ଦେଶଦୁନିଆ : Category News


ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର

BHAGYAPRABHA NEWS | ଦେଶଦୁନିଆ | | 9493 | Read...

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ସୋମବାର ଗୁରୁତର ହୋଇଛି। ମିଳିଥିବା ସୂଚନାନୁସାରେ, ୩ ମାସ ତଳେ କରୋନା ସଂକ୍ରମିତ ହୋଇ ସ୍ଥାନୀୟ ଜିଏମସିଏଚରେ ଭର୍ତ୍ତି ହୋଇଥିଲେ । ବର



ଏକାଠି ହୋଇ ଜଳବାୟୁ ପରିବର୍ତ୍ତନ ଲଢ଼େଇକୁ ସାମ୍ନା କରି ହେବ: ମୋଦି

BHAGYAPRABHA NEWS | ଦେଶଦୁନିଆ | | 9491 | Read...

ଏକାଠି ହୋଇ ଜଳବାୟୁ ପରିବର୍ତ୍ତନ ଲଢ଼େଇକୁ ସାମ୍ନା କରି ହେବ: ମୋଦି

ଜଳବାୟୁ ପରିବର୍ତ୍ତନ ଏକ ଏଭଳି ପ୍ରସଙ୍ଗ ଯାହାକୁ ସମସ୍ତେ ଏକାଠି ହୋଇ ସାମ୍ନା କରିପାରିବେ। ଅଲଗା ଅଲଗା ହୋଇ ଲଢ଼େଇ କରି ହେବନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜି ଟ୍ୱେଣ୍ଟି ସମ୍ମିଳନୀରେ ଭାଗ ନେଇ ଏଭଳି କହି



ଆଜିଠୁ ଆଇଟିଆଇ ପରୀକ୍ଷା

BHAGYAPRABHA NEWS | ଦେଶଦୁନିଆ | | 9489 | Read...

ଆଜିଠୁ ଆଇଟିଆଇ ପରୀକ୍ଷା

ଆଇଟିଆଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସୋମବାର ଅର୍ଥାତ ଆଜି ଠାରୁ ଆରମ୍ଭ ହେଉଛି। ସରକାରୀ ଏବଂ ବେସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନରୁ ପ୍ରାୟ ୭୦ ହଜାର ଛାତ୍ରଛାତ୍ରୀ କୋଭିଡ୍‌ ନିୟମାବଳୀ ମାନି ଶ୍ରେଣୀ ଗୃହର



ମସ୍‌ଜିଦ୍‌ରେ ଗୁଳିମାଡ଼ , ୫ ମୃତ

BHAGYAPRABHA NEWS | ଦେଶଦୁନିଆ | | 9488 | Read...

ମସ୍‌ଜିଦ୍‌ରେ ଗୁଳିମାଡ଼ , ୫ ମୃତ

ମସ୍‌ଜିଦ ଗୁଳିମାଡ଼ । ମସ୍‌ଜିଦ୍‌ରେ ବନ୍ଧୁକାରୀର ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସୁରକ୍ଷାକର୍ମୀମାନେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି



୨ ମାସରେ ସରିବ ସ୍ୱଦେଶୀ କରୋନା ଟିକାର ପରୀକ୍ଷା

BHAGYAPRABHA NEWS | ଦେଶଦୁନିଆ | | 9486 | Read...

୨ ମାସରେ ସରିବ ସ୍ୱଦେଶୀ କରୋନା ଟିକାର ପରୀକ୍ଷା

ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା କରୋନା ଟିକାର ମାନବ ପରୀକ୍ଷଣ ଆସନ୍ତା ମାସେ କିମ୍ବା ୨ ମାସରେ ଶେଷ ହେବ। ଏହାପରେ ଭାରତକୁ ପ୍ରଥମ ସ୍ୱଦେଶୀ କରୋନା ଟିକା ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ



୨୪ରେ ଓଡ଼ିଶା ଆସିବେ ମୋହନ ଭାଗବତ୍‌

BHAGYAPRABHA NEWS | ଦେଶଦୁନିଆ | | 9484 | Read...

୨୪ରେ ଓଡ଼ିଶା ଆସିବେ ମୋହନ ଭାଗବତ୍‌

ଆସନ୍ତା ୨୪ ତାରିଖରେ ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘ (ଆରଏସଏସ୍‌) ମୁଖ୍ୟ ମୋହନ ଭାଗବତ୍‌ ଓଡ଼ିଶା ଗସ୍ତରେ ଆସିବେ । ସେ ରାଜଧାନୀ ଭୁବନେଶ୍ୱରରେ ୪ଦିନ ପର୍ଯ୍ୟନ୍ତ ରହିବେ । କଟକ ରୋଡ୍‌ରେ ଥିବା ଟେରାପନ୍ଥ ଭବନରେ ଆରଏସଏସ୍‌ର



ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

BHAGYAPRABHA NEWS | ଦେଶଦୁନିଆ | | 9482 | Read...

ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଟ୍ରକ ଡ୍ରାଇଭର ଆହତ ହୋଇଥିବା ବେଳେ ହେଲପରଙ୍କ ମୃତ୍ୟୁ ହୋଇଛି।ସୂଚନା ମୁତାବକ, ଗତକାଲି ରା



୨୦୨୩ରେ ଭାରତରେ ହେବ ଜି-୨୦ ସମ୍ମିଳନୀ

BHAGYAPRABHA NEWS | ଦେଶଦୁନିଆ | | 9481 | Read...

୨୦୨୩ରେ ଭାରତରେ ହେବ ଜି-୨୦ ସମ୍ମିଳନୀ

ସାଉଦୀ ଆରବ ତରଫରୁ ଆୟୋଜିତ ୧୫ତମ ଜି୨୦ ଶିଖର ସମ୍ମିଳନୀ ଶେଷ ହେବା ପରେ ଆସନ୍ତା ସମ୍ମିଳନୀ ୨୦୨୧ରେ ଇଟାଲୀରେ ଅନୁଷ୍ଠିତ ହେବ । ସେହିପରି ୨୦୨୦ରେ ଇଣ୍ଡୋନେସିଆ ଓ ୨୦୨୩ରେ ଜି୨୦ ସମ୍ମିଳନୀରେ ଭାରତ ଆୟୋଜନ କରିବ । ସମ୍ମିଳନୀର ଉ



ତାମିଲନାଡୁରେ ବ୍ୟାନ୍ ହେଲା ଅନଲାଇନ୍ ଗେମ୍

BHAGYAPRABHA NEWS | ଦେଶଦୁନିଆ | | 9476 | Read...

ତାମିଲନାଡୁରେ ବ୍ୟାନ୍ ହେଲା ଅନଲାଇନ୍ ଗେମ୍

ଅନଲାଇନ୍ ଗେମକୁ ବ୍ୟାନ୍ କଲେ ତାମିଲନାଡୁ ସରକାର। ଯଦି ତାମିଲନାଡୁରେ କୌଣସି ଲୋକ ଅନଲାଇନ୍ ଗେମ୍ ଖେଳୁଥିବା ଜଣାପଡ଼ିବ, ତେବେ ତାକୁ ୫ ହଜାର ଟଙ୍କା ଫାଇନ୍ ସହିତ ଛଅ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନୂଆ ଆଇନ୍ ଜାରି ହ



ଦୁଇ ଦିନିଆ ଚେନ୍ନାଇ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହା

BHAGYAPRABHA NEWS | ଦେଶଦୁନିଆ | | 9473 | Read...

ଦୁଇ ଦିନିଆ ଚେନ୍ନାଇ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହା

ଦୁଇ ଦିନିଆ ଗସ୍ତ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପହଞ୍ଚିଛନ୍ତି । ଶାହା ଏଠାରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ଏବଂ ଇକାଇର ବରିଷ୍ଠ ନେତା ତଥା ତାମିଲନାଡୁ ବିଜେ



କମେଡିଆନ୍ ଭାରତୀ ସିଂହ ଗିରଫ

BHAGYAPRABHA NEWS | ଦେଶଦୁନିଆ | | 9472 | Read...

କମେଡିଆନ୍ ଭାରତୀ ସିଂହ ଗିରଫ

କମେଡିଆନ୍ ଭାରତୀ ସିଂହଙ୍କୁ ଗିରଫ କଲା ଏନସିବି । ତାଙ୍କ ସ୍ବାମୀ ହର୍ଷଙ୍କୁ ପଚରାଉଚରା କରୁଛି ଏନସିବି । ଆଜି ଏନସିବି ମୁମ୍ବାଇର ତିନିଟି ସ୍ଥାନରେ ଚଢାଉ କରିଥିଲା । ଭାରତୀଙ୍କ ଘରେ ମଧ୍ୟ ଚଢାଉ କରିଥିଲା ଏନସିବି । ଚଢାଉ ବେଳ



'ଶଗି ବେନ୍' ଉପନ୍ୟାସ ପାଇଁ ଡଗଲସ୍ ଷ୍ଟୁଆର୍ଟଙ୍କୁ ବୁକର୍ ପୁରସ୍କାର

BHAGYAPRABHA NEWS | ଦେଶଦୁନିଆ | | 9468 | Read...

'ଶଗି ବେନ୍' ଉପନ୍ୟାସ ପାଇଁ ଡଗଲସ୍ ଷ୍ଟୁଆର୍ଟଙ୍କୁ ବୁକର୍ ପୁରସ୍କାର

ଉପନ୍ୟାସ 'ଶଗି ବେନ୍' ପାଇଁ ସ୍କଟିଶ୍ ଲେଖକ ଡଗଲସ୍ ଷ୍ଟୁଆର୍ଟଙ୍କୁ ବୁକର୍ ପୁରସ୍କାର ବିଜେତା ଘୋଷଣା କରାଯାଇଛି।ଚଳିତବର୍ଷ ପାଇଁ ସ୍କଟିଶ୍ ଲେଖକ ଡଗଲସ୍ ଷ୍ଟୁଆର୍ଟ ସମ୍ମାନଜନକ ବୁକର୍ ପୁରସ୍କାର ବିଜୟୀ ହୋଇଛନ୍ତି। ଡଗଲସ୍‌




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: