ଓଡ଼ିଶା : Category News


ଗ୍ରୀଷ୍ମ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ, ୯ ସହରରେ ୪୦ ଉପରେ ପାରଦ

Bhagyaprabha News Bureau | ଓଡ଼ିଶା | | 1938 | Read...

 ଗ୍ରୀଷ୍ମ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ, ୯ ସହରରେ ୪୦ ଉପରେ ପାରଦ

ଫନି ପର ଦିନଠୁ ସାରା ରାଜ୍ୟରେ ଗରମ ଗୁଳୁଗୁଳି ବଢ଼ିବାରେ ଲାଗିଛି। ଅନେକ ସହରର ତାମପାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଉଛି।ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁସାରେ ଆଜି ଦିନ ୧୧ଟା ସୁଦ୍ଧା ୯ଟି ସହରର ତାପମାତ୍ରା ୪୦ଡି



୧୨ତାରିଖ ସୁଦ୍ଧା ଭୁବନେଶ୍ୱରରେ ସରିବ ବିଦ୍ୟୁତ ଯୋଗାଣ କାର୍ଯ୍ୟ

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 1935 | Read...

୧୨ତାରିଖ ସୁଦ୍ଧା ଭୁବନେଶ୍ୱରରେ ସରିବ ବିଦ୍ୟୁତ ଯୋଗାଣ କାର୍ଯ୍ୟ

ଆସନ୍ତା ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରର ବିଦ୍ୟୁତ ଯୋଗାଣ କାମ ସଂପୂର୍ଣ୍ଣ ହେବ। ଏହାସହ ପୁରୀରେ ୧୨ତାରିଖରୁ ବିଦ୍ୟୁତ ଯୋଗାଣ କାମ ଆରମ୍ଭ ହେବ। କିନ୍ତୁ ପୁରୀରେ କାମ ସଂପୂର୍ଣ୍ଣ ହେବାକୁ ବେଶ କିଛି ଦିନ ଲାଗିଯିବ। ବର୍ତ୍ତମା



ଶୁଟିଂ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ

Bhagyaprabha News Bureau | ଓଡ଼ିଶା | | 1932 | Read...

ଶୁଟିଂ ପ୍ରତିଯୋଗିତାରେ  ସ୍ବର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ

ଓଡିଶାର ନାମ ରଖିଲେ ଓଡିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ ।ଓଡ଼ିଆ ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ ଓଡ଼ିଶା ତଥା ସମଗ୍ର ଭାରତ ପାଇଁ ଗୌରବ ଆଣିଦେଇଛନ୍ତି। ଚେକ୍‌ ରିପବ୍ଲିକ ଗ୍ରାଁପି ଲିବରେଶନ ଶୁଟିଂ ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣ ପ



ଶ୍ରୀମନ୍ଦିରର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା

Bhagyaprabha News Bureau | ଓଡ଼ିଶା | ପୁରୀ | 1931 | Read...

ଶ୍ରୀମନ୍ଦିରର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା

ପୁରୀ ଶ୍ରୀମନ୍ଦିରର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା। ସାମୁଦ୍ରିକ ଜଡ 'ଫନି'କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗତ ୧ ତାରିଖରେ ୫ ହାତିଆ ବାନା ଲଗାଯାଇଥିଲା । ଯାହାକି ଆଜି ବଦଳାଇ ପୁଣି ୧୪ ହାତିଆ ବାନା ବାନ୍



ଫୋନିର ସ୍ଥିତି ସମ୍ପର୍କରେ ଏନ୍.ଡ଼ି.ଆର୍.ଏଫ୍. ଡ଼ିଜିଙ୍କ ସହ କଥାହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Bhagyaprabha News Bureau | ଓଡ଼ିଶା | | 1930 | Read...

ଫୋନିର ସ୍ଥିତି ସମ୍ପର୍କରେ ଏନ୍.ଡ଼ି.ଆର୍.ଏଫ୍. ଡ଼ିଜିଙ୍କ ସହ କଥାହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟରେ ସାମୁଦ୍ରିକ ଝଡ ଫୋନି ପ୍ରଭାବିତ ଅଂଚଳରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟର ପ୍ରଗତି ସଂର୍ପକରେ ଏନ୍.ଡ଼ି.ଆର୍.ଏଫ୍.ର ଡ଼ିଜି ଏସ୍.ଏନ୍. ପ୍ରଧାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।



ପୁରୀକୁ ଆରମ୍ଭ ହେଉଛି ରେଳ ସେବା

Bhagyaprabha News Bureau | ଓଡ଼ିଶା | | 1929 | Read...

ପୁରୀକୁ ଆରମ୍ଭ ହେଉଛି ରେଳ ସେବା

ପୁରୀକୁ ସ୍ୱାଭାବିକ ହେଉଛି ଟ୍ରେନ୍ ସେବା। ଦୁଇ ଦିନ ଧରି ଖୋର୍ଦ୍ଧା ରୋଡରୁ ପୁରୀକୁ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ କରିବା ପରେ ସ୍ଥିତିରେ କିଛିଟା ସୁଧାର ଆସିଛି। ପୁରୀରୁ ୩ଟି ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ କରିଛି। ନି



ଆସନ୍ତା ସୋମବାର ଠାରୁ ସ୍ୱାଭାବିକ ଭାବେ ଚାଲିବ ହାଇ‌କୋର୍ଟ କାର୍ଯ୍ୟ

Bhagyaprabha News Bureau | ଓଡ଼ିଶା | କଟକ | 1927 | Read...

ଆସନ୍ତା ସୋମବାର ଠାରୁ ସ୍ୱାଭାବିକ ଭାବେ ଚାଲିବ ହାଇ‌କୋର୍ଟ କାର୍ଯ୍ୟ

ପୂର୍ବରୁ ଫନିକୁ ଦୃଷ୍ଟିରେ ରଖି ପ୍ରଥମେ ମେ'୨ ଓ ୩ ତାରିଖକୁ ହାଇକୋର୍ଟ ଛୁଟି ଘୋଷଣା କରିଥିଲେ ।ଏହା ପରେ ଫନି ପ୍ରଭାବରେ କଟକ ସହର ସହିତ ବିଭିନ୍ନ ଜିଲ୍ଲା ଧ୍ୱସ୍ତବିଧ୍ୱସ୍ତ ହୋଇ ପଡିଥିଲା । ଏପରି ପରିସ୍ଥିତିକୁ ଦୃଷ୍ଟିରେ



ଭିଡ଼ିଓ କନଫରେସିଂ ମାଧ୍ୟମରେ ଫୋନୀର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

Bhagyaprabha News Bureau | ଓଡ଼ିଶା | | 1926 | Read...

 ଭିଡ଼ିଓ କନଫରେସିଂ ମାଧ୍ୟମରେ ଫୋନୀର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ସାମୁଦ୍ରିକ ଝଡ ଫୋନିରେ ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବିଦ୍ୟୁତ୍ ଓ ମୋବାଇଲ ସେବା ପୁନଃରୁଦ୍ଧାରରେ ଅଗ୍ରଗତି ନେଇ କ୍ୟାବିନେଟ୍ ସଚିବଙ୍କ ପ୍ରଦୀପ କୁମାର ସିହ୍ନାଙ୍କୁ ସହ ସଚିବାଳୟରୁ ଭିଡ଼ିଓ କନଫରେସିଂ ଜରିଆରେ



ଜେ.ଡି.ଟି ଡ୍ୟାନ୍ସ ଏକୋଡେମୀ ପକ୍ଷରୁ ଲୋକକଳା ସମ୍ମାନ ଉତ୍ସବ

Bhagyaprabha News Bureau | ଓଡ଼ିଶା | | 1925 | Read...

 ଜେ.ଡି.ଟି ଡ୍ୟାନ୍ସ ଏକୋଡେମୀ  ପକ୍ଷରୁ ଲୋକକଳା ସମ୍ମାନ ଉତ୍ସବ

ବ୍ରହ୍ମପୁର ର ଅନନ୍ୟ ଅନୁଷ୍ଠାନ ଜେ.ଡି.ଟି ଡ୍ୟାନ୍ସ ଏକୋଡେମୀ ପକ୍ଷରୁ ଲୋକକଳା ସମ୍ମାନ ଉତ୍ସବ ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ସହରର ହିଲପାଟଣା ସ୍ଥିତ ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉନ୍ନୟ



ଫୋନି ପ୍ରଭାବିତ ଅଞ୍ଚଳରେ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ବ୍ୟାଙ୍କ କାର୍ଯ୍ୟ

Bhagyaprabha News Bureau | ଓଡ଼ିଶା | | 1924 | Read...

ଫୋନି ପ୍ରଭାବିତ ଅଞ୍ଚଳରେ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ବ୍ୟାଙ୍କ କାର୍ଯ୍ୟ

ବାତ୍ୟା 'ଫନି' ପ୍ରଭାବିତ ଅଞ୍ଚଳରେ ଅପରାହ୍ନ ୪ଟା ବଦଳରେ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ ବ୍ୟାଙ୍କ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଗ୍ରାହକମାନେ ସନ୍ଧ୍ୟା ୬ଟା ଯାଏଁ ବ୍ୟାଙ୍କିଙ୍ଗ୍ ସୁବିଧା ପାଇ ପ



ଫୋନିର କ୍ଷତିଗ୍ରସ୍ଥଙ୍କୁ ସାହାର୍ଯ୍ୟର ହାତ ବଢାଇଲେ କିନ୍ନର

Bhagyaprabha News Bureau | ଓଡ଼ିଶା | | 1917 | Read...

ଫୋନିର କ୍ଷତିଗ୍ରସ୍ଥଙ୍କୁ ସାହାର୍ଯ୍ୟର ହାତ ବଢାଇଲେ କିନ୍ନର

ପ୍ରଳୟଙ୍କରୀ ବାତ୍ୟା ଫନି ଛଡ଼ାଇ ନେଇଛି ଅନେକ ଧନଜୀବନ। ନଷ୍ଟ ହୋଇଯାଇଛି ଅନେକ ଘରଦ୍ୱାର। କ୍ଷତିର ମାତ୍ରା ଏତେ ଅଧିକ ଯେ ଏହାର ପରିକଳ୍ପନା କରିବା ଅସମ୍ଭବ। ତେବେ ସବୁ କ୍ଷତିଗ୍ରସ୍ତଙ୍କ ପାଖରେ ପ୍ରଶାସନ ପହଞ୍ଚି ସେମାନଙ୍କୁ



ଆରଏସଏସ ପକ୍ଷରୁ ପୁରୀରେ ରନ୍ଧା ଖାଦ୍ୟ ବିତରଣ

Bhagyaprabha News Bureau | ଓଡ଼ିଶା | ପୁରୀ | 1915 | Read...

ଆରଏସଏସ ପକ୍ଷରୁ ପୁରୀରେ ରନ୍ଧା ଖାଦ୍ୟ ବିତରଣ

ସାମୁଦ୍ରିକ ଝଡ ଫଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଓ ଦାଣ୍ଡମୁକୁନ୍ଦପୁରରେ ଆରଏସ୍ଏସ୍ ତରଫରୁ ତିନିଦିନ ଧରି ରନ୍ଧାଖାଦ୍ୟ ବିତରଣ ହେଉଅଛି । ପୁରୀର ଘୋଡାବଜାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦି ରରେ ୫ ତାରିଖ ଦିନ ରନ୍ଧା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: