ଦେଶଦୁନିଆ : Category News


ରାସ୍ତାକଡ଼ର ବ୍ୟବସାୟୀଙ୍କୁ ଆଜି ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦୀ

BHAGYAPRABHA NEWS | ଦେଶଦୁନିଆ | | 9198 | Read...

ରାସ୍ତାକଡ଼ର ବ୍ୟବସାୟୀଙ୍କୁ ଆଜି ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ସଡ଼କ ପାଶ୍ୱର୍ରେ ବ୍ୟବସାୟ କରୁଥିବା ଦୋକାନୀଙ୍କୁ 'ଆତ୍ମ ନିର୍ଭର' କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବଡ଼ ଉପହାର ଦେବେ । ପିଏମ ଷ୍ଟ୍ରିଟ ଭେଣ୍ଡରସ ଆତ୍ମ ନିର୍ଭର ନିଧି ଅର୍ଥାତ ସ୍ୱାନିଧି ଯୋଜନାରେ ପ୍ରଧାନମନ୍ତ୍



କରୋନାରେ ସଂକ୍ରମିତ ହେଲେ ଶକ୍ତିକାନ୍ତ ଦାସ

BHAGYAPRABHA NEWS | ଦେଶଦୁନିଆ | | 9192 | Read...

କରୋନାରେ ସଂକ୍ରମିତ ହେଲେ ଶକ୍ତିକାନ୍ତ ଦାସ

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି। ଟ୍ୱିଟ୍ କରି ଶକ୍ତିକାନ୍ତ ଏହି ସୂଚନା ଦେଇଛନ୍ତି। ଏଯାବତ ତାଙ୍କ ପାଖରେ କରୋନାର ଲକ୍ଷଣ ନଥିବା ସେ ସ୍ପଷ୍ଟ କରିଛନ୍ତି। ଆଇସୋଲ



ମନ୍ କି ବାତରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ 'ଭୋକାଲ ଫର ଲୋକାଲ' ଆହ୍ୱାନ

BHAGYAPRABHA NEWS | ଦେଶଦୁନିଆ | | 9191 | Read...

ମନ୍ କି ବାତରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ 'ଭୋକାଲ ଫର ଲୋକାଲ' ଆହ୍ୱାନ

ଆଜି ବିଜୟାଦଶମୀ ଅର୍ଥାତ୍‌ ଦଶହରା ପର୍ବ। ଏହି ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା। ଦଶହରାର ଏହି ପର୍ବ ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ। କିନ୍ତୁ ତା' ସଙ୍ଗେ ସଙ୍ଗେ, ଏହା ଏକ ପ୍ରକାର ସଙ୍କଟ ଉପରେ ଧ



ଆଜି ଯବାନଙ୍କ ସହ ଦଶହରା ପାଳିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

BHAGYAPRABHA NEWS | ଦେଶଦୁନିଆ | | 9190 | Read...

ଆଜି ଯବାନଙ୍କ ସହ ଦଶହରା ପାଳିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସିକ୍କିମରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଅସ୍ତ୍ର ପୂଜା କରିବେ । ନିଜର ଏହି ୨ ଦିନିଆ ଗସ୍ତ କାଳରେ ସେ ପ୍ରଥମ ଦିନ ଅବସରରେ ଶନିବାର ଦାର୍ଜିଲିଂରେ ଯବାନଙ୍କୁ ଭେଟି ସେମାନଙ



ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ

BHAGYAPRABHA NEWS | ଦେଶଦୁନିଆ | | 9186 | Read...

ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ ନାଗପାଡା ସ୍ଥିତ ସିଟି ସେଣ୍ଟର ମଲ୍ ରେ ଅଗ୍ନିକାଣ୍ଡ ହୋଇଛି । ଗୁରୁବାର ରାତି ୯ଟାରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ସମୟରେ ପ୍ରାୟ ୨୫୦ରୁ ୩୦୦ ଲୋକ ଉପସ୍ଥିତ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧ



ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନ

Srabani Nayak | ଦେଶଦୁନିଆ | | 9181 | Read...

ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନ

ଦେଶର ଅନ୍ୟତମ ବିଶିଷ୍ଟ ଲୋକପ୍ରିୟ ରାଜନୀତିଜ୍ଞ, ଗୃହମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଆଜି ହେଉଛି ଜନ୍ମଦିନ । ଶ୍ରୀ ଶାହା ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ଆଜି



ଆଜି ନୌସେନାରେ ସାମିଲ ହେଲା ଆଣ୍ଟି-ସବମେରାଇନ ଯୁଦ୍ଧ ଜାହାଜ INS କଭାରତୀ

BHAGYAPRABHA NEWS | ଦେଶଦୁନିଆ | | 9180 | Read...

ଆଜି ନୌସେନାରେ ସାମିଲ ହେଲା ଆଣ୍ଟି-ସବମେରାଇନ ଯୁଦ୍ଧ ଜାହାଜ INS କଭାରତୀ

ଆଜି ଭାରତୀୟ ନୌସେନାର ଅଧିକାରୀକ ଭାବେ ସାମିଲ ହେବ ବହୁ ପ୍ରତୀକ୍ଷିତ ଆଣ୍ଟି- ସବମେରାଇନ ଯୁଦ୍ଧ ଜାହାଜ ଆଇଏନଏସ୍ (INS) କଭାରତୀ । ଏହି ଯୁଦ୍ଧ ଜାହାଜର ବିଶେଷତ୍ୱ ​​ହେଉଛି ଏହା ଶତୃର ରାଡାରରେ ଧରାପଡିବ ନାହିଁ । ପ୍ରୋଜେକ୍ଟ P28 ଅଧ



ଆଜିଠୁ ଖୋଲିବ କାଜିରଙ୍ଗା ଜାତୀୟ ଉଦ୍ୟାନ

BHAGYAPRABHA NEWS | ଦେଶଦୁନିଆ | | 9177 | Read...

ଆଜିଠୁ ଖୋଲିବ କାଜିରଙ୍ଗା ଜାତୀୟ ଉଦ୍ୟାନ

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ଅଭୟାରଣ୍ୟ । କରୋନା ଓ ଲକଡାଉନ୍ ଯୋଗୁ ସାତ ମାସ ବନ୍ଦ ରହିଥିଲା । ଆଜି ପୁଣି ଥରେ ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମହଲରେ ଖୁସି । ତେବେ କୋଭିଡ୍ କଟକ



ଲଦ୍ଦାଖରୁ ଧରାପଡ଼ିଥିବା ଚୀନ ସୈନିକଙ୍କୁ ଫେରାଇଲା ଭାରତୀୟ ସେନା

BHAGYAPRABHA NEWS | ଦେଶଦୁନିଆ | | 9176 | Read...

ଲଦ୍ଦାଖରୁ ଧରାପଡ଼ିଥିବା ଚୀନ ସୈନିକଙ୍କୁ ଫେରାଇଲା ଭାରତୀୟ ସେନା

ଭାରତୀୟ ସେନା ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ)ର ସୈନିକ କାର୍ପୋରଲ ୱାଙ୍ଗ ତଥା ଲାଙ୍ଗଙ୍କୁ ଚୀନକୁ ହସ୍ତାନ୍ତର କରିଛନ୍ତି । ଚୁଶୁଲ-ମୋଲଦୋ ମିଟିଂ ପଏଣ୍ଟରେ ମଙ୍ଗଳବାର ବିଳମ୍ବିତ ରାତି ଚୀନ ସୈନିକଙ୍କୁ ହସ୍ତାନ୍ତର କରିଛି



ଆସାମ-ମିଜୋରାମ ସୀମାରେ ଉତ୍ତେଜନା ନେଇ ଆଜି ଗୃହମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ

BHAGYAPRABHA NEWS | ଦେଶଦୁନିଆ | | 9156 | Read...

ଆସାମ-ମିଜୋରାମ ସୀମାରେ ଉତ୍ତେଜନା ନେଇ ଆଜି ଗୃହମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆସାମ ଓ ମିଜୋରାମର ସୀମାନ୍ତ ଲୋକଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ସୀମାରେ ଉତ୍ତେଜନା ସ୍ଥିତି ଦେଖାଯିବାରୁ ବ୍ୟାପକ ପରିମାଣରେ ପୋଲିସ ମୁତୟନ କରାଯାଇଛି । ମାତ୍ର ଅଧିକାରୀମାନେ କହ



ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

BHAGYAPRABHA NEWS | ଦେଶଦୁନିଆ | | 9152 | Read...

ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

ଭାରତୀୟ ନୌସେନା ଯୁଦ୍ଧ ଜାହାଜ ଆଇଏନଏସ୍‌ ଚେନ୍ନାଇରୁ ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ତେବେ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଥିବା ବେଳେ ଟାର୍ଗେଟ୍‌ରେ



ମହିଳାଙ୍କ ପାଇଁ ଉତ୍ତରପ୍ରଦେଶ ସୁରକ୍ଷିତ ନୁହେଁ : ପ୍ରିୟଙ୍କା ଗାନ୍ଧୀ

Bhagyaprabha News Bureau | ଦେଶଦୁନିଆ | | 9144 | Read...

ମହିଳାଙ୍କ ପାଇଁ ଉତ୍ତରପ୍ରଦେଶ ସୁରକ୍ଷିତ ନୁହେଁ : ପ୍ରିୟଙ୍କା ଗାନ୍ଧୀ

କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ଦିନ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଉତ୍ତରପ୍ରଦେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଗତ ସପ୍ତାହରେ ମହିଳାଙ୍କ ପ୍ରତି ୧୩ଟି ଭୟଙ୍କର ଘଟଣ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: