ଓଡ଼ିଶା : Category News


ମାଇକ ମାଧ୍ୟମରେ ପ୍ରଚାର କରି ସଟଡ଼ାଉନ ଘୋଷଣା କଲେ ସରପଞ୍ଚ

Kiran Behera | ଓଡ଼ିଶା | ଗଞ୍ଜାମ | 7901 | Read...

ମାଇକ ମାଧ୍ୟମରେ ପ୍ରଚାର କରି ସଟଡ଼ାଉନ ଘୋଷଣା କଲେ ସରପଞ୍ଚ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କେ. ନୂଆଗାଁ ଥାନା ଅର୍ନ୍ତଗତ ଗୈାଡଗାଁ ଗ୍ରାମରେ ଗୁରୁବାର ଦିନ ଦୁଇଜଣ କରୋନାରେ ଆକ୍ରାନ୍ତ ହୋଇଥିବା ପରେ ସଂକ୍ରମଣ ଭୟରେ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ ପ୍ରଶାସନ ଉପସ୍ଥିତିରେ ମାଇ



ରାଜଧାନୀରେ ଆଉ ୩୨ କରୋନା ପଜିଟିଭ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 7900 | Read...

ରାଜଧାନୀରେ ଆଉ ୩୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱରରେ ଆଜି ଆଉ ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧରୁ ୧୪ ଓ ସ୍ଥାନୀୟ ଅଞ୍ଚଳରୁ ୧୮ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା । ଏହାକୁ ମିଶାଇ ଭୁବନେଶ୍ୱର



ସୁବର୍ଣ୍ଣପୁର ଜିଲ୍ଲାକୁ ସାପ୍ତାହିକ ଦୁଇ ଦିନିଆ ସଟଡାଉନ ଘୋଷଣା

BHAGYAPRABHA NEWS | ଓଡ଼ିଶା | ସୁବର୍ଣ୍ଣପୁର | 7899 | Read...

ସୁବର୍ଣ୍ଣପୁର ଜିଲ୍ଲାକୁ ସାପ୍ତାହିକ ଦୁଇ ଦିନିଆ ସଟଡାଉନ ଘୋଷଣା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାକୁ ସାପ୍ତାହିକ ଦୁଇ ଦିନିଆ ସଟଡାଉନ ଘଷୋଣା କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ । ଏହା ସହ ପ୍ରତ୍ୟେହ ସଂଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଜିଲ୍ଲାରେ କର୍ଫ୍ୟୁ ଲ



ଭୁବନେଶ୍ୱରରେ ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ

BHAGYAPRABHA NEWS | ଓଡ଼ିଶା | | 7897 | Read...

 ଭୁବନେଶ୍ୱରରେ ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ

ରାଜଧାନୀରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ । ପୁରୀରେ ଆଜି ସର୍ଭେ ସରିବ। ଏହାପରେ ଭୁବନେଶ୍ୱରରେ ଏହାକୁ ଆରମ୍ଭ କରିବାକୁ ଆର୍‌ଏମ୍‌ଆରସି ଓ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ଚାଲିଛି।ସେରୋ ସର୍ଭେ ଘରକୁ ଘ



ରାଜ୍ୟରେ ଆଉ ୫୭୭ କରୋନା ପଜିଟିଭ୍ ଟିହ୍ନଟ

BHAGYAPRABHA NEWS | ଓଡ଼ିଶା | | 7896 | Read...

ରାଜ୍ୟରେ ଆଉ  ୫୭୭ କରୋନା ପଜିଟିଭ୍ ଟିହ୍ନଟ

ଆଜି ରାଜ୍ୟରେ ୫୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୨୦୧ ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯା



ଟ୍ରକ ପଛରେ ପିଟିହେଲା କାର୍, ଜଣେ ମୃତ ୨ ଗୁରୁତର

BHAGYAPRABHA NEWS | ଓଡ଼ିଶା | ଢେଙ୍କାନାଳ | 7895 | Read...

ଟ୍ରକ ପଛରେ ପିଟିହେଲା କାର୍, ଜଣେ ମୃତ ୨ ଗୁରୁତର

ଟ୍ରକ ପଛରେ ପିଟି ହେଲା କାର୍। ଘଟଣାସ୍ଥଳରେ ଜଣେ ମୃତ ୨ ଗୁରୁତର। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ତୁମୁସିଂଗା ଥାନା ମହୁଲି ଛକ ନିକଟରେ ଗତକାଲି ସଂଧ୍ଯାରେ ଦୁର୍ଘଟଣା ଘଟିଯାଇଛି। ରିପୋର୍ଟ ଅନୁଯାୟୀ ଭୁବନେଶ୍ବରର



ବାହାଘର ବେଳେ ବରଯାତ୍ରୀ ମନା

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 7893 | Read...

ବାହାଘର ବେଳେ ବରଯାତ୍ରୀ ମନା

କରୋନା ଭିତରେ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ କଟକଣା । ବିବାହ ଉତ୍ସବ ଓ ଶେଷକୃତ୍ୟ ପାଇଁ ନୂଆ କଟକଣା ଜାରି ହୋଇଛି । ବାହାଘର ବେଳେ ବରଯାତ୍ରୀ ଶୋଭାଯାତ୍ରାକୁ ବାରଣ କରାଯାଇଛି । କେବଳ ସେତିକି ନୁହେଁ ବାହାଘର ପାଇଁ ଥାନାରୁ



ଆଜିଠାରୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ପାଞ୍ଚ ଦିନିଆ ସଟଡାଉନ୍

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 7892 | Read...

 ଆଜିଠାରୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ପାଞ୍ଚ ଦିନିଆ ସଟଡାଉନ୍

କରୋନା ଚେକ୍ ଭାଙ୍ଗିବା ପାଇଁ ଆଜିଠୁ ଗଞ୍ଡାମ ଜିଲ୍ଲାର ସହରାଞ୍ଚଳରେ ଲାଗୁ ହୋଇଛି ସଟଡାଉନ୍ । ଆସନ୍ତା ୧୩ ତାରିଖ ଯାଏଁ ଜିଲ୍ଲାର ସମସ୍ତ ମ୍ୟୁନିସିପାଲିଟି, ହିଞ୍ଜିଳାକାଟୁ ପୌରାଞ୍ଚଳ, ବ୍ରହ୍ମପୁର ମହାନଗର ନିଗମ ଓ ବ୍ଲକ ହେଡକ



ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ସଟଡ଼ାଉନ ଘୋଷଣା କଲେ ମହିଳା ସରପଞ୍ଚ

Kiran Behera | ଓଡ଼ିଶା | ଗଞ୍ଜାମ | 7891 | Read...

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ସଟଡ଼ାଉନ ଘୋଷଣା କଲେ ମହିଳା ସରପଞ୍ଚ

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଳକର ଖଲିଙ୍ଗି ପଞ୍ଚାୟତକୁ କରୋନା ସଂକ୍ରମଣ ଭୟରେ ବୁଧବାର ଦିନ ସ୍ଥାନୀୟ ମହିଳା ସରପଞ୍ଚ ମଧୁସ୍ମିତା ବିଷୋୟୀ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୭ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଥିବା



ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ମନା

BHAGYAPRABHA NEWS | ଓଡ଼ିଶା | | 7890 | Read...

ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ମନା

କରୋନା ସଂକ୍ରମଣ ଦୃଷ୍ଟିରୁ ରାଜଭବନ ପ୍ରବେଶ ଉପରେ କଟକଣା ଲଗାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଆଧାରରେ ରାଜଭବନକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜନସ



କାଠଯୋଡ଼ି ନଦୀରୁ ଉଦ୍ଧାର ହେଲେ ଦୁଇ ମହିଳା

BHAGYAPRABHA NEWS | ଓଡ଼ିଶା | | 7889 | Read...

କାଠଯୋଡ଼ି ନଦୀରୁ ଉଦ୍ଧାର ହେଲେ ଦୁଇ ମହିଳା

କଟକ ତ୍ରିଶୁଳିଆ ବ୍ରିଜ ଉପରୁ କାଠଯୋଡ଼ି ନଦୀକୁ ଡେଇଁଥିବା ଦୁଇ ମହିଳା ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଅଗ୍ନିଶମ ବାହିନୀର କର୍ମଚାରୀ ମା' ଝିଅଙ୍କୁ ଉଦ୍ଧାର କରିବା ପରେ ଉଭୟଙ୍କୁ ଏସ୍‌ସିବି ମେଡିକାଲରେ ଚିକିତ୍ସା ପାଇଁ



ବିରାଟକାୟ ଅହିରାଜ ସାପ ଉଦ୍ଧାର

Kiran Behera | ଓଡ଼ିଶା | ଗଞ୍ଜାମ | 7888 | Read...

ବିରାଟକାୟ ଅହିରାଜ ସାପ ଉଦ୍ଧାର

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜିଉରା ପଞ୍ଚାୟତ ଅନ୍ତର୍ଗତ ସାଣ୍ଡହେପ ଗ୍ରାମର ଏକ ବାଡରୁ ବୁଧବାର ଦିନ ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଖବରପ୍ରକାରେ , ବୁଧବାର ଦିନ ଅପରାହ୍ନ ସମୟରେ ଗ୍ରା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: