Kiran Behera : News


କାଶି ବିଶ୍ୱନାଥ ପୀଠରେ ପଞ୍ଚାୟତ ସ୍ତରୀୟ ସାଂଗଠନିକ ବୈଠକ

Kiran Behera | ଓଡ଼ିଶା | ଗଞ୍ଜାମ | 11427 | Read...

କାଶି ବିଶ୍ୱନାଥ ପୀଠରେ ପଞ୍ଚାୟତ ସ୍ତରୀୟ ସାଂଗଠନିକ ବୈଠକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କମଳାପୁର ଗ୍ରାମସ୍ଥିତ କାଶୀ ବିଶ୍ଵନାଥ ଶୈବପୀଠ ପରିସରରେ ବୁଧବାର ପୂର୍ବାହ୍ନରେ ବିଜେଡି ହାତ ମୁଠାକୁ ଦୃଢ଼ କରିବା ସକାଶେ ଗୋକର୍ଣ୍ଣପୁର ପଞ୍ଚାୟତ ସ୍ତରୀୟ ସାଂଗଠନିକ ବୈଠକ କାର୍ଯ୍ୟକ୍ର



ଧାନମଣ୍ଡି ପଞ୍ଜିକରଣ ଅନିୟମିତତା ଅଭିଯୋଗ : ସମବାୟ ସମିତି ସଂପାଦକ ନିଲମ୍ବିତ

Kiran Behera | ଓଡ଼ିଶା | ଗଞ୍ଜାମ | 11424 | Read...

ଧାନମଣ୍ଡି ପଞ୍ଜିକରଣ ଅନିୟମିତତା ଅଭିଯୋଗ : ସମବାୟ ସମିତି ସଂପାଦକ ନିଲମ୍ବିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପ୍ରାଥମିକ ସେବା ସମବାୟ ସମିତି ସଂପାଦକ ଜ୍ୟୋତି ରଞ୍ଜନ ପଣ୍ଡାଙ୍କୁ ଧାନମଣ୍ଡି ପଞ୍ଜିକରଣରେ ବ୍ୟାପକ ଅନିୟମିତତା ଓ ଚାଷୀଙ୍କୁ ଦୁର୍ବ୍ୟବହାର ମାମଲାରେ ଗଞ୍ଜାମ ଜିଲ୍ଲାପାଳଙ୍କ



ଦିଗପହଣ୍ଡି ବ୍ଳକର ବିକାଶ କାର୍ଯ୍ୟକୁ ବୁଲି ଦେଖିଲେ ବରଗଡ଼ ଜିଲ୍ଲାର ୨୩ ଜଣ ଅଧିକାରୀ

Kiran Behera | ଓଡ଼ିଶା | ଗଞ୍ଜାମ | 11422 | Read...

ଦିଗପହଣ୍ଡି ବ୍ଳକର ବିକାଶ କାର୍ଯ୍ୟକୁ ବୁଲି ଦେଖିଲେ ବରଗଡ଼ ଜିଲ୍ଲାର ୨୩ ଜଣ ଅଧିକାରୀ

ମହାତ୍ମାଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମୀ ନିଯୁକ୍ତି ଯୋଜନାରେ ଗଞ୍ଜାମ ଜିଲ୍ଲାରେ ହେଉଥିବା ବିକାଶମୂଳକ କାର୍ଯ୍ୟକୁ ଅନୁକରଣ କରି ଅନ୍ୟ ୨୯ ଗୋଟି ଜିଲ୍ଲାରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ନିଷ୍ପତ୍ତି



ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ଦିଗପହଣ୍ଡିରେ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

Kiran Behera | ଓଡ଼ିଶା | ଗଞ୍ଜାମ | 11411 | Read...

ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ଦିଗପହଣ୍ଡିରେ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

ସଂଯୁକ୍ତ କିଷାନ ମୋର୍ଚ୍ଚା ଟ୍ରେଡ ୟୁନିୟନ ଏବଂ ଗଣ ସଂଗଠନ ସମୂହର ଆହ୍ବାନ କ୍ରମେ ସୋମବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ଭାରତୀୟ ଜାତୀୟ କଂଗ୍ରେସ ଓ ସିପିଆଇ - ସିପିଆଇ (ଏମ୍ ) ପକ୍ଷରୁ ଭାରତ ବନ୍ଦ ଡାକରା ଶାନ୍ତିପୂର୍



ଆଇପିଏଲକୁ ନେଇ ଚାଲିଥିଲା ଟଙ୍କା ବାଜି : ୬ ଯୁବକଙ୍କୁ ଗିରଫ କଲା ପୋଲିସ

Kiran Behera | ଅପରାଧ | | 11408 | Read...

ଆଇପିଏଲକୁ ନେଇ ଚାଲିଥିଲା ଟଙ୍କା ବାଜି : ୬ ଯୁବକଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା - ସିଙ୍ଗିପୁର ରାସ୍ତାରେ ଗତକାଲି ରାତିରେ ଆଇପିଏଲ ଖେଳକୁ ନେଇ ଯୁବକଙ୍କ ମଧ୍ୟରେ ଟଙ୍କା ବାଜିମାତ ଚାଲିଥିବା ବେଳେ ପାଟପୁର ପୋଲିସ ସଂକ୍ରାନ୍ତରେ ୬ ଜଣକୁ ଗିରଫ କରିଥିବା ଜ



ସମ୍ଭାବ୍ୟ ବାତ୍ୟା ଗୁଲାବକୁ ନେଇ ଜିଲ୍ଲାପାଳଙ୍କ ତତ୍ପରତା : ଘୋଡ଼ାହାଡ଼ ଡ଼୍ୟାମ ସ୍ଥିତି ଅନୁଧ୍ୟାନ

Kiran Behera | ଓଡ଼ିଶା | ଗଞ୍ଜାମ | 11407 | Read...

ସମ୍ଭାବ୍ୟ ବାତ୍ୟା ଗୁଲାବକୁ ନେଇ ଜିଲ୍ଲାପାଳଙ୍କ ତତ୍ପରତା :  ଘୋଡ଼ାହାଡ଼ ଡ଼୍ୟାମ ସ୍ଥିତି ଅନୁଧ୍ୟାନ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଝଡ ଗୁଲାବ ବାତ୍ୟାର ରୂପ ଧାରଣ କରିଥିବା ବେଳେ ରବିବାର ସକାଳୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଯାହାଫଳରେ ଡ଼୍ୟାମ ଓ ନଦୀମାନଙ୍କରେ ଜଳସ୍ତ



ପଦ୍ମନାଭପୁୁରରେ ପଞ୍ଚାୟତ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ଅନୁଷ୍ଠିତ

Kiran Behera | ଶିକ୍ଷା | ଗଞ୍ଜାମ | 11394 | Read...

ପଦ୍ମନାଭପୁୁରରେ ପଞ୍ଚାୟତ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ପଞ୍ଚାୟତ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ସମନ୍ଵି



ଦେଶବ୍ୟାପୀ ସ୍କିମ୍ ଶ୍ରମିକଙ୍କ ଧର୍ମଘଟ ଆହ୍ଵାନରେ ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ

Kiran Behera | ଓଡ଼ିଶା | ଗଞ୍ଜାମ | 11393 | Read...

ଦେଶବ୍ୟାପୀ ସ୍କିମ୍ ଶ୍ରମିକଙ୍କ ଧର୍ମଘଟ ଆହ୍ଵାନରେ ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ

କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଆହ୍ଵାନରେ ସେପ୍ଟେମ୍ବର ୨୪ ତାରିଖରେ ଆୟୋଜିତ ହୋଇଥିବା ଦେଶବ୍ୟାପୀ ସ୍କିମ ଶ୍ରମିକଙ୍କ ଧର୍ମଘଟ ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ସାନଖେମୁଣ୍ଡି ପ୍ରକଳ୍ପ ଏଆଇଟିୟୁସି ଅଧୀନ ନିଖିଳ ଓଡ଼ିଶା ଅଙ୍ଗ



ସାମାନ୍ୟ ବଚସାକୁ ନେଇ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ : ୨ ଭାଇ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 11392 | Read...

ସାମାନ୍ୟ ବଚସାକୁ ନେଇ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ : ୨ ଭାଇ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ସାମାନ୍ୟ ବଚସାକୁ ନେଇ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିବା ଜଣାପଡିଛି । ଏନେଇ ପୋଲିସ ଦୁଇଭାଇ ଡମ୍ବୁରୁ ସେଠୀ ଏବଂ ରବି



କେନ୍ଦୁଝର ପ୍ରଶାସନିକ ଅଧିକାରୀଙ୍କ ସାନଖେମୁଣ୍ଡି ଓ ଦିଗପହଣ୍ଡି ବ୍ଳକର ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ

Kiran Behera | ଓଡ଼ିଶା | ଗଞ୍ଜାମ | 11390 | Read...

କେନ୍ଦୁଝର ପ୍ରଶାସନିକ ଅଧିକାରୀଙ୍କ ସାନଖେମୁଣ୍ଡି ଓ ଦିଗପହଣ୍ଡି ବ୍ଳକର ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ

କେନ୍ଦୁଝର ଜିଲ୍ଲା ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀମାନେ ଶୁକ୍ରବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଓ ଦିଗପହଣ୍ଡି ବ୍ଲକ ଗସ୍ତରେ ଆସି ବିଭିନ୍ନ ପଞ୍ଚାୟତର ଉନ୍ନୟନ ମୂଳକ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ବ



ହୋମିଓପାଥି ଚିକିତ୍ସକ ଶିଶୁ ଡାକ୍ତର ସୋମନାଥଙ୍କ ପରଲୋକ : ଶୋକ ପ୍ରକାଶ କଲେ ବାଚସ୍ପତି

Kiran Behera | ଓଡ଼ିଶା | | 11388 | Read...

ହୋମିଓପାଥି ଚିକିତ୍ସକ ଶିଶୁ ଡାକ୍ତର ସୋମନାଥଙ୍କ ପରଲୋକ : ଶୋକ ପ୍ରକାଶ କଲେ ବାଚସ୍ପତି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ହୋମିଓପାଥି ଚିକିତ୍ସକ ତଥା ଶିଶୁ ଡାକ୍ତର ସୋମନାଥଙ୍କ ଗୁରୁବାର ଅପରାହ୍ନରେ ନିଜ ବାସଭବନରେ ବାର୍ଦ୍ଧକ୍ୟ ଜନିତ ପରଲୋକ ହୋଇଯାଇଛି । ଏହି ଅବସରରେ ଓଡ଼



ଅଟୋ ଧକ୍କାରେ ଚାଲିଗଲା ବସ୍ ଡ୍ରାଇଭରଙ୍କ ଜୀବନ : ପୋଲିସର ତଦନ୍ତ

Kiran Behera | ବିଶେଷ | ଗଞ୍ଜାମ | 11382 | Read...

ଅଟୋ ଧକ୍କାରେ ଚାଲିଗଲା ବସ୍ ଡ୍ରାଇଭରଙ୍କ ଜୀବନ : ପୋଲିସର ତଦନ୍ତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ଥାନା ଚିକିଟି ମୁଖ୍ୟରାସ୍ତା ବାଲିଜୋଡି - ଚୁଡଙ୍ଗପୁର ରାସ୍ତାରେ ଗୁରୁବାର ବଢିଭୋର ସମୟରେ ଏକ ଅଟୋ ଧକ୍କାରେ ମାଁ ଲକ୍ଷ୍ମୀ ନାମକ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: