ଓଡ଼ିଶା : Category News


ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ

BHAGYAPRABHA NEWS | ଓଡ଼ିଶା | ମାଲକାନଗିରି | 10820 | Read...

ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ

ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ସକ୍ରିୟ ଥିବା ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ । ନକ୍ସଲ ପନ୍ଥିଙ୍କ ଜାଗରକୋଣ୍ଡ



ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 10819 | Read...

ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆଜି ଭର୍ଚୁଆଲ ମାଧ୍ୟମରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥ ନର୍ମାଣଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ଯାଏ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କଠାରୁ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ



ରାଜ୍ୟରେ ୨,୫୪୨ ଜଣ କରୋନା ପଜିଟିଭ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 10818 | Read...

ରାଜ୍ୟରେ ୨,୫୪୨ ଜଣ କରୋନା ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୫୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୪୫୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୦୮୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି କଟକ ଜ



ବାଲୁକା କଳା ମାଧ୍ୟମରେ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳୀ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10816 | Read...

 ବାଲୁକା କଳା ମାଧ୍ୟମରେ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳୀ

ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାରଙ୍କ ଆଜି ପରଲୋକ ଘଟିଛି । ଦିଲ୍ଲୀପଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଏହି ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧ



ଇକୋ କ୍ଳବ ପକ୍ଷରୁ ବିଦ୍ୟାଳୟରେ ବୃକ୍ଷରୋପଣ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 10815 | Read...

ଇକୋ କ୍ଳବ ପକ୍ଷରୁ ବିଦ୍ୟାଳୟରେ ବୃକ୍ଷରୋପଣ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ରାଧା ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୁଧବାର ଦିନ ଇକୋ କ୍ଳବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କୁ



ରାଜ୍ୟର ୧୦ ଜିଲ୍ଲାରେ ପଜିଟିଭିଟି ହାର ୧ ପ୍ରତିଶତରୁ କମ୍ : ପ୍ରଦୀପ୍ତ ମହାପାତ୍ର

BHAGYAPRABHA NEWS | ଓଡ଼ିଶା | | 10813 | Read...

ରାଜ୍ୟର ୧୦ ଜିଲ୍ଲାରେ ପଜିଟିଭିଟି ହାର ୧ ପ୍ରତିଶତରୁ କମ୍ : ପ୍ରଦୀପ୍ତ ମହାପାତ୍ର

ରାଜ୍ୟରେ କରୋନା ସ୍ଥିତି ଏବଂ ଏହାର ମୁକାବିଲା ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।ସେ କହିଛନ୍ତି ଯେ , ବର୍ତ୍ତମାନ ରାଜ୍ୟରେ ୨୮ ହଜାର ୧୫ ମାମଲା



ଇସ୍ତଫା ଦେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

BHAGYAPRABHA NEWS | ଓଡ଼ିଶା | | 10809 | Read...

ଇସ୍ତଫା ଦେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ଆଜି ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଇସ୍ତଫା ଦେଇଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ ୨୦୧୯ରେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟ ଏବଂ ଏମଏସ୍‌ଏମଇ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁ



ତାଲୁକା ଆଇନ ସେବା କମିଟି ପକ୍ଷରୁ ବୃକ୍ଷରୋପଣ

Kiran Behera | ଓଡ଼ିଶା | ଗଞ୍ଜାମ | 10806 | Read...

ତାଲୁକା ଆଇନ ସେବା କମିଟି ପକ୍ଷରୁ ବୃକ୍ଷରୋପଣ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଜେଏମ୍ଏଫସି କୋର୍ଟ ଅଧୀନରେ ଥିବା ତାଲୁକା ଆଇନ ସେବା କମିଟି ପକ୍ଷରୁ ମଙ୍ଗଳବାର ଦିନ ୭୨ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଚାଙ୍ଗୁଡିଦେଇ ପାହାଡ ପାଦଦେଶରେ ବୃକ୍ଷରୋପଣ କରାଯାଇଥିବା ଜଣାପଡି



ରାଜ୍ୟରେ ଦେଢଲକ୍ଷ କୋଟିର ୫ ପ୍ରମୁଖ ବଡ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

BHAGYAPRABHA NEWS | ଓଡ଼ିଶା | | 10805 | Read...

ରାଜ୍ୟରେ ଦେଢଲକ୍ଷ କୋଟିର ୫ ପ୍ରମୁଖ ବଡ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

ରାଜ୍ୟରେ ଦେଢଲକ୍ଷ କୋଟିର ୫ ପ୍ରମୁଖ ବଡ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ରାଜ୍ୟରେ ପାଖାପାଖି ୨୭ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କ୍ଲିୟରାନ୍ସ



ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଓ ୧୫ କିଲୋୱାଟ ସୌର ଶକ୍ତି ପ୍ଲାଣ୍ଟର ଉଦଘାଟନ କଲେ ବାଚସ୍ପତି

Kiran Behera | ଓଡ଼ିଶା | ଗଞ୍ଜାମ | 10803 | Read...

ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଓ ୧୫ କିଲୋୱାଟ ସୌର ଶକ୍ତି ପ୍ଲାଣ୍ଟର ଉଦଘାଟନ କଲେ ବାଚସ୍ପତି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମଙ୍ଗଳବାର ଦିନ ଓଡିଶା ବିଧାନସଭା ବାଚସ୍ପତି ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ଡଃ . ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତି



ଆଜିଠାରୁ ଗଡ଼ିବ ଓଏସ୍‌ଆର୍‌ଟିସି ବସ୍

BHAGYAPRABHA NEWS | ଓଡ଼ିଶା | | 10799 | Read...

ଆଜିଠାରୁ ଗଡ଼ିବ ଓଏସ୍‌ଆର୍‌ଟିସି ବସ୍

ଆଜିଠାରୁ ଆରମ୍ଭ ହୋଇଯାଇଛି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ବସ୍‌ ସେବା । କୋଭିଡ ସଂକ୍ରମଣ କମ୍ ଥିବା ଜିଲ୍ଲାର(କାଟାଗୋରି-ଏ) ୪୩ଟି ରୁଟ୍‌ରେ ବସ୍‌ ଚାଲିବ। ବସ୍‌ ଚଳାଚଳ ସମୟରେ କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳ



ଆଜି ଶ୍ରୀଜିଉଙ୍କ ରାଜପ୍ରାସାଦ ବିଜେ ନୀତି

BHAGYAPRABHA NEWS | ଓଡ଼ିଶା | ପୁରୀ | 10798 | Read...

ଆଜି ଶ୍ରୀଜିଉଙ୍କ ରାଜପ୍ରାସାଦ ବିଜେ ନୀତି

ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉ ମାନଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଗ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: