ଦେଶଦୁନିଆ : Category News


ଥରିଲା ଉତ୍ତର ଭାରତ, ୫ମୃତ ଓ ୫୦ ଆହତ

Swadhina Kumar Sahu | ଦେଶଦୁନିଆ | | 3908 | Read...

ଥରିଲା ଉତ୍ତର ଭାରତ, ୫ମୃତ ଓ ୫୦ ଆହତ

ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଆଜି ଭୂକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବାବେଳେ କାଶ୍ମୀରରେ ବି ତୀବ୍ର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ସେହିପରି ହରିୟାଣାରେ ଓ ପଞ୍ଜାବ ଠାରେ



ରେଳ ଧାରଣାରେ ଫାଟ ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ

Swadhina Kumar Sahu | ଦେଶଦୁନିଆ | | 3905 | Read...

ରେଳ ଧାରଣାରେ ଫାଟ ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ

ଇସଲାମପୁର-ଦିଲ୍ଲୀ ମଗଧ ଏକ୍ସପ୍ରେସର ଡ୍ରାଇଭର ଉତ୍ତରପ୍ରଦେଶର କାନପୁର ସେକସନର ଭରଥାନା ନିକଟରେ ରେଳ ଧାରଣାରେ ୧୪ ଇଂଚ ଦୀର୍ଘ ଏକ ଫାଟ ସୃଷ୍ଟି ହୋଇଥିବା ଦେଖିଥିଲେ। ଏହାପରେ ସେ ସଙ୍ଗେ ସଙ୍ଗେ ଜରୁରୀକାଳୀନ ବ୍ରେକ୍ ଲଗାଇ ଟ୍



ମୋଦୀଙ୍କୁ ମିଳିବ 'ଗ୍ଲୋବାଲ ଗୋଲ୍ କିପର୍' ଆଓ୍ୱାର୍ଡ

Srabani Nayak | ଦେଶଦୁନିଆ | | 3902 | Read...

ମୋଦୀଙ୍କୁ ମିଳିବ 'ଗ୍ଲୋବାଲ ଗୋଲ୍ କିପର୍' ଆଓ୍ୱାର୍ଡ

ଆମେରିକା ଗସ୍ତର ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦୀ ସମ୍ମାନିତ ହେବେ । ସେ ସ୍ୱଚ୍ଛ ଭାରତ ଅଭିଯାନ ଲାଗି 'ଗ୍ଲୋବାଲ ଗୋଲ କିପର ଆଓ୍ୱାର୍ଡ'ରେ ସମ୍ମାନିତ ହେବେ। ଭାରତରେ ସ୍ୱଚ୍ଛତା ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେ



ଶପଥ ଗ୍ରହଣ କଲେ ସୁପ୍ରିମକୋର୍ଟର 4ଜଣ ନୂଆ ବିଚାରପତି

Bhagyaprabha News Bureau | ଦେଶଦୁନିଆ | | 3889 | Read...

ଶପଥ ଗ୍ରହଣ କଲେ ସୁପ୍ରିମକୋର୍ଟର 4ଜଣ ନୂଆ ବିଚାରପତି

ଆଜି ସୁପ୍ରିମକୋର୍ଟରେ ୪ଜଣ ନୂଆ ବିଚାରପତି ଶପଥ ଗହଣ କରିଛନ୍ତି । ପୂର୍ବରୁ ୪ଟି ହାଇକୋର୍ଟରେ କାର୍ଯ୍ୟ କରୁଥିବା ବିଚାରପତି ସୁପ୍ରିମକୋର୍ଟରେ ଯୋଗ ଦେବା ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ହୋଇଛି । ସ



ଜେଲ ଗଲେ ମନମୋହନ ସିଂହ ଓ ସୋନିଆ ଗାନ୍ଧୀ !

Bhagyaprabha News Bureau | ଦେଶଦୁନିଆ | | 3888 | Read...

ଜେଲ ଗଲେ ମନମୋହନ ସିଂହ ଓ ସୋନିଆ ଗାନ୍ଧୀ !

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତିହାର ଜେଲକୁ ଯାଇ ଆଇଏନ୍ଏକ୍ସ୍ ମିଡିଆ ମାମଲାରେ ଆରେଷ୍ଟ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମଙ୍କୁ ଭେଟିଛନ୍ତି । ସୁଚନାଯ



'ଦ କ୍ଲାଇମେଟ ଆକ୍ସନ ସମ୍ମିଳନୀ'କୁ ସମ୍ବୋଧିତ କରିବେ ମୋଦୀ

Bhagyaprabha News Bureau | ଦେଶଦୁନିଆ | | 3886 | Read...

'ଦ କ୍ଲାଇମେଟ ଆକ୍ସନ ସମ୍ମିଳନୀ'କୁ ସମ୍ବୋଧିତ କରିବେ ମୋଦୀ

ହାଓଡି ମୋଦୀ କାର୍ଯ୍ୟକ୍ରମ ପରେ ସୋମବାର ମିଳିତ ଜାତିସଂଘର ୭୪ତମ ଅଧିବେଶନରେ ଯୋଗ ଦେଇ ଉଦବୋଧନ ଦେବେ ମୋଦୀ। ନ୍ୟୁୟର୍କରେ ମିଳିତ ଜାତିସଂଘ ପକ୍ଷରୁ ଆୟୋଜିତ 'ଦ କ୍ଲାଇମେଟ ଆକ୍ସନ ସମ୍ମିଳନୀ'କୁ ସମ୍ବୋଧିତ କରିବେ ମୋଦୀ। ଏହି ଅଧ



"ହାଓଡି ମୋଦି "ରେ ଦେଖିବାକୁ ମିଳିଲା ଓଡିଶୀ ନୃତ୍ୟର ଝଲକ

Bhagyaprabha News Bureau | ଦେଶଦୁନିଆ | | 3885 | Read...

ଧାନମନ୍ତ୍ରୀ ନରେନ୍ଦ୍ର ମୋଦି "ହାଓଡି ମୋଦି " କାର୍ଯ୍ୟକ୍ରମରେ ସମ୍ବୋଧନ ବେଳେ ଅନେକ ଭାଷା ବ୍ୟବହାର କରିଥିଲେ । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କଲା ବେଳେ ଓଡ଼ିଆ ଭାଷାକୁ ମଧ୍ୟ ବ୍ୟବହାର କରିଥିଲେ ପ୍ରଧାନମନ୍ତ୍ରୀ । ହାଓଡି ମ



ମଦିଲମ୍ମା ଜଙ୍ଗଲରେ ଏନକାଉଣ୍ଟର, ୫ ମାଓବାଦୀ ନିହତ

Bhagyaprabha News Bureau | ଦେଶଦୁନିଆ | | 3884 | Read...

ମଦିଲମ୍ମା ଜଙ୍ଗଲରେ ଏନକାଉଣ୍ଟର, ୫ ମାଓବାଦୀ ନିହତ

ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଗୁମରୀବାଲା ନିକଟସ୍ଥ ମଦିଲମ୍ମା ଜଙ୍ଗଲରେ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ କୋରାପୁଟ ଶ୍ରୀକାକୁଲମ ମାଓ ସଙ୍ଗଠନର ନେତ୍ରୀ ଅରୁଣାଙ୍କ ସମେତ ୫ଜଣ



‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ସମ୍ବୋଧନ କରିବେ ମୋଦି !

Bhagyaprabha News Bureau | ଦେଶଦୁନିଆ | | 3873 | Read...

 ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ସମ୍ବୋଧନ କରିବେ ମୋଦି !

ଆଜି ଟେକ୍ସାସର ହ୍ୟୁଷ୍ଟନ ସହରରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଭାରତୀୟ-ଆମେରିକା ସମୁଦାୟଙ୍କ ଦ୍ବାରା ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହ୍ୟୁଷ୍ଟନର ଏନଆରଜି ଷ୍ଟାଡ



୧୧ ଅଙ୍କ ବିଶିଷ୍ଟ ହେବ ମୋବାଇଲ ନମ୍ବର :ଟ୍ରାଇ

Bhagyaprabha News Bureau | ଦେଶଦୁନିଆ | | 3866 | Read...

୧୧ ଅଙ୍କ ବିଶିଷ୍ଟ ହେବ ମୋବାଇଲ ନମ୍ବର :ଟ୍ରାଇ

ଟେଲିକମ ରେଗ୍ୟୁଲାରିଟି ଅଥରିଟି ଅଫ ଇଣ୍ଡିଆ ଅତିଶୀଘ୍ର ଫୋନର ୧୦ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ବଢ଼ାଇ ୧୧ଟି ଅଙ୍କ କରିବା ପ୍ରସ୍ତୁତିରେ ଲାଗି ପଡିଛି । ଏହି ଅଙ୍କ ବଢାଇବା ପାଇଁ ଟ୍ରାଇ ରିପୋର୍ଟ ମଧ୍ୟ ଜାରି କରିସାରିଛି । ଟ୍ରାଇର



ଗୁଗୁଲ ଡୁଡୁଲରେ ଜୁଂକୋ ତାବେଇ

Bhagyaprabha News Bureau | ଦେଶଦୁନିଆ | | 3865 | Read...

ଗୁଗୁଲ ଡୁଡୁଲରେ ଜୁଂକୋ ତାବେଇ

ଗୁଗୁଲ ସବୁବେଳେ ଦୁନିଆର ଲୋକପ୍ରିୟ ସେଲିବ୍ରେଟି , ବୈଜ୍ଞାନିକ,ଅଭିନେତା, ଅଭିନେତ୍ରୀଙ୍କ ଜନ୍ମଦିନ କିମ୍ବା ଶ୍ରଦ୍ଧାଞ୍ଜଳୀ ଦେଇଥାଏ । ସେହି କ୍ରମରେ ଆଜି ଗୁଗୁଲତାର ଡୁଡୁଲରେ ଜାପାନୀ ପର୍ବାତରୋହୀ ଜୁଂକୋ ତାବେଇଙ୍କ ୮୦ତମ ଜ



ଓଡିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

Bhagyaprabha News Bureau | ଦେଶଦୁନିଆ | | 3864 | Read...

ଓଡିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ବିଶ୍ଵଭୂଷଣ ହରିଚନ୍ଦନଙ୍କ ଓଡ଼ିଶା ଗସ୍ତ। ରାଜ୍ୟପାଳ ଭାବେ ଦାୟିତ୍ଵ ନେବା ପରେ ଏହା ତାଙ୍କ ପ୍ରଥମ ଓଡ଼ିଶା ଗସ୍ତ। ସେ ପ୍ରଥମେ ଭୁବନେଶ୍ଵରରେ ପହଞ୍ଚି ମହାପ୍ରଭୁ ଲିଙ୍ଗରାଜକଙ୍କୁ ଦର୍ଶନ କରିଥ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: