରେ ଘଡଘଡି ବର୍ଷା ସହ ବଜ୍ରପାତ : ଜଳିଗଲା ନଡ଼ିଆ ଗଛ

Kiran Behera | ଓଡ଼ିଶା | ଗଞ୍ଜାମ | 11963 | Read...

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବରେ ଘଡଘଡି ବର୍ଷା ସହ ବଜ୍ରପାତ : ଜଳିଗଲା ନଡ଼ିଆ ଗଛ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଶୁକ୍ରବାର ଅପରାହ୍ନ ସାଢେ ୩ ଘଣ୍ଟା ସମୟରେ କାଳବୈଶାଖୀ ପ୍ରଭାବରେ ଘଡଘଡି ବର୍ଷା ପବନ ସଙ୍ଗେ ବଜ୍ରପାତ ମାଡ ହୋଇଥିଲା । ଯାହାଫଳରେ ଦିଗପହଣ୍ଡି ବଡ଼ ବ୍ର



ସର୍ବସାଧାରଣଙ୍କ ହକ୍କରେ ଥିବା ଜମି ଉପରେ ଅନଧିକାର ଭାବେ ଅକ୍ତିଆର କରିବା ନେଇ ତହସିଲଦାର ନିକଟରେ ଅଭିଯୋଗ

Kiran Behera | ଅପରାଧ | ଗଞ୍ଜାମ | 11961 | Read...

ସର୍ବସାଧାରଣଙ୍କ ହକ୍କରେ ଥିବା ଜମି ଉପରେ ଅନଧିକାର ଭାବେ ଅକ୍ତିଆର କରିବା ନେଇ ତହସିଲଦାର ନିକଟରେ ଅଭିଯୋଗ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ବମକୋଇ ପଞ୍ଚାୟତର କୁକୁଟବନ୍ଧ ଗ୍ରାମରେ ଥିବା ସର୍ବସାଧାରଣଙ୍କ ହକ୍କରେ ଥିବା ଜମି ଉପରେ ଅନଧିକାର ଭାବେ ଅକ୍ତିଆର କରିବା ନେଇ ଆଜି ଗ୍ରାମର କିଛି ଲୋକ ତହସିଲଦାର ନିକଟରେ ଅଭିଯୋ



ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ମଦପୋଚ ନଷ୍ଟ : ୨ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 11960 | Read...

ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ମଦପୋଚ ନଷ୍ଟ : ୨ ଗିରଫ

ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ପୂର୍ବାହ୍ନରେ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନସ୍ଥ ପୃଥକ ପୃଥକ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇ ବିପୁଳ



ପୂର୍ଣ୍ଣ ଅନୁଦାନ ଦାବିରେ ଭିଷ୍ମଗିରି କଲେଜ ଫାଟକ ସମ୍ମୁଖରେ ବିକ୍ଷୋଭ

Kiran Behera | ଓଡ଼ିଶା | ଗଞ୍ଜାମ | 11959 | Read...

ପୂର୍ଣ୍ଣ ଅନୁଦାନ ଦାବିରେ ଭିଷ୍ମଗିରି କଲେଜ ଫାଟକ ସମ୍ମୁଖରେ ବିକ୍ଷୋଭ

ବୁଧବାର ଦିନ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭିଷ୍ମଗିରି ରାମଜୀ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ବେସରକାରୀ ଅଧ୍ଯାପକ ଓ କର୍ମଚାରୀ ସଂଘର ଆହ୍ଵାନ କ୍ରମେ ରାମଜୀ



ବମକୋଇ କଲେଜ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଉଦଯାପିତ

Kiran Behera | ଓଡ଼ିଶା | ଗଞ୍ଜାମ | 11958 | Read...

ବମକୋଇ କଲେଜ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଉଦଯାପିତ

ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ଛାତ୍ରୀ ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ବୁଧବାର ଦିନ ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ଯକ୍ଷ ଦେବଦତ୍ତ ସୁବୁଦ



ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

Kiran Behera | ଶିକ୍ଷା | ଗଞ୍ଜାମ | 11957 | Read...

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଦିନ ଦିଗପହଣ୍ଡି କବିସୂର୍ଯ୍ୟ ବିଦ୍ୟାପୀଠ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ଗୋଷ



ପରିତ୍ୟକ୍ତ ୪ ଘରୁ ଭିତରୁ ସାଢ଼େ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କାଠ ଜବତ କଲା ବନବିଭାଗ

Kiran Behera | ଅପରାଧ | ଗଞ୍ଜାମ | 11956 | Read...

ପରିତ୍ୟକ୍ତ ୪ ଘରୁ ଭିତରୁ ସାଢ଼େ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କାଠ ଜବତ କଲା ବନବିଭାଗ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ନୂଆପଡା ସେକ୍ସନ ପତ୍ରଚୁଡିି ଓ ବନମାଳୀ ଗ୍ରାମର ୪ଟି ଗୃହଭିତରୁ ବୁଧବାର ସକାଳୁ ବନବିଭାଗ ପକ୍ଷରୁ ସାଢ଼େ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କାଠ ପଟାକୁ ବନବିଭା



ଗଣମାଧ୍ୟମ ପ୍ରତିନିଧିଙ୍କ ପିତୃ ବିୟୋଗ

Kiran Behera | ଓଡ଼ିଶା | ଗଞ୍ଜାମ | 11955 | Read...

ଗଣମାଧ୍ୟମ ପ୍ରତିନିଧିଙ୍କ ପିତୃ ବିୟୋଗ

ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ବାଲିପାଟ ସାହି ବାସିନ୍ଦା ସମାଜର ଗଣମାଧ୍ୟମ ପ୍ରତିନିଧି ପଦ୍ମଲୋଚନ ପାଣିଗ୍ରାହୀଙ୍କ ପିତା ସିମାଞ୍ଚଳ ପାଣିଗ୍ରାହୀଙ୍କ ମଙ୍ଗଳବାର ସନ୍ଧ୍ୟାରେ ମୃତ୍ୟୁବରଣ ହୋଇଥିବା ଜଣାପଡିଛି । ଖବର ପ



ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

Kiran Behera | ଅପରାଧ | ଗଞ୍ଜାମ | 11954 | Read...

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ବର ଗ୍ରାମ ଗୁଡିଆ ପୋଖରୀରେ ବୁଡି ମଙ୍ଗଳବାର ଦିନ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ସେହି ସିଦ୍ଧେଶ୍ବର ଗ୍ରାମର ନରସିଂହ ରଣାଙ୍କ ପୁଅ ଜୟ ରଣା (୫୦)



ଭୀଷ୍ମଗିରି ରାମଜୀ ମହାବିଦ୍ୟାଳୟ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

Kiran Behera | ଓଡ଼ିଶା | ଗଞ୍ଜାମ | 11953 | Read...

ଭୀଷ୍ମଗିରି ରାମଜୀ ମହାବିଦ୍ୟାଳୟ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭିଷ୍ମଗିରି ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ବାଳିକା ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି । ଏଥିରେ ମ



ଜାତୀୟ ଯକ୍ଷ୍ମା ରୋଗ ନିରାକରଣ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 11952 | Read...

ଜାତୀୟ ଯକ୍ଷ୍ମା ରୋଗ ନିରାକରଣ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ବାସ୍ଥ୍ୟ ସମିତିଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତ ଗୁଣ୍ଡୁରିଗୁଡା ଗ୍ରାମରେ ଦେଶ ତଥା ରାଜ୍ୟରୁ ଯକ୍ଷ୍ମା ରୋଗର ପ୍ରତିକାର ତଥା ନିରାକରଣ ଉଦ୍ଦେଶ୍ୟ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: