ଓଡ଼ିଶା : Category News


ବନ ବିଭାଗ ପକ୍ଷରୁ ବାଉଁଶ କାରିଗର ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12734 | Read...

ବନ ବିଭାଗ ପକ୍ଷରୁ ବାଉଁଶ କାରିଗର ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବାଉଁଶ କାରିଗର ଏବଂ ବନ କର୍ମଚାରୀମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଶିବିରରେ ମୁ



ବ୍ରହ୍ମପୁର ବନାଞ୍ଚଳ ପକ୍ଷରୁ ଉଦ୍ଧାର ହେଲା ହରିଣ ଛୁଆ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12730 | Read...

ବ୍ରହ୍ମପୁର ବନାଞ୍ଚଳ ପକ୍ଷରୁ ଉଦ୍ଧାର ହେଲା ହରିଣ ଛୁଆ

ବ୍ରହ୍ମପୁର ବନାଞ୍ଚଳ ପକ୍ଷରୁ ସ୍ଥାନୀୟ ଭାବିନିପୁର ଗ୍ରାମରୁ ଏକ ହରିଣ ଛୁଆକୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ହରିଣ ଛୁଆଟି ନିଜ ଗୋଷ୍ଟୀରୁ ଅଲଗା ହୋଇ ଗ୍ରାମ ନିକଟରେ ବୁଲୁଥିଲା । ଏହି ସମୟରେ କିଛି କୁକୁର ତାକୁ ଆକ୍ରମଣ



ସମ୍ବଲପୁର ଠାରେ ରେଳ ମଣ୍ଡଳ ସ୍ତରୀୟ ସାଂସଦ ମାନଙ୍କ ବୈଠକ

BHAGYAPRABHA NEWS | ଓଡ଼ିଶା | ସମ୍ବଲପୁର | 12719 | Read...

ସମ୍ବଲପୁର ଠାରେ ରେଳ ମଣ୍ଡଳ ସ୍ତରୀୟ ସାଂସଦ ମାନଙ୍କ ବୈଠକ

ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଆଜି ସମ୍ବଲପୁର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସମ୍ମାନୀୟ ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି | ସମ୍ମାନନୀୟ ସାଂ



ସରକାରଙ୍କ ଦୀପାବଳି ଭେଟି, ନିୟମିତ ହେବେ ୫୭ ହଜାର କର୍ମଚାରୀ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 12717 | Read...

ସରକାରଙ୍କ ଦୀପାବଳି ଭେଟି, ନିୟମିତ ହେବେ ୫୭ ହଜାର କର୍ମଚାରୀ

ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ଆପଣମାନଙ୍କ ଆଶୀର୍ବାଦରେ ୨୦୦୦ ମସିହାରେ ମୁଁ ଓଡିଶା ମା’ର ସେବାର ସୁଯୋଗ ପାଇଥିଲି। ମହାବାତ୍ୟା ପର ସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ମୋ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ରାଜ୍



ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରରେ କୁନି ଶିଶୁଙ୍କ ଦ୍ବାରା କଣ୍ଢେଇ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12716 | Read...

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରରେ କୁନି ଶିଶୁଙ୍କ ଦ୍ବାରା କଣ୍ଢେଇ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶନିବାର ପୂର୍ବାହ୍ନରେ ବିଦ୍ୟାଳୟର କୁନି କୁନି ବିଦ୍ୟାର୍ଥୀଙ୍କ ଦ୍ଵାରା କଣ୍ଢେଇ ପ୍ରଦର୍ଶନୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋ



ବୋରିପଦର ଗ୍ରାମ କଳାକାରଙ୍କ ଦ୍ୱାରା ଗୁମୁରି ଗୁମୁରି କାହାଣୀ କାନ୍ଦେ ନାଟକ ମଞ୍ଚସ୍ଥ

Kiran Behera | ଓଡ଼ିଶା | ଗଞ୍ଜାମ | 12715 | Read...

ବୋରିପଦର ଗ୍ରାମ କଳାକାରଙ୍କ ଦ୍ୱାରା ଗୁମୁରି ଗୁମୁରି କାହାଣୀ କାନ୍ଦେ ନାଟକ ମଞ୍ଚସ୍ଥ

କଳିଙ୍ଗ ଯୁବ ନାଟ୍ୟ ସଂସଦର ୩୧ ତମ ନାଟକ ପାଳନ ଅବସରରେ ଶୁକ୍ରବାର ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଶ୍ରେଷ୍ଠ ସାମାଜିକ ନାଟକ ' ଗୁମୁରି ଗୁମୁରି କାହାଣୀ କାନ୍ଦେ' ନ



ଜିଲ୍ଲାପାଳଙ୍କ ନରେନ୍ଦ୍ରପୁର ପଞ୍ଚାୟତ ପରିଦର୍ଶନ

Santosh Kumar Mishra | ଓଡ଼ିଶା | ଗଞ୍ଜାମ | 12713 | Read...

ଜିଲ୍ଲାପାଳଙ୍କ ନରେନ୍ଦ୍ରପୁର ପଞ୍ଚାୟତ ପରିଦର୍ଶନ

ଛତ୍ରପୁର: ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଛତ୍ରପୁର ବ୍ଲକର ନରେନ୍ଦ୍ରପୁର ପଞ୍ଚାୟତ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚି ସେଠାରେ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବ



ଉଷା କୋଠୀଶାଳ ଯାତ୍ରା ଉଦଯାପନୀ ଉତ୍ସବରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଓ ସନ୍ଥଶ୍ରୀ ଦେବଦତ୍ତ

Kiran Behera | ଓଡ଼ିଶା | ଗଞ୍ଜାମ | 12709 | Read...

ଉଷା କୋଠୀଶାଳ ଯାତ୍ରା ଉଦଯାପନୀ ଉତ୍ସବରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଓ ସନ୍ଥଶ୍ରୀ ଦେବଦତ୍ତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବି . ତୁରୁବୁଡି ପଞ୍ଚାୟତ ଝରିପଦର ଗ୍ରାମ ଗୈାଡ ସାହିରେ ଦୀର୍ଘ ୫ ଦିନ ଧରି ଚାଲିଥିବା ଉଷା କୋଠୀଶାଳ ଯାତ୍ରା ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ଗ୍ରାମବାସୀ ପକ୍ଷରୁ ଆୟୋଜିତ



ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ୨୨ ଗୋଟି ପରିବାର

Kiran Behera | ଓଡ଼ିଶା | ଗଞ୍ଜାମ | 12706 | Read...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ୨୨ ଗୋଟି ପରିବାର

କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ହିତାଧିକାରୀଙ୍କ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଛନ୍ତି । ଏପରିକି ସମସ୍ତ ଗରିବ ଲୋକଙ୍କୁ ଇନ୍ଦିରା ବାସ ଓ ଆବାସ ଯୋଜନା ମାଧ୍ୟମରେ ବିଜୁ ପକ୍କାଘର ଦିଆଯିବା ପାଇଁ ସର୍ଭେ କରାଯାଇ ଗର



ଡାକ ବିଭାଗ ପକ୍ଷରୁ ମତ୍ସ୍ୟଜାତ ଦ୍ରବ୍ୟ ର ସ୍ୱତନ୍ତ୍ର ଡାକ ଲଫାଫା ଉନ୍ମୋଚିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12704 | Read...

ଡାକ ବିଭାଗ ପକ୍ଷରୁ ମତ୍ସ୍ୟଜାତ ଦ୍ରବ୍ୟ ର ସ୍ୱତନ୍ତ୍ର ଡାକ ଲଫାଫା ଉନ୍ମୋଚିତ

ଗଞ୍ଜାମ ଜିଲ୍ଲା ଗୋଖରକୁଦା ସ୍ଥିତ ହୁମl ଡ୍ରାଇ ଫିସ କ୍ଲଷ୍ଟର ଠାରେ ବ୍ରହ୍ମପୁର ଡ଼ାକ ମଣ୍ଡଳ ପକ୍ଷରୁ ମତ୍ସ୍ୟଜାତ ଦ୍ରବ୍ୟ ର ସ୍ୱତନ୍ତ୍ର ଡାକ ଲଫାଫା ଉନ୍ମୋଚିତ ହୋଇଯାଇଛି। ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ୱାନ ଡିଷ୍ଟ୍ର



ଗଞ୍ଜାମରେ ତୃତୀୟ ପର୍ଯ୍ୟାୟରେ ୧୦୭ ବିଦ୍ୟାଳୟ ହେବ ରୁପାନ୍ତରିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12702 | Read...

ଗଞ୍ଜାମରେ ତୃତୀୟ ପର୍ଯ୍ୟାୟରେ ୧୦୭ ବିଦ୍ୟାଳୟ ହେବ ରୁପାନ୍ତରିତ

ଗଞ୍ଜାମ ଜିଲ୍ଲାରେ ୫-ଟି ଅନ୍ତର୍ଗତ ୧୦୭ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ତୃତୀୟ ପର୍ଯ୍ୟାୟରେ କରାଯିବ । ଏଥି ସକାଶେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ମଙ୍ଗଳବାର ଗଞ୍ଜାମ ଜିଲ୍ଲାର ରୂପାନ୍ତର



ଗଞ୍ଜାମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12701 | Read...

ଗଞ୍ଜାମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ବ୍ରହ୍ମପୁର ସ୍ଥାନୀୟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ସମ୍ମିଳନୀ ଗୃହ ଠାରେ ୬୮ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: