ଓଡ଼ିଶା : Category News


ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12377 | Read...

ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି  ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର- ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବ୍ରହ୍ମପୁର ସହରର ନୀଳକଣ୍ଠେଶ୍ଵର ଶ୍ମାଶନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ



ଛାତ୍ର ବିଜେଡି ପକ୍ଷରୁ ଛତ୍ରପୁର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 12374 | Read...

ଛାତ୍ର ବିଜେଡି ପକ୍ଷରୁ ଛତ୍ରପୁର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଛତ୍ରପୁର: ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତି (ରୌପ୍ୟ ଜୟନ୍ତୀ ବର୍ଷ) ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳ ତରଫରୁ ସାରା ଓଡିଶାରେ ବିଭିନ୍ନ ଲୋକାଭିମୁଖୀ ତଥା ଜନକଲ୍ୟାଣ କାର୍ଯ୍ୟକ୍ରମ



ବ୍ରହ୍ମପୁର ନଗର ହାଡିକୁଳର ବୈଠକ ଅନୁଷ୍ଠିତ, ନୂତନ କର୍ମକର୍ତ୍ତା ନିର୍ବାଚିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12370 | Read...

ବ୍ରହ୍ମପୁର ନଗର ହାଡିକୁଳର ବୈଠକ ଅନୁଷ୍ଠିତ, ନୂତନ କର୍ମକର୍ତ୍ତା ନିର୍ବାଚିତ

ବ୍ରହ୍ମପୁର ସ୍ଥାନୀୟ ନିଳକଣ୍ଠେଶ୍ୱର ମନ୍ଦିର ପ୍ରାଗଣରେ ନଗର ହାଡିକୁଳ ମହାସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହରର ୨୨ଖଣ୍ଡ ହାଡି ସାହିର ପ୍ରତିନିଧି ଓ କର୍ମକର୍ତ୍ତା ଗଣ ଅଂଶ ଗ୍ରହଣ କରିଥିବା ବେଳେ ଆଗାମୀ ତି



ପାତି ସୁନାପୁର ହନୁମାନ ମନ୍ଦିର ପରିସରରେ ବୃକ୍ଷ ରୋପଣ

Srabani Nayak | ଓଡ଼ିଶା | ଗଞ୍ଜାମ | 12367 | Read...

ପାତି ସୁନାପୁର ହନୁମାନ ମନ୍ଦିର ପରିସରରେ ବୃକ୍ଷ ରୋପଣ

ଓଡିଶାର ପର୍ଯ୍ୟଟନ କ୍ଷେତ୍ର ପାତି ସୁନାପୁର ବେଳାଭୂମୀ ଠାରେ ଥିବା ହନୁମାନ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗ୍ରାମର ଯୁବଗୋଷ୍ଟୀ ଏବଂ ସ୍ନେକ ହେଲ୍ପ ଲାଇନର ସଦସ୍ୟମାନଙ୍କ ଦ୍ୱ



ବିଦ୍ୟୁତ ପୁରି ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12365 | Read...

ବିଦ୍ୟୁତ ପୁରି ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର ବିଦ୍ୟୁତ ପୁରି କଲୋନୀ ସ୍ଥିତ ଉଛ ପ୍ରାଥମିକ ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କ୍ରଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଔଷଧିୟ ଏବଂ ଫଳ ଜାତୀୟ ବୃକ୍ଷ ରୋପଣ କରାଯ



ଗୋଷାଣିନୁଆଗାଁ ଶିଶୁ ମନ୍ଦିରରେ ମେଧାବୀ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12364 | Read...

ଗୋଷାଣିନୁଆଗାଁ ଶିଶୁ ମନ୍ଦିରରେ ମେଧାବୀ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ

ବ୍ରହ୍ମପୁର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗୋସାଇଁ ନୁଆଁ ଗାଁ ଠାରେ ମେଧାବୀ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ ମହାସମାରୋହରେପାଳିତ ହୋଇଥିଲା।ଏହି ଅବସରରେ ବିଦ୍ୟାଳୟ ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ନାରାୟଣ



ଫୁଲ ପାଖୁଡ଼ାରେ ଚିଠି କବିତା ଲୋକାର୍ପିତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12362 | Read...

ଫୁଲ ପାଖୁଡ଼ାରେ ଚିଠି କବିତା ଲୋକାର୍ପିତ

ପ୍ରେମ-ପ୍ରଣୟସିକ୍ତ କାବ୍ୟ ପରମ୍ପରାର ଅନ୍ୟତମ ବୟୋଜ୍ୟେଷ୍ଠ କାବ୍ୟସ୍ରଷ୍ଟା ଡ. କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ବିରଚିତ ଷଷ୍ଠ କବିତା ସଂକଳନ 'ଫୁଲ ପାଖୁଡ଼ାରେ ଚିଠି' ଆଜି ସନ୍ଧ୍ୟାରେ ଏକ ଭବ୍ୟ ବାତାବରଣ ମଧ୍ୟରେ ପାଠକାର୍ପିତ ହୋ



ପ୍ରଶାସନ ଉପସ୍ଥିତିରେ ଡେଙ୍ଗାଓସ୍ତା ବଜାର ଉଠାଦୋକାନୀ ଜବରଦଖଲ ଉଚ୍ଛେଦ

Kiran Behera | ଓଡ଼ିଶା | ଗଞ୍ଜାମ | 12360 | Read...

ପ୍ରଶାସନ ଉପସ୍ଥିତିରେ ଡେଙ୍ଗାଓସ୍ତା ବଜାର ଉଠାଦୋକାନୀ ଜବରଦଖଲ ଉଚ୍ଛେଦ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ସିଙ୍ଗିପୁର ପଞ୍ଚାୟତ ଅଧିନସ୍ଥ ଡେଙ୍ଗାଓସ୍ତା ବଜାର ରାସ୍ତା ପାର୍ଶ୍ବରେ ଥିବା ଉଠାଦୋକାନୀ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଶନିବାର ଦିନ ପ୍ରଶାସନର ଉପସ୍ଥିତିରେ ହୋଇଯାଇଛି । ଖବରନୁଯାୟ



ୟୁରୋକିଡସ୍ ଓ ଭାଗ୍ୟପ୍ରଭା ନ୍ୟୁଜ୍ ପକ୍ଷରୁ ଆୟୋଜିତ ହେଲା ବୃକ୍ଷରୋପଣ କାର୍ଯ୍ୟକ୍ରମ

Srabani Nayak | ଓଡ଼ିଶା | ଗଞ୍ଜାମ | 12358 | Read...

ୟୁରୋକିଡସ୍ ଓ ଭାଗ୍ୟପ୍ରଭା ନ୍ୟୁଜ୍ ପକ୍ଷରୁ ଆୟୋଜିତ ହେଲା ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ୟୁରୋକିଡସ୍ ଓ ଭାଗ୍ୟପ୍ରଭା ନ୍ୟୁଜ୍ ପକ୍ଷରୁ ମିଳିତ ଭାବରେ ଆୟୋଜିତ ହୋଇଯାଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜ



ବ୍ରହ୍ମପୁର ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ କର୍ମକର୍ତ୍ତା ଶିବିର ଅନୁଷ୍ଠିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12357 | Read...

ବ୍ରହ୍ମପୁର ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ କର୍ମକର୍ତ୍ତା ଶିବିର ଅନୁଷ୍ଠିତ

ବ୍ରହ୍ମପୁର ଉପଖଣ୍ଡ ସ୍ଵଳ୍ପ ସଞ୍ଚୟ ବିଭାଗ ତରଫରୁ ଇଞ୍ଜିନିୟରିଂ ସ୍କୁଲ ଡାକ ଘରେ ଏକ ସ୍ଵଳ୍ପ ସଞ୍ଚୟ କର୍ମକର୍ତ୍ତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତଭୁକ୍ତି କରଣ ଅଧିକା



ଖାଦ୍ୟ ସାମଗ୍ରୀ ଓ ଅତ୍ୟାବଶ୍ୟକ ଜିନିଷ ଉପରେ ଜିଏସ୍‌ଟିକୁ ସିପିଆଇଏମ ପକ୍ଷରୁ ବିରୋଧ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12355 | Read...

ଖାଦ୍ୟ ସାମଗ୍ରୀ ଓ ଅତ୍ୟାବଶ୍ୟକ ଜିନିଷ ଉପରେ ଜିଏସ୍‌ଟିକୁ ସିପିଆଇଏମ ପକ୍ଷରୁ ବିରୋଧ

କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ପୂର୍ବରୁ ସଲାଗୁ କରାଯାଇଛି । ବର୍ତ୍ତମାନ ସରକାର ଯେଉଁ ଭଳି ଭାବେ ଗରିବଙ୍କ ପେଟ ପୋସୁଥିବା ମୁଡି, ଚୁଡା, ଗୁଡ ପରି ସାମଗ୍ରୀକୁ ଜିଏସଟିର ପରିସର ଭୁକ୍ତ କର



ଆନିକଟ ପ୍ରକଳ୍ପ ନିର୍ମାଣ ଟଙ୍କା ମଞ୍ଜୁରୀ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବ୍ଲକର ନିର୍ବାଚିତ ପ୍ରତିନିଧିଗଣ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 12353 | Read...

ଆନିକଟ ପ୍ରକଳ୍ପ ନିର୍ମାଣ ଟଙ୍କା ମଞ୍ଜୁରୀ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବ୍ଲକର ନିର୍ବାଚିତ ପ୍ରତିନିଧିଗଣ

ରାଜ୍ୟ ସରକାରଙ୍କ ପକ୍ଷରୁ ଋଷିକୁଲ୍ୟା ନଦୀ ଗର୍ଭରେ ଆନିକଟ ନିର୍ମାଣ ପାଇଁ ୧୪୯.୬୦ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି । ଏହା ମଞ୍ଜୁର ହେବାପରେ ବ୍ଲକର ନେତୃବୃନ୍ଦ ଠାରୁ ଆରମ୍ଭ କରି ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଖୁସିର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: