ଓଡ଼ିଶା : Category News


ଦିଗପହଣ୍ଡି କୋର୍ଟରେ ଲୋକ ଅଦାଲତ।

Kiran Behera | ଓଡ଼ିଶା | ଗଞ୍ଜାମ | 2890 | Read...

ଦିଗପହଣ୍ଡି କୋର୍ଟରେ ଲୋକ ଅଦାଲତ।

ଶନିବାର ଦିନ ଦିଗପହଣ୍ଡି ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ପରିସରରେ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି।କମିଟିର ଅଧ୍ୟକ୍ଷ ତଥା ମାଜିଷ୍ଟ୍ରେଟ ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟଙ୍



ଡ଼ମ୍ପରକୁ ଧକ୍କା ଦେଲା ଯାତ୍ରୀବାହୀ ଅଟୋ : ୨ ଗୁରୁତର, ୪ ଆହତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2888 | Read...

ଡ଼ମ୍ପରକୁ ଧକ୍କା ଦେଲା ଯାତ୍ରୀବାହୀ ଅଟୋ : ୨ ଗୁରୁତର, ୪ ଆହତ

ଶନିବାର ରାତି ସାଢ଼େ ୯ ଘଣ୍ଟା ସମୟରେ ସାନଖେମୁଣ୍ଡି ବ୍ଳକ ପୂର୍ତ୍ତ ବିଭାଗ ବଙ୍ଗଳା ନିକଟରେ ରାସ୍ତା କଡ଼ରେ ଠିଆ ରହିଥିବା ଡ଼ମ୍ପରକୁ ଏକ ଯାତ୍ରୀବାହୀ ଅଟୋ ଧକ୍କା ଦେଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ଅବସ୍ଥା



ସରିଲା ସୁନାବେଶ , ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

Bhagyaprabha News Bureau | ଓଡ଼ିଶା | ପୁରୀ | 2878 | Read...

ସରିଲା ସୁନାବେଶ , ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

'ନୀଳାଦ୍ରିବିଜେ' ପୂର୍ବରୁ ଶ୍ରୀଜିଉଙ୍କର ଆଜି ଅଧରପଣା ନୀତି ଅନୁଷ୍ଠିତ ହେବ। ସୁନାବେଶ ପରେ ଓ 'ନୀଳାଦ୍ରିବିଜେ' ପୂର୍ବରୁ ଶ୍ରୀଜିଉଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ନୀତି । ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ଠାକୁରଙ୍କ



ଆଜି ରଥାରୁଢ଼ ଶ୍ରୀଜିଉଙ୍କ ରାଜାଧୀରାଜ ବେଶ

Bhagyaprabha News Bureau | ଓଡ଼ିଶା | ପୁରୀ | 2875 | Read...

ଆଜି ରଥାରୁଢ଼ ଶ୍ରୀଜିଉଙ୍କ ରାଜାଧୀରାଜ ବେଶ

ଆଜି ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ବା ରାଜାଧୀରାଜ ବେଶ । ଏଥର ହରିଶୟନ ଏକାଦଶୀ ପରିବର୍ତ୍ତେ ଗରୁଡ଼ ଶୟନ ଦ୍ୱାଦଶୀରେ ମହଣ ମହଣ ସୁନାରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ସମ୍ମୁଖ



ରାୟଗଡାରେଶ୍ରୀ ଜଗନାଥଙ୍କ ବାହୁଡାଯାତ୍ରା ଅନୁଷ୍ଠିତ

Hari Narayan Das | ଓଡ଼ିଶା | ରାୟଗଡ଼ା | 2871 | Read...

ରାୟଗଡାରେଶ୍ରୀ ଜଗନାଥଙ୍କ ବାହୁଡାଯାତ୍ରା ଅନୁଷ୍ଠିତ

ରାୟଗଡା ଜିଲ୍ଲାରେ ଶାନ୍ତି ପୁର୍ଣ ଭାବେ ମହାପ୍ରଭୁ ଶ୍ରୀ ଜଗନାଥଙ୍କ ବାହୁଡାଯାତ୍ରା ସମାପ୍ତ ହୋଇଛି ।ଗୁଣ୍ଡିଚା ମନ୍ଦିରରେ ୯ ଦିନ ଧରି ଦର୍ଶନ ଦେବା ପରେ ଆଜି ବାହୁଡ଼ାରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ଫେରିଥିଲେ। ରଥ ଟଣା ଆରମ୍ଭ



ବାହୁଡା ଯାତ୍ରାରେ ଅଘଟଣ , ୧୭ ଛାତ୍ରୀ ଗୁରୁତର

Hari Narayan Das | ଓଡ଼ିଶା | ରାୟଗଡ଼ା | 2869 | Read...

ବାହୁଡା ଯାତ୍ରାରେ ଅଘଟଣ , ୧୭ ଛାତ୍ରୀ ଗୁରୁତର

ରାୟଗଡ଼ା ଜିଲ୍ଲା ଟିକିରିରେ ବାହୁଡା ଯାତ୍ରା ବେଳେ ଘଟିଛି ଏକ ବଡ଼ ଅଘଟଣ । ସିଡି ଧସି ହୋଇ ୧୭ ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ରାୟଗଡା ଜିଲ୍ଲା ଟିକିରିରେ ଘଟିଛି ଏହି ଦୁଃଖଦ ଘଟଣା । ସମସ୍ତ ଛାତ୍ରୀଙ୍କୁ ସ୍ଥାନୀୟ ମେଡିକାଲରେ



ଗଞ୍ଜାମରେ ପୁଣି ୩ ଡେଙ୍ଗୁ ଚିହ୍ନଟ:ଜିଲ୍ଲାରେ ୭ ପଜିଟିଭ୍‌

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2868 | Read...

ଗଞ୍ଜାମରେ ପୁଣି ୩ ଡେଙ୍ଗୁ ଚିହ୍ନଟ:ଜିଲ୍ଲାରେ ୭ ପଜିଟିଭ୍‌

ଗଞ୍ଜାମ ଜିଲ୍ଲାରେ ଏବେ ଡେଙ୍ଗୁ ଚିନ୍ତା ଘାରିଲାଣି। ଆଜି ପୁଣିଥରେ ୩ଜଣ ରୋଗୀଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିଛି। ଫଳରେ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ମୋଟ ସଂଖ୍ୟା ୭ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ୩ଜଣ ରୋଗୀଙ୍



ବିଧାନସଭାରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେସନ ଆରମ୍ଭ

Bhagyaprabha News Bureau | ଓଡ଼ିଶା | | 2867 | Read...

 ବିଧାନସଭାରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେସନ ଆରମ୍ଭ

ଷୋଡ଼ଶ ବିଧାନସଭାର ପ୍ରଥମ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖ ଯାଏ ଚାଲିବ । ଏହି ଅଧିବେସନରେ ୩୮ଟି ବିଭାଗର ଖର୍ଚ୍ଚଦାବି ତର୍ଜମା କରି ଦେଇଥିବା ରିପୋର୍ଟ ଗୃହରେ ଉପସ୍ଥାପନା କରାଯିବ



ଦିଗପହଣ୍ଡି ପରିଦର୍ଶନ କଲେ ଜିଲ୍ଲା ଦୈାରାଜଜ

Kiran Behera | ଓଡ଼ିଶା | ଗଞ୍ଜାମ | 2865 | Read...

ଦିଗପହଣ୍ଡି ପରିଦର୍ଶନ କଲେ ଜିଲ୍ଲା ଦୈାରାଜଜ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଦୈାରାଜଜ ବିଭୂପ୍ରସାଦ ରାଉତରାୟ ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ପହଞ୍ଚି ସମୀକ୍ଷା କରିଥିବା ଜଣାପଡିଛି । ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘର ସଦସ୍ୟଙ୍କ ଆମନ୍ତ୍ରଣ କ୍ରମେ



ବାହୁଡା ଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛାବାର୍ତ୍ତା

Bhagyaprabha News Bureau | ଓଡ଼ିଶା | ପୁରୀ | 2863 | Read...

ବାହୁଡା ଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛାବାର୍ତ୍ତା

ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଟୁଇଟ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟରେ ନବୀନ ଲେଖିଛନ୍ତି , ''ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା ଉପଲକ୍ଷ



ଆଜି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା

Bhagyaprabha News Bureau | ଓଡ଼ିଶା | ପୁରୀ | 2862 | Read...

ଆଜି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା

ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ତିନିଠାକୁର। ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ଦ୍ୱାରପାଳ ପୂଜା ପରେ, ବେଶ ଶେଷ, ଗୋପାଳ ବହ୍ଲବ ଓ ସକାଳ ଧୂପ ଶେଷ ହୋଇଛି। ଏହାପରେ ଆରମ୍ଭ ହୋଇଛି ପହଣ୍ଡି। ମହାପ୍ରଭୁମାନେ ଧାଡ଼ି ପହଣ୍ଡ



୮୧କେଜିରୁ ଉର୍ଦ୍ଧ୍ବ ଚୋରା ଗଞ୍ଜେଇ ଜବତ : ୪ ନାବାଳକ ସହ ଜଣେ ଯୁବକ ଗିରଫ

Kiran Behera | ଓଡ଼ିଶା | ଗଞ୍ଜାମ | 2860 | Read...

୮୧କେଜିରୁ ଉର୍ଦ୍ଧ୍ବ ଚୋରା ଗଞ୍ଜେଇ ଜବତ : ୪ ନାବାଳକ ସହ ଜଣେ ଯୁବକ ଗିରଫ

ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ପଥପ୍ରାନ୍ତ ସେବା କେନ୍ଦ୍ର ନିକଟରେ ଅତର୍କିତ ଭାବେ ଚଢ଼ାଉ କରାଯାଇ ୮୧. ୬୦୦ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡ଼ିଛି । ଏହ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: