ଓଡ଼ିଶା : Category News


ସିପିଏମ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ପାଳନ।

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12485 | Read...

ସିପିଏମ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ପାଳନ।

ଆଜି ପାର୍ଟି ଜିଲ୍ଲା ଅଫିସରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ପତ୍ତାକା ଉତ୍ତୋଳନ କରିଥିଲେ। ଉପସ୍ଥିତ ସାଥୀମାନେ ସମ୍ବିଧାନର ସୁରକ୍ଷା ପାଇଁ ସମ୍ବିଧାନର ମୁ



୭୫ତମ ଅମୃତ ମହୋତ୍ସବ ଅବସରରେ ତ୍ରିରଙ୍ଗାଯାତ୍ରା

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12484 | Read...

 ୭୫ତମ ଅମୃତ ମହୋତ୍ସବ ଅବସରରେ  ତ୍ରିରଙ୍ଗାଯାତ୍ରା

ସ୍ବାଧିନତା ଦିବସ ର ୭୫ତମ ଅମୃତ ମହୋତ୍ସବ ଅବସରରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ପାଟପୁର ଗ୍ରାମରେ ବିଜେପି ତରଫରୁ ନାରୀ ନେତ୍ରୀ ଶ୍ରୀମତୀ ବବିତା ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହା ସହିତ ତ୍ରିରଙ୍ଗାଯାତ୍ର



ବାଜପେୟୀଙ୍କ 4ର୍ଥ ତମ ତିରୋଧାନ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12483 | Read...

ବାଜପେୟୀଙ୍କ 4ର୍ଥ ତମ ତିରୋଧାନ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି

ବହୁମୁଖୀ ପ୍ରତିଭାଦୀପ୍ତ ଯୁଗଜୟୀ ଜନନେତା, ସଂସଦୀୟ ଇତିହାସର ମହାନାୟକ, ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 4ର୍ଥ ତମ ତିରୋଧାନ ଦିବସ ରେ ବ୍ରହ୍ମପୁର କୋର୍ଟପେଟା ଛକ ଠାରେ ତାଙ୍କର ଅମୃତ ଅମ



ସ୍ବତନ୍ତ୍ର ଗ୍ରାମସଭାରେ କୃତିତ୍ୱ ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କଲେ ଥାନା ଅଧିକାରୀ

Kiran Behera | ଓଡ଼ିଶା | ଗଞ୍ଜାମ | 12482 | Read...

ସ୍ବତନ୍ତ୍ର ଗ୍ରାମସଭାରେ କୃତିତ୍ୱ ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କଲେ ଥାନା ଅଧିକାରୀ

ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଓ ୭୬ ତମ ସ୍ବାଧିନତା ଦିବସ ପାଳନ ଅବସରରେ ସୋମବାର ଦିନ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡାମାରୀ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ଗ୍ରାମସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯା



ଜୁପିଟର ଇଣ୍ଟର୍ନେସ୍ନାଲ ସ୍କୁଲଠାରେ ସ୍ୱାଧୀନତାଦିବସ ପାଳିତ ହୋଇଯାଇଛି।

Hari Narayan Das | ଓଡ଼ିଶା | ରାୟଗଡ଼ା | 12481 | Read...

ଜୁପିଟର ଇଣ୍ଟର୍ନେସ୍ନାଲ ସ୍କୁଲଠାରେ  ସ୍ୱାଧୀନତାଦିବସ ପାଳିତ ହୋଇଯାଇଛି।

ରାୟଗଡ଼ା ଜୁପିଟର ଇଣ୍ଟର୍ନେସ୍ନାଲ ସ୍କୁଲ ଠାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଦକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମୁଖ୍ୟ ଅତିଥି ରୂପେ ଡକ୍ଟର ପ୍ରତାପ ଚନ୍ଦ୍



ରାୟଗଡାରେ ଜିଲ୍ଲାସ୍ତରୀୟ ୭୬ତମ ସ୍ବାଧୀନତଦିବସ ପାଳିତ

Hari Narayan Das | ଓଡ଼ିଶା | ରାୟଗଡ଼ା | 12480 | Read...

ରାୟଗଡାରେ ଜିଲ୍ଲାସ୍ତରୀୟ ୭୬ତମ ସ୍ବାଧୀନତଦିବସ ପାଳିତ

ରାୟଗଡାରେ ଜିଲ୍ଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ରାୟଗଡ ଜିଲ୍ଲା ସଦର ମହକୁମାର ସ୍ଥାନୀୟ ଜି.ସି.ଡି ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶ୍ରୀମତୀ ସ୍ବଧା ଦେବ ସିଂ, ମୁଖ୍ୟ ଅତିଥି ଭାବେ ଯୋଗଦେଇ



ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ଗ୍ରାମପଞ୍ଚାୟତରେ ପତାକା ଉତ୍ତୋଳନ ଅନୁଷ୍ଠିତ l

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 12479 | Read...

ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ଗ୍ରାମପଞ୍ଚାୟତରେ ପତାକା ଉତ୍ତୋଳନ ଅନୁଷ୍ଠିତ l

ଚୈତନ୍ୟ ଯୁବକ ସଙ୍ଘ ଏବଂ ବଣିକ ସଂଘ ପକ୍ଷରୁ ଗ୍ରାମର ମହାତ୍ମା ଗାନ୍ଧୀ ଛକରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ପତାକା ଉତ୍ତୋଳନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବଉଳଗାଁ ପ୍ରାଥ



ବିଭିନ୍ନ ସ୍ଥାନରେ ୭୬ ତମ ସ୍ବାଧିନତା ଦିବସ ପାଳନ

Kiran Behera | ଓଡ଼ିଶା | ଗଞ୍ଜାମ | 12478 | Read...

ବିଭିନ୍ନ ସ୍ଥାନରେ ୭୬ ତମ ସ୍ବାଧିନତା ଦିବସ ପାଳନ

ସୋମବାର ଦିନ ସାରା ଦେଶରେ ୭୬ ତମ ସ୍ବାଧୀନତା ଦିବସ ନିରାଡମ୍ବର ସହକାରେ ପାଳିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନ୍ ଏସି ଓ ବ୍ଳକର ବିଭିନ୍ନ ସରକାରୀ ଅନୁଷ୍ଠାନ ଠାରୁ ଆରମ୍ଭ କରି ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ



ଦିନକ ପାଇଁ ନିଶା ନିବାରଣ ପାଇଁ ପଞ୍ଚାୟତ ବାସୀଙ୍କୁ ଆହ୍ବାନ ଦେଲେ ମହିଳା ସରପଞ୍ଚ

Kiran Behera | ଓଡ଼ିଶା | ଗଞ୍ଜାମ | 12477 | Read...

ଦିନକ ପାଇଁ ନିଶା ନିବାରଣ ପାଇଁ ପଞ୍ଚାୟତ ବାସୀଙ୍କୁ ଆହ୍ବାନ ଦେଲେ ମହିଳା ସରପଞ୍ଚ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତ ସରପଞ୍ଚ ଜୟଲକ୍ଷ୍ମୀ ଗୈାଡ ସୋମବାର ଦିନ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପଞ୍ଚାୟତ ବାସୀଙ୍କୁ ଏକ ଦିନକ ପାଇଁ ନିଶା ନିବାରଣ ପାଇଁ ଆହ୍ୱାନ ଦେଇଥିବା ଜଣାପଡିଛି । ଖବ



ଜିଷ୍ଟ କଲେଜରେ ସ୍ୱାଧୀନତା ଦିବସ ପାଳିତ

Hari Narayan Das | ଓଡ଼ିଶା | ରାୟଗଡ଼ା | 12475 | Read...

ଜିଷ୍ଟ କଲେଜରେ ସ୍ୱାଧୀନତା ଦିବସ ପାଳିତ

ରାୟଗଡ଼ା ସଦର ଖଲିଗୁଡ଼ା ନିକଟରେ ରହିଥିବା ଗାନ୍ଧୀ ଇନଷ୍ଟିଟ୍ୟୁଟ ଅଫ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ଠାରେ ୭୬ତମ ସ୍ୱାଧୀନତା ଦିବସ ଆଡମ୍ବରର ସହ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଷ୍ଟର ନିର୍ଦ୍ଦ



ଏଲ.ଆଇ.ସି କାର୍ଯ୍ୟାଳୟ ଠାରେ ସ୍ୱାଧୀନତା ଦିବସ ପାଳନ

Hari Narayan Das | ଓଡ଼ିଶା | ରାୟଗଡ଼ା | 12474 | Read...

ଏଲ.ଆଇ.ସି କାର୍ଯ୍ୟାଳୟ ଠାରେ ସ୍ୱାଧୀନତା ଦିବସ ପାଳନ

ଚଳିତ ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏଲ.ଆଇ.ସି ରାୟଗଡ଼ା କାର୍ଯ୍ୟାଳୟ ଠାରେ ପାଳନ କରାଯାଇଛି । ସକାଳେ ୮ଟା ସମୟରେ ଏଲ.ଆଇ.ସି ସିନିୟର ବ୍ରାଞ୍ଚ ମେନେଜର ଏସ.କେ.ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର



ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ଅମୃତ ମହୋତ୍ସବ ଉପଲକ୍ଷେ ଆଲୋଚନା ସଭା

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12473 | Read...

ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ଅମୃତ ମହୋତ୍ସବ ଉପଲକ୍ଷେ ଆଲୋଚନା ସଭା

ବ୍ରହ୍ମପୁର - ଅମୃତ ମହୋତ୍ସବ ସମାରୋହ ସମିତି ପ୍ରୋତ୍ସାହନ ଅବସରରେ ସ୍ଥାନୀୟ ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ରାମହରି ନଗର ସରସ୍ୱତୀ ଶିଶୁମନ୍ଦିର ପରିସରରେ ଏ କ " ସ୍ଵାଧୀନତା ସଂଗ୍ରାମରେ ବନବାସୀ ଙ୍କ ଭୂମିକା" ସମ୍ପର୍କିତ ଏକ ଆ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: