ଦେଶଦୁନିଆ : Category News


ମୋଦଙ୍କ ଆହ୍ୱାନ 'ଓ୍ବାନ୍ ନେସନ୍‌, ଓ୍ବାନ ଇଲେକ୍ସନ'

BHAGYAPRABHA NEWS | ଦେଶଦୁନିଆ | | 9541 | Read...

 ମୋଦଙ୍କ ଆହ୍ୱାନ 'ଓ୍ବାନ୍ ନେସନ୍‌, ଓ୍ବାନ ଇଲେକ୍ସନ'

ଆଜି ଦେଶ ସମ୍ବିଧାନ ଦିବସ ପାଳନ କରୁଛି। ସମସ୍ତଙ୍କୁ ରାଷ୍ଟ୍ରହିତକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହ ମୋଦି ଦେଶରେ ଚାଲିଥିବା ନିର୍ବାଚନ ପ୍ରଣାଳୀକୁ ନେଇ କ



ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ

BHAGYAPRABHA NEWS | ଦେଶଦୁନିଆ | | 9529 | Read...

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ

କେନ୍ଦ୍ର ସରକାରଙ୍କର ଜନ ବିରୋଧୀ ନୀତି ଓ ଏକଛତ୍ରବାଦ ଶାସନକୁ ବିରୋଧ କରି ଆଜି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ବନ୍ଦକୁ ରାଜ୍ୟ କଂ‌ଗ୍ରେସ ମଧ୍ୟ ସମର୍ଥନ କରୁଛି ବୋଲି ପିସିସି ସଭାପ



ଡିସେମ୍ବର ପାଇଁ ଜାରି ହେଲା ଗାଇଡଲାଇନ୍

BHAGYAPRABHA NEWS | ଦେଶଦୁନିଆ | | 9523 | Read...

 ଡିସେମ୍ବର ପାଇଁ ଜାରି ହେଲା ଗାଇଡଲାଇନ୍

ଡିସେମ୍ବର ପାଇଁ ଜାରି ହେଲା ଗାଇଡଲାଇନ୍ । ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ମିଳିଛି । ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ ଓ ଥିଏଟର ଖୋଲିପାରିବ । ଖେଳାଳିମାନଙ୍କ ଟ୍ରେନିଂ ପାଇଁ ସୁଇମିଂ ପୁଲି ଖୋଲିବାକୁ ଅନୁମତି ଦିଆ



ଲକ୍ଷ୍ମୀ ବିଳାସ ବ୍ୟାଙ୍କ ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

BHAGYAPRABHA NEWS | ଦେଶଦୁନିଆ | | 9522 | Read...

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

କେନ୍ଦ୍ର କ୍ୟାବିନେଟ ବୈଠକରେ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ସାମ୍ବାଦିକ ସମ୍ମିଳନୀ କରି ଲକ୍ଷ୍ମୀ ବିଳାସ ବ୍ୟାଙ୍କ ମିଶ୍ରଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଜାଭଡେକର କହିଛନ୍ତି ଯେ ଦୁଃସ୍ଥିତି ଦେଇ ଗତି କରୁଥି



ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନାମରେ ହେବ ଅଯୋଧ୍ୟା ବିମାନ ବନ୍ଦର

BHAGYAPRABHA NEWS | ଦେଶଦୁନିଆ | | 9514 | Read...

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନାମରେ ହେବ ଅଯୋଧ୍ୟା ବିମାନ ବନ୍ଦର

ଅଯୋଧ୍ୟା ଏୟାରପୋର୍ଟର ନାଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ ହେବ । ବିମାନବନ୍ଦରକୁ ଅନ୍ତର୍ଜାତୀୟସ୍ତରର କରାଯିବ । ଉତ୍ତରପ୍ରଦେଶରେ ଯୋଗୀ କ୍ୟାବିନେଟ୍ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏସମ୍ପ



ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍

BHAGYAPRABHA NEWS | ଦେଶଦୁନିଆ | | 9512 | Read...

ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍

ଭିଜିଲାନ୍ସ ଜାଲରେ ୧୯୮୭ ବ୍ୟାଚ୍ ଆଇଏଫଏସ୍ ଅଫିସର ଅଭୟ କାନ୍ତ ପାଠକ । ବର୍ତ୍ତମାନ ସେ ଆଡିସିନାଲ୍ ପିସିସିଏଫ୍ ଭାବରେ କାର୍ଯ୍ୟରତ ଅଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍



ପରଲୋକରେ ଅହମ୍ମଦ ପଟେଲ

BHAGYAPRABHA NEWS | ଦେଶଦୁନିଆ | | 9511 | Read...

ପରଲୋକରେ ଅହମ୍ମଦ ପଟେଲ

କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ଆଜି ଦେହାନ୍ତ ହୋଇଛନ୍ତି। ସେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ବେଶ କିଛି ଦିନ ହେଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୭୧ ବର୍ଷୀ



ଆସନ୍ତାକାଲି ଭାରତ ବନ୍ଦ

BHAGYAPRABHA NEWS | ଦେଶଦୁନିଆ | | 9510 | Read...

ଆସନ୍ତାକାଲି ଭାରତ ବନ୍ଦ

ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୬ ତାରିଖରେ ଭାରତ ବନ୍ଦର ଡାକରା ଦେଇଛନ୍ତି ପ୍ରାୟ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ। ଏକାଧିକ ସରକାରୀ କ୍ଷେତ୍ରର ଘରୋଇକରଣ ଓ ନୂଆ କୃଷି ଆଇନ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ଏଭଳି ଭାରତ ବନ୍



ଆଜି ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା " ନିଭାର୍"

BHAGYAPRABHA NEWS | ଦେଶଦୁନିଆ | | 9508 | Read...

ଆଜି ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶ ଘନୀଭୂତ ହୋଇ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି । ଏହା ଘଂଟାକୁ ପ୍ରାୟ ୫କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରୁଛି । ଆଜି ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁ ଏବଂ ପୁଡୁଚେର



ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ଟାର୍ଗେଟ୍ ଦେଲେ ଅମିତ ଶାହ

BHAGYAPRABHA NEWS | ଦେଶଦୁନିଆ | | 9507 | Read...

ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ଟାର୍ଗେଟ୍ ଦେଲେ ଅମିତ ଶାହ

କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି। ଏହି ଅବସରରେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ଶାହ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ପ୍ରସଙ୍ଗରେ ଆଲୋଚନା



ଭାରତୀ ସିଂ ଓ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

BHAGYAPRABHA NEWS | ଦେଶଦୁନିଆ | | 9496 | Read...

ଭାରତୀ ସିଂ ଓ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

କମେଡି କୁଇନ୍ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ଵାଚିଆଙ୍କୁ ମୁମ୍ଵାଇର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସେମାନଙ୍କ ଘରୁ ଗଞ୍ଜେଇ ମିଳିବା ପରେ ଶନିବାର ଭାରତୀ ଓ ରବିବାର ହର୍ଷଙ୍କୁ ଗିରଫ କରିଥିଲା ଏନସିବି ।ଉଭ



ଆରପାରିରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ

BHAGYAPRABHA NEWS | ଦେଶଦୁନିଆ | | 9495 | Read...

ଆରପାରିରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ମୃତ୍ୟୁ । ଏନେଇ ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତା ବିଶ୍ୱାଶର୍ମା ସୂଚନା ଦେଇଛନ୍ତି । ଗୋଗୋଇଙ୍କୁ ମୃତ୍ୟୁ ବେଳକୁ ୮୪ ବର୍ଷ ବୟସ ହୋଇଥିଲା । କିଛିଦିନ ହେବ ସେ ଅସୁସ୍ଥତା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: