ଓଡ଼ିଶା : Category News


ରାଜ୍ୟରେ ଆଉ ୧୮୧୫ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 9238 | Read...

ରାଜ୍ୟରେ ଆଉ ୧୮୧୫ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଜି କରୋନାରୁ ୧ ହଜାର ୮୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ୫୬୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷ



ରାଜ୍ୟରେ ଆଉ ୧୭୦୯ କରୋନା ପଜିଟିଭ୍ ଟିହ୍ନଟ

BHAGYAPRABHA NEWS | ଓଡ଼ିଶା | | 9234 | Read...

ରାଜ୍ୟରେ ଆଉ ୧୭୦୯ କରୋନା ପଜିଟିଭ୍ ଟିହ୍ନଟ

ଆଜି ରାଜ୍ଯରେ ଚିହ୍ନଟ ହେଲେ ୧୭୦୯ ନୂଆ ସଂକ୍ରମିତ । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୯୮୫ ଓ ଲୋକାଲ୍ କେସରୁ ୭୨୪ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାକୁ ମିଶାଇ



ଆସନ୍ତାକାଲି ସରିବ ବାଲେଶ୍ୱର ଓ ତିର୍ତୋଲ ଉପ-ନିର୍ବାଚନ ପାଇଁ ପ୍ରଚାର

BHAGYAPRABHA NEWS | ଓଡ଼ିଶା | | 9230 | Read...

ଆସନ୍ତାକାଲି ସରିବ ବାଲେଶ୍ୱର ଓ ତିର୍ତୋଲ ଉପ-ନିର୍ବାଚନ ପାଇଁ ପ୍ରଚାର

ବାଲେଶ୍ୱର ଓ ତିର୍ତୋଲ ଉପ ନିର୍ବାଚନ ପାଇଁ ରବିବାର ହେଉଛି ପ୍ରଚାରର ଶେଷ ଦିନ । ଯେତିକି ସମୟ ରହିଛି, ତାକୁ ହାତ ଛଡ଼ା ନକରି ଚାଲିଛି ଜୋରଦାର ପ୍ରଚାର । ବଳ କଷାକଷି ହେଉଛନ୍ତି ଦଳୀୟ ପ୍ରାର୍ଥୀ ଓ ନେତା । ତିର୍ତୋଲରେ ବିଜେଡି ପ୍



'ତୃଷ୍ଣା' ଟ୍ରଷ୍ଟ ପକ୍ଷରୁ ବିଦ୍ୟାଳୟ ଉପକରଣ ଯୋଗାଣ

Kiran Behera | ଓଡ଼ିଶା | ଗଞ୍ଜାମ | 9228 | Read...

'ତୃଷ୍ଣା' ଟ୍ରଷ୍ଟ ପକ୍ଷରୁ ବିଦ୍ୟାଳୟ ଉପକରଣ ଯୋଗାଣ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମୌଳାଭଞ୍ଜା କ୍ଲଷ୍ଟରର ନୂଆଗୁମ୍ମା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଚେୟାର, ଟେବୁଲ ଆଦି ବିଦ୍ୟାଳୟ ଉପକରଣ ଗୁଡିକୁ 'ତୃଷ୍ଣା' ବେନେଭୋଲେଣ୍ଟ ଟ୍ରଷ୍ଟ ପକ୍ଷରୁ ଯୋଗାଇ



' ପତ୍ରିକା ' ସବୁଜପତ୍ର ଉନ୍ମୋଚିତ

Kiran Behera | ଓଡ଼ିଶା | ଗଞ୍ଜାମ | 9227 | Read...

' ପତ୍ରିକା ' ସବୁଜପତ୍ର ଉନ୍ମୋଚିତ

ଦିଗପହଣ୍ଡି ସହରର ଲବ୍ଧ ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ଲୋକସେବା ପରିଷଦର ମୁଖପତ୍ର ' ପତ୍ରିକା ' ସବୁଜପତ୍ର ସ୍ଵତନ୍ତ୍ର ସଂଖ୍ୟାର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ଶନିବାର ପବିତ୍ର କୁମାରୋତ୍ସବ ଅବସରରେ ଅନୁଷ୍ଠିତ ହୋଇଯାଇଛି



ବିନା ଭକ୍ତରେ ହେଉଛି ମା' ଗଜଲକ୍ଷ୍ମୀଙ୍କ ପୂଜା

Srabani Nayak | ଓଡ଼ିଶା | ଢେଙ୍କାନାଳ | 9225 | Read...

ବିନା ଭକ୍ତରେ ହେଉଛି ମା' ଗଜଲକ୍ଷ୍ମୀଙ୍କ ପୂଜା

ଚଳିତ ଥର କରୋନା ଉଜାଡ଼ି ଦେଉଛି ପୂଜା ମଉଜ। ପ୍ରଥମେ ଦୁର୍ଗାପୂଜା ଆଉ ଏବେ ମାଆ ଗଜଲକ୍ଷ୍ମୀ ପୂଜା। ବିନା ଭକ୍ତରେ ଆରମ୍ଭ ହୋଇଛି ମାଆ ଗଜ ଲକ୍ଷ୍ମୀଙ୍କ ପୂଜା । ନା ଅଛି ଉତ୍ସାହ ନା ଅଛି ଯାକଜମକ। କେବଳ ବିଧି ରକ୍ଷା ନିମନ୍ତେ ମଣ୍ଡପ



ହୋମ ତିର୍ତ୍ତୋଲ ଉପନିର୍ବାଚନରେ ପୋଲିସ ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

BHAGYAPRABHA NEWS | ଓଡ଼ିଶା | ବାଲେଶ୍ବର | 9223 | Read...

ହୋମ ତିର୍ତ୍ତୋଲ ଉପନିର୍ବାଚନରେ ପୋଲିସ ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

ତିନି ଦିନ ପରେ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ । ଆଜି ତିର୍ତ୍ତୋଲରେ ଭୋଟିଂ ନେଇ ପୋଲିସ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ ।ତିର୍ତ୍ତୋଲ ଉପନିର୍ବାଚନରେ ମୁତୟନ ହେବେ ୨୧ ପ୍ଲାଟ



ଏବର୍ଷ କାର୍ତ୍ତିକରେ ହବିଷ୍ୟାଳୀଙ୍କୁ ପୁରୀ ମନା

BHAGYAPRABHA NEWS | ଓଡ଼ିଶା | | 9220 | Read...

ଏବର୍ଷ କାର୍ତ୍ତିକରେ ହବିଷ୍ୟାଳୀଙ୍କୁ ପୁରୀ ମନା

ଏବର୍ଷ କାର୍ତ୍ତିକରେ ପୁରୀ ଆସିପାରିବେନି ହବିଷ୍ୟାଳୀ। କରୋନା ପାଇଁ ଚଳିତ ବର୍ଷ ହବିଷ୍ୟାଳୀଙ୍କ ପୁରୀ ଆସିବା ଉପରେ ଜିଲ୍ଲାପ୍ରଶାସନ କଟକଣା ଲଗାଇଛି। ଏଥିସହ ଯେତେ ସମ୍ଭବ ଘରୁ ନବାହାରିବାକୁ ସେମାନଙ୍କୁ ପରାମର୍ଶ ମଧ୍ୟ ଦି



ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ : ଶ୍ରୀମନ୍ଦିର କମିଟି

BHAGYAPRABHA NEWS | ଓଡ଼ିଶା | ପୁରୀ | 9218 | Read...

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ : ଶ୍ରୀମନ୍ଦିର କମିଟି

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ । କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଭକ୍ତ ନାଗାର୍ଜୁନ ବେଶ ଦର୍ଶନ କରିପାରିବେ ନାହିଁ ।ଶ୍ରୀକ



ରକ୍ତଦାନ ଶିବିରରେ ଯୋଗଦେବା ସହ ବିଭିନ୍ନ ଭିତ୍ତି ପ୍ରସ୍ତର ସ୍ଥାପନା ଉଦଘାଟନ କଲେ ସାଂସଦ ଓ ପୂର୍ବତନ ବିଧାୟିକା

Kiran Behera | ଓଡ଼ିଶା | ଗଞ୍ଜାମ | 9216 | Read...

ରକ୍ତଦାନ ଶିବିରରେ ଯୋଗଦେବା ସହ ବିଭିନ୍ନ ଭିତ୍ତି ପ୍ରସ୍ତର ସ୍ଥାପନା ଉଦଘାଟନ କଲେ ସାଂସଦ ଓ ପୂର୍ବତନ ବିଧାୟିକା

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ଓ ଆଡପଡା ପଞ୍ଚାୟତରେ ଗୁରୁବାର ପୂର୍ବାହ୍ନରେ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଓ ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ଯୋଗଦେଇ ବିଭିନ୍ନ ଭିତ୍ତି



ପଦ୍ମନାଭପୁରରେ ଗୋଷ୍ଠୀସ୍ତରୀୟ ଯକ୍ଷ୍ମା ଯୋଦ୍ଧା ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 9214 | Read...

ପଦ୍ମନାଭପୁରରେ ଗୋଷ୍ଠୀସ୍ତରୀୟ ଯକ୍ଷ୍ମା ଯୋଦ୍ଧା ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୋଷ୍ଠୀ ସ୍ତରୀୟ ଯକ୍ଷ୍ମା ଯୋଦ୍ଧା ସଚେତନ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣ



ଦିଗପହଣ୍ଡିରେ ବ୍ଲକସ୍ତରୀୟ ପାନୀୟ ଜଳ ନମୁନା ପରୀକ୍ଷଣ କର୍ମଶାଳା

Kiran Behera | ଓଡ଼ିଶା | ଗଞ୍ଜାମ | 9213 | Read...

ଦିଗପହଣ୍ଡିରେ ବ୍ଲକସ୍ତରୀୟ ପାନୀୟ ଜଳ ନମୁନା ପରୀକ୍ଷଣ କର୍ମଶାଳା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଗୁରୁବାର ପୂର୍ବାହ୍ନରେ ଗ୍ରାମ୍ୟ ପାନୀୟଜଳ ଓ ପରିମଳ ସଂସ୍ଥା ବିଭାଗ ପକ୍ଷରୁ ବ୍ଳକସ୍ତରୀୟ ପାନୀୟ ଜଳ ନମୁନା ପରୀକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିବା ଜଣାପ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: