ଦେଶଦୁନିଆ : Category News


ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଣ୍ଟର ମାମଲାର ଶୁଣାଣି

BHAGYAPRABHA NEWS | ଦେଶଦୁନିଆ | | 5055 | Read...

 ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଣ୍ଟର ମାମଲାର ଶୁଣାଣି

ଆଜି ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଣ୍ଟର ମାମଲାର ଶୁଣାଣି ହେବ । ଗତ ଶୁକ୍ରବାର ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରିଥିଲା । ଏହି ଘଟଣା ପାଇଁ ସୁପ୍ରିମକ



ବ୍ରହ୍ମପୁରର ଛାତ୍ରଙ୍କୁ ଋଷ୍‌ ରାଷ୍ଟ୍ରପତିଙ୍କ ପ୍ରଂଶସା

Srabani Nayak | ଦେଶଦୁନିଆ | | 5051 | Read...

 ବ୍ରହ୍ମପୁରର ଛାତ୍ରଙ୍କୁ ଋଷ୍‌ ରାଷ୍ଟ୍ରପତିଙ୍କ ପ୍ରଂଶସା

ଦେଶ ପାଇଁ ଗୌରବ ଆଣିଛନ୍ତି ବ୍ରହ୍ମପୁରର ଛାତ୍ର ପି.ବିଶ୍ୱନାଥ । ସେ ଋଷର ସୋଚି ସହରରେ ଅନୁଷ୍ଠିତ ଡିପ୍‌ ଟେକ୍ନୋଲୋଜି ଏଜୁକେସନାଲ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ସେଠାରେ ଆୟୋଜିତ ଦର୍ଶନୀରେ ପାଣି ବିଶୋଧନ ଯନ୍ତ୍ର ଷ୍ଟାର୍ଟଅ



ରାଜ୍ୟସଭାରେ ପାରିତ ହୋଇପାରେ ଏନ୍ ଆର ସି ବିଲ୍

BHAGYAPRABHA NEWS | ଦେଶଦୁନିଆ | | 5049 | Read...

ରାଜ୍ୟସଭାରେ ପାରିତ  ହୋଇପାରେ ଏନ୍ ଆର ସି ବିଲ୍

ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ ନାଗରିକ ସଂଶୋଧନ ବିଲ। ଏଥିପାଇଁ ବିଜେପି ତାର ସମସ୍ତ ସଦସ୍ୟମାନଙ୍କୁ ହ୍ୟୁପ ଜରିକରି ସଂସଦରେ ରହିବା ବାଧ୍ୟତା ମୂଳକ କରିଛି । ରାଜ୍ୟ ସଭାରେ ମୋଟ ସଦସ୍ୟ ସଂଖ୍ୟା ୨୪୫ ଜଣ ସଦସ୍ୟ ଥିବାବେଳେ ସ



ନାଗରିକତା ସଂଶୋଧନ ବିଲ୍‌ ବିରୁଦ୍ଧରେ ୧୧ ଘଣ୍ଟିଆ ବନ୍ଦ ଡାକରା

BHAGYAPRABHA NEWS | ଦେଶଦୁନିଆ | | 5038 | Read...

ନାଗରିକତା ସଂଶୋଧନ ବିଲ୍‌ ବିରୁଦ୍ଧରେ ୧୧ ଘଣ୍ଟିଆ ବନ୍ଦ ଡାକରା

ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ଗୃହିତ ହୋଇଥିବାବେଳେ ଏହାକୁ ବିରୋଧ କରି ଉତ୍ତରପୂର୍ବ ରାଜ୍ୟର ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ୧୧ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନ ଅପରାହ୍ନ ୪



ଓଡିଶାକୁ ମିଳିଲା "ୱାର୍ଲଡ ହାବିଟାଟ ଆୱାର୍ଡ"

BHAGYAPRABHA NEWS | ଦେଶଦୁନିଆ | | 5036 | Read...

ଓଡିଶାକୁ ମିଳିଲା

ଓଡ଼ିଶାକୁ ଏହାର ମହତ୍ତ୍ୱକାଂକ୍ଷୀ ଯୋଜନା "ଜାଗା ମିସନ୍' ପାଇଁ ଅନ୍ତର୍ଜାତୀୟ ସ୍ୱୀକୃତି ସ୍ୱରୂପ 'ୱାର୍ଲଡ ହାବିଟାଟ ଆୱାର୍ଡ' ମିଳିଛି । ବ୍ରିଟେନ ସ୍ଥିତ ୱାର୍ଲଡ ହାବିଟାଟ ସଂସ୍ଥା ପକ୍ଷରୁ ୟୁଏନ୍-ହାବିଟାଟ ସହଯୋଗରେ ଏହି ସମ୍



ରାଜ୍ୟସଭାରେ ପାରିତ ହୋଇପାରେ ନାଗରିକତା ସଂଶୋଧନ ବିଲ !

BHAGYAPRABHA NEWS | ଦେଶଦୁନିଆ | | 5032 | Read...

ରାଜ୍ୟସଭାରେ ପାରିତ ହୋଇପାରେ ନାଗରିକତା ସଂଶୋଧନ ବିଲ !

ଲୋକସଭା ପରେ ରାଜ୍ୟସଭାରେ ପାରିତ ହେବ ନାଗରିକତା ସଂଶୋଧନ ବିଲ । ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇପଡିଛି । ସୁଚନାନୁସାରେ , ଗତକାଲି ସଂସଦରେ ଏହି ବିଲ ସପକ୍ଷରେ ୩୧୧ ଭୋଟ ମିଳିବା ପରେ ବିଜେପି ଡିସେମ୍ବର ୧୦ ଓ ୧୧ରେ ନିଜର ପାର



ମହିଳାଙ୍କ ସମ୍ମାନ ବିଷୟରେ ସାମ୍ପ୍ରଦାୟିକ ରଙ୍ଗ ଦେବା ଉଚିତ୍ ନୁହେଁ : ସ୍ମୃତି ଇରାନୀ

BHAGYAPRABHA NEWS | ଦେଶଦୁନିଆ | | 5026 | Read...

ମହିଳାଙ୍କ ସମ୍ମାନ ବିଷୟରେ ସାମ୍ପ୍ରଦାୟିକ ରଙ୍ଗ ଦେବା ଉଚିତ୍ ନୁହେଁ : ସ୍ମୃତି ଇରାନୀ

ସାଂସଦରେ ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରାଣୀଙ୍କୁ ପ୍ରଥମେ ଗଣବଳାତ୍କାର ଏବଂ ପରେ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର ପ୍ରସଙ୍ଗ ଉଠିଛି ।ଯାହାକୁ ନେଇ ଗୃହ ହୁଲୁସ୍ତୁଲୁ ହୋଇଛି। କେନ୍ଦ୍ରମନ୍



ଉର୍ଣ୍ଣାବ ପିଡୀତାଙ୍କୁ ନ୍ୟାୟ ଦାବୀରେ ସରକାରଙ୍କୁ ଘେରିଲେ ପ୍ରିୟଙ୍କା ଗାନ୍ଧୀ

BHAGYAPRABHA NEWS | ଦେଶଦୁନିଆ | | 5025 | Read...

ଉର୍ଣ୍ଣାବ ପିଡୀତାଙ୍କୁ ନ୍ୟାୟ ଦାବୀରେ ସରକାରଙ୍କୁ ଘେରିଲେ ପ୍ରିୟଙ୍କା ଗାନ୍ଧୀ

ହାଇଦ୍ରାବାଦ ପରେ ଉତ୍ତରପ୍ରଦେଶର ଉର୍ଣ୍ଣାବ କେସ,ଦୁଇଟି ଜାଙ୍କ ଘଟଣା ଦେଶରେ ଆଲୋଡନ ସୃଷ୍ଟି କରିବା ସହ ଏହି ମାମଲାକୁ ନେଇ ଦେଶରେ ସମସ୍ତଙ୍କ ଭିତରେ ଆକ୍ରୋସ ସୃଷ୍ଟି ହୋଇଛି। ଯେଉଁଭଳି ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରଙ୍କ



ଚାରିଦିନିଆ ଓଡିଶା ଗସ୍ତରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

BHAGYAPRABHA NEWS | ଦେଶଦୁନିଆ | | 5022 | Read...

ଚାରିଦିନିଆ ଓଡିଶା ଗସ୍ତରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଆଜିଠାରୁ ଚାରିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ । ସେ ଆସନ୍ତାକାଲି ଅପରାହ୍ନ ୩.୫୦ରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦରରେ ପହଂଚି ସଂଦ୍ଧ୍ୟାରେ ଦୁଇ ଦିନିଆ ଓଡି



ଦୁଇ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ

BHAGYAPRABHA NEWS | ଦେଶଦୁନିଆ | | 5021 | Read...

ଦୁଇ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ

ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ସ୍ୱତନ୍ତ୍ର ବିମାନ ଯୋଗେ ସନ୍ଧ୍ୟା ୭ଟା ୩୦ମିନିଟରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନକୁ ଯାଇ ରାତ୍ରିଯାପନ କରିବା କାର୍ଯ୍ୟକ୍ରମ ରହିଛି।



ବ୍ରହ୍ମପୁରରେ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

BHAGYAPRABHA NEWS | ଦେଶଦୁନିଆ | ଗଞ୍ଜାମ | 5008 | Read...

ବ୍ରହ୍ମପୁରରେ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ଆମ୍ବପୁଆସ୍ଥିତ ରିଜର୍ଭ ପୋଲିସ ପଡିଆଠାରେ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ଜିଲ୍ଲା ଗୃହରକ୍ଷୀ ବାହିନୀ ଦ୍ବାରା ଏକ ମିଳିତ ପ୍ୟାରେଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।



ପର୍ଲ ହାରବର ମିଲିଟାରୀ ବେସ୍‌ରେ ଗୁଳିମାଡ

BHAGYAPRABHA NEWS | ଦେଶଦୁନିଆ | | 5000 | Read...

ପର୍ଲ ହାରବର ମିଲିଟାରୀ ବେସ୍‌ରେ ଗୁଳିମାଡ

ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୌରିଆ ଓ ତାଙ୍କ ଟିମ୍‌ ଆଜି ଅଳ୍ପକେ ଗୁଳିମାଡ଼ରୁ ବର୍ତ୍ତି ଯାଇଛନ୍ତି। ଆଜି ଆମେରିକାର ଐତିହାସିକ ପର୍ଲ ହାରବର ମିଲିଟାରୀ ବେସ୍‌ରେ ଆଜି ଜଣେ ବ୍ୟକ୍ତି ଅତର୍କିତ ଗୁଳିମାଡ଼ କରିଛନ୍ତ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: