ଓଡ଼ିଶା : Category News


ଖଲିଙ୍ଗି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କଲେ ଆସିକା ସାଂସଦ

Kiran Behera | ଓଡ଼ିଶା | ଗଞ୍ଜାମ | 11314 | Read...

ଖଲିଙ୍ଗି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କଲେ ଆସିକା ସାଂସଦ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ପଞ୍ଚାୟତରେ ରବିବାର ଦିନ ଆସିକା ସାଂସଦ ପ୍ରମିଳା ବିଷୋୟୀ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିଥିବା ଜଣାପଡ଼ିଛି । ଖବରନୁଯାୟୀ ,



ରାଜ୍ୟରେ ୬୪୯ ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 11311 | Read...

ରାଜ୍ୟରେ ୬୪୯ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୩ ଜଣ ଅଛନ୍ତି। ୬୪୯ ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩୮୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍



ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରୁ ୮ ଫୁଟର ଅଜଗର ଉଦ୍ଧାର

Srabani Nayak | ଓଡ଼ିଶା | ଗଞ୍ଜାମ | 11310 | Read...

ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରୁ ୮ ଫୁଟର ଅଜଗର ଉଦ୍ଧାର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରୁ ୮ ଫୁଟର ଅଜଗର ସାପକୁ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତ୍ର ସମୟରେ କଲେଜ ହଷ୍ଟେଲରେ ରହୁଥିବା ଛାତ୍ରମାନେ ସାପଟିକୁ ବଗିଚା ନିକଟରେ ବୁ



ରବି ଫସଲ ପାଇଁ ଚାଷୀଙ୍କୁ ମିଳିଲା 'କାଳିଆ' ଟଙ୍କା

BHAGYAPRABHA NEWS | ଓଡ଼ିଶା | | 11309 | Read...

ରବି ଫସଲ ପାଇଁ ଚାଷୀଙ୍କୁ ମିଳିଲା 'କାଳିଆ' ଟଙ୍କା

ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା । ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ବ



ଗଞ୍ଜାମରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 11307 | Read...

ଗଞ୍ଜାମରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଗସ୍ତ ଅବସରରେ ଘଟକେଶ୍ବର ବହୁମୁଖୀ ପ୍ରକଳ୍ପ, ଟାଟା ୟୁନିଟ୍, କାଳେଶ୍ବର ମନ୍ଦିର, ମା' ତାରା ତାରିଣୀ ମନ



ଆଜି ନୂଆଁଖାଇ

BHAGYAPRABHA NEWS | ଓଡ଼ିଶା | | 11304 | Read...

ଆଜି ନୂଆଁଖାଇ

ଆଜି ଗଣପର୍ବ ନୂଆଖାଇ । ନୂଆଖାଇ ଏକ କୃଷି ଭିତିକ ପର୍ବ । ଓଡ଼ିଶାର ପଶ୍ଚିମାଞ୍ଚଳର ପ୍ରଧାନ ପର୍ବ 'ନୂଆଖାଇ ଜୁହାର ଭେଟ' ଆଦିମ କାଳରୁ ପ୍ରଚଳିତ। ଆକ୍ଷରିକ ଭାଷାର ଉଦ୍ଭାବନର ଅନେକ ପୂର୍ବରୁ ପ୍ରଚଳିତ ଏହି ପର୍ବର କୌଣସି ନିର୍ଦ୍ଦି



ମଦ୍ୟପାନରୁ ସୃଷ୍ଟି ହେଲା ଦୁଇଗୋଷ୍ଠୀ ବିବାଦ : ରଣକ୍ଷେତ୍ର ପାଲଟିଲା ରାଜରାସ୍ତା

Kiran Behera | ଓଡ଼ିଶା | ଗଞ୍ଜାମ | 11303 | Read...

ମଦ୍ୟପାନରୁ ସୃଷ୍ଟି ହେଲା ଦୁଇଗୋଷ୍ଠୀ ବିବାଦ : ରଣକ୍ଷେତ୍ର ପାଲଟିଲା ରାଜରାସ୍ତା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ରାଜରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଦୁଇଗୋଷ୍ଠୀ ଯୁବକଙ୍କ ଅତ୍ୟଧିକ ମଦ୍ୟପାନ ଯୋଗୁଁ ସୃଷ୍ଟି ହୋଇଥିବା ବିବାଦ । ଏହାର କିଛି ସମୟ ପରେ ଦିଗ



ସାମାନ୍ୟ କଳହରୁ ଦମ୍ପତିଙ୍କ ବିଷପିଇ ଆତ୍ମହତ୍ୟା

Kiran Behera | ଓଡ଼ିଶା | | 11302 | Read...

ସାମାନ୍ୟ କଳହରୁ ଦମ୍ପତିଙ୍କ ବିଷପିଇ ଆତ୍ମହତ୍ୟା

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଭଞ୍ଜ ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ବିଷପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଖବରନ



ଖାଦ୍ୟ ଶସ୍ୟରେ ଗଜାନନଙ୍କ ପ୍ରତିମା ତିଆରି କଲେ ବାଲୁକାଶିଳ୍ପୀ ସତ୍ୟ ମହାରଣା

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 11299 | Read...

ଖାଦ୍ୟ ଶସ୍ୟରେ ଗଜାନନଙ୍କ ପ୍ରତିମା ତିଆରି କଲେ  ବାଲୁକାଶିଳ୍ପୀ ସତ୍ୟ ମହାରଣା

ଗଣେଶ ପୂଜା ଅବସରରେ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ୧୧ ପ୍ରକାର ଖାଦ୍ୟ ଶସ୍ୟରେ ମହାପ୍ରଭୁ ଗଜାନନଙ୍କ ପ୍ରତିମା ଓ କାଠ ଅଷ୍ଟ ବିନାୟକ ତିଆରି କରିଛନ୍ତି । ସେ ହରଡ ଡାଲି , ମୁଗ ଡାଲି , ବିରି ଡାଲି, ମସୁରି ଡାଲି, , ସାଗୁ, ସୋରି



ଇନରୱିଲ କ୍ଲବ୍ ପକ୍ଷରୁ ସ୍ବାଗତ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 11298 | Read...

ଇନରୱିଲ କ୍ଲବ୍ ପକ୍ଷରୁ ସ୍ବାଗତ ସମ୍ୱର୍ଦ୍ଧନା ଉତ୍ସବ  ଅନୁଷ୍ଠିତ

ବ୍ରହ୍ମପୁର ସହରର ଧର୍ମନଗରସ୍ଥିତ ରୋଟାରୀ କ୍ଲବ୍ ପରିସରରେ ଇନର ହୁଇଲ୍ କ୍ଳବ ବ୍ରହ୍ମପୁର ଇଷ୍ଟ ଏକ ବୈଠକ ସହ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କ୍ଲବର ଜିଲ୍ଲା ଚେୟାରମ୍ୟାନ ମନିଷା ଶ୍ରୀବାସ୍ତବଙ୍କ ବ୍ରହ



ଟିଏନଟି ଶିକ୍ଷାନୁଷ୍ଠାନ ପରିସରରେ ଗଣେଷ ପୁଜା ପାଳିତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 11297 | Read...

ଟିଏନଟି ଶିକ୍ଷାନୁଷ୍ଠାନ ପରିସରରେ ଗଣେଷ ପୁଜା ପାଳିତ

ବ୍ରହ୍ମପୁରରସ୍ଥିତ ଟିଏନଟି ଶିକ୍ଷାନୁଷ୍ଠାନ ପରିସରରେ ଗଣେଷ ପୁଜା ପାଳିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ କୋଭିଡ ଗାଇଡଲାଇନକୁ ପାଳନ କରାଯାଇ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀମାନଙ୍କୁ ନେଇ ଗଜାନନଙ୍କ ପୁଜା ପାଳ



ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୦୮୪କୁ ବୃଦ୍ଧି

BHAGYAPRABHA NEWS | ଓଡ଼ିଶା | | 11296 | Read...

ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୦୮୪କୁ ବୃଦ୍ଧି

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୦୮୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: