ଓଡ଼ିଶା : Category News


"ମୁଁ ଏକା ନୁହଁ, ମୋ ସହିତ ମୋ ସଂଘ ଅଛି" କାର୍ଯ୍ୟକ୍ରମ ଶୁଭାରମ୍ଭ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 8093 | Read...

ରାଜ୍ୟର ସର୍ବବୃହତ୍ କଳାକାର ସଂଗଠନ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ତରଫରୁ "ମୁଁ ଏକା ନୁହଁ, ମୋ ସହିତ ସଂଘ ଅଛି" କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । କୌଣସି କଳାକାର ଏକୁଟିଆ କି ଅସହାୟ ନୁହନ୍ତି, ସଭିଙ୍କ ସୁଖରେ ଦୁଃଖ



ରାଜ୍ୟରେ ଆଜି ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 8092 | Read...

ରାଜ୍ୟରେ ଆଜି ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୨୧ ଜଣ ଚିହ୍ନଟ ହୋଇଥ



ଜରୁରିକାଳୀନ ସେବା ପାଇଁ ବ୍ରହ୍ମପୁରରେ ଗଡ଼ିବ ୨୨ଟି ଅଟୋ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 8091 | Read...

 ଜରୁରିକାଳୀନ ସେବା ପାଇଁ  ବ୍ରହ୍ମପୁରରେ ଗଡ଼ିବ ୨୨ଟି ଅଟୋ

ଲକ୍‌ଡାଉନ ବେଳେ ଲୋକଙ୍କ ସୁବିଧା ପାଇଁ ବ୍ରହ୍ମପୁର ମହାନଗର ନିଗମର ପଦକ୍ଷେପ । ଏଣିକି ରାତିରେ ଜରୁରିକାଳୀନ ସେବା ପାଇଁ ୨୨ଟି ଅଟୋ ଗଡ଼ିବ । ସେଥିରେ ଯାଆସ କରିପାରିବେ ଲୋକ । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର



ସପ୍ତାହେ ପାଇଁ କନ୍ଧମାଳର ସମସ୍ତ ବ୍ୟାଙ୍କ ବନ୍ଦ

BHAGYAPRABHA NEWS | ଓଡ଼ିଶା | କନ୍ଧମାଳ | 8090 | Read...

ସପ୍ତାହେ ପାଇଁ କନ୍ଧମାଳର ସମସ୍ତ ବ୍ୟାଙ୍କ ବନ୍ଦ

ସପ୍ତାହେ ବନ୍ଦ ରହିବ କନ୍ଧମାଳ ଜିଲ୍ଲାରେ ସମସ୍ତ ବ୍ୟାଙ୍କ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବ୍ୟାଙ୍କଗୁଡ଼ିକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ସବୁ କର୍ମଚାରୀଙ୍କୁ ସପ୍ତାହେ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର



ଆଜିଠାରୁ ସମ୍ବଲପୁରରେ ୧୦ ଦିନିଆ ସଟଡାଉନ

BHAGYAPRABHA NEWS | ଓଡ଼ିଶା | ସମ୍ବଲପୁର | 8089 | Read...

ଆଜିଠାରୁ ସମ୍ବଲପୁରରେ ୧୦ ଦିନିଆ ସଟଡାଉନ

ଆଜିଠାରୁ ସମ୍ବଲପୁର ସଟଡାଉନ । ୧୦ ଦିନ ପାଇଁ ଜିଲ୍ଳାକୁ ସଂପୂର୍ଣ୍ଣ ସଟଡାଉନ କରାଯାଇଛି । ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନ



ଆଜି ମନ୍ତ୍ରୀ ପରିଷଦ ବୈଠକ

BHAGYAPRABHA NEWS | ଓଡ଼ିଶା | | 8088 | Read...

ଆଜି ମନ୍ତ୍ରୀ ପରିଷଦ ବୈଠକ

ଆଜି ସନ୍ଧ୍ୟାରେ ବସିବ ମନ୍ତ୍ରୀପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ। ରାଜ୍ୟରେ କରୋନା ସ୍ଥିତିକୁ ଦେଖି ମନ୍ତ୍ରୀ ପରିଷଦରେ କିଛି ବଡ଼ ଧରଣର ନିଷ୍ପ



ଖୋର୍ଦ୍ଧା-କଟକ ଜିଲ୍ଲା କୋଭିଡ ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 8087 | Read...

ଖୋର୍ଦ୍ଧା-କଟକ ଜିଲ୍ଲା କୋଭିଡ ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ଖୋର୍ଦ୍ଧା (ଭୁବନେଶ୍ବର) ଓ କଟକ ଜିଲ୍ଲାରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥତା ହାର ୭୦ ପ୍ରତିଶତ ଥ



ବ୍ରହ୍ମପୁର ଏମକେସିଜି ମେଡିକାଲରେ ପ୍ଲାଜମା ଥେରାପିର ଶୁଭାରମ୍ଭ କଲେ ଜିଲ୍ଲାପାଳ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 8086 | Read...

 ବ୍ରହ୍ମପୁର ଏମକେସିଜି ମେଡିକାଲରେ ପ୍ଲାଜମା ଥେରାପିର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାକୁ ବ୍ରେକ୍ ଲଗାଇବା ପାଇଁ ଜିଲ୍ଲାରେ ଆରମ୍ଭ ହେଲା ପ୍ଲାଜମା ଥେରାପି । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆଜି ପ୍ଲାଜମା ଥେରାପି



କୋଲନରା ତହସିଲଦାର୍‌ କରୋନା ପଜିଟିଭ୍‌ ଚିହ୍ନଟ

Hari Narayan Das | ଓଡ଼ିଶା | ରାୟଗଡ଼ା | 8085 | Read...

କୋଲନରା ତହସିଲଦାର୍‌ କରୋନା ପଜିଟିଭ୍‌ ଚିହ୍ନଟ

ରାୟଗଡ଼ା ଜିଲ୍ଲା କୋଲନରାର ତହସିଲଦାର୍‌ କରୋନା ପଜିଟିଭ୍‌ ଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। କୋଲନରାର ତହସିଲଦାରଙ୍କ ସମେତ ୨ ଜଣଙ୍କ କୋଭିଡ-୧୯ ରିପୋର୍ଟ ପିଜିଟିଭ୍‌ ଆସିଛି। ଏହାପରେ ତହସିଲଦ



ରାଜ୍ୟରେ ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 8084 | Read...

ରାଜ୍ୟରେ ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟର ୨୦ଟି ଜିଲ୍ଲାରୁ ଆଜି ୪୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର



ବାଲୁକା କଳାରେ ବିଜୟଙ୍କୁ ଶ୍ରଦ୍ଧାଞ୍ଜଳି

BHAGYAPRABHA NEWS | ଓଡ଼ିଶା | | 8083 | Read...

 ବାଲୁକା କଳାରେ ବିଜୟଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ଚଳଚିତ୍ର ଓ ମନୋରଞ୍ଜନ ଜଗତର ଏକ ସ୍ପର୍ଧିତ ନାଁ ହେଉଛନ୍ତି ବିଜୟ ମହାନ୍ତି । ୭୦ ବର୍ଷ ବୟସରେ ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି । ମଙ୍ଗଳବାର ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି



ସ୍ୱାମୀଙ୍କ ମୃତ୍ୟୁ ପରେ ସରକାରୀ ସହାୟତାର ଅପେକ୍ଷାରେ ବିଷ୍ଣୁଙ୍କ ପରିବାର

Kiran Behera | ଓଡ଼ିଶା | ଗଞ୍ଜାମ | 8082 | Read...

ସ୍ୱାମୀଙ୍କ ମୃତ୍ୟୁ ପରେ ସରକାରୀ ସହାୟତାର ଅପେକ୍ଷାରେ ବିଷ୍ଣୁଙ୍କ ପରିବାର

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତ୍ରର୍ଗତ ଖଲିଙ୍ଗ ଗ୍ରାମରେ ରହୁଥିବା ଟ୍ରାକ୍ଟର ଚାଳକ ପ୍ରଫୁଲ୍ଲ ବେହେରା ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ଏବେ ସ୍ତ୍ରୀ ବିଷ୍ଣୁଙ୍କ ମୁଣ୍




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: