ଓଡ଼ିଶା : Category News


ପୂର୍ବତନ ସଂସ୍କୃତି ସଚିବ ଗୋପୀନାଥ ମହାନ୍ତିଙ୍କ ପରଲୋକ

BHAGYAPRABHA NEWS | ଓଡ଼ିଶା | | 10419 | Read...

ପୂର୍ବତନ ସଂସ୍କୃତି ସଚିବ ଗୋପୀନାଥ ମହାନ୍ତିଙ୍କ ପରଲୋକ

ପୂର୍ବତନ ସଂସ୍କୃତି ବିଭାଗ ସଚିବ ତଥା ବରିଷ୍ଠ ଆଇଏଏସ୍‌ ଅଫିସର ଗୋପୀନାଥ ମହାନ୍ତି(୭୨)ଙ୍କ ସୋମବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ପୂର୍ବତନ ସଚି



ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 10417 | Read...

ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ

ରାଜ୍ୟର ଜଣେ ରୋଗୀଙ୍କ ଠାରେ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି। ଚିହ୍ନଟ ରୋଗୀ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଥିବା ସୂଚନା ମିଳିଛି। ରୋଗୀଙ୍କ



ପରିବା ବଜାର ଭିଡ ନିୟନ୍ତ୍ରଣ ପାଇଁ ବ୍ରହ୍ମପୁର ପୋଲିସର କଡା ଆଭିମୁଖ୍ୟ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 10414 | Read...

ପରିବା ବଜାର ଭିଡ ନିୟନ୍ତ୍ରଣ ପାଇଁ ବ୍ରହ୍ମପୁର ପୋଲିସର କଡା ଆଭିମୁଖ୍ୟ

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ଏବଂ ଏହାକୁ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ୧୫ ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି । ଏହି ଲକ ଡାଉନ ମଧ୍ୟରେ ପନିପରିବା, ମାଛ, ମାଂସ, କ୍ଷୀର ପରି ବିଭିନ୍ନ ଅତ୍ୟାବଶକୀୟ ଦ



ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

BHAGYAPRABHA NEWS | ଓଡ଼ିଶା | | 10411 | Read...

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିବ। ଏହାପରେ ରାଜ୍ୟରେ ଧୀରେଧୀରେ ତାତି ବଢ଼ିବ ଓ ପାଖାପାଖି ୩ ଡିଗ୍ରି ପର୍ଯ୍ୟନ୍ତ ପାରଦ ସ୍ତରରେ ବୃଦ୍ଧି ଦେଖାଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍



ରାଜ୍ୟରେ ପୁଣି ୧୦ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

BHAGYAPRABHA NEWS | ଓଡ଼ିଶା | | 10410 | Read...

ରାଜ୍ୟରେ ପୁଣି ୧୦ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ଗତ ୨୪ ଘଂଟାରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬୬୨୩ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୩୪୦୮ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ



ଅନ୍ତର୍ଜାତୀୟ ମାତୃ ଦିବସ ଅବସରରେ ସଚେତନତା ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସତ୍ୟ ମହାରଣା

Gouri Shankar Mishra | ଓଡ଼ିଶା | | 10409 | Read...

ଅନ୍ତର୍ଜାତୀୟ ମାତୃ ଦିବସ ଅବସରରେ ସଚେତନତା ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସତ୍ୟ ମହାରଣା

ଆଜି ଅନ୍ତର୍ଜାତୀୟ ମାତୃ ଦିବସ । ମା ମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ବିଶ୍ୱ ମାତୃ ଦିବସ ଭାବରେ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷ କରୋନା ମହାମାରୀ ମଧ୍ୟରେ ଏହି ଦିବସ ପାଳନ କରାଯ



କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 10405 | Read...

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି

କଳା ଓ କଳାକାର ହୀତୈଷୀ ମହାମଞ୍ଚ "ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ତରଫରୁ ଭିଡ଼ିଓ କନ୍ଫରେନ୍ସ ଯୋଗେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାର



ଆଜି ନିର୍ଦ୍ଧାରଣ ହେବ ଆସାମର ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 10404 | Read...

ଆଜି ନିର୍ଦ୍ଧାରଣ ହେବ ଆସାମର ମୁଖ୍ୟମନ୍ତ୍ରୀ

ଗତ ୨ ତାରିଖରେ ଆସାମର ୧୨୬ ସସସ୍ୟ ବିଶିଷ୍ଟ ବିଧାନସଭାର ନିର୍ବଚନୀ ଫଳାଫଳ ଆସିବା ପରେ ବି ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ନିର୍ଦ୍ଧାରଣ ହୋଇପାରି ନାହିଁ । ଏହାରି ଉପରେ ନିଷ୍ପତ୍ତି ନେବା ପାଇଁ ଆଜି ଆସାମର ବର୍ତ୍ତମାନ ମୁଖ୍ୟ



ଲୋକସେବା ଭବନରେ ଖୋଲିବ କୋଭିଡ୍‌ ଟିକାକରଣ କେନ୍ଦ୍ର

BHAGYAPRABHA NEWS | ଓଡ଼ିଶା | | 10403 | Read...

ଲୋକସେବା ଭବନରେ ଖୋଲିବ କୋଭିଡ୍‌ ଟିକାକରଣ କେନ୍ଦ୍ର

ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କୁ କୋଭିଡ ଟିକା ଦେବା ପାଇଁ ଲୋକସେବା ଭବନରେ ହେବ ଟିକାକରଣ କେନ୍ଦ୍ର। ଏନେଇ ଲୋକସେବା ଭବନ ପରିସରରେ ଆବଶ୍ୟକ ସ୍ଥାନ ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭ



ରାଜ୍ୟରେ ୨୪ ଘଂଟାରେ ୧୨ , ୨୩୮ ପଜିଟିଭ ଚିହ୍ନଟ, ୧୯ ମୃତ ।

BHAGYAPRABHA NEWS | ଓଡ଼ିଶା | | 10402 | Read...

ରାଜ୍ୟରେ ୨୪ ଘଂଟାରେ ୧୨ , ୨୩୮ ପଜିଟିଭ ଚିହ୍ନଟ, ୧୯ ମୃତ ।

ଦୈନିକ ସଂକ୍ରମଣରେ ଆଉ ଏକ ଅଲୋଡ଼ା ରେକର୍ଡ । ୨୪ ଘଂଟାରେ ରାଜ୍ୟରେ ୧୨,୨୩୮ ନୂଆ ମାମଲା । ପ୍ରତିଦିନ ବଦଳୁଛି ରାଜ୍ୟର କରୋନା ମ୍ୟାପ୍ । ରେଡ୍ ଜୋନରେ ଥିବା ୨୩ ଜିଲ୍ଲାରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ତେବେ ଖୋର୍ଦ୍ଧା ଓ ସୁନ୍ଦ



କରୋନା କବଳରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପରିବାର

BHAGYAPRABHA NEWS | ଓଡ଼ିଶା | | 10401 | Read...

କରୋନା କବଳରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପରିବାର

କରୋନା କବଳରୁ ବାଦ୍ ପଡିନି ବଲିଉଡ ଜଗତ। ଏଭଳି ସମୟରେ ଶିଳ୍ପା ସେଟ୍ଟୀଙ୍କ ସମେତ ତାଙ୍କ ପୂରା ପରିବାର ମଧ୍ୟ ଶୁକ୍ରବାର ଦିନ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏ ସମ୍ପର୍କରେ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେ



କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 10400 | Read...

 କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

କରୋନାରେ ଖବର ସଂଗ୍ରହ କରୁ କରୁ ମହାମାରୀର ଶିକାର ହୋଇଯାଇଛନ୍ତି ଗଞ୍ଜାମ ଜିଲ୍ଲାର ସାମ୍ବାଦିକ ପ୍ରଦୀପ ସାହୁ । ଗତ କିଛି ଦିନ ହେଲା ସେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ଶେଷରେ କରୋନା ସହ ଲଢ଼େଇ କରି କରି ଆଖ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: