Kiran Behera : News


ମୌଳାଭଞ୍ଜା ପଞ୍ଚାୟତରେ ପହଞ୍ଚିଲା ରାଜସ୍ବ ରଥ : ୪୪ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 10455 | Read...

ମୌଳାଭଞ୍ଜା ପଞ୍ଚାୟତରେ ପହଞ୍ଚିଲା ରାଜସ୍ବ ରଥ : ୪୪ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ବ୍ଲକରେ ରାଜସ୍ବ ରଥର ଶୁଭାରମ୍ଭ ହୋଇଥିବା ବେଳେ ସୋମବାର ଦିନ ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହି ରାଜସ୍ବ



ଗଛ କୋରଡରୁ ୧୦ ଫୁଟ ଲମ୍ବର ବିରାଟକାୟ ଅଜଗର ସାପ ଉଦ୍ଧାର

Kiran Behera | ଓଡ଼ିଶା | ଗଞ୍ଜାମ | 10451 | Read...

ଗଛ କୋରଡରୁ ୧୦ ଫୁଟ ଲମ୍ବର ବିରାଟକାୟ ଅଜଗର ସାପ ଉଦ୍ଧାର

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଥରପୁଞ୍ଜି ଗ୍ରାମ ଭାଗବତ ଗାଦି ପରିସରରେ ରହିଥିବା ଏକ ବଟଗଛ କୋରଡରୁ ରବିବାର ମଧ୍ୟାହ୍ନରେ ୧୦ ଫୁଟ୍ ଲମ୍ବା ବିଶିଷ୍ଟ ଏକ ବିରାଟକାୟ ଅଜଗର ସାପକୁ ଉଦ୍ଧାର କରାଯାଇଥିବା ବେଳେ ଏହାର ନାମକ



୪୧ ତମ ଜନ୍ମଦିନରେ ୨୦୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରି ମହତ୍ତ୍ଵ କାମ କଲେ ସମାଜସେବୀ

Kiran Behera | ବିଶେଷ | ଗଞ୍ଜାମ | 10449 | Read...

୪୧ ତମ ଜନ୍ମଦିନରେ ୨୦୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରି ମହତ୍ତ୍ଵ କାମ କଲେ ସମାଜସେବୀ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ବାଲିପାଟ ଗ୍ରାମର ଯୁବ ସମାଜସେବୀ ଶନିବାର ଦିନ ନିଜର ୪୧ ତମ ଜନ୍ମଦିନ ଅବସରରେ ୨୦୦ ରୁ ଉର୍ଦ୍ଧ୍ବ ଔଷଧୀୟ ଚାରା ରୋପଣ କରି ମହତ୍ତ୍ଵ ପୂର୍ଣ୍ଣ କାର୍ଯ୍ୟ କ



ସଟଡାଉନ ନିୟମକୁ ବେଖାତିର କରି ତଣ୍ଡ ଗଣିଲେ ଅମାନିଆ : ଦିଗପହଣ୍ଡି ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି

Kiran Behera | ଓଡ଼ିଶା | ଗଞ୍ଜାମ | 10448 | Read...

ସଟଡାଉନ ନିୟମକୁ ବେଖାତିର କରି ତଣ୍ଡ ଗଣିଲେ ଅମାନିଆ : ଦିଗପହଣ୍ଡି ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ଥାନା ପକ୍ଷରୁ ଶନିବାର ପୂର୍ବାହ୍ନରେ ସାପ୍ତାହିକ ସଟଡାଉନ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ କୋଭିଡ କଟକଣା ନିୟମକୁ ଖିଲାପକାରୀ କରୁଥିବା ଅମାନିଆ ବାଇକ ଚାଳକଙ୍କ ଠାରୁ ୮ ହଜାର ଜୋ



ଗୁଣିଆ ସନ୍ଦେହରେ ଯୁବକଙ୍କୁ ପଥରରେ ଆକ୍ରମଣ ଅଭିଯୋଗ : ଥାନାରେ ଏତଲା

Kiran Behera | ଅପରାଧ | ଗଞ୍ଜାମ | 10447 | Read...

ଗୁଣିଆ ସନ୍ଦେହରେ ଯୁବକଙ୍କୁ ପଥରରେ ଆକ୍ରମଣ ଅଭିଯୋଗ : ଥାନାରେ ଏତଲା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅର୍ନ୍ତଗତ ବମକୋଇ ପଞ୍ଚାୟତ ରାଇଗୁଡା ଗ୍ରାମରେ ଶନିବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ଟୁନା ପାଇକ (୨୮) ନାମକ ଜଣେ ଯୁବକକୁ ଗୁଣିଗାରେଡି କରୁଥିବା



ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସାହି ସ୍ତରୀୟ କୋଭିଡ ସଚେତନ କାର୍ଯ୍ୟକ୍ରମ

Kiran Behera | ଖେଳ | ଗଞ୍ଜାମ | 10446 | Read...

ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସାହି ସ୍ତରୀୟ କୋଭିଡ ସଚେତନ କାର୍ଯ୍ୟକ୍ରମ

ବର୍ତ୍ତମାନ କରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଜଣାପଡିଛି । ତେବେ ଏହି ସଂକ୍ରମଣ ଆଗକୁ ଆସୁଥିବା ତୃତୀୟ ଲହରୀର



୬ ଘଣ୍ଟା ବ୍ୟବଧାନରେ ମା ଓ ଝିଅଙ୍କ ମୃତ୍ୟୁ , କରୋନା ଭୟରେ ପାଖ ମାଡିଲେନି ସମ୍ପର୍କୀୟ : ପ୍ରଶାସନ ଉପସ୍ଥିତିରେ ଶବ ସତ୍କାର

Kiran Behera | ଅପରାଧ | ଗଞ୍ଜାମ | 10445 | Read...

୬ ଘଣ୍ଟା ବ୍ୟବଧାନରେ ମା ଓ ଝିଅଙ୍କ ମୃତ୍ୟୁ , କରୋନା ଭୟରେ ପାଖ ମାଡିଲେନି ସମ୍ପର୍କୀୟ : ପ୍ରଶାସନ ଉପସ୍ଥିତିରେ ଶବ ସତ୍କାର

ବର୍ତ୍ତମାନ କରୋନା ମହାମାରୀ ବିପର୍ଯ୍ୟୟ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ବହୁ ଲୋକ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ବେଳେ ସମସ୍ତଙ୍କ ମନକୁ ଚିନ୍ତା ଘାରିଛି କରୋନା ଭୟ । ଲୋକଙ୍କ ମନରେ ଗୋଟିଏ ଭୟ ମୃତକଙ୍କୁ ସ୍ପର୍ଶ କ



ସାନଖେମୁଣ୍ଡିରେ ବାଲ୍ୟବିବାହକୁ ରୋକିବାରେ ପ୍ରଶାସନ ଓ ଚାଇଲ୍ଡଲାଇନକୁ ସଫଳତା

Kiran Behera | ଖେଳ | ଗଞ୍ଜାମ | 10444 | Read...

ସାନଖେମୁଣ୍ଡିରେ ବାଲ୍ୟବିବାହକୁ ରୋକିବାରେ ପ୍ରଶାସନ ଓ ଚାଇଲ୍ଡଲାଇନକୁ ସଫଳତା

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଧୀନସ୍ଥ ମାଟିଆବୁରାଇ ଗ୍ରାମରେ ବାଲ୍ୟବିବାହ ନିମନ୍ତେ ପ୍ରସ୍ତୁତି ଚାଲିଥିବା ବେଳେ ଶୁକ୍ରବାର ଦିନ ପ୍ରଶାସନ ଓ ଚାଇଲ୍ଡ ଲାଇନର ମିଳିତ ଉଦ୍ୟମରେ ଏହାକୁ ବନ୍ଦ କରିବାରେ ସ



କରୋନା ସଂକ୍ରମଣ ଚିହ୍ନଟ ପରେ ବେଲଗଡକୁ ନିଷିଦ୍ଧାଞ୍ଚଳ ଘୋଷିତ କଲା ପ୍ରଶାସନ : ବ୍ୟାରିକେଡ଼ ବାନ୍ଧି ଗ୍ରାମ ସିଲ୍

Kiran Behera | ଓଡ଼ିଶା | ଗଞ୍ଜାମ | 10443 | Read...

କରୋନା ସଂକ୍ରମଣ ଚିହ୍ନଟ ପରେ ବେଲଗଡକୁ ନିଷିଦ୍ଧାଞ୍ଚଳ ଘୋଷିତ କଲା ପ୍ରଶାସନ : ବ୍ୟାରିକେଡ଼ ବାନ୍ଧି ଗ୍ରାମ ସିଲ୍

କରୋନା ମହାମାରୀ ସମଗ୍ର ଦେଶ ତଥା ରାଜ୍ଯରେ ତାହାର ଦୋରାତ୍ମ୍ଯ ବଢ଼ାଇବା ସହ ଲୋକମାନଙ୍କ କରୋନାଜନିତ ମୃତ୍ୟୁ ସହରାଞ୍ଚଳ ତଥା ଆଖପାଖ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଭୟ ସୃଷ୍ଟି କରିଥିବା ନଜରି ରହୁଥିବା ଜଣାପଡିଛି । କିନ୍ତୁ ଏହି



କୋଭିଡ ନିୟମ ଉଲଘଂନ କରୁଛନ୍ତି ଅମାନିଆ : ବାହାଘର ଭୋଜି ଉପରେ ପ୍ରଶାସନର ଚଢ଼ାଉ

Kiran Behera | ଓଡ଼ିଶା | ଗଞ୍ଜାମ | 10442 | Read...

କୋଭିଡ ନିୟମ ଉଲଘଂନ କରୁଛନ୍ତି ଅମାନିଆ : ବାହାଘର ଭୋଜି ଉପରେ ପ୍ରଶାସନର ଚଢ଼ାଉ

ସମଗ୍ର ଦେଶ ତଥା ରାଜ୍ୟବାସୀ ମହାମାରୀ କରୋନା ଭୟାବହତାକୁ ନେଇ ଆତଙ୍କିତ ଅବସ୍ଥାରେ ଗତି କରୁଛନ୍ତି । ଯାହାକୁ ନେଇ ରାଜ୍ୟ ସରକାର ଲକଡାଉନ ଓ ସଟଡାଉନ ଭଳି କଟକଣା ଜାରି କରିଛନ୍ତି । ଯାହାଫଳରେ ସରକାରଙ୍କ କୋଭିଡ ଗାଇଡ ନିୟମ ଅନୁ



ବାଇକକୁ ଧକ୍କା ଦେଲା ଟ୍ରକ : ଜଣେ ମୃତ, ଜଣେ ଗୁରୁତର

Kiran Behera | ଓଡ଼ିଶା | ଗଞ୍ଜାମ | 10440 | Read...

ବାଇକକୁ ଧକ୍କା ଦେଲା ଟ୍ରକ : ଜଣେ ମୃତ, ଜଣେ ଗୁରୁତର

ମହାମାରୀ କରୋନା ଯୋଗୁଁ ରାଜ୍ୟରେ ଲକଡାଉନ ଭଳି ବ୍ୟବସ୍ଥା କଡାକଡି କରାଯାଇଥିଲେ ମଧ୍ୟ କିଛି ଯୁବକ ଅମାନିଆ କରି ବାଇକରେ ଘୁରି ବୁଲିବା ଯୁବକ ପାଇଁ ମହଙ୍ଗା ପଡିଥିବା ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଏନ୍ଏ



ଗ୍ରୀଲ୍ କାଟି ଦୋକାନରୁ ମୋବାଇଲ ଚୋରି ଉଦ୍ୟମ ମାମଲାରେ ଅଭିଯୁକ୍ତ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 10439 | Read...

ଗ୍ରୀଲ୍ କାଟି ଦୋକାନରୁ ମୋବାଇଲ ଚୋରି ଉଦ୍ୟମ ମାମଲାରେ ଅଭିଯୁକ୍ତ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା - ଭୀଷ୍ମଗିରି ରାସ୍ତାରୁ ରବିବାର ବିଳମ୍ବିତ ରାତିରେ ଏକ ମୋବାଇଲ ଦୋକାନ ଗ୍ରୀଲ୍ ଚାବି କାଟି ମୋବାଇଲ ଚୋରି ଉଦ୍ୟମ କରିବା ମାମଲାରେ ଗୁରୁବାର ପୂର୍ବାହ୍ନରେ ଦିଗପହଣ୍ଡି ଥାନା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: