ଓଡ଼ିଶା : Category News


ରଥଯାତ୍ରା କୁ ସୁପ୍ରିମକୋର୍ଟଙ୍କ ଅନୁମତି -ବଡ଼ଦାଣ୍ଡରେ ଗଡ଼ିବ ରଥ

BHAGYAPRABHA NEWS | ଓଡ଼ିଶା | ପୁରୀ | 7588 | Read...

ରଥଯାତ୍ରା କୁ ସୁପ୍ରିମକୋର୍ଟଙ୍କ ଅନୁମତି -ବଡ଼ଦାଣ୍ଡରେ ଗଡ଼ିବ ରଥ

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁରୀ ରଥଯାତ୍ରା ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ। ଏଥର ରଥଯାତ୍ରା ହେବ। କିନ୍ତୁ ରଥଯାତ୍ରା ଯୋଗୁ ଯେପରି ସଂକ୍ରମଣ ନ ବ୍ୟାପିବ ତାହାକୁ ଦୃଷ୍ଟି ଦେବାକୁ ସୁପ୍ରିମକୋର୍ଟ



ଯାତ୍ରୀ ଓ କର୍ମଚାରୀ ମାନଙ୍କ ସୁରକ୍ଷା ପାଇଁ ପୂର୍ବତଟ ରେଳପଥ ପଦକ୍ଷେପ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 7587 | Read...

ଯାତ୍ରୀ ଓ କର୍ମଚାରୀ ମାନଙ୍କ ସୁରକ୍ଷା ପାଇଁ  ପୂର୍ବତଟ ରେଳପଥ ପଦକ୍ଷେପ

ଯାତ୍ରା କରୁଥିବା ଟ୍ରେନ୍ କାର୍ଯ୍ୟରତ କର୍ମଚାରୀମାନଙ୍କୁ କୋଭିଡ଼୍ ୧୯ ସଂକ୍ରମଣରୁ ସୁରକ୍ଷିତ ରଖିବା ନିମନ୍ତେ ସେମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ଚଚଋ) ଯୋଗାଇ ଦିଆଯାଇଛି ।ଟ୍ରେନ୍ ଯାତ୍ରା କରୁଥିବା ସମୟରେ କୋଚ୍ ଗୁଡ଼



ଆଜି ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

BHAGYAPRABHA NEWS | ଓଡ଼ିଶା | | 7584 | Read...

ଆଜି ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଜି ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବର ଅନୁମାନ କରାଯାଉଛି । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ



ଆଜି ବିଜେ ହେବେ ଆଜ୍ଞାମାଳ

BHAGYAPRABHA NEWS | ଓଡ଼ିଶା | ପୁରୀ | 7582 | Read...

ଆଜି ବିଜେ ହେବେ ଆଜ୍ଞାମାଳ

ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଭିତରେ ଆଜି ରଥକୁ ବିଜେ ହେବେ ଆଜ୍ଞାମାଳ । ଏଥିପାଇଁ ନୀତି ନିଘଂଟ ନିର୍ଦ୍ଧାରିତ ହୋଇସାରିଛି । ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି-ଯଥା ରୀତିରେ ଆଜି ଆଜ୍ଞାମାଳ ଆସିବ । ଆଜ୍ଞା



ରାଜ୍ୟରେ ଆଉ ୧୮୬ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7579 | Read...

ରାଜ୍ୟରେ ଆଉ ୧୮୬ କରୋନା ଆକ୍ରାନ୍ତ ସୁସ୍ଥ

ଆଜି ରାଜ୍ୟର ୧୪ଟି ଜିଲ୍ଲାରୁ ୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। କଟକ ଜିଲ୍ଲାରୁ ଆଜି ସର୍ବାଧିକ ୬୨ ଜଣ ଆକ୍ରାନ



କୋରୋନା ଭୟଭୀତ ନହୋଇ କାନ୍ଧରେ ମେସିନ ଧରି ସାନିଟାଇଜର କରାଇ ପ୍ରଶଂସିତ ହେଲେ ସରପଞ୍ଚ

Kiran Behera | ଓଡ଼ିଶା | ଗଞ୍ଜାମ | 7578 | Read...

କୋରୋନା ଭୟଭୀତ ନହୋଇ କାନ୍ଧରେ ମେସିନ ଧରି ସାନିଟାଇଜର କରାଇ ପ୍ରଶଂସିତ ହେଲେ ସରପଞ୍ଚ

ଜିଲ୍ଲାପାଳ କ୍ଷମତା ପାଇବା ପରେ ସରପଞ୍ଚ ମାନେ ଜଣେ କୋରାନା ଯୋଦ୍ଧା ରୂପେ ଜନସାଧାରଣଙ୍କୁ ସଙ୍ଗରୋଧ କେନ୍ଦ୍ର କିମ୍ବା ପଞ୍ଚାୟତ ପରିଦର୍ଶନ କରି ଦିନ ରାତି ଏକ କରିବା ସହ ଲୋକଙ୍କ ବିଭିନ୍ନ ସମସ୍ୟା ବୁଝି ଆସୁଛନ୍ତି ସ୍ଥାନୀୟ ସ



ସଙ୍ଗରୋଧ କେନ୍ଦ୍ରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Kiran Behera | ଓଡ଼ିଶା | ଗଞ୍ଜାମ | 7577 | Read...

ସଙ୍ଗରୋଧ କେନ୍ଦ୍ରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁର ନୋଡାଲ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ର ପରିସରରେ ରବିବାର ଦିନ ଆନ୍ତର୍ଜାତୀୟ ଯୋଗ ଦିବସରେ ସ୍ଥାନୀୟ ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ସହ ପ୍ରବାସୀ ଓଡ଼ିଆ ମ



ଆଜି ପୁଣି ୩୦୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 7575 | Read...

ଆଜି ପୁଣି ୩୦୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ପୁଣି 304 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଏଥି ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 272 ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ 32 ରହିଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ 5, ମା



ରାଜ୍ୟରେ କରୋନା ନେଲା ଆଉ ଦୁଇ ଜୀବନ

BHAGYAPRABHA NEWS | ଓଡ଼ିଶା | | 7574 | Read...

ରାଜ୍ୟରେ କରୋନା ନେଲା ଆଉ ଦୁଇ ଜୀବନ

ରାଜ୍ୟରେ କରୋନା ନେଲା ଆଉ ଦୁଇ ଜଣଙ୍କ ମୁଣ୍ଡ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି ।



ଛାଡ଼ିଲା ସୂର୍ଯ୍ୟୋପରାଗ

BHAGYAPRABHA NEWS | ଓଡ଼ିଶା | | 7573 | Read...

ଛାଡ଼ିଲା ସୂର୍ଯ୍ୟୋପରାଗ

ଆଜି ଓଡିଶାରେ ଆଂଶିକ ସୂର୍ଯ୍ୟୋପରାଗ ପୂର୍ବାହ୍ନ ପ୍ରାୟ ୧୦ଟା ୩୭ ମିନିଟ ୫୫ ସେକେଣ୍ଡରେ ଆରମ୍ଭ ହୋଇ ଦିନ ୨ଟା ୯ ମିନିଟ୍‌ ୨୫ ସେକେଣ୍ଡରେ ଶେଷ ହୋଇଛି । ତେବେ ଏହି ସମୟରେ ରାଜଧାନୀରେ ଆକାଶ ମେଘାଛନ୍ନ ଦେଖାଯାଉଥିବାରୁ ରାଜଧ



ଆଙ୍କୋରଡାରେ କୋରୋନା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 7572 | Read...

ଆଙ୍କୋରଡାରେ କୋରୋନା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଆଙ୍କୋରଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗତକାଲି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଦିଗପହଣ୍ଡି ଆନୁକୂଲ୍ୟରେ ଦିନ ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ଵ କାର୍ଯ୍ୟକ୍ରମ ଜର



ଗଞ୍ଜାମ ଜିଲ୍ଲାରେ ୩୮ କରୋନା ପଜିଟିଭ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 7569 | Read...

ଗଞ୍ଜାମ ଜିଲ୍ଲାରେ ୩୮ କରୋନା ପଜିଟିଭ  ଚିହ୍ନଟ

ରାଜ୍ୟରେ ଗତ କିଛି ଦିନ ହେବ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ପୁଲିସ୍ ଓ ଅଙ୍ଗନବାଡ଼ି କର୍ମୀଙ୍କ ଭଳି କରୋନା ଯୋଦ୍ଧାମାନଙ୍କଠାରେ ସଂକ୍ରମଣ ଦେଖିବାକୁ ମିଳିଛି। ପୁଣି ଗଞ୍ଜାମ ଜିଲ୍ଲାର ୧୦ଜଣ କରୋନା ଯୋଦ୍ଧା କରୋନା ପଜିଟିଭ୍




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: