Kiran Behera : News


ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା : ୩ ଆହତ

Kiran Behera | ଅପରାଧ | ଗଞ୍ଜାମ | 4767 | Read...

ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା : ୩ ଆହତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଦିଗପହଣ୍ଡି-ତପ୍ତପାଣି ମୁଖ୍ୟ ରାସ୍ତାର ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ଠାରେ ଗତକାଲି ସନ୍ଧ୍ୟାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟି ୩ ଜଣ ଆହତ ହୋଇଥିବା ଜଣାପଡିଛି



ଛାତ୍ର କଲ୍ୟାଣ ପାଣ୍ଠିରୁ ଆହତ ଶିକ୍ଷକଙ୍କୁ ସହାୟତା ପ୍ରଦାନ

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 4766 | Read...

ଛାତ୍ର କଲ୍ୟାଣ ପାଣ୍ଠିରୁ ଆହତ ଶିକ୍ଷକଙ୍କୁ ସହାୟତା ପ୍ରଦାନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ବଡଡୁମୁଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଶିକ୍ଷକ କୈଳାସ କୁମାର ମାଝୀ ଗତ ୧୩ ତାରିଖ ଦିନ ବିଦ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହେବା ସ



କୁଅଁରୁ ଯୁବକର ମୃତଦେହ ଉଦ୍ଧାର

Kiran Behera | ଅପରାଧ | ଗଞ୍ଜାମ | 4750 | Read...

କୁଅଁରୁ  ଯୁବକର ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଭାଲିଆଝୋଳା ଗ୍ରାମରେ ସନ୍ଧ୍ୟା ସମୟରେ ଏକ କୁଅଁ ମଧ୍ୟରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ ଗ୍ରାମର ୩୩ ବର୍ଷୀୟ ଯୁବକ ବିଜୁଳି ନାୟକ ମୃତଦେହ କୁ ଦିଗପହଣ୍ଡି ଅଗ୍ନିଶମ ବ



ସ୍ୱଚ୍ଛତା ବିଦ୍ୟାଳୟ ପୁରସ୍କାର ପାଇଲା ପତାଣ୍ଡ

Kiran Behera | ଶିକ୍ଷା | ଗଞ୍ଜାମ | 4715 | Read...

ସ୍ୱଚ୍ଛତା ବିଦ୍ୟାଳୟ ପୁରସ୍କାର ପାଇଲା ପତାଣ୍ଡ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୁଶପଡା ପଞ୍ଚାୟତ ଅଧିନସ୍ଥ ପତାଣ୍ଡ ଗ୍ରାମରେ ଥିବା ସରକାରୀ ଉନ୍ନତୀ ଉଚ୍ଚ ବିଦ୍ୟାଳୟ ଏକମାତ୍ର ବିଦ୍ୟାଳୟ ଭାବେ ରାଜ୍ୟ ସରକାରଙ୍କ ଠାରୁ ରାଜ୍ୟସ୍ତରୀୟ ଓଡିଶା ସ୍ୱଚ୍ଛତା ବିଦ୍ୟାଳୟ ପୁରସ



ଦିଗପହଣ୍ଡିରେ ବ୍ଳକସ୍ତରୀୟ ଏମନରେଗା ଜନଶୁଣାଣୀ କାର୍ଯ୍ୟକ୍ରମ

Kiran Behera | ଓଡ଼ିଶା | ଗଞ୍ଜାମ | 4714 | Read...

ଦିଗପହଣ୍ଡିରେ ବ୍ଳକସ୍ତରୀୟ ଏମନରେଗା ଜନଶୁଣାଣୀ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନ ସ୍ଥାନୀୟ ବ୍ଲକ ସମ୍ମିଳନୀ ପରିସରରେ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ବ୍ଳକସ୍ତରୀୟ ଏମନରେଗା ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବ୍ଲକ ଦାୟିତ୍ଵରେ ଥିବା ସାନ



ଜକରରେ ମାଗଣା ଚକ୍ଷୁଚିକିତ୍ସା ପରାମର୍ଶ ଶିବିର

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 4713 | Read...

ଜକରରେ ମାଗଣା ଚକ୍ଷୁଚିକିତ୍ସା ପରାମର୍ଶ ଶିବିର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ସ୍ଥିତ ଦୁଇଟି ବେସରକାରୀ ଅନୁଷ୍ଠାନ ପକ୍ଷରୁ ଚକ୍ଷୁ ପରୀକ୍ଷା ଓ ପରାମର୍ଶ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।



ଦିଗପହଣ୍ଡି ଗ୍ରାମାଞ୍ଚଳରେ ହାତୀ ଉପଦ୍ରବ , ବ୍ୟାପକ ଧାନ ଫସଲ ନଷ୍ଟ

Kiran Behera | ଓଡ଼ିଶା | ଗଞ୍ଜାମ | 4712 | Read...

ଦିଗପହଣ୍ଡି ଗ୍ରାମାଞ୍ଚଳରେ ହାତୀ ଉପଦ୍ରବ , ବ୍ୟାପକ ଧାନ ଫସଲ ନଷ୍ଟ

ଦିଗପହଣ୍ଡି ଥାନା ଚାଙ୍ଗୁଡ଼ିଦେଇ ପାହାଡ଼ ସଂଲଗ୍ନ ପୋଡ଼ାବାଡି, ତାଳପଡ଼ା , ମଥୁରା , କେ.ଚାଞ୍ଚଡାପଲ୍ଲୀ , ଗୁମ୍ମା , ମହୁପଥର , ନନ୍ଦଗାଁ , ଭୁଷୁଣ୍ଡା ପ୍ରଭୃତି ଗ୍ରାମାଞ୍ଚଳରେ ଗତ ୩ ଦିନ ହେଲା ହାତୀ ଉପଦ୍ରବ ଲାଗିରହିଛି। ସନ୍ଧ୍ୟା



୯ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସହ ୩ ଜୁଆଡି ଗିରଫ

Kiran Behera | ଅପରାଧ | ଗଞ୍ଜାମ | 4692 | Read...

୯ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସହ ୩ ଜୁଆଡି ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ୍ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ଅନ୍ତେଇ ଗ୍ରାମରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ଆତର୍କିତ ଚଢାଉ କରି ୩ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବା ଜଣାପଡିଛି । । ଗିରଫ ଅଭିଯୁକ୍ତ ମାନେ ହେଲେ ବ



ଦିଗପହଣ୍ଡି ପୋଲିସ କବଜାରେ ମୋଷ୍ଟ ୱାଣ୍ଟେଡ ଶଙ୍କର ଓରଫ ଖଣ୍ଡି

Kiran Behera | ଅପରାଧ | ଗଞ୍ଜାମ | 4691 | Read...

ଦିଗପହଣ୍ଡି ପୋଲିସ କବଜାରେ ମୋଷ୍ଟ ୱାଣ୍ଟେଡ ଶଙ୍କର ଓରଫ ଖଣ୍ଡି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପଦ୍ମନାଭପୁର ଗ୍ରାମର କୁଖ୍ୟାତ ଅପରାଧୀ ତଥା ମୋଷ୍ଟ ୱାଣ୍ଟେଡ ଶଙ୍କର ଓରଫ ଖଣ୍ଡିଙ୍କୁ ଗୁରୁବାର ଦିଗପହଣ୍ଡି ପୋଲିସ ଗିରଫ କରି ବ୍ରହ୍ମପୁର ସଦର କୋର୍ଟକୁ ଚାଲାଣ କରିଛନ୍ତି। ଜାମିନ ନାମଞ୍ଜ



ଶିଶୁଦିବସରେ ବିଦ୍ୟାର୍ଥୀମାନଙ୍କୁ ପୋଷାକ ବଣ୍ଟନ କଲେ ସରପଞ୍ଚ

Kiran Behera | ଶିକ୍ଷା | ଗଞ୍ଜାମ | 4688 | Read...

ଶିଶୁଦିବସରେ ବିଦ୍ୟାର୍ଥୀମାନଙ୍କୁ ପୋଷାକ ବଣ୍ଟନ କଲେ ସରପଞ୍ଚ

ପବିତ୍ର ଶିଶୁଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗୌଡଗାଁ ନୋଡାଲ ହାଇସ୍କୁଲ ପ୍ରାଙ୍ଗଣରେ ଗୁରୁବାର ଦିନ ବିଦ୍ୟାର୍ଥୀମାନଙ୍କୁ ସ୍ଥାନୀୟ ସରପଞ୍ଚ ପୋଷାକ ବଣ୍ଟନ କରିଥିବା ଜଣାପଡିଛି । ହାଇସ୍କୁଲ ପ୍ର



ଶାଶୁଙ୍କୁ ଅସଦାଚରଣ ଓ ଆକ୍ରମଣ ମାମଲା ; ଅଭିଯୁକ୍ତ ଜ୍ବାଇଁ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 4673 | Read...

ଶାଶୁଙ୍କୁ ଅସଦାଚରଣ ଓ ଆକ୍ରମଣ ମାମଲା ; ଅଭିଯୁକ୍ତ ଜ୍ବାଇଁ ଗିରଫ

ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ମେଘଝୋଳି ଗ୍ରାମରେ ଘରେ ପଶି ନିଜ ଶାଶୁଙ୍କୁ ଅସଦାଚରଣ ଓ ଆକ୍ରମଣ ଅଭିଯୋଗରେ ପୋଲିସ ଜ୍ବାଇଁ ମନୋଜ ନାୟକଙ୍କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି। ଏନେଇ ଥାନା ମାମଲା ନଂ ୨



ଆନ୍ଦ୍ରପ୍ରଦେଶରେ ମହିଳାଙ୍କୁ ରକ୍ତ ଦେଇ ନୂତନ ଜୀବନ ଦେଲେ ତିନି ଉତ୍ସାହୀ ଯୁବକ

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 4670 | Read...

ଆନ୍ଦ୍ରପ୍ରଦେଶରେ ମହିଳାଙ୍କୁ ରକ୍ତ ଦେଇ ନୂତନ ଜୀବନ ଦେଲେ ତିନି ଉତ୍ସାହୀ ଯୁବକ

ରକ୍ତର ଆବଶ୍ୟକତା ରହିଥିବା ଖବର ପାଇ ଗଞ୍ଜାମ ଜିଲ୍ଲାରୁ ଆନ୍ଦ୍ରପ୍ରଦେଶ ଯାଇ ସେଠାରେ ଜଣେ ଚିକିତ୍ସାଧିନ ମହିଳାଙ୍କୁ ରକ୍ତ ଦେଇ ନୂତନ ଜୀବନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ତିନି ଉତ୍ସାହୀ ଯୁବକ । ଜିଲ୍ଲାର ଦିଗପ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: