ଓଡ଼ିଶା : Category News


ନିମଖଣ୍ଡିପେଣ୍ଠ ପଞ୍ଚାୟତ ବାସୀଙ୍କୁ ନୂତନ ମଞ୍ଜୁର ଭତ୍ତା କାର୍ଡ ପ୍ରଦାନ

Kiran Behera | ଓଡ଼ିଶା | ଗଞ୍ଜାମ | 10685 | Read...

ନିମଖଣ୍ଡିପେଣ୍ଠ ପଞ୍ଚାୟତ ବାସୀଙ୍କୁ ନୂତନ ମଞ୍ଜୁର ଭତ୍ତା କାର୍ଡ ପ୍ରଦାନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତରେ ସରକାରୀ ଯୋଜନାରୁ ବଞ୍ଚିତ ଗରିବ ହିତାଧିକାରୀଙ୍କୁ ରବିବାର ଦିନ ସ୍ଥାନୀୟ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର ନୂତନ ମଞ୍ଜୁର ଭତ୍ତା କାର୍ଡ ପ୍ରଦାନ କରିଥିବା ଜ



ସପ୍ତ ଦେବାଦେବୀ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜା କଲେ ବ୍ଳକ ଅଧ୍ୟକ୍ଷ

Kiran Behera | ଓଡ଼ିଶା | ଗଞ୍ଜାମ | 10683 | Read...

ସପ୍ତ ଦେବାଦେବୀ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜା କଲେ ବ୍ଳକ ଅଧ୍ୟକ୍ଷ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ଅନ୍ତର୍ଗତ କୁମରଡା ଗ୍ରାମରେ ସପ୍ତ ଦେବାଦେବୀ ନୂତନ ମନ୍ଦିର ନିର୍ମାଣ ନିମନ୍ତେ ରବିବାର ଦିନ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଯୋଗଦେଇ ଏହାର ଶିଳାନ୍ୟା



ପରଲୋକରେ ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ର

BHAGYAPRABHA NEWS | ଓଡ଼ିଶା | | 10680 | Read...

ପରଲୋକରେ ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ର

ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ତପୁ ମିଶ୍ରଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ରାତି ୧୧ଟାରେ ତପୁ ମିଶ୍ରଙ୍କ ପରଲୋ



ପଦ୍ମନାଭପୁର ପଞ୍ଚାୟତରେ କୋଭିଡ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 10679 | Read...

ପଦ୍ମନାଭପୁର ପଞ୍ଚାୟତରେ କୋଭିଡ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁୁର ପଞ୍ଚାୟତରେ ଶନିବାର ପୂର୍ବାହ୍ନରେ କରୋନା ମହାମାରୀର ସଠିକ ମୁକାବିଲା ନିମନ୍ତେ ଗାଁ କଲ୍ୟାଣ ସମିତି ତରଫରୁ ଏକ କୋଭିଡ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠି



ଓଡିଶା ମୋ ପରିବାର ପକ୍ଷରୁ ଅସହାୟ ଗରିବ ଓ କଳାକାରମାନଙ୍କୁ ଖାଦ୍ୟ ବଣ୍ଟନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10675 | Read...

 ଓଡିଶା ମୋ ପରିବାର ପକ୍ଷରୁ ଅସହାୟ ଗରିବ ଓ କଳାକାରମାନଙ୍କୁ ଖାଦ୍ୟ ବଣ୍ଟନ

କରୋନା ମହାମାରୀ ଯୋଗୁଁ ସମଗ୍ର ରାଜ୍ୟରେ ଲକଡାଉନ ଜାରୀ ରହିଛି । ଫଳରେ ଯାତ୍ରା ବନ୍ଦ ରହିଥିବାରୁ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି କଳାକାରମାନେ । ତେବେ ଓଡିଶା ମୋ ପରିବାର ପକ୍ଷରୁ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଅସହ



ରାଜ୍ୟରେ ୩୪୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୨ ମୃତ

BHAGYAPRABHA NEWS | ଓଡ଼ିଶା | | 10673 | Read...

ରାଜ୍ୟରେ ୩୪୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୨  ମୃତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୫୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୪୭୩ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଉ ୪୨ ଜଣ କରୋନା ଆକ୍ରାନ୍ତଙ୍



କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

BHAGYAPRABHA NEWS | ଓଡ଼ିଶା | | 10668 | Read...

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ଦୀର୍ଘ ୨୭ ଦିନ ହେଲା ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି ଓଲିଉଡ୍‌ର ଜଣାଶୁଣା କଣ୍ଠଶିଳ୍ପୀ ତପୁ ମିଶ୍ର। କରୋନାରେ ଆକ୍ରାନ୍ତ ହୋଇ ଗତ ମେ' ୨୦ ତାରିଖରେ ସେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସ୍ବାସ



ରାଜ୍ୟରେ ୩୮୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 10667 | Read...

ରାଜ୍ୟରେ ୩୮୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୮୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୭୨ ଜଣ କ୍ୱାରେଣ୍ଟାଇନ୍‌ ଥିଲେ। ବାକି ୧୬୩୪ଟି ହେଉଛି ଲୋକାଲ୍ କେସ୍। ସେହିପରି ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଆଉ ୩୭



ମାନବିକତାର ପରିଚୟ ଦେଲେ ବ୍ରହ୍ମପୁର ଆଇ ଟି ଆଇର କର୍ମଚାରୀ

Gouri Shankar Mishra | ଓଡ଼ିଶା | | 10663 | Read...

ମାନବିକତାର ପରିଚୟ ଦେଲେ ବ୍ରହ୍ମପୁର ଆଇ ଟି ଆଇର କର୍ମଚାରୀ

କୋଭିଡ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ପ୍ରଶାନ୍ତ କୁମାର ସାହୁଙ୍କ ୮ବର୍ଷର ପୁଅ ଏବଂ ସ୍ତ୍ରୀଙ୍କୁ ନିଜ କାର୍ଯ୍ୟାଳୟର ସହ କର୍ମଚାରୀମାନେ ସହାୟତାର ହାତ ବଢାଇ ମାନବିକତାର ପରିଚ



ଆଦର୍ଶ ଦୃଷ୍ଟିହୀନ ବାଳିକା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10662 | Read...

ଆଦର୍ଶ ଦୃଷ୍ଟିହୀନ ବାଳିକା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ

କରୋନା ମହାମାରୀ ତଥା ଲକଡାଉନରେ ଜୀବିକା ହରାଇ ଦୁର୍ଦ୍ଦିନରେ ଦିନ କାଟୁଥିବା ଗରିବ ଅସହାୟମାନଙ୍କୁ ବ୍ରହ୍ମପୁର ବିଧୟକଙ୍କ ଦ୍ୱାରା ବିଭିନ୍ନ ସମୟରେ ସହାୟତା ପ୍ରଦାନ କରାଯାଉଛି । ଏହି ଅବସରରେ ବିଧାୟକ ବିକ୍ରମ ପଣ୍ଡାଙ୍କ ନି



ଚାଷୀଠୁ ଛାତ୍ରଛାତ୍ରୀ ସମସ୍ତେ ହେବେ ଉପକୃତ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

BHAGYAPRABHA NEWS | ଓଡ଼ିଶା | | 10661 | Read...

ଚାଷୀଠୁ ଛାତ୍ରଛାତ୍ରୀ ସମସ୍ତେ ହେବେ ଉପକୃତ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍



ଆଜିଠୁ ଆଂଶିକ ଲକଡାଉନ୍ : ୧୭ ଜିଲ୍ଲାରେ କୋହଳ ହେଲା କଟକଣା

BHAGYAPRABHA NEWS | ଓଡ଼ିଶା | | 10659 | Read...

ଆଜିଠୁ ଆଂଶିକ ଲକଡାଉନ୍ : ୧୭ ଜିଲ୍ଲାରେ କୋହଳ ହେଲା କଟକଣା

ଆଜିଠାରୁ ଆଂଶିକ କୋହଳ ହେଲା ଲକଡାଉନ୍। ରାଜ୍ୟରେ ସଂକ୍ରମଣ ହାରକୁ ନଜର ରଖି ୩୦ ଜିଲ୍ଲାକୁ ୨ ଭାଗରେ ବିଭକ୍ତ କରି ଲକଡାଉନ କୋହଳ କରିଛନ୍ତି ରାଜ୍ୟ ସରକାର। କ୍ୟଟେଗୋରୀ ଏରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଏବଂ କ୍ୟ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: