ଦେଶଦୁନିଆ : Category News


ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଚନ୍ଦ୍ରକାନ୍ତଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

BHAGYAPRABHA NEWS | ଦେଶଦୁନିଆ | କନ୍ଧମାଳ | 7532 | Read...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଚନ୍ଦ୍ରକାନ୍ତଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ଆଜି ସକାଳୁ ରାଇକିଆ ମହୋତ୍ସବ ପଡ଼ିଆରେ ସହିଦ ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇ ଥିଲା। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଚନ୍ଦ୍ରକାନ୍ତଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହ



ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟରେ ଦାଏର ହେଲା ମୋଡ଼ିଫିକେସନ୍‌ ପିଟିସନ୍‌

BHAGYAPRABHA NEWS | ଦେଶଦୁନିଆ | | 7531 | Read...

ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟରେ ଦାଏର ହେଲା ମୋଡ଼ିଫିକେସନ୍‌ ପିଟିସନ୍‌

ରଥଯାତ୍ରା କରିବା ପାଇଁ ପୁଣି ପିଟିସନ ଦାଏର କରାଯାଇଛି । ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ଗୁରୁତ୍ବପୂର୍ଣ୍ଣ ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ଏହି ପିଟିସନରେ ଆବେଦନ କରାଯାଇଛି । ପୁରୀ ରଥଯାତ୍ରା ପାଇଁ ସୁପ



ଚୀନ୍ ପ୍ରସଙ୍ଗରେ ଆଜି ସର୍ବଦଳୀୟ ବୈଠକ

BHAGYAPRABHA NEWS | ଦେଶଦୁନିଆ | | 7518 | Read...

ଚୀନ୍ ପ୍ରସଙ୍ଗରେ ଆଜି ସର୍ବଦଳୀୟ ବୈଠକ

ଗଲୱାନ ଘାଟିରେ ଚୀନ ସୈନ୍ୟଙ୍କ ଆକ୍ରମଣ ରେ ୨୦ ଭାରତୀୟ ଯବାନ ସହିଦ ହେବା ଘଟଣାକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେବାକୁ ଦେଶର ପ୍ରମୁଖ ରା



ଚଳିତ ବର୍ଷ ହେବନି ରଥଯାତ୍ରା : ସୁପ୍ରିମ କୋର୍ଟ

BHAGYAPRABHA NEWS | ଦେଶଦୁନିଆ | | 7515 | Read...

ଚଳିତ ବର୍ଷ ହେବନି ରଥଯାତ୍ରା : ସୁପ୍ରିମ କୋର୍ଟ

ରଥଯାତ୍ରା ଉପରେ ରହିତାଦେଶ ଜାଇଛନ୍ତି ସୁପ୍ରୀମ କୋର୍ଟ। ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମୁଖ୍ୟ ବିଚାରପତିଙ



ସହିଦ ଓଡ଼ିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

BHAGYAPRABHA NEWS | ଦେଶଦୁନିଆ | | 7504 | Read...

ସହିଦ  ଓଡ଼ିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ପୂର୍ବ ଲଦାଖର ଗଲୱାନା ଘାଟିରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ମିଳିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲ



ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ଏବଂ ବିଧାୟିକାଙ୍କୁ କରୋନା ପଜିଟିଭ

BHAGYAPRABHA NEWS | ଦେଶଦୁନିଆ | | 7503 | Read...

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ଏବଂ ବିଧାୟିକାଙ୍କୁ କରୋନା ପଜିଟିଭ

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବୁଧବାର ସିସୋଦିଆଙ୍କ ସ୍ବାବ୍‌ ନମୂନା ପଜିଟିଭ୍‌ ଆସିଥିବା ନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ପଟପଡଗଞ୍ଜରୁ ବିଧାୟକ ତଥା ଉପମୁଖ୍ୟମନ



ଭାରତ ଚୀନ୍‌ ସୀମା ସଂଘର୍ଷ , 20 ଯବାନ ସହୀଦ

BHAGYAPRABHA NEWS | ଦେଶଦୁନିଆ | | 7491 | Read...

ଭାରତ ଚୀନ୍‌ ସୀମା ସଂଘର୍ଷ , 20 ଯବାନ ସହୀଦ

ଭାରତ ଏବଂ ଚୀନ୍‌ ମଧ୍ୟରେ ଲାଗି ରହିଥିବା ସୀମା ବିବାଦରେ ଉଭୟ ପକ୍ଷର ସେନା ମଧ୍ୟରେ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଏବଂ 43 ଜଣ ଚୀନ୍‌ ଯବାନ ଶହୀଦ ହୋଇଛନ୍ତି । ଲଦାଖର ଗଲଓ୍ବାନ ଉପତ୍ୟାକାରେ ଉଭୟ ରାଷ୍ଟ୍ରର ସେନାଙ୍କ ମଧ୍ୟରେ ସ



ଜାମ୍ମୁକାଶ୍ମୀରରେ ପୁଣି ୩ ଆତଙ୍କୀ ନିହତ

BHAGYAPRABHA NEWS | ଦେଶଦୁନିଆ | | 7483 | Read...

ଜାମ୍ମୁକାଶ୍ମୀରରେ ପୁଣି ୩ ଆତଙ୍କୀ ନିହତ

ଜମ୍ମୁକାଶ୍ମୀରରେ ପୁଣି ସୁରକ୍ଷାବଳ ଓ ଆତଙ୍କୀ ମୁହାଁମୁହିଁ। ସୋପିଆଁ ଜିଲ୍ଲାର ତୁର୍କୱାନଗାମ ଅଞ୍ଚଳରେ ଆତଙ୍କୀ ଡେରା ପକାଇଥିବା ଖବର ପାଇ ସେନା ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା । ଏବଂ ସୁରକ୍ଷାବଳଙ୍କ ଦ୍ୱାରା ପ୍ରସ୍



ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ସହ ୨ ଦିନିଆ ବୈଠକ

BHAGYAPRABHA NEWS | ଦେଶଦୁନିଆ | | 7480 | Read...

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ସହ ୨ ଦିନିଆ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ ବାର୍ତ୍ତା ଜରିଆରେ ଆଲୋଚନା କରିବେ । କରୋନା ଭାଇରସ ଆସିବା ପରେ ମୋଦୀଙ୍କର ଏହା ୬ଷ୍ଠ ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଏହା ୨ ଦିନ ଯାଏଁ ଚାଲିବ ।



ଦେଶରେ ପ୍ରଥମ ଅନଲାଇନ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମର ଶୁଭାରମ୍ଭ

BHAGYAPRABHA NEWS | ଦେଶଦୁନିଆ | | 7477 | Read...

ଦେଶରେ ପ୍ରଥମ ଅନଲାଇନ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମର ଶୁଭାରମ୍ଭ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏକ ଅନଲାଇନ୍ ସମାରୋହରେ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ(ଆଇଜିଏକ୍ସ)ର ଶୁଭାରମ୍ଭ କରିଛନ୍ତି । ଏହା ଦେଶବ୍ୟାପୀ ପ୍ରଥମ ଅନଲାଇନ୍ ବିତରଣ ଆଧାରିତ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଏବ



ପୁଣିଥରେ ଗୁଜରାଟରେ ଭୂକମ୍ପ ଝଟକା

BHAGYAPRABHA NEWS | ଦେଶଦୁନିଆ | | 7467 | Read...

 ପୁଣିଥରେ ଗୁଜରାଟରେ ଭୂକମ୍ପ ଝଟକା

ଗୁଜରାଟର ପୁଣିଥରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ଜଣାଡ଼ିଛି। ୨୪ ଘଣ୍ଟା ମଧ୍ୟରେ ଗୁଜରାଟରେ ଏହା ଦ୍ୱିତୀୟ ଭୂକମ୍ପ। ଗତରାତିରେ ମଧ୍ୟ ଗୁଜରାଟର କୁଚରେ ଭୂକମ୍ପ ଅନୁଭୂତ ହୋଇଥିଲ



ଜାମ୍ମୁ-କାଶ୍ମୀରରେ ଆତଙ୍କୀବାଦୀ-ସେନା ଗୁଳି ବିନିମୟ

BHAGYAPRABHA NEWS | ଦେଶଦୁନିଆ | | 7440 | Read...

ଜାମ୍ମୁ-କାଶ୍ମୀରରେ ଆତଙ୍କୀବାଦୀ-ସେନା ଗୁଳି ବିନିମୟ

ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଛନ୍ତି ଭାରତୀୟ ସେନା । ଜାମ୍ମୁ-କାଶ୍ମୀରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନ୍‌କାଉଣ୍ଟରେ ଦୁଇ ଆତଙ୍କୀ ମୃତ । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: