ଓଡ଼ିଶା : Category News


ବଟେଶ୍ୱର ବେଳାଭୂମି କୂଳରେ ଡ଼ଲଫିନ ମୃତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2158 | Read...

ବଟେଶ୍ୱର ବେଳାଭୂମି କୂଳରେ ଡ଼ଲଫିନ ମୃତ

ଗଂଜାମ ଜିଲ୍ଲା ଗଞ୍ଜାମ ବ୍ଲକ କଣ୍ଟିଆଗଡ଼ ବଟେଶ୍ୱର ବେଳାଭୂମି କୂଳରେ ରେ ଏକ ମୃତ ଡ଼ଲଫିନ ପଡିଥିବାର ଦେଖିବାକୁ ମିଳିଛି । ଆଜି କିଛି ଯୁବକ ସମୁଦ୍ର କୁ ବୁଲିବାକୁ ଯାଇଥିବା ବେଳେ ଏହି ମୃତ ଡ଼ଲଫିନ ଟିକୁ ଦେଖିବାକୁ ପାଇଥିଲେ ।



ରକ୍ତ ଦାନ କଲେ ରକ୍ ଷ୍ଟାର ଡ୍ୟାନ୍ସ୍ ଏକାଡେମୀର ସଦସ୍ୟ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2156 | Read...

 ରକ୍ତ ଦାନ କଲେ ରକ୍ ଷ୍ଟାର ଡ୍ୟାନ୍ସ୍ ଏକାଡେମୀର ସଦସ୍ୟ

ବ୍ରହ୍ମପୁର ସବୁଜ ବାହିନୀ , ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠବନ୍ଧ),ମାରଓ୍ବାଡି ମହିଳା ସମିତି , ନେଚର ଲଭର୍ସ ଓଡିଶା , ବକ୍ସିଂ ଓଡିଶାର ମିଳିତ ଆନୁକୂଲ୍ୟରେ ଏବଂ ରକ୍ ଷ୍ଟାର ଡ୍ୟାନ୍ସ୍ ଏକାଡେମୀ ର ସହଯୋଗରେ ପ୍ରବଳ ଗ୍ରୀଷ୍ମରେ ରକ



ସମସ୍ତ ରାଜ୍ୟକୁ ଜାତୀୟ ସ୍ତରୀୟ ଆର୍ଲଟ ଘୋଷଣା

Bhagyaprabha News Bureau | ଓଡ଼ିଶା | | 2155 | Read...

ସମସ୍ତ ରାଜ୍ୟକୁ ଜାତୀୟ ସ୍ତରୀୟ ଆର୍ଲଟ ଘୋଷଣା

ଆସନ୍ତାକାଲି ଭୋଟ୍‌ ଗଣତି ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ଜାତୀୟ ସ୍ତରୀୟ ଆର୍ଲଟ ଘୋଷଣା ହୋଇଛି। ଶୃଙ୍ଖଳତାର ସହ ଭୋଟ୍‌ ଗଣତି କାର୍ଯ୍ୟ ସାଧନ କରିବାକୁ ଏହି ଆର୍ଲଟ ଜାରି କରାଯାଇଛି। ଗୃହ ମନ୍ତ୍ରାଳୟ ପକ୍ଷ



ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଜାରୀ

Bhagyaprabha News Bureau | ଓଡ଼ିଶା | | 2154 | Read...

ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଜାରୀ

ରାଜ୍ୟର ୧୪ଟି ସହରର ତାପମାତ୍ରା ବୁଧୁବାର ଅସହ୍ୟ ହୋଇପଡ଼ିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତାଳଚେରରେ ଆଜି ସର୍ବାଧିକ ତାପମାତ୍ରା ୪୪.୩ ଡିଗ୍ରି ରେକର୍ଡ କରାଯାଇଛି। ବଲାଙ୍ଗୀର ସ



କ୍ୟାଟ୍‌ରେ ଗ୍ରୀଷ୍ମ ଅବକାଶ

Bhagyaprabha News Bureau | ଓଡ଼ିଶା | | 2144 | Read...

କ୍ୟାଟ୍‌ରେ ଗ୍ରୀଷ୍ମ ଅବକାଶ

କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ(କ୍ୟାଟ୍)ରେ ଗ୍ରୀଷ୍ମ ଅବକାଶ ଆରମ୍ଭ ହୋଇଛି। ଅବକାଶ ପରେ କ୍ୟାଟ୍ ଜୁନ୍ ୧୭ ତାରିଖ ଦିନ ଖୋଲିବ। ଗ୍ରୀଷ୍ମ ଅବକାଶ ସମୟରେ ମେ’ ୩୦, ଜୁନ୍ ୬ ଓ ଜୁନ୍ ୧୨ରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରି



ବିଭିନ୍ନ ସଙ୍ଗଠନ ପକ୍ଷରୁ ଭଞ୍ଜନଗର ବନ୍ଦ ଡାକରା

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2139 | Read...

ବିଭିନ୍ନ ସଙ୍ଗଠନ ପକ୍ଷରୁ  ଭଞ୍ଜନଗର ବନ୍ଦ ଡାକରା

ଓଡିଶା ସଡକ ରାଜ୍ୟ ପରିବହନ ନିଗମ ଭଞ୍ଜନଗର ଶାଖା କର୍ମଚାରୀଙ୍କୁ ୭ ମାସର ଦରମା ପ୍ରଦାନ କରିବା ଦାବିରେ ଆଜି ଭଞ୍ଜନଗରରେ ବନ୍ଦ ଡାକରା ଦିଆଯାଇଛି | ଏହା ସହ ଭଞ୍ଜନଗର ୟୁନିଟକୁ ଅନ୍ୟତ୍ର ସ୍ଥାନାନ୍ତର ନିର୍ଦ୍ଦେଶକୁ ପ୍ରତ୍ୟାହା



ୱାଗନ୍ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍

Bhagyaprabha News Bureau | ଓଡ଼ିଶା | | 2135 | Read...

ୱାଗନ୍ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଧାରୁଆଡିହି-ବାମରା ଷ୍ଟେସନ ମଝିରେ ଘଟିଛି ଏଭଳି ଘଟଣା। ବ୍ରଜରାଜନଗରରୁ ପଶ୍ଚିମବଙ୍ଗର ପୋଲାଘାଟ ଯିବା ବେଳେ ଟ୍ରେନର ୫ଟି ଓ୍ଵାଗନ୍ ଛାଡ଼ି ପ୍ରାୟ ଅଧା କିଲୋମିଟର ଆଗକୁ ପଳାଇଥିଲା ଟ୍ରେନ



୧୯ ଦିନ ପରେ ଆଜି ଖୋଲିବ ନନ୍ଦନକାନନ

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 2134 | Read...

୧୯ ଦିନ ପରେ ଆଜି ଖୋଲିବ ନନ୍ଦନକାନନ

ବାତ୍ୟା 'ଫନି' ପରେ ବନ୍ଦ ରହିଥିବା ନନ୍ଦନକାନନ ଆଜି ୧୯ ଦିନ ପରେ ଖୋଲିବ । ବୈଷୟିକ କମିଟିର ସଦସ୍ୟମାନେ ନନ୍ଦନକାନନ ପରିସର ବୁଲି ସ୍ଥିତି ଯାଞ୍ଚ କରି ସବୁଜ ସଂକେତ ଦେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। କମିଟିର ଅଧ୍ୟକ୍ଷ ଏ



ମାଟ୍ରିକ ଫଳ: ଝାରସୁଗୁଡ଼ାରେ ପାସହାର ସର୍ବାଧିକ , କୋରାପୁଟରେ ସର୍ବନିମ୍ନ

Bhagyaprabha News Bureau | ଓଡ଼ିଶା | | 2133 | Read...

ମାଟ୍ରିକ ଫଳ: ଝାରସୁଗୁଡ଼ାରେ ପାସହାର  ସର୍ବାଧିକ , କୋରାପୁଟରେ ସର୍ବନିମ୍ନ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏ ବର୍ଷ ପାସହାର ୭୦.୭୮ ରହିଛି। ହେଲେ ଗତବର୍ଷର ପାସହାର ତୁଳନାରେ ଚଳିତ ବର୍ଷ ୫.୯ ପ୍ରତିଶତ କମିଛି। ଗତ ବର୍ଷ ୭୬.୨୩ ପ୍ରତ



ଅସହ୍ୟ ତାତିରେ ଜଳୁଛି ଓଡ଼ିଶା , ଜନଜୀବନ ଅସ୍ତବ୍ୟସ୍ତ

Bhagyaprabha News Bureau | ଓଡ଼ିଶା | ମୟୁରଭଞ୍ଜ | 2127 | Read...

ଅସହ୍ୟ ତାତିରେ ଜଳୁଛି  ଓଡ଼ିଶା ,  ଜନଜୀବନ  ଅସ୍ତବ୍ୟସ୍ତ

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ଖରାର ପ୍ରକୋପ ବଢିବାରେ ଲାଗିଛି । ସୋନପୁର, ବଲାଙ୍ଗିର, ଝାରସୁଗୁଡା, ନୂଆପଡା, ବଲାଙ୍ଗୀର, ବୌଦ୍ଧ ଆଦି ଅଞ୍ଚଳରେ ଅତ୍ୟଧିକ ଗରମ ଓ ଗୁଳୁଗୁଳି ଅ



ରାଜଧାନୀରେ ଜଳିବ ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 2124 | Read...

ରାଜଧାନୀରେ ଜଳିବ ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍

ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ରାଜଧାନୀ ଭୁବନେଶ୍ୱର। ରାଜଧାନୀରେ ଅଧାରୁ ଅଧିକ ଗଛ ଭାଙ୍ଗିପଡ଼ିଥିବା ବେଳେ ଅନେକ ସଂଖ୍ୟାରେ ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିଛି। ଏହାପରେ ପ୍ରଶାସନ ଲାଗି ପ୍ରଥମ ପ



ସମଲିଙ୍ଗୀଙ୍କୁ ବିବାହ କରିବେ ଦୌଡରାଣୀ

Bhagyaprabha News Bureau | ଓଡ଼ିଶା | | 2118 | Read...

ସମଲିଙ୍ଗୀଙ୍କୁ ବିବାହ କରିବେ ଦୌଡରାଣୀ

ଓଡ଼ିଆ ଆଥଲେଟ ଦୂତୀ ଚାନ୍ଦ ଜଣେ ସମଲିଙ୍ଗୀଙ୍କୁ ବିବାହ କରିବେ। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦୂତୀ ନିଜ ଜୀବନ ବାବଦରେ ଏମିତି ଏକ ବଡ ଘୋଷଣା କରିଛନ୍ତି।"ମୁଁ ସେ ଝିଅ ସହ ୪ ବର୍ଷ ହେବ ସମ୍ପର୍କରେ ଅଛି। ସେ ମୋ ସହ ସବୁବେ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: