ଓଡ଼ିଶା : Category News


ଭତ୍ତା ପ୍ରଦାନରେ ଅନିୟମିତତା, ବିଡିଓଙ୍କୁ ଦାବି ଜଣାଇଲେ ଗ୍ରାମବାସୀ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3451 | Read...

ଭତ୍ତା ପ୍ରଦାନରେ ଅନିୟମିତତା, ବିଡିଓଙ୍କୁ ଦାବି ଜଣାଇଲେ ଗ୍ରାମବାସୀ

ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର ବୋରିଗାଁ ପଞ୍ଚାୟତ ରେ ଭତ୍ତା ପ୍ରଦାନରେ ଅନିୟମିତତା ନେଇ ସ୍ଥାନୀୟ ବାସିନ୍ଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପଞ୍ଚାୟତ ଅଧିନସ୍ଥ ବରପଲ୍ଲୀ,ଜକରାପଲ୍ଲୀ,



ବିସ୍ଥାପନ କଲୋନୀ ଚିହ୍ନଟ ଜମିରେ ଚାରାରୋପଣ କଲେ ଗଜପତି ଜିଲ୍ଲାପାଳ ଓ ଏସ୍ ପି

Bhagyaprabha News Bureau | ଓଡ଼ିଶା | ଗଜପତି | 3449 | Read...

ବିସ୍ଥାପନ କଲୋନୀ ଚିହ୍ନଟ ଜମିରେ ଚାରାରୋପଣ କଲେ  ଗଜପତି ଜିଲ୍ଲାପାଳ ଓ ଏସ୍ ପି

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ବାବୁଲିବନ୍ଧ ନିକଟରେ ଥିବା ଛେଳିଗଡ ବିସ୍ଥାପିତଙ୍କ ପାଇଁ ଚିହ୍ନଟ ହୋଇଥିବା କଲୋନୀରେ ଚାରାରୋପଣ କରିଛନ୍ତି ଗଜପତି ଜିଲ୍ଲାପାଳ ଓ ଏସ୍ ପି । ଜିଲ୍ଲାପାଳ ଅନୁପମ ଶାହା ଏବଂ



ଗ୍ଲୋବାଲ ଏଗ୍ରୋଟେକ ନୂତନ ଶାଖା ଉଦ୍‌ଘାଟିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 3447 | Read...

ଗ୍ଲୋବାଲ ଏଗ୍ରୋଟେକ ନୂତନ ଶାଖା ଉଦ୍‌ଘାଟିତ

ବ୍ରହ୍ମପୁର ସହର ଉପକଣ୍ଠ ରାମଚନ୍ଦ୍ରପୁର ଗ୍ରାମରେ ଉଦଘାଟିତ ହୋଇଯାଇଛି ଗ୍ଲୋବାଲ ଏଗ୍ରୋଟେକ କମ୍ପାନୀର ଏକ ଫ୍ୟାକ୍ଟ୍ରି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଉଦଘାଟନ



ଆଇନ ସଚେତନତା ଶିବିର ଅନୁଷ୍ଠିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3446 | Read...

ଆଇନ ସଚେତନତା ଶିବିର ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲାରବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଖଣ୍ଡିଆନଇ ପଞ୍ଚାୟତ କାର୍ଯାଳୟ ପରିସରରେ କୋଦଳା ତାଲୁକା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ତାଲୁକା ଆଇନ ସଚେତନତାର ଅଧ୍ୟକ୍ଷ ତଥା ସବଜର୍ଜ ବିଷ୍ନୁଦେବ ଜେନ



ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ପଥ ପାର୍ଶ୍ୱ ସେବା କେନ୍ଦ୍ର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3443 | Read...

ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ପଥ ପାର୍ଶ୍ୱ ସେବା କେନ୍ଦ୍ର

ବ୍ରହ୍ମପୁର ମୁଖ୍ୟ ରାସ୍ତା ପାଶ୍ୱରେ ରହିଛି ପଥପାର୍ଶ୍ୱ ସେବା କେନ୍ଦ୍ର । ବିଶ୍ୱ ବ୍ୟାଙ୍କ ଅନୁମୋଦନରେ ହୋଇଥିବା ସମସ୍ତ ରାସ୍ତା ପ୍ରକଳ୍ପରେ ଗୋଟିଏ ଲେଖାଏଁ ପଥପାର୍ଶ୍ୱ ସେବା କେନ୍ଦ୍ର ରହିଛି । ଦିଗପହଣ୍ଡିରେ ମଧ୍ୟ ଏକ ବସ୍



ପରଲୋକ ରେ ପୂର୍ବତନ ମୁଖ୍ୟ ଶାସନସଚିବ ପରିଜା

Bhagyaprabha News Bureau | ଓଡ଼ିଶା | | 3439 | Read...

ପରଲୋକ ରେ ପୂର୍ବତନ ମୁଖ୍ୟ ଶାସନସଚିବ  ପରିଜା

ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଲଲାଟ ଇନ୍ଦୁ ପରିଜା ପରିଜାଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା | କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତୁ ଘଟିଛି । ଶ୍ରୀ ପରିଜା ପ୍ରସିଦ୍ଧ ବୈଜ୍



ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ଦୋକାନ ଖାଲି କରିବାକୁ ନୋଟିସ୍

Bhagyaprabha News Bureau | ଓଡ଼ିଶା | ପୁରୀ | 3437 | Read...

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ଦୋକାନ ଖାଲି କରିବାକୁ ନୋଟିସ୍

ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ଦୋକାନ ଘର ଗୁଡିକୁ ଆଜି ଦିନ ଗୋଟା



ଦକ୍ଷିଣାଞ୍ଚଳ ଡିଆଇଜି ଭାବେ କାର୍ଯ୍ୟଭାର ଗ୍ରହଣ କଲେ ସତ୍ୟବ୍ରତ ଭୋଇ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 3434 | Read...

ଦକ୍ଷିଣାଞ୍ଚଳ ଡିଆଇଜି ଭାବେ କାର୍ଯ୍ୟଭାର ଗ୍ରହଣ କଲେ ସତ୍ୟବ୍ରତ ଭୋଇ

ଦକ୍ଷିଣାଞ୍ଚଳ ପୋଲିସ୍ ଡିଆଇଜି ଭାବେ କାର୍ଯ୍ୟଭାର ଗ୍ରହଣ କଲେ ସତ୍ୟବ୍ରତ ଭୋଇ ।ବ୍ରହ୍ମପୁର ରେଞ୍ଜ କାର୍ଯ୍ୟାଳୟରେ ଆଇ ଜି ଜତିନ୍ଦ୍ର କୋୟାଲଙ୍କ ଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । କିଛି ଦିନ ଧରି ଦକ୍ଷିଣାଞ୍ଚଳ ପୋଲ



ଅରୁଣ ଜେଟଲୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3426 | Read...

 ଅରୁଣ ଜେଟଲୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ପୁର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ପରଲୋକ ଘଟିବା ପରେ ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଛି । ଏହି ଅବସରରେ ବ୍ରହ୍ମପୁର ଗାନ୍ଧିନଗରସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଜିଲ୍ଲା ସ



ବ୍ରହ୍ମପୁରର ପୂର୍ବତନ କାଉନସିଲର ଓ କୋର୍ପୋରେଟରଙ୍କୁ ସମ୍ବର୍ଦ୍ଧନା ସଭା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 3425 | Read...

ବ୍ରହ୍ମପୁରର ପୂର୍ବତନ କାଉନସିଲର ଓ କୋର୍ପୋରେଟରଙ୍କୁ ସମ୍ବର୍ଦ୍ଧନା ସଭା

ବ୍ରହ୍ମପୁର ପୌରସଂସ୍ଥା ଓ ବ୍ରହ୍ମପୁର ମହାନଗରର ପୂର୍ବତନ କାଉନସିଲର ଓ କୋର୍ପରେଟର ଆସୋସିଏସନ୍ ତରଫରୁ ବ୍ରହ୍ମପୁରସ୍ଥ ଗିରି ମାର୍କେଟ ନିକଟରେ ଥିବା ପ୍ରକାଶମ୍ ହଲଠାରେ ନବନିର୍ବାଚିତ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀ ଚନ



ବିଜ୍ଞାନ ଚେତନା ମଞ୍ଚ ଆନୁକୁଲ୍ୟରେ କନଭେସନ

Srabani Nayak | ଓଡ଼ିଶା | ଗଞ୍ଜାମ | 3424 | Read...

ବିଜ୍ଞାନ ଚେତନା ମଞ୍ଚ ଆନୁକୁଲ୍ୟରେ କନଭେସନ

ବିଜ୍ଞାନ ଚେତନା ମଞ୍ଚ ତଥା ଗଞ୍ଜାମ ଜିଲ୍ଲା ଶାଖା ଅନୁକୂଲ୍ୟରେ ସ୍ଥାନୀୟ ଉତ୍କଳ ଆଶ୍ରମ ଠାରେ " ସମାଜ ବିକାଶ କ୍ଷେତ୍ରରେ ବୈଜ୍ଞାନିକ ଚିନ୍ତା ପଦ୍ଧତି ଏକ ଅପରିହାର୍ଯ୍ୟ ସର୍ତ୍ତ " ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇ



ଖରିଫ୍ ଧାନ କ୍ରୟ ନିମନ୍ତେ ପ୍ରସ୍ତୁତି ବୈଠକ

Kiran Behera | ଓଡ଼ିଶା | ଗଞ୍ଜାମ | 3422 | Read...

ଖରିଫ୍ ଧାନ କ୍ରୟ ନିମନ୍ତେ ପ୍ରସ୍ତୁତି ବୈଠକ

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସମବାୟ ଓ ଖାଉଟି କଲ୍ୟାଣ ବିଭାଗ ଆନୁକୂଲ୍ୟରେ ରବିବାର ଦିନ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ନିମନ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: