ଓଡ଼ିଶା : Category News


ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଅବସରଗ୍ରହଣ

Srabani Nayak | ଓଡ଼ିଶା | ଗଞ୍ଜାମ | 7211 | Read...

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଅବସରଗ୍ରହଣ

ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ ଙ୍କ ଅବସରଗ୍ରହଣ କରିଛନ୍ତି ।ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ଆଜି ତାଙ୍କର ସରକାରୀ କାର୍ଯ୍ୟକାଳ ଶେଷ ହୋଇଛି ।ଏହି ଅବସରରେ ଗଞ୍ଜାମ ଜିଲ୍ଲା



ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଚିତ୍ତରଞ୍ଜନ ଗୋଗେଇ ସମ୍ବର୍ଦ୍ଧନା

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 7210 | Read...

 ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଚିତ୍ତରଞ୍ଜନ ଗୋଗେଇ ସମ୍ବର୍ଦ୍ଧନା

ଗୋପାଳପୁର-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଆଇନ ବିଭାଗର ମୁଖ୍ୟ ଡ଼.ଭାଗିରଥି ପାଣିଗ୍ରାହୀଙ୍କୁ ବିଭାଗ ପକ୍ଷରୁ ପ୍ରଫେସର ଚିତ୍ତରଞ୍ଜନ ଗୋଗେଇ ଫୁଲତୋଡା ଦେଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ବିଭାଗର ପ୍ରଫେସର ଡ଼.ଦିଲ୍



କୋବିଡ଼ ଯୋଦ୍ଧାଙ୍କୁ ସନମାନ ଜଣାଇ ଅନୁଗୁଳ ସ୍ଥିତ ମହିମା ଜ୍ୟୋତି କାର୍ଯ୍ୟାଳୟରେ "ବନ୍ଦେ ଉତ୍କଳ ଜନନୀ" ଗାନ କଲେ।

Bhagyaprabha News Bureau | ଓଡ଼ିଶା | ଅନୁଗୁଳ | 7209 | Read...

କୋବିଡ଼ ଯୋଦ୍ଧାଙ୍କୁ ସନମାନ ଜଣାଇ ଅନୁଗୁଳ ସ୍ଥିତ ମହିମା ଜ୍ୟୋତି କାର୍ଯ୍ୟାଳୟରେ

ଦୁଷ୍ମନ୍ତ ବେହେରା ରାଜ୍ୟ ଆଇଟି ସଂଯୋଜକ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ଅପରାର୍ଣ୍ଣ ୫:୩୦ ସମୟରେ ଅନୁଗୁଳ ସ୍ଥିତ ମହିମା ଜ୍ୟୋତି ମହାବିଦ୍ୟାଳୟ କାର୍ଯ୍ୟାଳୟରେ " ବନ୍ଦେ ଉତ୍କଳ ଜନନୀ" ସଙ



କରୋନା ଯୋଦ୍ଧାଙ୍କ ପାଇଁ 'ବନ୍ଦେ ଉତ୍କଳ ଜନନୀ' ଗାଇଲେ ମୁଖ୍ୟମନ୍ତ୍ରୀ ନବୀନ

BHAGYAPRABHA NEWS | ଓଡ଼ିଶା | | 7208 | Read...

କରୋନା ଯୋଦ୍ଧାଙ୍କ ପାଇଁ 'ବନ୍ଦେ ଉତ୍କଳ ଜନନୀ' ଗାଇଲେ ମୁଖ୍ୟମନ୍ତ୍ରୀ ନବୀନ

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଗାଇଲେ 'ବନ୍ଦେ ଉତ୍କଳ ଜନନୀ' । କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ବାହାରେ ଠିଆ ହୋଇ ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି । ଏହି ଅବସରରେ ତାଙ୍କ



କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳଜନନୀ ଗାନ କଲେ ବିଭିନ୍ନ ପଞ୍ଚାୟତବାସୀ

Kiran Behera | ଓଡ଼ିଶା | | 7204 | Read...

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳଜନନୀ ଗାନ କଲେ ବିଭିନ୍ନ ପଞ୍ଚାୟତବାସୀ

ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଅପରାହ୍ନ ସାଢେ଼ ୫ ଘଣ୍ଟା ସମୟରେ ସମଗ୍ର ରାଜ୍ୟରେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଜାତୀୟ ରାଷ୍ଟ୍ର ସଂଗୀ



ସଙ୍ଗରୋଧ କେନ୍ଦ୍ର ପରିଷ୍କାର କରିବା ସହ ଜାତୀୟ ରାଷ୍ଟ୍ର ଗାନ କଲେ ପ୍ରବାସୀ

Kiran Behera | ଓଡ଼ିଶା | ଗଞ୍ଜାମ | 7201 | Read...

ସଙ୍ଗରୋଧ କେନ୍ଦ୍ର ପରିଷ୍କାର କରିବା ସହ ଜାତୀୟ ରାଷ୍ଟ୍ର ଗାନ କଲେ ପ୍ରବାସୀ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ନୋଡାଲ ହାଇସ୍କୁଲ କୋଭିଡ ଆଶ୍ରୟସ୍ଥଳୀରେ ରହୁଥିବା ୯୨ ଜଣ ପ୍ରବାସୀ ପରିବେଶ ସଫାସୁତୁରା କରିବା ମନୋଭାବ ନେଇ ସଙ୍ଗରୋଧ କେନ୍ଦ୍ର ପରିଷ୍କାର ରଖିବା ସହ ରାଜ୍ୟ ସରକା



ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ଅଦଳବଦଳ

BHAGYAPRABHA NEWS | ଓଡ଼ିଶା | | 7200 | Read...

ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ଅଦଳବଦଳ

ଆଇପିଏସ୍‌ ଅଫିସର ତଥା ବାଲେଶ୍ୱର ଏସ୍‌ପି ଯୁଗଳ କିଶୋର କୁମାର ବାନୋଥଙ୍କୁ କଟକ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ୨୦୧୨ ବ୍ୟାଚ ଆଇପିଏସ୍‌ ଅଫିସର ତଥା କ୍ରାଇମବ୍ରାଞ୍ଚ ଏସ୍‌ପି ଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ ବ



ଏଥର ବିନା ଭକ୍ତରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା

BHAGYAPRABHA NEWS | ଓଡ଼ିଶା | ପୁରୀ | 7198 | Read...

ଏଥର ବିନା ଭକ୍ତରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା

ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଡ ନିଷ୍ପତ୍ତି । ଭିଡିଓ କନଫରେନସିଂ ଜରିଆରେ ଭୁବନେଶ୍ୱର ଓ ପୁରୀରେ ଆଜି ବସିଥିବା ବୈଠକରେ ପୁରୀରେ ରଥଯାତ୍ରା କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କଟକ



ଦିଗପହଣ୍ଡି ପୋଲିସ ପକ୍ଷରୁ "ବନ୍ଦେ ଉତ୍କଳ ଜନନୀ" ଗାନ

Kiran Behera | ଓଡ଼ିଶା | ଗଞ୍ଜାମ | 7197 | Read...

ଦିଗପହଣ୍ଡି ପୋଲିସ ପକ୍ଷରୁ

ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ପକ୍ଷରୁ ଶନିବାର ସାଢେ଼ ୫ ଘଣ୍ଟା ସମୟରେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ଓ ସାହାସ ଓ ମନୋବଳ ବୃଦ



ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ସମୂହ ରାଷ୍ଟ୍ର ଗୀତ ଗାନ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 7194 | Read...

ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ସମୂହ ରାଷ୍ଟ୍ର ଗୀତ ଗାନ

ବ୍ରହ୍ମପୁର ସ୍ଥାନୀୟ ଅଗ୍ରଣୀ କଳାକାର ସଂଗଠନ "ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ତରଫରୁ ବ୍ରହ୍ମପୁର ସିଟି ହାଇ ସ୍କୁଲ ରୋଡ ସ୍ଥିତ ମାନସ ଭବନ ସମ୍ମୁଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମ କରୋନା ଜୋଦ୍ଧ



ରାଜ୍ୟରେ ୭୩ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7193 | Read...

ରାଜ୍ୟରେ ୭୩ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହେବାପରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୦୫୦ ରେ ପହଞ୍ଚିଛି । ତେବେ ଆଜି ସୁସ୍ଥ ହୋଇଥିବା ୭୩ଜଣଙ୍କ ମଧ୍ୟରେ ବୌଦ୍ଧରୁ ୨୮ଜଣ, ପୁରୀରୁ ୧୧ଜଣ, କେନ୍ଦ୍ରାପଡାରୁ ୧୦ଜଣ, କଟକରୁ ୯ଜଣ, ଖୋର୍ଦ



ପୁରୀକୁ ରେଳ ଚଳାଚଳ ବନ୍ଦ

BHAGYAPRABHA NEWS | ଓଡ଼ିଶା | ପୁରୀ | 7192 | Read...

ପୁରୀକୁ ରେଳ ଚଳାଚଳ ବନ୍ଦ

ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ ରେଲୱେ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର । ପୁରୀକୁ ଯାତ୍ର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: