ଦେଶଦୁନିଆ : Category News


ବିଷାକ୍ତ ମଦ ପିଇ ୫୬ ମୃତ

BHAGYAPRABHA NEWS | ଦେଶଦୁନିଆ | | 10566 | Read...

ବିଷାକ୍ତ ମଦ ପିଇ ୫୬ ମୃତ

ବିଷାକ୍ତ ମଦ ପିଇ ୫୬ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଆଲିଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରଶାସନ ଏହି ମମାଲାରେ ମୃତକଙ୍କ ସଂଖ୍ୟା ଲୁଚାଉଥିବା ଅଭିଯୋଗ ହେଉଛି। ଏଯାବତ ୨୫ ଜଣଙ୍କର ବିଷାକ୍ତ ମଦରେ ମୃତ୍ୟୁ ହୋ



କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା

BHAGYAPRABHA NEWS | ଦେଶଦୁନିଆ | | 10560 | Read...

କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା

କରୋନାରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । କରୋନାରେ ଉଭୟ ବାପା-ମା'ଙ୍କୁ ହରାଇଥିବା କିମ୍ବା ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ । ଏଥିସହ ମାଗଣା ସ୍ବାସ୍ଥ୍ୟ ବୀମା ଓ



କୋଠା ଭୁଶୁଡି ୭ ମୃତ

BHAGYAPRABHA NEWS | ଦେଶଦୁନିଆ | | 10546 | Read...

କୋଠା ଭୁଶୁଡି ୭ ମୃତ

କୋଠା ଭୁଶୁଡ଼ିବାରୁ ୭ଜଣ ପ୍ରାଣ ହରାଇଛନ୍ତି। ଶୁକ୍ରବାର ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଥିବା ଉଲ୍ହାସନଗରରେ ଏହି ଅଭାବନୀୟ ଦୁର୍ଘଟଣା ଘଟିଛି। ରାତି ୯ଟା ସମୟରେ ହଠାତ୍ କେଠାଟି ଭୁଶୁଡିବା ଆରମ୍ଭ କରିଥିଲା। ଏହାପରେ କୋଠ



ଆଜି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ବାତ୍ୟା ପ୍ରଭାବିତ ଅଞ୍ଚଳର କରିବେ ପରିଦର୍ଶନ

BHAGYAPRABHA NEWS | ଦେଶଦୁନିଆ | | 10538 | Read...

ଆଜି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ବାତ୍ୟା ପ୍ରଭାବିତ ଅଞ୍ଚଳର କରିବେ ପରିଦର୍ଶନ

ଓଡ଼ିଶା ଓ ପଶ୍ଚିମବଙ୍ଗରେ ବାତ୍ୟା 'ୟାସ୍'ର ତାଣ୍ଡବ ଯୋଗୁଁ ହୋଇଥିବା କ୍ଷତିର ଆକାଳନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ପ୍ରଭାବିତ ଦୁଇ ରାଜ୍ୟ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରରେ ଅବତରଣ



ଆମେରିକା ସେନ୍ ଜୋସରେ ଗୁଳିମାଡ, ୮ ମୃତ୍ୟୁ

BHAGYAPRABHA NEWS | ଦେଶଦୁନିଆ | | 10536 | Read...

ଆମେରିକା ସେନ୍ ଜୋସରେ ଗୁଳିମାଡ,  ୮ ମୃତ୍ୟୁ

ଆମେରିକାର ସେନ ଜୋସରେ ଥିବା ଏକ ରେଲୟାର୍ଡରେ ଗୁଳି ବିନିମୟ । ଏଥିରେ ଆଠ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ସନ୍ଦୀଗ୍ଧ ଅର୍ଥାତ ଗୁଳିଚଳାଇଥିବା ବ୍ୟକ୍ତିଙ୍କ ବି ମୃତ୍ୟୁ ହୋଇଛି । ସାଣ୍ଟା କ୍ଲାରା କାଉଣ୍ଟି ସରିଫ୍ ମୁଖପାତ୍ର ଡେପୁଟ



ଦିଲ୍ଲୀରେ ଆଜି କୃଷକ ସଂଗଠନ ପାଳିବ କଳାଦିବସ

BHAGYAPRABHA NEWS | ଦେଶଦୁନିଆ | | 10528 | Read...

ଦିଲ୍ଲୀରେ ଆଜି କୃଷକ ସଂଗଠନ ପାଳିବ କଳାଦିବସ

କରୋନା ମହାମାରୀ ମଧ୍ୟରେ କୃଷକ ମୋର୍ଚ୍ଚା ନୂତନ କୃଷି ନିୟମ ବିରୋଧରେ ଗତ ୬ ମାସ ଧରି ଆନ୍ଦୋଳନ କରିଆସୁଛନ୍ତି । ଆଜି ୬ ମାସ ଅବସରରେ ସାରା ଦେଶରେ କଳା ଦିବସ ପାଳନ କରିବାକୁ ଆହ୍ୱାନ ଦେଇଛି କୃଷକ ସଂଗଠନ । ଚାଷୀମାନେ ମଧ୍ୟ ଦେଶବା



ସିବିଆଇର ନୂଆ ନିର୍ଦ୍ଦେଶକ ହେଲେ ଆଇପିଏସ୍ ସୁବୋଧ ଜୈସୱାଲ୍

BHAGYAPRABHA NEWS | ଦେଶଦୁନିଆ | | 10524 | Read...

ସିବିଆଇର ନୂଆ ନିର୍ଦ୍ଦେଶକ ହେଲେ ଆଇପିଏସ୍ ସୁବୋଧ ଜୈସୱାଲ୍

୧୯୮୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ସୁବୋଧ ଜୈସୱାଲଙ୍କୁ ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି । ସୁବୋଧ ସିବିଆଇର ମୁଖ୍ୟ ଭାବେ ୨ ବର୍ଷ ଧରି କାର୍ଯ୍ୟ କରିବେ । ଏବେ ସୁବୋଧ ଜୈସୱାଲ୍



ଏଚପିସିଏଲ୍‌ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

BHAGYAPRABHA NEWS | ଦେଶଦୁନିଆ | | 10519 | Read...

ଏଚପିସିଏଲ୍‌ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଆଜି ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ ଏକ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ) ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।ସୂଚନା ଅନୁଯାୟୀ ଅଗ୍ନିଶମ ବିଭାଗ କର୍ମଚାର ତୁରନ୍ତ ନିଆଁକୁ ଆୟତ



ବାତ୍ୟା ୟସ୍ ମୁକାବିଲା ପ୍ରସ୍ତୁତିର ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

BHAGYAPRABHA NEWS | ଦେଶଦୁନିଆ | | 10506 | Read...

ବାତ୍ୟା ୟସ୍ ମୁକାବିଲା ପ୍ରସ୍ତୁତିର ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ୟସ୍ ମୁକାବିଲା ପ୍ରସ୍ତୁତିର ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୧୧ଟାରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ । ଏହି ବୈଠକରେ ବିଭିନ୍ନ କେନ୍ଦ୍ର ଗୃହମନ୍ତ୍ର



ଏୟାର ଇଣ୍ଡିଆ ସର୍ଭରରେ ସାଇବର ଆଟାକ୍ : ୪୫ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍

Bhagyaprabha News Bureau | ଦେଶଦୁନିଆ | | 10500 | Read...

ଏୟାର ଇଣ୍ଡିଆ ସର୍ଭରରେ ସାଇବର ଆଟାକ୍ : ୪୫ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍

ସରକାରୀ ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ସର୍ଭରରେ ସାଇବର ଆଟାକ । ୪୫ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍ ହୋଇଥିବା ମାମଲା ନଜରକୁ ଆସିଛି । କମ୍ପାନୀ ସୂଚନା ଅନୁଯାୟୀ ଏହି ଘଟଣା ୪୫ ଲକ୍ଷ ଯାତ୍ରୀଙ୍କ ତଥ୍ୟକୁ ପ୍ରଭାବିତ କରିଛି



ପରିବେଶବିତ୍ ସୁନ୍ଦରଲାଲ ବାହୁଗୁନାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ

BHAGYAPRABHA NEWS | ଦେଶଦୁନିଆ | | 10499 | Read...

ପରିବେଶବିତ୍ ସୁନ୍ଦରଲାଲ ବାହୁଗୁନାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ

ଜଣାଶୁଣା ପରିବେଷବିତ୍ତ୍ ଶୁନ୍ଦରିଲାଲ ବହୁଗୁଣଙ୍କର ଆଜି କରୋନା ସଂକ୍ରମଣରେ ଚିକିତ୍ସାଧିନ ଅବସ୍ତାରେ ରସିକେଷ ଏମ୍ସରେ ଦେହାନ୍ତହୋଇଛି ।ଜଣେ ପରିବେଷବିତ୍ତ ଭାବରେ ବାହୁଗୁନା ନିଜ ଜୀବନ ଅତିବାହିତ କରି ଜଙ୍ଗଲ ଏବଂ ହିମାଳୟ



ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ସହାୟତା ହେଲ୍ପଲାଇନ ଆରମ୍ଭ

BHAGYAPRABHA NEWS | ଦେଶଦୁନିଆ | | 10497 | Read...

 ଆୟୁଷ ମନ୍ତ୍ରଣାଳୟ ଦ୍ୱାରା  ସହାୟତା ହେଲ୍ପଲାଇନ ଆରମ୍ଭ

କରୋନା ରେଗୀଙ୍କ ଲାଗି ସମସ୍ୟାର ସମାଧାନ ପ୍ରଦାନ କରିବାକୁ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଏକ ସହାୟତା ହେଲ୍ପଲାଇନ ଆରମ୍ଭ ହୋଇଛି । ଟୋଲ ଫ୍ରି ହେଲ୍ପଲାଇନ ନମ୍ବର ୧୪୪୪୩ ବୋଲି ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି । ଏହି ହେଲ୍ପ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: