ଓଡ଼ିଶା : Category News


ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପାଇଁ ବିଏମସିର ଅନୁମତି ପ୍ରଦାନ

BHAGYAPRABHA NEWS | ଓଡ଼ିଶା | | 10398 | Read...

ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପାଇଁ ବିଏମସିର ଅନୁମତି ପ୍ରଦାନ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପାଇଁ ମିଳିଲା ଅନୁମତି । ୧୫ ଜଣ ସେବାୟତଙ୍କୁ ନେଇ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ତେବ ଚନ୍ଦନ ଯାତ୍ରା ପାଇଁ ସମସ



ପଦୋନ୍ନତି ପରେ ପାଟପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ନେଲେ ସବ୍ୟସାଚୀ

Kiran Behera | ଓଡ଼ିଶା | ଗଞ୍ଜାମ | 10395 | Read...

ପଦୋନ୍ନତି ପରେ ପାଟପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ନେଲେ ସବ୍ୟସାଚୀ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନାରେ ଶୁକ୍ରବାର ଦିନ ନିଜର କାର୍ଯ୍ୟ ଦକ୍ଷତା ପାଇଁ ପଦୋନ୍ନତି ପରେ ନୂତନ ଥାନା ଅଧିକାରୀ ଭାବେ ସବ୍ୟସାଚୀ ମଲ ଦାୟିତ୍ଵ ଗ୍ରହଣ କରିଥିବା ଜଣାପଡ଼ିଛି । ପୂର୍ବରୁ ନୂତନ ଥାନାଧି



ଭାରସାମ୍ୟ ହରାଇ ଓଲଟିଲା କାଜୁ ବୋଝେଇ ଟ୍ରକ

Kiran Behera | ଓଡ଼ିଶା | ଗଞ୍ଜାମ | 10391 | Read...

ଭାରସାମ୍ୟ ହରାଇ ଓଲଟିଲା କାଜୁ ବୋଝେଇ ଟ୍ରକ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ମନ୍ଦିର ନିକଟସ୍ଥ ରାସ୍ତାରେ ଗୁରୁବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ ଏକ କାଜୁ ବୋଝେଇ ଟ୍ରକ ଓଲଟି ପଡିଥିବା ବେଳେ ଏଥିରେ ଟ୍ରକ ଚାଳକ ସମେତ ହେଲପର ଗୁରୁତର ଆହତ ହୋଇ



ପୂର୍ବ ସୂଚନା ନଥିଲେ ଟିକାକରଣ କେନ୍ଦ୍ରକୁ ଆସିବା ମନା

BHAGYAPRABHA NEWS | ଓଡ଼ିଶା | | 10388 | Read...

ପୂର୍ବ ସୂଚନା ନଥିଲେ ଟିକାକରଣ କେନ୍ଦ୍ରକୁ ଆସିବା ମନା

ମୋବାଇଲ ଫୋନରେ ମେସେଜ ନଆସିଥିଲେ କିମ୍ବା ପୂର୍ବ ସୂଚନା ନଥିବା କୌଣସି ବ୍ୟକ୍ତି ଆଉ ଟିକା କେନ୍ଦ୍ରକୁ ଆସିବେ ନାହିଁ । ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଲକଡାଉନର ପ୍ରଥମ ଦିନ



ରାଜ୍ୟରେ ୧୦ ହଜାର ଡେଇଁଲା ସଂକ୍ରମଣ . ୧୭ ମୃତ

BHAGYAPRABHA NEWS | ଓଡ଼ିଶା | | 10386 | Read...

 ରାଜ୍ୟରେ ୧୦ ହଜାର ଡେଇଁଲା ସଂକ୍ରମଣ . ୧୭ ମୃତ

ରାଜ୍ୟରେ ପୁଣି ୧୦ ହଜାର ଡେଇଁଲା ଦୈନିକ ସଂକ୍ରମଣ। ଗତ କିଛି ଦିନ ଧରି ୧୦ ହଜାର ତଳେ ରହୁଥିବା ପଜିଟିଭ ସଂଖ୍ୟା ଆଜି ପୁଣି ଥରେ ଲମ୍ବ ଡିଆଁ ମାରି ୧୦,୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର



ଆଜି ୧୫ ଜିଲ୍ଲାରେ ଟିକାକରଣ ବନ୍ଦ

BHAGYAPRABHA NEWS | ଓଡ଼ିଶା | | 10383 | Read...

ଆଜି ୧୫ ଜିଲ୍ଲାରେ ଟିକାକରଣ ବନ୍ଦ

ଟିକା ଅଭାବ ସମସ୍ୟା ଲାଗି ରହିଥିବାରୁ ଆଜି ରାଜ୍ୟର ୧୫ଟି ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ଅନୁଗୋଳ, ବାଲେଶ୍ୱର, ବରଗଡ, କଟକ, ବୌଦ୍ଧ, ଜଗତସିଂହପୁର, କନ୍ଧମାଳ, ଦେଓଗଡ, ଗଞ୍ଜାମ, ନବରଙ୍ଗପୁର, କେନ



ଆଜିଠାରୁ ଘଟଗାଁ ମା' ତାରିଣୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

BHAGYAPRABHA NEWS | ଓଡ଼ିଶା | | 10382 | Read...

ଆଜିଠାରୁ ଘଟଗାଁ ମା' ତାରିଣୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଆଜିଠାରୁ ମା' ତାରିଣୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। କେବଳ ପୂଜକ ଓ ସେବାୟତଙ୍କୁ ନେଇ ନୀତିକାନ୍ତି ଚାଲିବ। ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆସନ୍ତାକାଲିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷ



ଦିଗପହଣ୍ଡିର କଂଗ୍ରେସ ଯୁବନେତା ବିକାଶ ଏନ୍ଏସୟୁଆଇ ଜିଲ୍ଲା ସଭାପତି ଭାବେ ମନୋନୀତ

Kiran Behera | ଓଡ଼ିଶା | ଗଞ୍ଜାମ | 10380 | Read...

ଦିଗପହଣ୍ଡିର କଂଗ୍ରେସ ଯୁବନେତା ବିକାଶ ଏନ୍ଏସୟୁଆଇ ଜିଲ୍ଲା ସଭାପତି ଭାବେ ମନୋନୀତ

ଦିଗପହଣ୍ଡି ମାଟିର ସନ୍ତାନ ତଥା ଯୁବ କଂଗ୍ରେସ ନେତା ଏବଂ ଯୁବ ଆଇନଜୀବୀ ବିକାଶ ପଶୁପାଳକ କଂଗ୍ରେସ ଦଳର ଛାତ୍ର ସଂଗଠନ ଭାରତୀୟ ଜାତୀୟ ଛାତ୍ର ସଂଘ (ଏନ୍ଏସୟୁଆଇ)ର ଗଞ୍ଜାମ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଥିବା ଜଣାପଡିଛି । ସ



କରୋନା ଯୋଦ୍ଧା ପ୍ରଧାନ ଶିକ୍ଷକଙ୍କ ପରଲୋକ

Kiran Behera | ଓଡ଼ିଶା | ଗଞ୍ଜାମ | 10379 | Read...

କରୋନା ଯୋଦ୍ଧା ପ୍ରଧାନ ଶିକ୍ଷକଙ୍କ ପରଲୋକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୈାରାଞ୍ଚଳ ୨ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଚାଚା ନେହେରୁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ଯରତ ପ୍ରଧାନଶିକ୍ଷକ ହରି ବେହେରାଙ୍କ ଗତ ରାତିରେ ପରଲୋକ ହୋଇଯାଇଛି । ତାଙ୍କ ଘର ପଦ୍ମନାଭପୁର ଗ୍ରାମର ପ



ରାଜ୍ୟରେ ଗତ ୨୪ଘଣ୍ଟାରେ ୯ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 10377 | Read...

ରାଜ୍ୟରେ ଗତ ୨୪ଘଣ୍ଟାରେ ୯ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୯୮୮୯ କରୋନା ପଜିଟିଭ୍ ଚିହ୍ନଟ



ଆଜିଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ

BHAGYAPRABHA NEWS | ଓଡ଼ିଶା | | 10373 | Read...

ଆଜିଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଚେନ ଭାଙ୍ଗିବା ପାଇଁ ପୁଣି ଥରେ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜିଠାରୁ ମେ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ହୋଇଛି ଲକଡାଉନ କଟକଣା । ତେବେ ଗତବର୍ଷ ଭଳି ପରିସ୍ଥ



ସ୍ୱର୍ଗତ ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା

BHAGYAPRABHA NEWS | ଓଡ଼ିଶା | | 10371 | Read...

ସ୍ୱର୍ଗତ ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା

ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ 'ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର' ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: