ଓଡ଼ିଶା : Category News


ରାଜ୍ୟରେ ଆଉ ୧୯୮୧ କରୋନା ପଜିଟିଭ୍ ଟିହ୍ନଟ

BHAGYAPRABHA NEWS | ଓଡ଼ିଶା | | 8448 | Read...

ରାଜ୍ୟରେ ଆଉ ୧୯୮୧ କରୋନା ପଜିଟିଭ୍ ଟିହ୍ନଟ

ରାଜ୍ୟରେ ଆଉ ୧୯୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୬୫୩ ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩୬,୪୭



ପତାଣ୍ଡ ଆଣ୍ଟିଜେନ ଟେଷ୍ଟ କେନ୍ଦ୍ରରେ ଗଞ୍ଜାମ ଜିଲ୍ଲାପାଳ

Kiran Behera | ଓଡ଼ିଶା | ଗଞ୍ଜାମ | 8446 | Read...

ପତାଣ୍ଡ ଆଣ୍ଟିଜେନ ଟେଷ୍ଟ କେନ୍ଦ୍ରରେ ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଦିନ ଦିନିକିଆ ଦିଗପହଣ୍ଡି ଗସ୍ତରେ ଆସି ବ୍ଳକର କୁଶପଡା ପଞ୍ଚାୟତର ପତାଣ୍ଡ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଚାଲିଥିବା ଆଣ୍ଟିଜେନ ଟେଷ୍ଟ କେନ୍ଦ୍ରର ସ୍ଥି



ପିସିସି ସଭାପତିଙ୍କ ନିର୍ଦେଶ କ୍ରମେ ସନ୍ତୋଷଙ୍କୁ ଆର୍ଥିକ ସହାୟତା ପ୍ରଦାନ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 8445 | Read...

ପିସିସି ସଭାପତିଙ୍କ ନିର୍ଦେଶ କ୍ରମେ ସନ୍ତୋଷଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଗଂଜାମ ଜିଲ୍ଲାର ସନ୍ତୋଷ ସେଠୀ ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରୁଥିବାବେଳେ ଏକ ଟ୍ରକ ଦୁର୍ଘଟଣାରେ ତାଙ୍କର ବାମ ଗୋଡଟି ସମ୍ପୂର୍ଣ୍ଣ ଅକାମି ହୋଇଯାଇଛି। ଫଳରେ ସେ ଏବେ ନିଜର ପରିବାର ପ୍ରତି



ନିର୍ଦ୍ଧାରଣ ହେଲା ନୂଆଁଖାଇ ନବାନ୍ନ ଲଗ୍ନ

BHAGYAPRABHA NEWS | ଓଡ଼ିଶା | ସମ୍ବଲପୁର | 8443 | Read...

ନିର୍ଦ୍ଧାରଣ ହେଲା ନୂଆଁଖାଇ ନବାନ୍ନ ଲଗ୍ନ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ। ଆସନ୍ତା ଅଗଷ୍ଟ ୨୩ ତାରିଖ ଭାଦ୍ରବ ମାସ ପଞ୍ଚମୀ ତିଥିରେ ନବାନ୍ନ ଭକ୍ଷଣ ହେବ। ୨୩ ତାରିଖ ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସ



ଆସନ୍ତା ୧୫ରେ ଖୋଲିବ ଏମକେସିଜି ମେଡିକାଲର ଓପିଡି

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 8442 | Read...

ଆସନ୍ତା ୧୫ରେ ଖୋଲିବ ଏମକେସିଜି ମେଡିକାଲର  ଓପିଡି

ଆସନ୍ତା ୧୫ ତାରିଖରେ ଖୋଲିବ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଜେନେରାଲ ଆଉଟଡୋର । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ତେବେ ଓପିଡିରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ଅପିଲ



କୋଭିଡ ପରିଚାଳନାକୁ ନେଇ ବିଭିନ୍ନ ଅନୁଷ୍ଠାନ ସହ ପ୍ରଶାସନର ଆଲୋଚନା ବୈଠକ

Hari Narayan Das | ଓଡ଼ିଶା | ରାୟଗଡ଼ା | 8441 | Read...

କୋଭିଡ ପରିଚାଳନାକୁ ନେଇ ବିଭିନ୍ନ ଅନୁଷ୍ଠାନ ସହ ପ୍ରଶାସନର ଆଲୋଚନା ବୈଠକ

"ଆଂଟିଜେନ ଟେଷ୍ଟ ଓ ହୋମ ଆଇସୋଲେସନ ବ୍ୟବସ୍ଥାକୁ ପ୍ରଧାନ୍ୟ ଦିଆଯିବ : ଜିଲ୍ଳାପାଳ" ରାଜ୍ୟର କିଛି ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ୟ କିଛି ଜିଲ୍ଳାଗୁଡିକ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆ



ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଖେମୁଣ୍ଡି ମହାବିଦ୍ୟାଳୟରୁ ଛାତ୍ରୀ ସନ୍ତୋଷିନୀ ଟପ୍ପର

Kiran Behera | ଓଡ଼ିଶା | ଗଞ୍ଜାମ | 8440 | Read...

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଖେମୁଣ୍ଡି ମହାବିଦ୍ୟାଳୟରୁ ଛାତ୍ରୀ ସନ୍ତୋଷିନୀ ଟପ୍ପର

ସମସ୍ତ କଳ୍ପନା ଜଳ୍ପନାର ଅନ୍ତପରେ ଶେଷରେ ବହୁ ପ୍ରତିକ୍ଷିତ ଯୁକ୍ତ ଦୁଇ ବିଜ୍ଞାନ ସ୍ରୋତର ବାର୍ଷିକ ପରୀକ୍ଷା ଫଳାଫଳ ବୁଧବାର ମଧ୍ୟାହ୍ନରେ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନରେ ରହିଥିବା ଖେମୁ



ବିନା ଭକ୍ତରେ ଦିଗପହଣ୍ଡିର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ

Kiran Behera | ଓଡ଼ିଶା | ଗଞ୍ଜାମ | 8439 | Read...

ବିନା ଭକ୍ତରେ ଦିଗପହଣ୍ଡିର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଦିଗପହଣ୍ଡି ସହରରେ ରହିଥିବା ରାଧାକୃଷ୍ଣ ମନ୍ଦିର ମାନଙ୍କରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନିରାଡମ୍ବର ସହକାରେ ପାଳିତ ହୋଇଥିଲେ ମଧ୍ୟ ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ପ୍ରଭୁ ଶ୍ରୀକୃଷ



ଲଭ୍ ଟୁ ଲାଇଫ ସଂସ୍ଥା ପକ୍ଷରୁ ଗରିବ ପରିବାରକୁ ସହାୟତା ପ୍ରଦାନ

Kiran Behera | ଓଡ଼ିଶା | ଗଞ୍ଜାମ | 8438 | Read...

ଲଭ୍ ଟୁ ଲାଇଫ ସଂସ୍ଥା ପକ୍ଷରୁ ଗରିବ ପରିବାରକୁ ସହାୟତା ପ୍ରଦାନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନସ୍ଥ କଇଠଡା ପଞ୍ଚାୟତର ଦ୍ବାର ଗାଁ ମୁଖ୍ୟ ରାସ୍ତାରେ ରହିଥିବା ଯାତ୍ରୀ ବିଶ୍ରାମଗାର ପାର୍ଶ୍ବରେ ଦୀର୍ଘ ଦେଢବର୍ଷ ଧରି ଏକ ମାଟି କୁଡିଆ ତଳେ ବାସ କରୁଥିବା ଗରିବ ତଥା ଅସହାୟ ପରିବାରକୁ



ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ

BHAGYAPRABHA NEWS | ଓଡ଼ିଶା | | 8435 | Read...

ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଆଜି ସନ୍ଧ୍ୟା ୫ଟା ୩୦ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ ବୋଲି ସୂଚନା ମିଳିଛି । ୧୮ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର । କରୋନା ମୁକାବିଲା ନେଇ କ୍ୟାବିନେଟ୍ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ



ରାଜ୍ୟରେ ଆଉ ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 8428 | Read...

ରାଜ୍ୟରେ ଆଉ  ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ

ଆଜି ପୁଣି ଥରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୨୭ଜିଲ୍ଲାରୁ ୧୭୮୫ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା



ବିଷଧର ସାପ କାମୁଡାରେ ନିରୀହ ଶିଶୁ ମୃତ

Kiran Behera | ଓଡ଼ିଶା | ଗଞ୍ଜାମ | 8425 | Read...

ବିଷଧର ସାପ କାମୁଡାରେ ନିରୀହ ଶିଶୁ ମୃତ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡାମାରୀ ଦାମୋଦର ସାହି ପରିସରରେ ମଙ୍ଗଳବାର ବଡ଼ି ଭୋରରୁ ଏକ ଦୁଃଖଦ ଘଟଣା ଘଟିଥିବା ଜଣାପଡିଛି । ପରିବିରବର୍ଗଙ୍କ ସହ ଶୋଇଥିବା ସମୟରେ ଏକ ବିଷଧର ସାପ କାମୁଡାରେ ଗ୍ରାମର ସାଢେ଼ ୩ ବର୍ଷର ଏକ ନ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: