ଓଡ଼ିଶା : Category News


ପୋଲସରା ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି ଦେଖିଲେ ଜିଲ୍ଲାପାଳ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 7327 | Read...

ପୋଲସରା ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି ଦେଖିଲେ ଜିଲ୍ଲାପାଳ

କୋଭିଡ-୧୯କୁ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ପୋଲସରା ବ୍ଳକର ପ୍ରାୟ ୧୨ ପଞ୍ଚାୟତ ଗସ୍ତ କରିଛନ୍ତି। ମଥୁରା, କଳମ୍ବ, ହାତିଓଟ, ରୁମାଗଡ଼, ମନ୍ଦାର, କେନ୍ଦୁବାଡି, କଣଛାଇ, ଚିରିକିପଡାସାସନ, ମାଲତେନ୍ତୁଳି



ଆଜିଠାରୁ ଶ୍ରୀମନ୍ଦିରରେ ପଟିଦିଅଁ ପୂଜା

BHAGYAPRABHA NEWS | ଓଡ଼ିଶା | ପୁରୀ | 7326 | Read...

ଆଜିଠାରୁ  ଶ୍ରୀମନ୍ଦିରରେ ପଟିଦିଅଁ ପୂଜା

ସ୍ନାନମଣ୍ଡପରେ ୧୦୮ଗଡୁ ଜଳରେ ସ୍ନାନ ଯୋଗୁଁ ଅସୁସ୍ଥ ହୋଇପଡିଛନ୍ତି ଦାରୁବ୍ରହ୍ମ। ଶ୍ରୀମନ୍ଦିର ଅଣସରଘରେ ପ୍ରଭୁଙ୍କ ଗୁପ୍ତସେବା ଆରମ୍ଭ ହୋଇଛି। ଏଥିପାଇଁ ଶନିବାରଠାରୁ ପଟିଦିଅଁଙ୍କୁ ପୂଜା କରାଯିବ। ମହାପ୍ରଭୁ ଶ୍ରୀଜଗନ୍



ରାଜ୍ୟରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 7324 | Read...

ରାଜ୍ୟରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୧୪ ଟି ଜିଲ୍ଲାରୁ ଆଉ ୧୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚି ଯାଇଛି। ତେବ



ଶ୍ରୀ ଅଲାରନାଥଙ୍କ ମନ୍ଦିର ପରିସରରେ ୧୪୪ ଧାରା ଜାରି

BHAGYAPRABHA NEWS | ଓଡ଼ିଶା | ପୁରୀ | 7321 | Read...

ଶ୍ରୀ ଅଲାରନାଥଙ୍କ ମନ୍ଦିର ପରିସରରେ ୧୪୪ ଧାରା ଜାରି

ଶ୍ରଦ୍ଧାଳୁଙ୍କ ବିନା ଆଜିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଆରମ୍ଭ ହେବ । ସ୍ନାନ ପୂର୍ଣ୍ଣମୀରେ ଚତୁର୍ଦ୍ଧା ବିଗ୍ରହ ଅଣସର ପିଣ୍ତିକୁ ବିଜେ କରିଛନ୍ତି। ୧୫ ଦିନ ଶ୍ରୀବିଗ୍ରହ ଅଣସର ପିଣ୍ତିରେ ରହିବେ। ଏହି ଅଣସର କାଳରେ ପୁରୀ ଜିଲ



ଆଜିଠାରୁ ୧୧ ଜିଲ୍ଲାରେ ୪୮ଘଣ୍ଟିଆ ସଟ୍‌ଡାଉନ୍‌

BHAGYAPRABHA NEWS | ଓଡ଼ିଶା | | 7320 | Read...

ଆଜିଠାରୁ ୧୧ ଜିଲ୍ଲାରେ ୪୮ଘଣ୍ଟିଆ ସଟ୍‌ଡାଉନ୍‌

କରେନା ସଂକ୍ରମଣ ରୋକିବାକୁ ଆଜି କାଲି ଦୁଇ ଦିନ ଧରି୧୧ ଜିଲ୍ଲାରେ ସଟ୍‌ଡାଉନ୍‌ ଜାରି କରାଯାଇଛି । ଏହି ସଟ୍‌ଡାଉନ୍‌କୁ କଡାକଡି ପାଳନ ପାଇଁ ପୋଲିସ୍‌ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ଓ ଚେକିଂ ମଧ୍ୟ କରାଯାଉଛି । ତେବେ



ବ୍ରହ୍ମପୁର ଟ୍ରାଫିକ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 7318 | Read...

ବ୍ରହ୍ମପୁର ଟ୍ରାଫିକ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

ଲକ୍‌ଡ଼ାଉନ୍ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଟ୍ରାଫିକ ଥାନାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ଟ୍ରାଫିକ ଡିଏସପି ସାର୍ଥକ ରାୟ, ରକ୍ତ ଦ



ରାଜ୍ୟରେ ୧୨୩ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7317 | Read...

ରାଜ୍ୟରେ ୧୨୩ କରୋନା ଆକ୍ରାନ୍ତ  ସୁସ୍ଥ

ରାଜ୍ୟରେ ଏକାଥରେ କରୋନାରୁ ସୁସ୍ଥ ହେଲେ ୧୨୩ ଆକ୍ରାନ୍ତ । ଏହି ନୂଆ ସୁସ୍ଥଙ୍କ ସଂଖ୍ୟା ମିଶାଇ ରାଜ୍ୟରେ ମୋଟ୍ ୧୬୦୪କୁ ବୃଦ୍ଧି ପାଇଛି ସୁସ୍ଥଙ୍କ ସଂଖ୍ୟା । ଗଞ୍ଜାମରୁ ୩୫ , କଟକରୁ ୨୨ , ନୂଆପଡ଼ାରୁ ୧୪ , ବଲାଙ୍ଗୀରରୁ ୧୪ , ଖୋର୍ଦ୍



ସ୍ନାନ ମଣ୍ଡପରୁ ଗଜାନନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

BHAGYAPRABHA NEWS | ଓଡ଼ିଶା | କନ୍ଧମାଳ | 7316 | Read...

ସ୍ନାନ ମଣ୍ଡପରୁ ଗଜାନନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ସମ୍ପୂର୍ଣ୍ଣ ନୀତିଵିଧି ସହକାରେ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ କନ୍ଧମାଳ ଜିଲ୍ଲା ବାଲିଗୁଡା ଜଗନ୍ନାଥ ମନ୍ଦିର ପରିସରରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଦେବସ୍ନାନ



ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପକ୍ଷରୁ ଶୋକସଭା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 7315 | Read...

ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପକ୍ଷରୁ ଶୋକସଭା

ବ୍ରହ୍ମପୁର ସହରରଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ଏବଂ "ଜାତୀୟ ସଙ୍ଗୀତ କଳା କେନ୍ଦ୍ର"ର ମିଳିତ ଆନୁକୁଲ୍ୟରେ ସଂସ୍କୃତିପ୍ରାଣା ବ୍ୟକ୍ତିତ୍ଵ ଅଲେଖ ଚୌଧୁରୀଙ୍କ ବିୟୋଗରେ ଏକ ଶୋକସଭା



ଗ୍ରୀନ ରିଭୋଲ୍ୟୁଶନ୍ କ୍ଲବ ପକ୍ଷରୁ ବୃକ୍ଷ ରୋପଣ

Kiran Behera | ଓଡ଼ିଶା | ଗଞ୍ଜାମ | 7314 | Read...

ଗ୍ରୀନ ରିଭୋଲ୍ୟୁଶନ୍ କ୍ଲବ ପକ୍ଷରୁ ବୃକ୍ଷ ରୋପଣ

ଦିଗପହଣ୍ଡି ସ୍ଥିତ ଗ୍ରୀନ ରିଭୋଲ୍ୟୁଶନ କ୍ଲବ ପକ୍ଷରୁ ଶୁକ୍ରବାର ଦିନ ବିଶ୍ଵ ପରିବେଶ ଦିବସ ଅବସରରେ ବୃକ୍ଷ ଚାରା ରୋପଣ କରାଯାଇଛି । କ୍ଲବ ସମ୍ପାଦକ ଭି. ପ୍ରମୋଦ କୁମାର ରାଜୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ



କେଦାରପୁରଠାରେ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ ଓ ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ୱ କାର୍ଯ୍ୟକ୍ରମ

Kiran Behera | ଓଡ଼ିଶା | ଗଞ୍ଜାମ | 7313 | Read...

କେଦାରପୁରଠାରେ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ ଓ ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ୱ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ପଞ୍ଚାୟତର କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ବିଶ୍ଵ ପରିବେଶ ଦିବସ ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯିବା ସହିତ ମି



ମା' ସିଂହାସନି ପୀଠରେ ରଜ ପର୍ବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 7312 | Read...

ମା' ସିଂହାସନି ପୀଠରେ ରଜ ପର୍ବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୋଲସରା ବ୍ଲକ ଅନ୍ତର୍ଗତ ମା' ସିଂହାସନି ପୀଠରେ ରଜ ପର୍ବ ଉପଲକ୍ଷେ ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତବୈଠକରେ ରଜ ପର୍ବରେ ହଜାର ହଜାର ଭକ୍ତ ମାନଙ୍କ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: