ଓଡ଼ିଶା : Category News


ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ପାଳିତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12458 | Read...

ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ପାଳିତ

ବ୍ରହ୍ମପୁର- ଆଜି ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡ ତରଫରୁ ସ୍ଥାନୀୟ କଳିଙ୍ଗ ବିଦ୍ୟା ମନ୍ଦିର ଠାରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତି



ଅଖିଳ ଭାରତ ଛାତ୍ର ସଙ୍ଘର ୮୭ତମ ପ୍ରତିଷ୍ଠା ଦିବସ ପାଳିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12457 | Read...

ଅଖିଳ ଭାରତ ଛାତ୍ର ସଙ୍ଘର ୮୭ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର - ଅଖିଳ ଭାରତ ଛାତ୍ର ସଂଘ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଜି ବ୍ରହ୍ମପୁର ପାର୍କ ସାହି ସ୍ଥିତ କାର୍ଯ୍ୟାଳୟ ଠାରେ ୮୭ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା। ପୃବର୍ତନ ଜିଲ୍ଲା ସମ୍ପାଦକ ସାଥି କାମଦେବ ନାହାକ ପ



ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଉତ୍ସାହ ଏବଂ ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପଦଯାତ୍ରା କାର୍ଯ୍ୟକ୍ରମ

Kiran Behera | ଓଡ଼ିଶା | ଗଞ୍ଜାମ | 12454 | Read...

ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଉତ୍ସାହ ଏବଂ ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପଦଯାତ୍ରା କାର୍ଯ୍ୟକ୍ରମ

ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମନରେ ଉତ୍ସାହ ଏବଂ ଦରଦାମ ବୃଦ୍ଧି ପ୍ରତିବାଦରେ ଶୁକ୍ରବାର ସନ୍ଧ୍ୟାରେ ଦିଗପହଣ୍ଡି ନଗର କମିଟି ପକ୍ଷରୁ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବିଜ୍ଞା



କର୍ପୋରେଟରଙ୍କ ୪୨ ତମ ଜନ୍ମ ଦିନ ଉପଲ୍ଲକ୍ଷେ ୪୨ ଗୋଟି ଔ୍ୱଷଧୀୟ ବୃକ୍ଷରୋପଣ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12452 | Read...

କର୍ପୋରେଟରଙ୍କ ୪୨ ତମ ଜନ୍ମ ଦିନ ଉପଲ୍ଲକ୍ଷେ ୪୨ ଗୋଟି ଔ୍ୱଷଧୀୟ ବୃକ୍ଷରୋପଣ

ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୨୭ ନଂ ୱାର୍ଡ଼ କର୍ପୋରେଟର ନୀଳକଣ୍ଠ ସାହୁଙ୍କ ୪୨ ତମ ଜନ୍ମ ଦିନ ଉପଲ୍ଲକ୍ଷେ ୪୨ ଗୋଟି ଔ୍ୱଷଧୀୟ ବୃକ୍ଷରୋପଣ କରାଯାଇଛି । ସ୍ଥାନୀୟ ଗୋଷାଣୀନୂଆଗାଁ ସ୍ଥିତ ମ



ବ୍ଳକସ୍ତରୀୟ ସମନ୍ୱୟ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12451 | Read...

ବ୍ଳକସ୍ତରୀୟ ସମନ୍ୱୟ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ବ୍ଳକସ୍ତରୀୟ ସମନ୍ୱୟ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧି



ଆଜାଦୀ କା ଅମୃତ ମହୋତ୍ସବ ପାଇଁ ତ୍ରିରଙ୍ଗା ପଦଯାତ୍ରା ସହ ପତାକା ବଣ୍ଟନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12450 | Read...

ଆଜାଦୀ କା ଅମୃତ ମହୋତ୍ସବ ପାଇଁ ତ୍ରିରଙ୍ଗା ପଦଯାତ୍ରା ସହ ପତାକା ବଣ୍ଟନ

ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ଦେଶବ୍ୟାପି ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଛି । ଏହି ଉପଲକ୍ଷେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଭାରତର ପ୍ରତ୍ୟକ ଘରେ ଆସନ୍ତା ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ର



ରାକ୍ଷୀପୂର୍ଣ୍ଣିମା ଅବସରରେ ନୂତନ ଭଜନ ରାକ୍ଷୀପୂର୍ଣ୍ଣମା ର ରକ୍ଷା ବନ୍ଧନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12447 | Read...

ରାକ୍ଷୀପୂର୍ଣ୍ଣିମା ଅବସରରେ ନୂତନ ଭଜନ ରାକ୍ଷୀପୂର୍ଣ୍ଣମା ର ରକ୍ଷା ବନ୍ଧନ

ବ୍ରହ୍ମପୁର- ରାତି ପାହିଲେ ଭାଇ ଭଭଣୀର ସ୍ନେହ ଓ ସରାଗର ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ରକ୍ଷା ବନ୍ଧନକୁ ନେଇ ନୂତନ ଭଜନ ରାକ୍ଷୀପୂର୍ଣ୍ଣମା ର ରକ୍ଷା ବନ୍ଧନ ଉନ୍ମୋଚିତ ହୋଇଯାଇଛି । ଏହି ନୂତନ ଭଜନ କୁ କଣ୍ଠ



କୂଅରେ ଫସିଲା ଜଙ୍ଗଲୀ ବାରହା : ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲା ବନବିଭାଗ

Kiran Behera | ଓଡ଼ିଶା | | 12446 | Read...

କୂଅରେ ଫସିଲା ଜଙ୍ଗଲୀ ବାରହା : ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲା ବନବିଭାଗ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡପଡା ପଞ୍ଚାୟତ ଅନ୍ତର୍ଗତ କୈଠବେଢା ଗ୍ରାମର ଜଣକ ଘର ବାରିପଟରେ ଥିବା କୂଅରେ ମଙ୍ଗଳବାର ସକାଳୁ ଏକ ଜଙ୍ଗଲୀ ବାରହା ବସି ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବନବିଭାଗ ଓ ଅଗ୍ନିଶମ ବିଭାଗ



ବର୍ଷାରେ ଭିଜି ଜଳାଭିଷେକ ଲାଗି କାଉଡିଆଙ୍କ ଶୈବପୀଠରେ ଲମ୍ବା ଧାଡ଼ି

Kiran Behera | ଓଡ଼ିଶା | ଗଞ୍ଜାମ | 12438 | Read...

ବର୍ଷାରେ ଭିଜି ଜଳାଭିଷେକ ଲାଗି କାଉଡିଆଙ୍କ ଶୈବପୀଠରେ ଲମ୍ବା ଧାଡ଼ି

ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଆଜି ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବିଭିନ୍ନ ଶୈବପୀଠରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଅବସରରେ ଗତ ଦୁଇଦିନ ଧରି ଲଘୁଚାପଜନିତ ବର୍ଷା ସ୍ଥାନୀୟ ଅଞ୍ଚଳରେ ଲାଗି ରହ



ସ୍କାଉଟ ଗାଇଡ ଛାତ୍ରଛାତ୍ରୀଙ୍କ ଦ୍ୱାରା ବାଟୋଇଙ୍କୁ ସଚେତନତା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12436 | Read...

ସ୍କାଉଟ ଗାଇଡ ଛାତ୍ରଛାତ୍ରୀଙ୍କ ଦ୍ୱାରା ବାଟୋଇଙ୍କୁ ସଚେତନତା

ବ୍ରହ୍ମପୁର ଡିଏଭି ପବ୍ଲିକ ସ୍କୁଲର ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସ୍ଥାନୀଯ ଗୋଷାଣି ନୁଆଗାଁ ଠାରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷା ଧରାଶ୍ରୀ ପାଢୀଙ୍କ ତତ୍ତ୍ୱା



ବ୍ରହ୍ମପୁରରେ ଗିରି ଭାଇ ଜୁଏଲର୍ସର ନୂତନ ସୋ ରୁମ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12435 | Read...

ବ୍ରହ୍ମପୁରରେ ଗିରି ଭାଇ ଜୁଏଲର୍ସର ନୂତନ ସୋ ରୁମ

ବ୍ରହ୍ମପୁର ସ୍ଥାନୀୟ ବଡବଜାର କମଳାବାରୀ ସାହିଠାରେ ଗିରି ଭାଇ ଜ୍ୱେଲର୍ସର ନୂତନ ସୋ ରୁମ ଉଦଘାଟିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଲେଇ ଏବଂ ସ୍ଥାନୀୟ କର୍ପୋରେଟର ଜେ ଶ୍ରୀନିବାସ



ଚାଷୀ ମୁହଁରେ ହସ ଫୁଟାଇଲା ଲଗାଣ ବର୍ଷା

Kiran Behera | ଓଡ଼ିଶା | ଗଞ୍ଜାମ | 12433 | Read...

ଚାଷୀ ମୁହଁରେ ହସ ଫୁଟାଇଲା ଲଗାଣ ବର୍ଷା

ଧାରା ଶ୍ରାବଣ ମାସ ସରି ଆସୁଥିବାବେଳେ ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ବର୍ଷାର ପରିମାଣ କମ୍ ରହିଥିବାରୁ ଚାଷଜମି ଫାଟି ଆଁ କରିବା ସହ ମରୁଡି ଆଶଙ୍କାର ଯଥେଷ୍ଟ ସମ୍ଭାବନା ରହିଥିଲା । ଯାହାକୁ ନେଇ ଚାଷୀକୂଳ ବେଶ୍ ଚ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: