Bhagyaprabha News Bureau : News


କୃତିତ୍ବ ଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 2634 | Read...

କୃତିତ୍ବ ଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ପୋଡାମାରୀ ଗ୍ରାମରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି କୃତିତ୍ବ ହାସଲ କରିଥିବା ଛାତ୍ରମାନଙ୍କୁ ସ୍ଥାନୀୟ ବିଦ୍ୟାଳୟ ପରିସରରେ ପୁରସ୍କାର ପ୍ରଦା



ଦିଗପହଣ୍ଡିରେ ରଥ ନିର୍ମାଣ କାର୍ଯ୍ଯ ଶୁଭାରମ୍ଭ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2633 | Read...

ଦିଗପହଣ୍ଡିରେ ରଥ ନିର୍ମାଣ କାର୍ଯ୍ଯ  ଶୁଭାରମ୍ଭ

ପ୍ରତିବର୍ଷ ଭଳି ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ରାଜବାଟୀ ପରିସରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚ



ଦିଗପହଣ୍ଡି କୋର୍ଟରେ ନୂତନ ମାଜିଷ୍ଟ୍ରେଟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Bhagyaprabha News Bureau | ଅପରାଧ | ଗଞ୍ଜାମ | 2632 | Read...

ଦିଗପହଣ୍ଡି କୋର୍ଟରେ ନୂତନ ମାଜିଷ୍ଟ୍ରେଟଙ୍କୁ  ସ୍ବାଗତ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି କୋର୍ଟରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏସ୍ .କେ. ଏସ୍. ଆଚାର୍ଯ୍ୟଙ୍କୁ ଖେମୁଣ୍ଡି ଓକିଲ ସଂଘ ତରଫରୁ ସ୍ଥାନୀୟ ଓକିଲ ସମ୍ମିଳନୀ କକ୍ଷରେ ସ୍ବାଗତ ସମ୍ବର



ଦଧିବାମନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଶେରଗଡ଼ ଚାମ୍ପିଅନ

Bhagyaprabha News Bureau | ଖେଳ | ଗଞ୍ଜାମ | 2631 | Read...

ଦଧିବାମନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଶେରଗଡ଼ ଚାମ୍ପିଅନ

ଦିଗପହଣ୍ଡି ଥାନା ଭୀଷ୍ମଗିରି ହାଇସ୍କୁଲ ଖେଳପଡିଆଠାରେ ଦୀର୍ଘ ଏକମାସ ଧରି ଚାଲିଆସିଥିବା ଦଧିବାମନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦଯାପିତ ହୋଇଯାଇଛି । ଦଧିବାମନ କ୍ରିକେଟ କ୍ଳବ ତରଫରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟର ଉଦ



ବେଆଇନ ୧୭ଟି ବିଦେଶୀ ମଦ ଜବତ , ଜଣେ ଗିରଫ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2630 | Read...

ବେଆଇନ ୧୭ଟି ବିଦେଶୀ ମଦ ଜବତ ,  ଜଣେ ଗିରଫ

ନୂଆଗାଁ ଥାନା ଅନ୍ତର୍ଗତ ଖମ୍ବାରି ଗାଁ ପଞ୍ଚାୟତ ବାଲିଘାଇ ଛକଠାରେ ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଜଣେ ବ୍ୟକ୍ତି ବେଆଇନ ଭାବେ ରାସ୍ତା ପାର୍ଶ୍ବରେ ମଦ ବିକ୍ରି କରୁଥିବା ସମୟରେ ଦିଗପହଣ୍ଡି ଅବକାରୀ ବିଭାଗ ପକ୍



ବନ୍ଧାହେଲେ ବିଧାୟକ

Bhagyaprabha News Bureau | ଅପରାଧ | ବଲାଙ୍ଗୀର | 2629 | Read...

ବନ୍ଧାହେଲେ ବିଧାୟକ

ଗିରଫ ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର । ଗତକାଲି ବିଧାୟକଙ୍କୁ ଅଟକ ରଖି ପଚରାଉଚରା କରିଥିଲା ବଲାଙ୍ଗିର ପୋଲିସ । ପାଟଣାଗଡ଼ ଜେଇଙ୍କୁ ଉଠ୍‌ବସ୍‌ ଘଟଣାରେ ଜେରା କରୁଛି ପୋଲିସ । ସୁଚନାଯୋଗ୍ୟ, ନିମ୍ନମାନର ରାସ୍ତା କାମ ଅଭ



ଆରବିଆଇର ଡେପୁଟୀ ଗଭର୍ଣ୍ଣର ବିରଳ ଆଚାର୍ଯ୍ୟଙ୍କ ଇସ୍ତଫା ପ୍ରଦାନ

Bhagyaprabha News Bureau | ଦେଶଦୁନିଆ | | 2628 | Read...

ଆରବିଆଇର ଡେପୁଟୀ ଗଭର୍ଣ୍ଣର ବିରଳ ଆଚାର୍ଯ୍ୟଙ୍କ ଇସ୍ତଫା ପ୍ରଦାନ

କାର୍ଯ୍ୟକାଳ ଶେଷ ହେବାର ୬ ମାସ ପୂର୍ବରୁ ଇସ୍ତଫା ପ୍ରଦାନକଲେ ଆରବିଆଇର ଡେପୁଟୀ ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ । ୨୦୧୭ ଜାନୁଆରୀ ୨୩ ତାରିଖରେ ସେ ଡେପୁଟୀ ଗଭର୍ଣ୍ଣର ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ସୂଚନା ଅନୁସାରେ ବିରଳ ଆ



ଅଲଗାହେଲେ ସପା - ବସପା

Bhagyaprabha News Bureau | ରାଜନୀତି | | 2627 | Read...

ଅଲଗାହେଲେ ସପା - ବସପା

ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ଭାଙ୍ଗିଲା ମେଣ୍ଟ । ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ । ଆଗାମୀ ନିର୍ବାଚନରେ ଦଳ ଏକାକୀ ଲଢିବ ବୋଲି କହିଛନ୍ତି ମାୟାବତୀ । ଲ



ଦୀପାବଳୀରେ ସିନେମାଘରକୁ ଆସିବ 'ହାଉସଫୁଲ୍ ୪'

Bhagyaprabha News Bureau | ମନୋରଞ୍ଜନ | | 2626 | Read...

ଦୀପାବଳୀରେ ସିନେମାଘରକୁ ଆସିବ 'ହାଉସଫୁଲ୍ ୪'

ଆଜିକାଲି ଆକ୍ସନ୍ ଓ ଫାଣ୍ଟାସି ଫିଲ୍ମଗୁଡ଼ିକରେ ଆକସନ୍ କମ୍ ଓ ଭିଏଫଏକ୍ସର କମାଲ୍ ଅଧିକ ଦେଖିବାକୁ ମିଳୁଛି । ଅଭିନୟ ଦୁନିଆ ଏବେ ଭିଏଫଏକ୍ସର ଦୁନିଆ ହୋଇଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ । ଭିଏଫଏକ୍ସର ଏହି ଯାଦୁ ଆଗାମୀ ସମ



ବ୍ରହ୍ମପୁର ସହରରେ ୯୪ତମ ଘଣ୍ଟଯାତ୍ରା ଅନୁଷ୍ଠିତ , ପାନୀୟ ଜଳ ଯୋଗାଣ - ପ୍ରତି ସାହିରେ ପକ୍କା ରାସ୍ତାନିର୍ମାଣ ଦାବିନେଇ ଗଣବିକ୍ଷୋଭ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2625 | Read...

ବ୍ରହ୍ମପୁର ସହରରେ ୯୪ତମ ଘଣ୍ଟଯାତ୍ରା ଅନୁଷ୍ଠିତ , ପାନୀୟ ଜଳ ଯୋଗାଣ - ପ୍ରତି ସାହିରେ ପକ୍କା ରାସ୍ତାନିର୍ମାଣ ଦାବିନେଇ ଗଣବିକ୍ଷୋଭ

ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟାର ଦୃଷ୍ଟି ଆକର୍ଷଣ କରିବା ପାଇଁ ଘଣ୍ଟଯାତ୍ରା ହୋଇଥାଏ । ଆଜି ୯୪ ତମ ଘଣ୍ଟଯାତ୍ରାରେ ସହରର ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ - ପ୍ରତି ସାହିରେ ପକ୍କା ରାସ୍ତାନିର୍ମାଣ ଦାବିନେଇ ଗଣବିକ୍ଷୋଭ



ଆଜି ବିଧାନସଭାରେ ବାଚସ୍ପତିଙ୍କ ଦ୍ୱାରା ସର୍ବଦଳୀୟ ବୈଠକ ଅନୁଷ୍ଠିତ

Bhagyaprabha News Bureau | ରାଜନୀତି | | 2624 | Read...

ଆଜି ବିଧାନସଭାରେ ବାଚସ୍ପତିଙ୍କ ଦ୍ୱାରା ସର୍ବଦଳୀୟ ବୈଠକ ଅନୁଷ୍ଠିତ

ଆସନ୍ତାକାଲିଠାରୁ ଆରମ୍ଭ ହେବ ବଜେଟ ଅଧିବେସନ । ଏହା ପୁର୍ବରୁ ବିଧାନସଭାରେ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବିଧାନସଭାସ୍ଥିତ ବାଚସ୍ପତିଙ୍କ ପ୍ରକୋଷ୍ଠରେ ପୂର୍ବାହ୍ନ ୧୧ଟା ୩୦ ରେ



ଆସନ୍ତାକାଲିଠୁ ଆରମ୍ଭ ହେବ ବଜେଟ୍ ଅଧିବେଶନ

Bhagyaprabha News Bureau | ରାଜନୀତି | | 2622 | Read...

ଆସନ୍ତାକାଲିଠୁ ଆରମ୍ଭ ହେବ ବଜେଟ୍ ଅଧିବେଶନ

ଆସନ୍ତାକାଲିଠାରୁ ବିଧାନସଭାରେ ଆରମ୍ଭ ହେବ ବଜେଟ୍ ଅଧିବେଶନ ।ଦୁଇଟି ପର୍ଯ୍ୟାୟରେ ଜୁନ୍ ୨୫ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଜୁନ ୨୫ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସେ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: