ଓଡ଼ିଶା : Category News


ବିଜୁ ଯୁବ ବାହିନୀ ପକ୍ଷରୁ ସବୁଜ ବନାନୀ କାର୍ଯ୍ୟକ୍ରମ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 3633 | Read...

ବିଜୁ ଯୁବ ବାହିନୀ ପକ୍ଷରୁ ସବୁଜ ବନାନୀ କାର୍ଯ୍ୟକ୍ରମ

ଵ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୩ନଂ ୱାର୍ଡ ଯୁବ ବାହିନୀ ପକ୍ଷରୁ ସବୁଜ ବନାନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ସ୍ମୃତି ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥ



ଆଜି ଭଗବାନ ବିଷ୍ଣୁଙ୍କ ବାମନ ଅବତାର

Bhagyaprabha News Bureau | ଓଡ଼ିଶା | | 3632 | Read...

ଆଜି ଭଗବାନ ବିଷ୍ଣୁଙ୍କ ବାମନ ଅବତାର

ହିରଣ୍ଯକଶିପୁର ନାତି ହେଉଛି ବଳି । ବଳି ତପସ୍ୟାବଳରେ ବଳଶାଳୀ ହୋଇ ସ୍ବର୍ଗରୁ ଦେବତାମାନଙ୍କୁ ତଡିଦେଲା । ଦେଵତାମାନେ ସ୍ବର୍ଗରୁ ପଳାଇଯାଇ ଗିରିଗୁହାରେ ଆଶ୍ରୟ ନେଲେ । ବଳି ନିଶ୍ଚିନ୍ତରେ ସ୍ବର୍ଗର ଅଧିକାରୀ ହୋଇ ରହିଲା। ସ୍



ଆଜିଠାରୁ ବର୍ଷାର ପରିମାଣ ହ୍ରାସ ପାଇବ - ପାଣିପାଗ ବିଭାଗ

Bhagyaprabha News Bureau | ଓଡ଼ିଶା | | 3631 | Read...

ଆଜିଠାରୁ ବର୍ଷାର ପରିମାଣ ହ୍ରାସ ପାଇବ - ପାଣିପାଗ ବିଭାଗ

ଉତ୍ତର ଓଡିଶା ଉପକୂଳରେ ଥିବା ଲଘୁଚାପ ଆଜି ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଓଡିଶା ଉପରେ ଏହାର ପ୍ରଭାବ କମିବାରେ ଲାଗିଛି । ତେଣୁ ଆଜିଠାରୁ ବର୍ଷା କମିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବଙ୍ଗୋପସାଗ



ଆଦିବାସୀଙ୍କ ଦୁଃଖ ବୁଝିଲେ ଉପଜିଲ୍ଲାପାଳ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3628 | Read...

ଆଦିବାସୀଙ୍କ ଦୁଃଖ ବୁଝିଲେ ଉପଜିଲ୍ଲାପାଳ

ଗ୍ରାମବାସୀଙ୍କ ସହ ନଦୀ ପାର ହୋଇ ଆଦିବାସୀ ଗାଁରେ ପହଞ୍ଚିିଲେ ଗଞ୍ଜାମ ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ । ପାତ୍ରପୁର ତହସିଲର ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଅନେକ ଆଦିବାସୀ ଗାଁ ଦ



ନୁଆ ଆଇନ ନେଇ ଗଞ୍ଜାମ ଏ.ଆରଟିଓ ଙ୍କୁ ପ୍ରଶ୍ନ କଲେ ଜନତା

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3624 | Read...

ନୁଆ  ଆଇନ ନେଇ ଗଞ୍ଜାମ ଏ.ଆରଟିଓ ଙ୍କୁ ପ୍ରଶ୍ନ କଲେ ଜନତା

ସାରା ଦେଶରେ ଟ୍ରାଫିକ ନିୟମ ଉଲଙ୍ଘନ କଲେ ମୋଟା ଅଙ୍କର ଜୋରିମାନା ଆଦାୟ ଚାଲିଛି । ହେଲେ ଠିକ ଏତିକି ବେଳେ ଗଞ୍ଜାମରେ ହଟ୍ଟହଟା ହୋଇଛନ୍ତି ଅତିରିକ୍ତ ଆରଟିଓ । ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅତିରିକ୍ତ ଆରଟିଓ ବିନ



ନୂତନ ଥାନାଅଧିକାରୀଙ୍କୁ ସାକ୍ଷାତ କରି ସମସ୍ୟା ଜଣାଇଲା ମହିଳା ସଂଘ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3623 | Read...

ନୂତନ ଥାନାଅଧିକାରୀଙ୍କୁ ସାକ୍ଷାତ କରି ସମସ୍ୟା ଜଣାଇଲା ମହିଳା  ସଂଘ

ଵ୍ରହ୍ମପୁର ସଦର ଥାନା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସନ୍ତୋଷିନୀ ଓରାମ । ଏହା ପରେ କୁକୁଡାଖଣ୍ଡି ବ୍ଲକ ନୂଆ ରାମଚନ୍ଦ୍ରପୁର ଗ୍ରାମର ମହିଳା ସଂଘର କମକର୍ତ୍ତା ମାନେ ତାଙ୍କୁ ମିଶି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ



ପଛୁଆ ଜିଲ୍ଲାର ଆଗୁଆ ଝିଅ ଅନୁପ୍ରିୟା ଲାକ୍ରା

Bhagyaprabha News Bureau | ଓଡ଼ିଶା | | 3622 | Read...

ପଛୁଆ ଜିଲ୍ଲାର ଆଗୁଆ ଝିଅ ଅନୁପ୍ରିୟା ଲାକ୍ରା

ଆମ ରାଜ୍ୟର ପଛୁଆ ଜିଲ୍ଲାର ଆଗୁଆ ଝିଅ ।ସୁଦୁର ମାଲକାନାଗିରି ଜିଲ୍ଲାର ପ୍ରଥମ ଆଦିବାସୀ ଝିଅ ଅନୁପ୍ରିୟା ଲାକ୍ରା । ଯିଏକି ମହିଳା ପାଇଲଟ ଭାବେ ଘରୋଇ ଏୟାରଲାଇନ୍ସ ନିଯୁକ୍ତି ପାଇ ଚର୍ଚ୍ଚା ରେ। ମାଲକାନଗିରି ଦୀପ୍ତି କନ୍ଭେଣ



ମାଁ ଫୁଲସୁନ୍ଦରୀ ଯାତ୍ରା ମହାସମାରୋହରେ ଉଦଘାଟିତ

Kiran Behera | ଓଡ଼ିଶା | ଗଞ୍ଜାମ | 3611 | Read...

ମାଁ ଫୁଲସୁନ୍ଦରୀ ଯାତ୍ରା ମହାସମାରୋହରେ ଉଦଘାଟିତ

ଶନିବାର ଦିନ ଠାରୁ ଦିଗପହଣ୍ଡି ନୂଆସାହି/ ଫୁଲସୁନ୍ଦରୀ ସାହିରେ ଅବସ୍ଥାପିତ ଆରାଧ୍ୟ ଦେବୀ ମାଁ ଫୁଲସୁନ୍ଦରୀ ବାର୍ଷିକ ଯାତ୍ରା ଉଦଘାଟିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଭାଦ୍ରବ ମାସ ଶୁକ୍ଳ ନବମୀ ଶନିବାର ଦିନ ମାଁଙ



ପୁରୀ ଆସିବେ ଆମିକସକ୍ୟୁରି ଓ ସଲିସିଟର ଜେନେରାଲ

Bhagyaprabha News Bureau | ଓଡ଼ିଶା | ପୁରୀ | 3603 | Read...

ପୁରୀ ଆସିବେ ଆମିକସକ୍ୟୁରି ଓ ସଲିସିଟର ଜେନେରାଲ

ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ଶ୍ରୀଜଗନ୍ନାଥ ମାମଲାର କୋର୍ଟମିତ୍ର ରଣଜିତ କୁମାର ଶୁକ୍ରବାର ଦିନ ଦୁଇ ଦିନିଆ ଗସ୍ତରେ ପୁରୀ ଆସି ସ୍ଥିତି ପରଖିବେ। କୋର୍ଟମିତ୍ରଙ୍କ ସହ କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର



ଦିଲ୍ଲୀ ଏମ୍ସରୁ ଓଡିଶା ଫେରୁଛନ୍ତି ଜଗା-ବଳିଆ

Bhagyaprabha News Bureau | ଓଡ଼ିଶା | | 3602 | Read...

ଦିଲ୍ଲୀ ଏମ୍ସରୁ ଓଡିଶା ଫେରୁଛନ୍ତି ଜଗା-ବଳିଆ

ଦିଲ୍ଲୀ ଏମ୍ସରୁ ଆଜି ଓଡିଶା ଫେରୁଛନ୍ତି ଶିଶୁ ଜଗା-ବଳିଆ । ଏକ ସ୍ୱତନ୍ତ ଡାକ୍ତରୀ ଦଳ ସହ ଆଜି ଦିଲ୍ଲୀ ଛାଡିବେ ଶିଶୁ ଜଗା-ବଳିଆ । କନ୍ଧମାଳ ପିରିଙ୍ଗିଆ ବ୍ଲକ ମିଲୁପଡା ଗ୍ରାମର ଶିଶୁ ଜଗା ଓ ବଳିଆ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ



ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି

Bhagyaprabha News Bureau | ଓଡ଼ିଶା | | 3601 | Read...

ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି

ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଲମତାପୁଟ ଅଞ୍ଚଳରେ ଥିବା ମାଛକୁଣ୍ଡ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି।ମାଛକୁଣ୍ଡର ଜଲାପୁଟ ଡ୍ୟାମ୍‌ର ୮ଟିରୁ ୩ଟି ଗେଟ୍ ଖୋଲା ଯାଇଛି। ଏବେ ୨୨ରୁ ୨



ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ

Srabani Nayak | ଓଡ଼ିଶା | ଗଞ୍ଜାମ | 3598 | Read...

ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ଷା ପ୍ରଭାବରେ ଗଞ୍ଜାମ ଜିଲ୍ଲାର ସ୍ଥିତି ବେହାଲ । ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି। ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନ ଜଳମଗ୍ନ ହେବା ସହ ଅନେକ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: