Kiran Behera : News


ମୃତ ଶିକ୍ଷକଙ୍କ ପତ୍ନୀ ଙ୍କୁ ନିୟମିତ ପେନସନ ମିଳୁନଥିବା ଅଭିଯୋଗ

Kiran Behera | ଶିକ୍ଷା | ଗଞ୍ଜାମ | 12448 | Read...

ମୃତ ଶିକ୍ଷକଙ୍କ ପତ୍ନୀ ଙ୍କୁ ନିୟମିତ ପେନସନ ମିଳୁନଥିବା ଅଭିଯୋଗ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୁଶପଡ଼ା ପଞ୍ଚାୟତ ଅନ୍ତର୍ଗତ କେଦାରପୁର ଗ୍ରାମର ସ୍ବର୍ଗତ ଶିକ୍ଷକ ଜି . ତ୍ରିନାଥଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଜି. ରାଜେଶ୍ୱରୀଙ୍କୁ ନିୟମିତ ପେନସନ ମିଳୁନଥିବା ଗୋଷ୍ଠୀ ଶିକ୍ଷାଧିକାର



କୂଅରେ ଫସିଲା ଜଙ୍ଗଲୀ ବାରହା : ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲା ବନବିଭାଗ

Kiran Behera | ଓଡ଼ିଶା | | 12446 | Read...

କୂଅରେ ଫସିଲା ଜଙ୍ଗଲୀ ବାରହା : ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲା ବନବିଭାଗ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡପଡା ପଞ୍ଚାୟତ ଅନ୍ତର୍ଗତ କୈଠବେଢା ଗ୍ରାମର ଜଣକ ଘର ବାରିପଟରେ ଥିବା କୂଅରେ ମଙ୍ଗଳବାର ସକାଳୁ ଏକ ଜଙ୍ଗଲୀ ବାରହା ବସି ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବନବିଭାଗ ଓ ଅଗ୍ନିଶମ ବିଭାଗ



ଅବସରପ୍ରାପ୍ତ ଶିକ୍ଷକଙ୍କୁ ଘରୁ ଚୋରି : ୨ ଅଟକ , ତଦନ୍ତ ଜାରି

Kiran Behera | ଅପରାଧ | ଗଞ୍ଜାମ | 12445 | Read...

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଘରୁ ଚୋରି : ୨ ଅଟକ , ତଦନ୍ତ ଜାରି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ସୋମବାର ଦିନ ଦ୍ବିପହରରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ସୁନାଗହଣା ଓ ଟଙ୍କା ଲୁଟ୍ ଅଭିଯୋଗ ହୋଇଥିବା ବେଳେ ସ୍ଥାନୀୟ ପୋଲିସ ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂ



ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

Kiran Behera | ଶିକ୍ଷା | ଗଞ୍ଜାମ | 12444 | Read...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ସୋମବାର ଦିନ ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ଯ ଲକ୍ଷ୍ମୀକାନ୍ତ ମିଶ୍ର ଓ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧ



ଜମି ବିକ୍ରିରେ ମହା ଜାଲିଆତି ଅଭିଯୋଗ : ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ

Kiran Behera | ଅପରାଧ | ଗଞ୍ଜାମ | 12440 | Read...

ଜମି ବିକ୍ରିରେ ମହା ଜାଲିଆତି ଅଭିଯୋଗ : ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜଣେ ମହିଳାଙ୍କ ନାମରେ ଥିବା ଚାଷଜମିକୁ ଅନ୍ୟଜଣେ ମହିଳା ବିକ୍ରି କରିଦେଇଥିବା ଘଟଣା ଏବେ ପଦାକୁ ଆସିବା ସହ ତଦନ୍ତ ନିମନ୍ତେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ



ରାମଜୀ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ନିମନ୍ତେ ବୁଷ୍ଟର ଡୋଜ ଟୀକାକରଣ ବ୍ୟବସ୍ଥା

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 12439 | Read...

ରାମଜୀ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ନିମନ୍ତେ ବୁଷ୍ଟର ଡୋଜ ଟୀକାକରଣ ବ୍ୟବସ୍ଥା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରୀ ସ୍ଥିତ ରାମଜୀ ମହାବିଦ୍ୟାଳୟ ପରିସରରେ ସୋମବାର ଦିନ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ନିମନ୍ତେ ବୁଷ୍ଟର ଡୋଜ ଟୀକାକରଣ ବ୍ୟବସ୍ଥା କରାଯାଇଥିଲା । ମୋ କଲେଜ ଅଭ



ବର୍ଷାରେ ଭିଜି ଜଳାଭିଷେକ ଲାଗି କାଉଡିଆଙ୍କ ଶୈବପୀଠରେ ଲମ୍ବା ଧାଡ଼ି

Kiran Behera | ଓଡ଼ିଶା | ଗଞ୍ଜାମ | 12438 | Read...

ବର୍ଷାରେ ଭିଜି ଜଳାଭିଷେକ ଲାଗି କାଉଡିଆଙ୍କ ଶୈବପୀଠରେ ଲମ୍ବା ଧାଡ଼ି

ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଆଜି ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବିଭିନ୍ନ ଶୈବପୀଠରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଅବସରରେ ଗତ ଦୁଇଦିନ ଧରି ଲଘୁଚାପଜନିତ ବର୍ଷା ସ୍ଥାନୀୟ ଅଞ୍ଚଳରେ ଲାଗି ରହ



ଚାଷୀ ମୁହଁରେ ହସ ଫୁଟାଇଲା ଲଗାଣ ବର୍ଷା

Kiran Behera | ଓଡ଼ିଶା | ଗଞ୍ଜାମ | 12433 | Read...

ଚାଷୀ ମୁହଁରେ ହସ ଫୁଟାଇଲା ଲଗାଣ ବର୍ଷା

ଧାରା ଶ୍ରାବଣ ମାସ ସରି ଆସୁଥିବାବେଳେ ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ବର୍ଷାର ପରିମାଣ କମ୍ ରହିଥିବାରୁ ଚାଷଜମି ଫାଟି ଆଁ କରିବା ସହ ମରୁଡି ଆଶଙ୍କାର ଯଥେଷ୍ଟ ସମ୍ଭାବନା ରହିଥିଲା । ଯାହାକୁ ନେଇ ଚାଷୀକୂଳ ବେଶ୍ ଚ



ରେଡ୍ଡୀ ସମାଜକୁ ପଛୁଆ ବର୍ଗ ତାଲିକାଭୁକ୍ତ ନେଇ ସ୍ମାରକପତ୍ର ପ୍ରଦାନ

Kiran Behera | ଓଡ଼ିଶା | ଗଞ୍ଜାମ | 12432 | Read...

ରେଡ୍ଡୀ ସମାଜକୁ ପଛୁଆ ବର୍ଗ ତାଲିକାଭୁକ୍ତ ନେଇ ସ୍ମାରକପତ୍ର ପ୍ରଦାନ

ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ବସବାସ କରୁଥିବା ରେଡ୍ଡୀ ଜାତିକୁ କେନ୍ଦ୍ର ସରକାରଙ୍କ ପଛୁଆ ବର୍ଗ ତାଲିକାଭୁକ୍ତ କରିବା ନେଇ ଗତକାଲି ରେଡ୍ଡୀ ସଂଘମ ତରଫରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ରେଡ୍ଡୀ ସଂଘ



ଜାତୀୟ ପତାକା ସିଲାଇ କରି ଚର୍ଚ୍ଚାରେ ପୋଡାମାରୀ ଗ୍ରାମର ବଜରଙ୍ଗୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ

Kiran Behera | ଓଡ଼ିଶା | ଗଞ୍ଜାମ | 12431 | Read...

ଜାତୀୟ ପତାକା ସିଲାଇ କରି ଚର୍ଚ୍ଚାରେ ପୋଡାମାରୀ ଗ୍ରାମର ବଜରଙ୍ଗୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ

ରାଜ୍ୟ ସରକାର ମହିଳାମାନଙ୍କୁ ରୋଜଗାରକ୍ଷମ , ଆତ୍ମନିର୍ଭରଶୀଳ ଏବଂ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ସଦାସର୍ବଦା ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଛନ୍ତି । ବର୍ତ୍ତମାନ ମହିଳା ମାନେ ଓଡ଼ିଶା ମିଶନ ଶକ୍ତି ଯୋଜନା ମାଧ୍ୟମରେ



ଦିଗପହଣ୍ଡିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଚିହ୍ନଟ ଶିବିର ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12430 | Read...

ଦିଗପହଣ୍ଡିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଚିହ୍ନଟ ଶିବିର  ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ଶନିବାର ଦିନ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଚିହ୍ନଟ ଶିବିର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋ



ରାଜ୍ୟ ଓପେପା ଇଞ୍ଜିନିୟର୍ସ ଏସୋସିଏସନ୍ ଗଞ୍ଜାମ ଶାଖାର ନୂତନ ସଭାପତି ହେଲେ ସନତ

Kiran Behera | ଓଡ଼ିଶା | ଗଞ୍ଜାମ | 12429 | Read...

ରାଜ୍ୟ ଓପେପା ଇଞ୍ଜିନିୟର୍ସ ଏସୋସିଏସନ୍ ଗଞ୍ଜାମ ଶାଖାର ନୂତନ ସଭାପତି ହେଲେ ସନତ

ରାଜ୍ୟ ଓପେପା ଇଞ୍ଜିନିୟର୍ସ ଏସୋସିଏସନ ଗଞ୍ଜାମ ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ଶନିବାର ଦିନ ଛତ୍ରପୁର ସ୍ଥିତ ଡିପିସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଂଘର ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲାର କାର୍ଯ୍ୟର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: