ଦେଶଦୁନିଆ : Category News


ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

Bhagyaprabha News Bureau | ଦେଶଦୁନିଆ | | 2542 | Read...

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ ବୁଧବାର ପ୍ରକାଶ ପାଇଛି। ମୋଟ ୨୬ ହଜାର ୬୭୨ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ବାଦ୍‌ ଦେଇ ଅବଶିଷ୍ଟ ୨୬ ହଜାର ୬୬୬ ଛାତ୍ରଛାତ୍ରୀ କୃତକାର୍



ଆଜି ଅନୁଷ୍ଠିତ ହେବାକୁ ଯାଉଛି ସର୍ବଦଳୀୟ ବୈଠକ , ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Bhagyaprabha News Bureau | ଦେଶଦୁନିଆ | | 2541 | Read...

ଆଜି ଅନୁଷ୍ଠିତ ହେବାକୁ ଯାଉଛି ସର୍ବଦଳୀୟ ବୈଠକ ,  ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଓଡିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବା ପାଇଁ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ



୪୯ ବର୍ଷରେ ପାଦ ଥାପିଲେ ରାହୁଲ , ଟ୍ୱିଟ କରି ଶୁଭେତ୍ସା ଜଣାଇଲେ ମୋଦୀ

Bhagyaprabha News Bureau | ଦେଶଦୁନିଆ | | 2540 | Read...

୪୯ ବର୍ଷରେ ପାଦ ଥାପିଲେ ରାହୁଲ , ଟ୍ୱିଟ କରି ଶୁଭେତ୍ସା ଜଣାଇଲେ ମୋଦୀ

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରା଼ଜୀଭ ଗାନ୍ଧୀ ଓ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧକ୍ଷା ସୋନିଆ ଗାନ୍ଧୀଙ୍କ ସୁପୁତ୍ର ତଥା କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ । ଏହି ପରିପ୍ରେକ୍ଷୀରେ ଦେଶର କୋଣ ଅନୁକ



୧୭ ତମ ଲୋକସଭାର ବାଚସ୍ପତି ହେଲେ ଓମ୍ ବିର୍ଲା

Bhagyaprabha News Bureau | ଦେଶଦୁନିଆ | | 2537 | Read...

୧୭ ତମ ଲୋକସଭାର ବାଚସ୍ପତି ହେଲେ  ଓମ୍ ବିର୍ଲା

ବାଚନିକ ଭୋଟ ମାଧ୍ୟମରେ ସର୍ବସମ୍ମତି କ୍ରମେ ୧୭ ତମ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଜେପି ସାଂସଦ ଓମ୍ ବିର୍ଲା। ବାଚସ୍ପତି ଭାବେ ଓମ୍ ବିର୍ଲାଙ୍କ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପ୍ରସ୍ତାବ ରଖି



ତିନି ରଥରେ ଛନ୍ଦାହେଲା ଗୟଳ ଓ ପୋଲ ଗୟଳ

Bhagyaprabha News Bureau | ଦେଶଦୁନିଆ | ପୁରୀ | 2534 | Read...

ତିନି ରଥରେ ଛନ୍ଦାହେଲା ଗୟଳ ଓ ପୋଲ ଗୟଳ

ପାଖେଇ ଆସୁଛି ରଥଯାତ୍ରା। ଦ୍ରୁତ ଗତିରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାମ। ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଚାରି ନାହାକା ପଡିବା ପରେ ରଥର ଉପରିଭାଗ କାମ ଆରମ୍ଭ ହୋଇଛି। ଏହା ମଧ୍ୟରେ ରଥରେ ଛନ୍ଦା ଗୟଳ ପକାଯ



ଆତଙ୍କବାଦୀଙ୍କ ଗୁଳିରେ ଓଡିଆ ଜବାନ ସହିଦ

Bhagyaprabha News Bureau | ଦେଶଦୁନିଆ | | 2533 | Read...

ଆତଙ୍କବାଦୀଙ୍କ ଗୁଳିରେ ଓଡିଆ ଜବାନ ସହିଦ

ଆତଙ୍କବାଦୀଙ୍କ ଗୁଳିରେ ଜଣେ ଓଡିଆ ଜବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଜବାନଙ୍କ ନାମ ଅଜିତ ସାହୁ । ତାଙ୍କ ଘର ଢେଙ୍କାନାଳ ଜିଲା କାମାକ୍ଷାନଗର ବଡସୁଆଁଳ ଅଞ୍ଚଳରେ । କାଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କମାନଙ୍କ



ଶ୍ରୀମନ୍ଦିରରେ ପଟି ଦିଅଁ ପୂଜାର୍ଚ୍ଚନା , ଅଲାରନାଥ ପୀଠରେ ଭକ୍ତଙ୍କ ଗହଳ

Bhagyaprabha News Bureau | ଦେଶଦୁନିଆ | ପୁରୀ | 2532 | Read...

ଶ୍ରୀମନ୍ଦିରରେ ପଟି ଦିଅଁ ପୂଜାର୍ଚ୍ଚନା , ଅଲାରନାଥ ପୀଠରେ  ଭକ୍ତଙ୍କ ଗହଳ

ସ୍ନାନ ପୂର୍ଣ୍ଣିମୀରେ ସୁନାକୂଅ ଜଳ ୧୦୮ ଗରା ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧା ବିଗ୍ରହଙ୍କୁ ଜ୍ୱର, ରତ୍ନ ସିଂହାସନକୁ ବିଜେ ନକରି ଅଣସର ପିଣ୍ଡିରେ ଦଇତାପତି ସେବକଙ୍କ ସେବା ଶୁଶ୍ରୁଷା ପାଉଛନ୍ତି। ଶ୍ରୀମନ୍ଦିରରେ ପଟି ଦିଅ



ଆସନ୍ତା ୨୪ରେ ଆରଜେଡିର ବିହାର ବନ୍ଦ ଡାକରା

Bhagyaprabha News Bureau | ଦେଶଦୁନିଆ | | 2526 | Read...

ଆସନ୍ତା ୨୪ରେ ଆରଜେଡିର ବିହାର ବନ୍ଦ ଡାକରା

ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପୀଡିତ ହୋଇ ଶହେରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହେଲାଣି। ଏହା ନୀତୀଶ ସରକାରଙ୍କ ଅପାରଗତା ଦର୍ଶାଇ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଆସନ୍ତା ୨୪ରେ ବିହାର ବନ୍ଦ ଡାକରା ଦେଇଛି। ସୂଚ



୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆଜି , ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ନବନିର୍ବାଚିତ ସାଂସଦ

Bhagyaprabha News Bureau | ଦେଶଦୁନିଆ | | 2522 | Read...

 ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆଜି , ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ନବନିର୍ବାଚିତ ସାଂସଦ

ଦ୍ୱିତୀୟ ଥର ସରକାର ଗଠନ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ତମ ଲୋକସଭାର ଉଦ୍‌ଘାଟନୀ ଅଧିବେଶନରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତ । ପ୍ରଧାନମନ୍ତ୍ରୀଙ୍କ ପରେ ନବନିର୍ବାଚିତ ସାଂସଦମାନଙ୍କ ଶପଥ ଗ୍ରହଣ ଆ



ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ର ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଡାକରା

Bhagyaprabha News Bureau | ଦେଶଦୁନିଆ | | 2520 | Read...

ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ର ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଡାକରା

ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ବହ୍ନୀ ଥମିବାର ନାଁ ନେଉନାହିଁ , ବରଂ ତାର ଝାସରେ ସମଗ୍ର ଦେଶରେ ଲାଗିଛି ଅସନ୍ତୋଷ । ଆଜି ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛି ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ । ହସ୍ପିଟାଲରେ ସ



ଆଜିଠାରୁ ଆରମ୍ଭ ହେବ ସଂଦଦର ବଜେଟ ଅଧିବେଶନ

Bhagyaprabha News Bureau | ଦେଶଦୁନିଆ | | 2517 | Read...

ଆଜିଠାରୁ ଆରମ୍ଭ ହେବ  ସଂଦଦର ବଜେଟ ଅଧିବେଶନ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ସଂଦଦର ବଜେଟ ଅଧିବେଶନ । ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମୋଦୀ ସରକାରଙ୍କ ଏହା ହେବ ପ୍ରଥମ ବଜେଟ ଅଧିବେଶନ । ଚଳିତ ଅଧିବେସନରେ ବଜେଟ ଉପସ୍ଥାପନ କ



ନ୍ୟୁଜିଲାଣ୍ଡରେ ଭୂକମ୍ପ ଅନୁଭୁତ

Bhagyaprabha News Bureau | ଦେଶଦୁନିଆ | | 2511 | Read...

ନ୍ୟୁଜିଲାଣ୍ଡରେ ଭୂକମ୍ପ ଅନୁଭୁତ

ନ୍ୟୁଜିଲାଣ୍ଡର ଉତ୍ତରପୂର୍ବ ଅଞ୍ଚଳରେ ଆଜି ସ୍ଥାନୀୟ ସମୟ ସକାଳ ୧୦ଟା ୫୫ରେ ସକାଳେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ଥିବା ଆମେରିକା ଜିଓଲୋଜିକାଲ୍‌ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି। କେରମାଡ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: