ଓଡ଼ିଶା : Category News


କଞ୍ଚାମାଲର ଅଭାବ ସାଙ୍ଗକୁ ବ୍ୟବସାୟର ମାନ୍ଦା ଅବସ୍ଥା ଯୋଗୁଁ ଚିନ୍ତାରେ ଶିଂଘ କାରିଗର

Rasmi Ranjan Sahu | ଓଡ଼ିଶା | ଗଜପତି | 14076 | Read...

କଞ୍ଚାମାଲର ଅଭାବ ସାଙ୍ଗକୁ ବ୍ୟବସାୟର ମାନ୍ଦା ଅବସ୍ଥା ଯୋଗୁଁ ଚିନ୍ତାରେ ଶିଂଘ କାରିଗର

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସିଂଘ ରେ ନିର୍ମିତ ଘରେଇ ସାଜସଜ୍ଜା ଉପକରଣ ବିଶ୍ଵ ବିଖ୍ୟାତ ଅଟେ ।ସିଂଙ୍ଘ ରେ ନିର୍ମିତ ଏହି ଘରେଇ ଉପକରଣ ପ୍ରସ୍ତୁତ କାରୁକାର୍ଯ୍ୟ ପ୍ରାୟ ୨୦୦ ବର୍ଷ ପୁରୁଣା ଅଟେ। ତତ୍କାଳିନ ମହାରାଜ ଶ୍ରୀ



ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ

Rasmi Ranjan Sahu | ଓଡ଼ିଶା | ଗଜପତି | 14073 | Read...

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ

ଗଜପତି ଜିଲ୍ଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଓ ଡ୍ରାଫ ଭୋଟର ତାଲିକାର-୨୦୨୪ ଆଜି ପ୍ରକାଶିତ ହୋଇଅଛି ଏହି ସମ୍ପର୍କରେ ଏକ ବୈଠକ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇ



ଆମିଷ ବଜାରରେ ନିଆଁ; କଙ୍କଡ଼ା ୧୦୦୦, ମଟନ୍‌ ୮୦୦, ଚିଙ୍ଗୁଡ଼ି ୫୦୦ ଟଙ୍କା ଛୁଇଁଲା

BHAGYAPRABHA NEWS | ଓଡ଼ିଶା | | 14070 | Read...

ଆମିଷ ବଜାରରେ ନିଆଁ; କଙ୍କଡ଼ା ୧୦୦୦, ମଟନ୍‌ ୮୦୦, ଚିଙ୍ଗୁଡ଼ି ୫୦୦ ଟଙ୍କା ଛୁଇଁଲା

ଆଜି ଆମିଷ ବାଜାରରେ ଲାଗିଛି ନିଆଁ। ଆଜି ଆମିଷ ବାର ଥିବାରୁ ପ୍ରତ୍ୟେକ ଲୋକେ ନିଜ ନିଜ ଘରକୁ ନେଉଛନ୍ତି ଆମିଷ। କାରଣ ଗୋଟାଏ ଦିନ ପରେ ପୁଣ୍ୟର ମାସ କାର୍ତ୍ତିକ। କାହାରି ଘରେ ଆଉ ପଶିବନି ଆମିଷ। ମାସ ସାରା ନିରାମିଷ ଖାଇବାକୁ ପଡି



ପାର୍ବଣ ଉପଲକ୍ଷେ ଭକ୍ତିଭରା ମା ଦୁର୍ଗାଙ୍କ ଭଜନ ଉନ୍ମୋଚିତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 14069 | Read...

ପାର୍ବଣ  ଉପଲକ୍ଷେ ଭକ୍ତିଭରା ମା ଦୁର୍ଗାଙ୍କ ଭଜନ ଉନ୍ମୋଚିତ

ପବିତ୍ର ପାର୍ବଣ ଦଶହରା ଉପଲକ୍ଷେ ବ୍ରହ୍ମପୁର ଷ୍ଟାର କ୍ରେଏଟିଭ ଅନୁଷ୍ଠାନ ଦ୍ଵାରା ଶୁଭ ଦଶହରା ନାମକ ଭକ୍ତିଭରା ମା ଦୁର୍ଗାଙ୍କ ଉପରେ ଆଧାରିତ ଏକ ଭଜନ ଉନ୍ମୋଚିତ ହୋଇଯାଇଅଛି। ଏହି ଶୁଭ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ରୂପେ



ମାଙ୍କ ଶାରଦୀୟ ପୁଜା ପରେ ପାରଳାଖେମୁଣ୍ଡି ସହରରେ ଦିଆଗଲା ବିଦାୟ

Rasmi Ranjan Sahu | ଓଡ଼ିଶା | ଗଜପତି | 14068 | Read...

ମାଙ୍କ ଶାରଦୀୟ ପୁଜା ପରେ ପାରଳାଖେମୁଣ୍ଡି ସହରରେ ଦିଆଗଲା ବିଦାୟ

ପାରଳାଖେମୁଣ୍ଡି -ମାଙ୍କ ଶାରଦୀୟ ପୁଜା ପରେ ପାରଳାଖେମୁଣ୍ଡି ସହରରେ ଦିଆଗଲା ବିଦାୟ । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ମା ଦୁର୍ଗାଙ୍କ ଦଶହରା ପୁଜା ମହା ଆଡମ୍ବରରେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଅଛି ।



ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ପାରଳାଖେମୁଣ୍ଡି ଏବଂ ଗୁଣପୁର ରେଳ ଷ୍ଟେସନ ପରିଦର୍ଶନ

Rasmi Ranjan Sahu | ଓଡ଼ିଶା | ଗଞ୍ଜାମ | 14067 | Read...

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ  ପାରଳାଖେମୁଣ୍ଡି ଏବଂ ଗୁଣପୁର ରେଳ ଷ୍ଟେସନ ପରିଦର୍ଶନ

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଗୁରୁବାର ପାରଳାଖେମୁଣ୍ଡି ଏବଂ ଗୁଣପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଷ୍ଟେସନ ପୁନଃନିର୍ମାଣ କାମ ତଦାରଖ କରିଛନ୍ତି । ତାଙ୍କ ସହ ୱାଲ୍ଟିୟର ବିଭିଜନର ଡିଆରଏମ ସୌରଭ ପ୍ରସାଦ



ଭୁବନେଶ୍ୱର - ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 14065 | Read...

ଭୁବନେଶ୍ୱର - ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ

ଭାରତୀୟ ପ୍ରଶାସନିକ ସେବା ଚାକିରୀରୁ ସ୍ବେଚ୍ଛାକୃତ ଭାବରେ ଅବସର ନେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ।ଗତ ୨୦ ତାରିଖ ଦିନ ସେ ଏହି ଭି.ଆର୍.ଏସ୍ ପତ୍ର



ଦଶରଥପୁର ର ଅଧିଷ୍ଠାତ୍ରୀ ମା ବୁଢ଼ୀ ଆମ୍ବୁରେଇ

BHAGYAPRABHA NEWS | ଓଡ଼ିଶା | ଯାଜପୁର | 14064 | Read...

ଦଶରଥପୁର ର ଅଧିଷ୍ଠାତ୍ରୀ ମା ବୁଢ଼ୀ ଆମ୍ବୁରେଇ

ମା' ବୁଢ଼ୀ ଆମ୍ବୁରେଇ ପୂରାତନ କାଳୁ ତଥା ଶହଶହ ବର୍ଷ ପୂର୍ବରୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଚମ୍ପେଇପାଳ ପଞ୍ଚାୟତ ଅନ୍ତର୍ଗତ ଓଡେଇ ଗ୍ରାମର ଏକ ବିଲ ମଝିରେ ପୂଜା ପାଇ ଆସୁଛନ୍ତି। ଦଶରଥପୁର ବ୍ଲକ ସମେତ ସମଗ୍ର ଯାଜପୁର ଜିଲ୍



ଗଜପତି ଜିଲ୍ଲା : ଗୋଷାଣି ବ୍ଲକ ଏସ.ରାଉତପୁର ମୁହାଁ ମହାବଳ ବାଘ

Rasmi Ranjan Sahu | ଓଡ଼ିଶା | ଗଜପତି | 14063 | Read...

 ଗଜପତି ଜିଲ୍ଲା : ଗୋଷାଣି ବ୍ଲକ ଏସ.ରାଉତପୁର ମୁହାଁ ମହାବଳ ବାଘ

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଣ୍ଡାହାତୀ ତଥା ମହେନ୍ଦ୍ର ବନାଞ୍ଚଳରେ ଗତ କିଛି ଦିନ ହେଲା ଆତଙ୍କ ଖେଳାଇଦେଇ ଆସୁଥିବା ମହାବଳ ବାଘ ବର୍ତ୍ତମାନ ଗୋଷାଣି ବ୍ଲକ ଏସ୍.ରାଉତପୁର ମୁହାଁ ହୋଇଥିବାର ସୂଚନା ମିଳିଛି । ପ୍ରକାଶ ଯେ, ଗତ ୪ ଦ



ଗଜପତି ରେ ୬୩ତମ ସହିଦ ସ୍ମୃତି ଦିବସ ପାଳିତ।

Rasmi Ranjan Sahu | ଓଡ଼ିଶା | ଗଜପତି | 14062 | Read...

ଗଜପତି ରେ ୬୩ତମ ସହିଦ ସ୍ମୃତି ଦିବସ ପାଳିତ।

ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ୬୪ ତମ ସହିଦ ସ୍ମୃତି ଚାରଣ ଦିବସ ୨୦୨୩ ପାଳିତ ହୋଇଯାଇଛି । ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜ



ଗଜପତିରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

Rasmi Ranjan Sahu | ଓଡ଼ିଶା | ଗଜପତି | 14059 | Read...

ଗଜପତିରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଆଜି ଲକ୍ଷ୍ମୀ ଯୋଜନାର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଶୁଭା



ଜିଲ୍ଲାସ୍ତରୀୟ କିଶୋରୀ ସଶକ୍ତି କରଣ ପାଇଁ ଅଦ୍ୱିକା କପ ୨୦୨୩ ଅନୁଷ୍ଠିତ

Rasmi Ranjan Sahu | ଓଡ଼ିଶା | ଗଜପତି | 14057 | Read...

ଜିଲ୍ଲାସ୍ତରୀୟ କିଶୋରୀ ସଶକ୍ତି କରଣ ପାଇଁ ଅଦ୍ୱିକା କପ ୨୦୨୩ ଅନୁଷ୍ଠିତ

ପାରଳାଖେମୁଣ୍ଡି -ଗଜପତି ଜିଲ୍ଲା ସ୍ତରୀୟ କିଶୋରୀସଶକ୍ତି କରଣ ପାଇଁ ଅଦ୍ୱିକା କପ-୨୦୨୩ ଆଜି ସେଞ୍ଚୁରିୟାନ୍ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ପ୍ରଶସନ,ସମାଜ ମଙ୍ଗଳ କଲ୍ୟାଣ ବିଭାଗ ଓ ଆକ୍ସନ୍




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: