ଦେଶଦୁନିଆ : Category News


କାଲି ଓଡିଶା ଆସିବେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

Bhagyaprabha News Bureau | ଦେଶଦୁନିଆ | | 628 | Read...

କାଲି ଓଡିଶା ଆସିବେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ଉତରପ୍ରଦେଶର ଗୋରଖପୁରଠାରେ ସର୍ବଭାରତୀୟ ସ୍ତରରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ଯୋଜନାର ଶୁଭ ଉଦ୍ଘାଟନ କରିବେ। ଦେଶବ୍ୟାପୀ ସମକାଳିନ ଅନୁଷ୍ଠିତ ହେବାକୁ ଥିବା ଏହି



ଦିଲ୍ଲୀକୁ ପୁର୍ଣ୍ଣ ରାଜ୍ୟ ମାନ୍ୟତା ଦାବୀରେ କେଜ୍ରିୱାଲଙ୍କ ଅନଶନ

Bhagyaprabha News Bureau | ଦେଶଦୁନିଆ | | 625 | Read...

ଦିଲ୍ଲୀକୁ ପୁର୍ଣ୍ଣ ରାଜ୍ୟ ମାନ୍ୟତା ଦାବୀରେ କେଜ୍ରିୱାଲଙ୍କ ଅନଶନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ନେତା ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଅନଶନ କରିବାକୁ ଘୋଷଣା କରିଛନ୍ତି। ଶନିବାର ଦିଲ୍ଲୀ ବିଧାନସଭାରେ କେଜ୍ରିଓ୍



ଆସାମରେ ବିଷାକ୍ତ ମଦ ପିଇ ୧୦୦ ରୁ ଅଧିକ ଗୁରୁତର

Bhagyaprabha News Bureau | ଦେଶଦୁନିଆ | | 622 | Read...

ଆସାମରେ  ବିଷାକ୍ତ ମଦ ପିଇ  ୧୦୦ ରୁ ଅଧିକ ଗୁରୁତର

ଆସାମରେ ଗୋଲାଘାଟ ଜିଲ୍ଲାର ଗୋଟିଏ ଚା ବଗିଚାରେ କଥିତ ରୁପରେ ବିଷାକ୍ତ ମଦ ପିଇବା ପରେ ୭ଜଣ ମହିଳାଙ୍କ ସମେତ ୯୩ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ଶର୍ମା କହିଛନ୍ତି ଯେ ମୃତଙ୍କ ସଂଖ୍ୟା ୯୩ ରେ ପ



ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ଖରାପ : 'ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Bhagyaprabha News Bureau | ଦେଶଦୁନିଆ | | 621 | Read...

ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ଖରାପ : 'ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ ଟ୍ରମ୍ପ। ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ମନ୍ଦ ବୋଲି ବର୍ଣ୍ଣନା କରି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ



ଏରୋ ଇଣ୍ଡିଆ ପାର୍କିଙ୍ଗ୍‌ସ୍ଥଳରେ ଅଗ୍ନିକାଣ୍ଡ

Bhagyaprabha News Bureau | ଦେଶଦୁନିଆ | | 619 | Read...

ଏରୋ ଇଣ୍ଡିଆ ପାର୍କିଙ୍ଗ୍‌ସ୍ଥଳରେ ଅଗ୍ନିକାଣ୍ଡ

ଗତ ଚାରି ଦିନ ତଳେ ଏୟାର ଶୋ ଅଭ୍ୟାସ ବେଳେ ଆଜି ପୁଣି ଏକ ଦୁର୍ଘଟଣା ଘଟିଛି । ଏୟାର ଶୋ ଚାଲିଥିବାବେଳେ ଏକ କାର୍‌ ପାର୍କିଂରେ ନିଆଁ ଲାଗିଛି । ଫଳରେ ପାର୍କିଂ ସ୍ଥଳରେ ଥିବା ପ୍ରାୟ ୮୦ ରୁ ୧୦୦ଟି ପାଖାପାଖି କାର୍‌ରେ ନିଆଁ ଲ



ଜାମ୍ମୁ କାଶ୍ମୀରର ସୁରକ୍ଷା ନିମନ୍ତେ କେନ୍ଦ୍ର ପଠାଇଲା ୧୦୦ କମ୍ପାନୀ ସେନା

Bhagyaprabha News Bureau | ଦେଶଦୁନିଆ | | 617 | Read...

ଜାମ୍ମୁ କାଶ୍ମୀରର ସୁରକ୍ଷା ନିମନ୍ତେ କେନ୍ଦ୍ର  ପଠାଇଲା  ୧୦୦ କମ୍ପାନୀ ସେନା

ପୁଲୱାମାରେ ଆତଙ୍କୀ ହମଲା ପରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବା ଏବଂ ସୁପ୍ରିମକୋର୍ଟରେ ଧାରା ୩୫-କ ଉପରେ ଶୁଣାଣି ସମୟରେ କୌଣସି ହିଂସାକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ୧୦୦ କମ୍ପାନୀ ଅର୍ଦ୍ଧ ସାମରିକ ସୁରକ୍ଷ



ଉତ୍ତରପ୍ରଦେଶ ଏଟିଏସକୁ ବଡ ସଫଳତା,୧୨ ଆତଙ୍କବାଦୀ ଗିରଫ

Bhagyaprabha News Bureau | ଦେଶଦୁନିଆ | | 611 | Read...

ଉତ୍ତରପ୍ରଦେଶ ଏଟିଏସକୁ ବଡ ସଫଳତା,୧୨ ଆତଙ୍କବାଦୀ ଗିରଫ

ଉତ୍ତର ପ୍ରଦେଶର ଏଟିଏସ ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ୫ଜଣ ଓଡିଆ ଆତଙ୍କବାଦୀ ଙ୍କ ସମେତ ୧୨ଜଣ ଙ୍କୁ ଗିରଫ କରିଛି ଏଟିଏସ । ଉତ୍ତର ପ୍ରଦେଶ ର ସହାରନ ପୁର ଦେଓ ବନ୍ଦରରେ ପାଠ ପଢିବା ନାଁ ରେ ଆତଙ୍କ ବାଦୀ କାମରେ ଜଡି



ସିଓଲ୍‌ରେ ଶାନ୍ତି ପୁରସ୍କାର ପାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Bhagyaprabha News Bureau | ଦେଶଦୁନିଆ | | 608 | Read...

ସିଓଲ୍‌ରେ ଶାନ୍ତି ପୁରସ୍କାର ପାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତମାନ କୋରିଆ ଗସ୍ତରେ ଅଛନ୍ତି । ମୋଦୀଙ୍କ ସମ୍ମାନରେ କୋରିଆ ରାଷ୍ଟ୍ରପତି ମୁନ୍ ଜେଇ ଇନଙ୍କ ସରକାରୀ ବାସ



ପିଏମ୍‌ କିଷାନରେ ୧୨କୋଟି ଚାଷୀ ପାଇବେ ଟଙ୍କା

Bhagyaprabha News Bureau | ଦେଶଦୁନିଆ | | 607 | Read...

ପିଏମ୍‌ କିଷାନରେ ୧୨କୋଟି ଚାଷୀ ପାଇବେ ଟଙ୍କା

ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ ନିମନ୍ତେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନୀତି ଯୋଜନାରେ ପ୍ରଥମ ପର୍ଯ୍ୟାୟ ଟଙ୍କା ଚାଷୀଙ୍କ ନିକଟକୁ ଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ରବିବାର ଦିନ ପ୍ରଧାନମନ୍ତ୍ରୀ ନରେ



ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ

Bhagyaprabha News Bureau | ଦେଶଦୁନିଆ | | 603 | Read...

ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ

ତାମିଲନାଡୁରେ ଆଜି ଆୟକର ବିଭାଗ ତାମିଲନାଡୁ ସରକାର ରେ ମନ୍ତ୍ରୀ କେ.ସି.ବୀରାମଣି ଏବଂ ତାଙ୍କ ସର୍ମ୍ପକୀୟ ଙ୍କ ଘରେ ବିଭାଗ ପକ୍ଷରୁ ଟିକସ ଫାଙ୍କିବା ଅଭିଯୋଗରେ ଶୁକ୍ରାବାର ସକାଳ୬ଟାରୁ ଏହି ଚଢାଉ ଜାରି ରହିଥିବା ଜଣାପଡିଛି । ଏ



ଜାମ୍ମୁ-କାଶ୍ମୀରରେ ଆରମ୍ଭ ହେଲା ସେନାର ଅପରେସନ୍

Bhagyaprabha News Bureau | ଦେଶଦୁନିଆ | | 600 | Read...

 ଜାମ୍ମୁ-କାଶ୍ମୀରରେ ଆରମ୍ଭ ହେଲା ସେନାର  ଅପରେସନ୍

ପୁଲୱାମା ଆତଙ୍କୀ ହମଲା ପରେ ଜାମ୍ମୁ-କାଶ୍ମୀରରେ ସେନା ଏବେ ଆକ୍ସନ ମୁଡ଼ରେ । ଜମ୍ମୁ-କାଶ୍ମୀର ସାପୋରରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । । ଏବେ ମଧ୍ୟ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜା



ବୃଦ୍ଧି ପାଇଲା ସରକାରୀ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି

Bhagyaprabha News Bureau | ଦେଶଦୁନିଆ | | 599 | Read...

 ବୃଦ୍ଧି ପାଇଲା ସରକାରୀ କର୍ମଚାରୀଙ୍କ  ଭବିଷ୍ୟନିଧି ପାଣ୍ଠି

ନିର୍ବାଚନ ବର୍ଷରେ ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର ୬କୋଟିରୁ ଅଧିକ ସଦସ୍ୟଙ୍କୁ ଖୁସି କରିଛନ୍ତି। ଇପିଏଫଓର ସର୍ବୋଚ୍ଚ ନୀତି ନିର୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଆଜ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: