ଓଡ଼ିଶା : Category News


ରେଳବାଇ ଷ୍ଟେସନରୁ ୮ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ଚାଇଲଡ଼ ଲାଇନ।

Bhagyaprabha News Bureau | ଓଡ଼ିଶା | ରାୟଗଡ଼ା | 2531 | Read...

ରେଳବାଇ ଷ୍ଟେସନରୁ ୮ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ଚାଇଲଡ଼ ଲାଇନ।

ଆଙ୍କର-ରାୟଗଡା ରେଳବାଇ ଷ୍ଟେସନରୁ ୮ ଯୁବତୀଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ । ସେଥିମଧ୍ୟରୁ ୩ଜଣ ନାବାଳିକା ହୋଇଥିବା ବେଳେ ସେମାନେ ରାୟଗଡା ବ୍ଲକର ଯେମାଦେଇପେଣ୍ଟା ଅଞ୍ଚଳର ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ ସେମାନେ ଏକ ଦଲ



ଜକର ମାଁ କାଳୁଆ ଠାକୁରାଣୀ ଯାତ୍ରା ଉଦଯାପିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2529 | Read...

ଜକର ମାଁ କାଳୁଆ ଠାକୁରାଣୀ ଯାତ୍ରା ଉଦଯାପିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତର ଜକର ଗ୍ରାମରେ ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ଅଧିଷ୍ଠାତ୍ରୀ ଦେବୀ ମାଁ କାଳୁଆ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ଗତକାଲି ଉଦଯାପିତ ହୋଇଯାଇଛି । ବୁଧବାର ଭୋରରୁ ମାଁ ଙ୍କ ଘଟ



ଛତ୍ରପୁର ଷ୍ଟେସନରୁ ଉତ୍ତରପ୍ରଦେଶର ବାଳକ ଉଦ୍ଧାର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2524 | Read...

ଛତ୍ରପୁର ଷ୍ଟେସନରୁ ଉତ୍ତରପ୍ରଦେଶର ବାଳକ ଉଦ୍ଧାର

ଛତ୍ରପୁର ଷ୍ଟେସନରୁ ଆଜି ଅପରାହ୍ନ ୪ଟାରେ ଜଣେ ୧୨ ବର୍ଷର ବାଳକକୁ ଉଦ୍ଧାର କରାଯାଇଛି। ସେ ଉତ୍ତରପ୍ରଦେଶ ରାଜ୍ୟ ପ୍ରୟାଗ ଜିଲ୍ଲା ଦାନେଚା ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ଆଜି ଭୁବନେଶ୍ବର ଅଭିମୁଖେ ଯାଉଥିବା କୋଇଲା ବ



ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ସାଇବର ଥାନା ପ୍ରତିଷ୍ଠା ହେବ - ରାଜେନ୍ଦ୍ର ପ୍ରସାଦ ଶର୍ମା

Bhagyaprabha News Bureau | ଓଡ଼ିଶା | | 2523 | Read...

ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ସାଇବର ଥାନା ପ୍ରତିଷ୍ଠା ହେବ - ରାଜେନ୍ଦ୍ର ପ୍ରସାଦ ଶର୍ମା

ରାଜ୍ୟରେ ସାଇବର ମାମଲା ଉଦବେଗଜନକ ଭାବରେ ବୃଦ୍ଧି ପାଇଛି । ୨୦୧୩ରେ ୧୨୦ଟି ମାମଲା ରୁଜୁ ହୋଇ ଥିବା ବେଳେ ୨୦୧୮ରେ ୮୬୮କୁ ବୃଦ୍ଧି ପାଇଥିଲା । ମାମଲା ଯେଉଁ ଅନୁପାତରେ ବଢୁଛି ସେହି ଅନୁପାତରେ ଥାନା ନାହିଁ । ଏଥିପାଇଁ ରାଜ୍ୟର



ଆଜି ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ

Bhagyaprabha News Bureau | ଓଡ଼ିଶା | କେନ୍ଦ୍ରାପଡ଼ା | 2521 | Read...

ଆଜି  ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ

ଆଜି ଅପରାହ୍ନରେ କେନ୍ଦ୍ରାପଡା ଯାଇ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରସାଶନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଗକୁ ପ



ଜୁନ ୩୦ରେ ଗୃହ ମନ୍ତ୍ରୀଙ୍କ ଜାମ୍ମୁ କାଶ୍ମୀର ଗସ୍ତ !

Bhagyaprabha News Bureau | ଓଡ଼ିଶା | | 2519 | Read...

ଜୁନ ୩୦ରେ ଗୃହ ମନ୍ତ୍ରୀଙ୍କ  ଜାମ୍ମୁ କାଶ୍ମୀର ଗସ୍ତ !

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହ ମନ୍ତ୍ରୀ ଅମିତ ଶାହା ଆସନ୍ତା ଜୁନ ୩୦ରେ ଜମ୍ମୁ କାଶ୍ମୀର ଗସ୍ତ କରି ଘାଟି ସୁରକ୍ଷା ବ୍ୟବସ୍ଥା ବିଷୟରେ ସମୀକ୍ଷା କରିବେ ଏହା ସହ ସେ ଅମରନାଥ ଗୁମ୍ଫାରେ ବାବା ବର୍ଫାନୀଙ୍କ ଦର୍ଶନ କରିବା



ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୁର୍ତ୍ତି , ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ ଶ୍ରୀଜିଉ

Bhagyaprabha News Bureau | ଓଡ଼ିଶା | ପୁରୀ | 2518 | Read...

ସ୍ନାନ ମଣ୍ଡପରେ  ଚତୁର୍ଦ୍ଧାମୁର୍ତ୍ତି ,  ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ  ଶ୍ରୀଜିଉ

ଆଜି ପବିତ୍ର ସ୍ନାନ ପୁର୍ଣ୍ଣିମା ଅବସରରେ ସ୍ନାନ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୁର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ସ୍ନାନଯାତ୍ରା ଉପଲକ୍ଷେ ଶ୍ରୀକ୍ଷେତ୍ରରେ



ବିଶିଷ୍ଟ କବି ହୁସେନ ରବି ଗାନ୍ଧୀଙ୍କୁ ସାରସ୍ୱତ ସମ୍ମାନ ୨୦୧୯ରେ ସମ୍ମାନୀତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2513 | Read...

ବିଶିଷ୍ଟ କବି ହୁସେନ ରବି ଗାନ୍ଧୀଙ୍କୁ  ସାରସ୍ୱତ ସମ୍ମାନ ୨୦୧୯ରେ ସମ୍ମାନୀତ

ଓଡିଆ ଭାଷା ସାହିତ୍ୟର ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ନବ୍ୟ ପ୍ରଗତିବାଦୀ କାବ୍ୟଧାରାର ଅନ୍ୟତମ ଦିଗଦର୍ଶକ କବି ଡଃ . ହୁସେନ ରାଜିବ ଗାନ୍ଧୀଙ୍କୁ ଓଡିଶା ସାହିତ୍ୟ ସଂସ୍କୃତି ତରଫରୁ ସମ୍ୱର୍ଦ୍ଧିତ କରାଯାଇଛି । ସ୍ଥାନୀୟ ଜିଲ୍ଲା



ଯାଜପୁରରେ ବାଘ ଆତଙ୍କ

Bhagyaprabha News Bureau | ଓଡ଼ିଶା | ଯାଜପୁର | 2509 | Read...

ଯାଜପୁରରେ ବାଘ ଆତଙ୍କ

ଯାଜପୁରରେ ଏବେ ଚହଳ ପକେଇଛି ବାଘ ଆତଙ୍କ । ସେପଟେ ବାଘ ଆତଙ୍କକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଟିଣା ଗୁହାଳି ଗ୍ରାମରେ । ଗତ ଦୁଇଦିନ ପୂର୍ବରୁ ଗୁହା



ଜୁଲାଇ ୯ ତାରିଖ ସୁଦ୍ଧା ସରିବ ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା - ଇସି !

Bhagyaprabha News Bureau | ଓଡ଼ିଶା | | 2504 | Read...

ଜୁଲାଇ ୯ ତାରିଖ ସୁଦ୍ଧା  ସରିବ ରାଜ୍ୟସଭା  ନିର୍ବାଚନ ପ୍ରକ୍ରିୟା - ଇସି !

ସରିଯାଇଛି ଲୋକସଭା ନିର୍ବାଚନ ଏବେ ସମସ୍ତଙ୍କ ନଜର ପଡିଛି ରାଜ୍ୟସଭାରେ ଖାଲି ପଡିଥିବା ପଦବୀର ପୁରଣ ପାଇଁ ହେବାକୁ ଥିବା ଉପନିର୍ବାଚନ ଉପରେ । ଓଡିଶାରେ ୪ ରାଜ୍ୟସଭା ଆସନ ମଧ୍ୟରୁ ତିନିଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହ



ଆଜି ଶ୍ରୀମନ୍ଦିରରେ ସେନାପଟା ଲାଗି

Bhagyaprabha News Bureau | ଓଡ଼ିଶା | ପୁରୀ | 2501 | Read...

ଆଜି ଶ୍ରୀମନ୍ଦିରରେ ସେନାପଟା ଲାଗି

ଆସନ୍ତାକାଲି ପାଳିତ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୁର୍ଣ୍ଣିମା । ସ୍ନାନ ମଣ୍ଡପରେ ବିଜେ କରି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଦାମୁର୍ତ୍ତି ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ମହାପ୍ରଭୁଙ୍କୁ ସେନାପଟା ଲ



ସରକାରୀ ସହାୟତା ଅପେକ୍ଷାରେ ବୃଦ୍ଧ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2500 | Read...

ସରକାରୀ ସହାୟତା ଅପେକ୍ଷାରେ ବୃଦ୍ଧ

ଗଞ୍ଜାମ ଜିଲ୍ଲାର ଗାୟଗଣ୍ଡା ପଞ୍ଚାୟତ ଅନ୍ତର୍ଗତ ତଳଗଣ୍ଡା ଗ୍ରାମର କନ୍ଧ ନାଇକ ନାମକ ଜଣେ ୬୨ ବର୍ଷ ର ଗରିବ ବୃଦ୍ଧ ଙ୍କ ଦୁଃଖ ଶୁଣିବାକୁ ପ୍ରଶାସନ ପାଖରେ ସମୟ ନାହିଁ, ତାଙ୍କର ଗୋଟେ ପୁଅ ଅଛି ଯେ ତାଙ୍କୁ ପଚାରୁ ନାହିଁ, ଏ ବୟସ ରେ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: