ଦେଶଦୁନିଆ : Category News


ପାକିସ୍ତାନର ହାଜରଗଞ୍ଜି ପରିବା ମାର୍କେଟରେ ବିସ୍ଫୋରଣ, ୨୧ ମୃତ

Bhagyaprabha News Bureau | ଦେଶଦୁନିଆ | | 1538 | Read...

ପାକିସ୍ତାନର ହାଜରଗଞ୍ଜି ପରିବା ମାର୍କେଟରେ ବିସ୍ଫୋରଣ, ୨୧ ମୃତ

ପାକିସ୍ତାନର କ୍ୱେଟା ଅନ୍ତର୍ଗତ ହାଜରଗଞ୍ଜି ପରିବା ମାର୍କେଟରେ ଶୁକ୍ରବାର ବିସ୍ଫୋରଣ ଘଟି ୨୧ ଜଣ ପ୍ରାଣ ହରାଇଛନ୍ତି ଓ ୫୦ ଜଣ ଆହତ ହୋଇଛନ୍ତି। ଏଠାକାର ହାଜରା ସମ୍ପ୍ରଦାୟକୁ ଟାର୍ଗେଟ କରି ଏହି ବିସ୍ଫୋରଣ ଘଟା ଯାଇଥିଲା ବ



ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ

Bhagyaprabha News Bureau | ଦେଶଦୁନିଆ | | 1534 | Read...

ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ

ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳରେ ହୋଇଥିବାର ଖବର ଆସିଛି। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ୪. ୭ ହୋଇଥିବା ଜଣାପଡ଼ିଛି।ପାହାନ୍ତା ୪: ୪୪



ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ଋଷର ସର୍ବୋଚ୍ଚ ସମ୍ମାନ

Bhagyaprabha News Bureau | ଦେଶଦୁନିଆ | | 1530 | Read...

ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ଋଷର ସର୍ବୋଚ୍ଚ ସମ୍ମାନ

ପରେ ରୁଷ ଭାରତ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ରୁଷ ଦୂତାବାସ ପକ୍ଷରୁ ଜାରି ବୟାନରେ କହୁଯାଇଛି ଯେ ଭାରତ-ରୁଷର ରଣନୈତିକ ଭାଗିଦାରୀରେ ଅଦ



ପାକିସ୍ତାନର କ୍ୱେଟ୍ଟା ସହରରେ ବୋମା ବିସ୍ଫୋରଣ, ୧୪ ମୃତ

Bhagyaprabha News Bureau | ଦେଶଦୁନିଆ | | 1525 | Read...

ପାକିସ୍ତାନର କ୍ୱେଟ୍ଟା ସହରରେ ବୋମା ବିସ୍ଫୋରଣ, ୧୪ ମୃତ

ପାକିସ୍ତାନରେ ଘଟିଯାଇଛି ଏକ ଦୁର୍ଘଟଣା ।ପାକିସ୍ତାନର କ୍ୱେଟ୍ଟା ସହରର ଏକ ପରିବା ହାଟରେ ବୋମା ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୧୪ ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ଅନ୍ୟାନ୍ୟ ଅନେକ ଆହତ ହୋଇଛନ୍ତି।ବାଲୋଚିସ୍ତାନର ପ୍ରାଦେଶିକ



ଜିପିଏଫ ସୁଧହାର ୮ପ୍ରତିଶତ ବୃଦ୍ଧି

Bhagyaprabha News Bureau | ଦେଶଦୁନିଆ | | 1522 | Read...

ଜିପିଏଫ ସୁଧହାର ୮ପ୍ରତିଶତ ବୃଦ୍ଧି

ଆର୍ଥିକବର୍ଷର ପ୍ରଥମ ତିନିମାସ ତଥା ଏପ୍ରିଲ ଜୁନ୍‌ ଲାଗି ସରକାର ସାଧାରଣ ଭବିଷ୍ୟନିଧି ପାଣ୍ଠି(ଜିପିଏଫ) ସୁଧହାର ୮ପ୍ରତିଶତ ରଖିଛନ୍ତି।୨୦୧୮-୧୯ରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ବି ଏହି ସୁଧହାର ୮ପ୍ରତିଶତ ରହିଥିଲା। ଏପ୍



ଗୁଗଲର ଡୁଡଲ ସାହାର୍ଯ୍ୟରେ ଭୋଟରଙ୍କୁ ଅପିଲ

Bhagyaprabha News Bureau | ଦେଶଦୁନିଆ | | 1509 | Read...

ଗୁଗଲର  ଡୁଡଲ ସାହାର୍ଯ୍ୟରେ  ଭୋଟରଙ୍କୁ ଅପିଲ

ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ଆଜି ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଚଂଳରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଯାଇଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ । ଅତି



ପଞ୍ଚମ ଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ହେବେ ନେତାନ୍ୟାହୁ

Bhagyaprabha News Bureau | ଦେଶଦୁନିଆ | | 1502 | Read...

 ପଞ୍ଚମ ଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ହେବେ ନେତାନ୍ୟାହୁ

ଇସ୍ରାଏଲ ନିର୍ବାଚନରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ୬୯ବର୍ଷୀୟ ନେତାନ୍ୟାହୁ ପଞ୍ଚମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଦେଶର ୭୧ ବର୍ଷ ଇତିହାସରେ ସେ



ପ୍ରଥମ ପର୍ଯ୍ୟାୟ ମତଦାନ ପୁର୍ବରୁ ୪ ନକ୍ସଲ ଗିରଫ

Bhagyaprabha News Bureau | ଦେଶଦୁନିଆ | | 1496 | Read...

ପ୍ରଥମ ପର୍ଯ୍ୟାୟ ମତଦାନ  ପୁର୍ବରୁ ୪ ନକ୍ସଲ ଗିରଫ

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଦେଶ ବ୍ୟସ୍ତ ଥିବା ବେଳେ ଏକ ବଡ଼ ଧରଣର ଘଟଣା ପାଇଁ ଷଡ଼ଯନ୍ତ୍ର ରଚିଥିବା ୪ ଜଣ ନକ୍ସଲଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଛତିଶଗଡ଼ର ବିଜାପୁର ଜିଲ୍ଲାର ବିଦ୍ରେ ଅଚଂଳରେ ସୁରକ୍ଷା



ହୃତପିଣ୍ଡରେ ସଂକ୍ରମଣ ହେତୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲେର ଭର୍ତି ହୋଇଛନ୍ତି ଦଲାଇଲାମା

Bhagyaprabha News Bureau | ଦେଶଦୁନିଆ | | 1489 | Read...

ହୃତପିଣ୍ଡରେ ସଂକ୍ରମଣ ହେତୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲେର ଭର୍ତି ହୋଇଛନ୍ତି ଦଲାଇଲାମା

ବୌଦ୍ଧ ଧର୍ମଗୁରୁ ଦଲାଇଲାମା ହୃତପିଣ୍ଡରେ ସଂକ୍ରମଣ ହେତୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲେର ଭର୍ତି ହୋଇଛନ୍ତି । ଏହା ପୂର୍ବରୁ ଦଲାଇଲାମା ଦିଲ୍ଲୀରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷ



ସୁପ୍ରିମକୋର୍ଟରେ ପୁଣି ହେବ ରାଫେଲ ଶୁଣାଣି କେନ୍ଦ୍ର ସରକାରଙ୍କୁ ଝଟକା

Bhagyaprabha News Bureau | ଦେଶଦୁନିଆ | | 1484 | Read...

ସୁପ୍ରିମକୋର୍ଟରେ ପୁଣି ହେବ ରାଫେଲ ଶୁଣାଣି କେନ୍ଦ୍ର ସରକାରଙ୍କୁ ଝଟକା

ରାଫେଲ ମାମଲାରେ କେନ୍ଦ୍ର ସରକାରଙ୍କୁ ବଡ ଝଟକା ଲାଗିଛି ।ସୁପ୍ରିମକୋର୍ଟ ପୁଣି ଥରେ ରାଫେଲ ମାମଲାର ଶୁଣାଣି ହେବ । ସୁପ୍ରିମକୋର୍ଟ ଆଜି ରିଭି ପିଟିସନ ଉପରେ ରାୟ ଶୁଣାଇଛନ୍ତି । ରିଭ୍ୟୁ ପିଟିସନ ପାଇଁ ଅନୈତିକ ଉପାୟ ଅବଲମ୍ବନ



ମୋଦୀ ପ୍ରଧାନମନ୍ତ୍ରୀ ହେଲେ ଭାରତ ଓ ପାକିସ୍ତାନ ସୁଧାର ଆସିବ ବୋଲି ପାକ ପ୍ରଧାନମନ୍ତ୍ରୀଙ୍କ ଆଶା

Bhagyaprabha News Bureau | ଦେଶଦୁନିଆ | | 1480 | Read...

ମୋଦୀ ପ୍ରଧାନମନ୍ତ୍ରୀ ହେଲେ ଭାରତ ଓ ପାକିସ୍ତାନ ସୁଧାର ଆସିବ ବୋଲି ପାକ ପ୍ରଧାନମନ୍ତ୍ରୀଙ୍କ ଆଶା

ଚଳିତ ଲୋକସଭା ନିର୍ବାଚନରେ ଯଦି ଭାରତରେ ପୁଣୀ ଥରେ ନରେନ୍ଦ୍ରମୋଦୀ ବିଜୟ ଲାଭ କରି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ପାକିସ୍ତାନ ଓ ଭାରତ ମଧ୍ୟରେ ସୁଦ୍ଧାର ଆସିବ ବୋଲି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଖାନ ଆଶା ବ୍ୟକ୍ତ କରିଛନ୍



ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା : ପାଣିପାଗ ବିଭାଗ

Bhagyaprabha News Bureau | ଦେଶଦୁନିଆ | | 1462 | Read...

ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା : ପାଣିପାଗ ବିଭାଗ

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ସୋମବାର ସକାଳ ସମୟରୁ ବର୍ଷା ସହ ପବନ ମଧ୍ୟ ହୋଇଛି। ୨୪ ଘଣ୍ଟା ମଧ୍ୟରେ ୧୦ଟି ଜିଲାର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: