Bhagyaprabha News Bureau : News


ମାନବ ସମ୍ୱଳ ମନ୍ତ୍ରାଳୟର ଘୋଷଣା : ଏଣିକି ବିଇଡି ହେବ ୪ବର୍ଷ

Bhagyaprabha News Bureau | ଶିକ୍ଷା | | 349 | Read...

ମାନବ ସମ୍ୱଳ ମନ୍ତ୍ରାଳୟର ଘୋଷଣା : ଏଣିକି ବିଇଡି ହେବ ୪ବର୍ଷ

ଶିକ୍ଷାର ଗୁଣବତାରେ ସୁଧାର ନିମନ୍ତେ ସରକାର ଆସନ୍ତା ବର୍ଷଠାରୁ ବ୍ୟାଚଲର ଇନ ଏଜୁକେଶନ କୋର୍ସର ଅବଧି ୪ ବର୍ଷ କରିବାକୁ ଯାଉଛନ୍ତି । ମାନବ ସମ୍ୱଳ ମନ୍ତ୍ରୀ ଜାବେଦକର ଏହି ବିଷୟରେ ସୂଚନା ଦେଇଛନ୍ତି । ଶିକ୍ଷାର ଗୁଣବତା ଦିନକୁ



ଯୁକ୍ତ୨ ପରୀକ୍ଷାରେ ମୋବାଇଲ ଉପରେ କଟକଣା ଲଗାଇଲା ଉଚ୍ଚଶିକ୍ଷା ବିଭାଗ

Bhagyaprabha News Bureau | ଶିକ୍ଷା | | 348 | Read...

ଯୁକ୍ତ୨ ପରୀକ୍ଷାରେ ମୋବାଇଲ ଉପରେ କଟକଣା ଲଗାଇଲା ଉଚ୍ଚଶିକ୍ଷା ବିଭାଗ

ଓଟିଇଟି ପ୍ରଶ୍ନପତ୍ର ର ଭାଇରାଲ ଓ ପରୀକ୍ଷା ବାତିଲ ପରେ ଯୁକ୍ତ୨ ଥିଓରି ପରୀକ୍ଷା କିପରି ଭାବେ ସୁରୁଖୁରୁ ରେ ଆରମ୍ଭ ହେବ ସେ ନେଇ ତତ୍ପର ହୋଇ ଉଠିଛି ଉଚ୍ଚଶିକ୍ଷା ବିଭାଗ । ଗତ ବର୍ଷ ପରି ଏଥର ମଧ୍ୟ ଯୁକ୍ତ୨ ପରୀକ୍ଷା ରେ ମୋବାଇଲ



ଶ୍ରୀ ମନ୍ଦିରରେ ପରମ୍ପରା ଭଙ୍ଗ

Bhagyaprabha News Bureau | ଓଡ଼ିଶା | ପୁରୀ | 347 | Read...

ଶ୍ରୀ ମନ୍ଦିରରେ  ପରମ୍ପରା ଭଙ୍ଗ

ପୁରୀ ଶ୍ରୀମନ୍ଦିରରେ ୨୫୦ବର୍ଷର ପରମ୍ପରା ଭଙ୍ଗ ହୋଇଛି । ପତିତପାବନଙ୍କ ପଦ୍ମବେଶ ହୋଇନାହିଁ । ବଡଦେଉଳ ସିଂହଦ୍ୱାର ଗୁମୁଟରେ ବିଜେ ପତିତପାବନଙ୍କୁ ଉପେକ୍ଷା କରାଯାଇଛି । ପ୍ରତିଷ୍ଠା ପରଠାରୁ ପତିତପାବନଙ୍କ ପଦ୍ମବେଶ ଦର୍ଶ



ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ

Bhagyaprabha News Bureau | ଓଡ଼ିଶା | | 346 | Read...

 ଓଡିଶା ହାଇକୋର୍ଟର  ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ

ଓଡିଶା ହାଇକୋର୍ଟର ୧୫ତମ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ।ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟ ବିଚାରପତିଭାବେ କେଏସ୍‌ ଜାଭେରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଜଷ୍ଟିସ୍ ପଟ୍ଟନାୟକଙ୍କୁ । ସକାଳ ୧



ସେନାର କଡା କାର୍ଯ୍ୟାନୁଷ୍ଠାନ ଯୋଗୁଁ ସୀମାରେ କମୁଛି ଆତଙ୍କବାଦ

Bhagyaprabha News Bureau | ଦେଶଦୁନିଆ | | 345 | Read...

ସେନାର କଡା କାର୍ଯ୍ୟାନୁଷ୍ଠାନ ଯୋଗୁଁ ସୀମାରେ କମୁଛି ଆତଙ୍କବାଦ

ଦିନକୁ ଦିନ ଭାରତ ସୀମାରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ହେବାକୁ ଲାଗିଛି । ଭାରତୀୟ ସେନା ନିଜ ପ୍ରତିକ୍ରିୟାରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଲଢେଇ ଏବେ ନିର୍ଣ୍ଣାୟକ ହୋଇପଡିବାର କହିଛି । ଜମ୍ମୁ ଓ କଶ୍ମୀର



ବ୍ଲକସ୍ତରୀୟ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 344 | Read...

ବ୍ଲକସ୍ତରୀୟ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପରିସରରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈଶଲ୍ଯ ଯୋଜନା ଅନ୍ତର୍ଗତ ବ୍ଲକସ୍ତରୀୟ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ



ଓଲଟିଲା ବସ୍ : ୭ ଗୁରୁତର

Bhagyaprabha News Bureau | ଓଡ଼ିଶା | | 343 | Read...

ଓଲଟିଲା ବସ୍ : ୭ ଗୁରୁତର

ଦିଗପହଣ୍ଡି-ଗୁରୁବାର ଦିନ ଦିଗପହଣ୍ଡି ଥାନା ଅନ୍ତର୍ଗତ ସହଦେବ . ଟିକରପଡା ପଞ୍ଚାୟତର ଦେଉଳବନ୍ଧ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ମାନଙ୍କ ମଧ୍ୟରେ ଟିକରପଡା ଗ୍ରାମ



ସାନଖେମୁଣ୍ଡିରେ ବିଶାଳ କଳାକାର ସମାବେଶ

Bhagyaprabha News Bureau | ମନୋରଞ୍ଜନ | | 342 | Read...

ସାନଖେମୁଣ୍ଡିରେ ବିଶାଳ କଳାକାର ସମାବେଶ

ପାଟପୁର -ଗୁରୁବାର ଦିନ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଳାସପୁର କାଳି ମନ୍ଦିର ପ୍ରାଙ୍ଗଣରେ ଏକ ବିଶାଳ କଳାକାର ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡିର ପ୍ରମୁଖ ମହିଳାନେତ୍ରୀ ତଥା ରାଜ୍ୟ ସମାଜ ମଙ୍ଗଳବୋର୍



ଭଞ୍ଜନଗର ମେନ ରୋଡ ରେ ସିରିଜ ବୋମା ମାଡ

Bhagyaprabha News Bureau | ଅପରାଧ | | 341 | Read...

ଭଞ୍ଜନଗର ମେନ ରୋଡ ରେ ସିରିଜ ବୋମା ମାଡ

ଆଜି ସନ୍ଧ୍ୟା 6.45 ମିନିଟ ସମୟରେ 3ଜଣ ଯୁବକ ଏକ ବାଇକ ରେ ମୁଖ୍ୟ ରାସ୍ତାରେ ଯାଉଥିବା ବେଳେ Axis ବ୍ୟାଙ୍କ ଠାରୁ Hero ସୋ ରୁମ ମଧ୍ୟରେ 5ଟି ବୋମା ପକେଇ ଫେରାର ହୋଇ ଯାଇଛନ୍ତି l ଏଥିରେ ଗୋଟିଏ ବାଇକ ନଷ୍ଟ ହେବା ସହ Hero ସୋ ରୁମ ସାମ୍ନା କାଚ ଭାଙ



୫୬,୯୧୨ କୋଟି ଟଙ୍କାର ବଜେଟ ଉପସ୍ଥାପନା କଲେ ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା

Bhagyaprabha News Bureau | ରାଜନୀତି | | 340 | Read...

୫୬,୯୧୨ କୋଟି ଟଙ୍କାର ବଜେଟ ଉପସ୍ଥାପନା କଲେ ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା

ଆଜି ବିଧାନ ସଭାରେ ଉପସ୍ଥାପିତ ହେଲା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ନବୀନ ସରକାରଙ୍କ ଶେଷ ବଜେଟ । ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୪ ମାସ ଲାଗି କାମଚଳା ବଜେଟ୍‍ (ଲେଖାନୁଦାନ) ଉପସ୍ଥାପନ କରିଛନ୍ତି।ଆସନ୍ତ



କ୍ରିକେଟ ପରେ ରାଜନୀତି ମଇଦାନକୁ ଓହ୍ଲାଇଲେ ସେୱାଗ

Bhagyaprabha News Bureau | ରାଜନୀତି | | 339 | Read...

 କ୍ରିକେଟ ପରେ ରାଜନୀତି ମଇଦାନକୁ ଓହ୍ଲାଇଲେ ସେୱାଗ

କ୍ରିକେଟ ପରେ ରାଜନୀତିରେ ନୂଆ ଇନିଂସି ଆରମ୍ଭ କରିବେ ବିରେନ୍ଦ୍ର ସେୱାଗ । ୨୦୧୯ ଲୋକସଭା ନିର୍ବାଚନରେ ସେ ହରିୟାଣାର ରୋହତକ ଆସନରୁ ବିଜେପି ପାର୍ଥୀ ହୋଇ ପାରନ୍ତି । ଲୋକସଭା ନିର୍ବାଚନ ପାଇଁ ରବିବାରକୁ ବିଜେପିର କୋର କମିଟି



ଦାଦନର କରୁଣ କାହାଣୀ

Bhagyaprabha News Bureau | ଦେଶଦୁନିଆ | | 338 | Read...

ଦାଦନର କରୁଣ କାହାଣୀ

କୁଏତରେ ଓଡିଆ ଦାଦନ ମୃତ। କୁଏତ ଯାଇ ଟଙ୍କା ପଠାଇଲେ ଘର କାମ ଆରମ୍ଭ କରିବା ବୋଲି ପ୍ରତିଶୃତି ଦେଇ ଯାଇଥିଲେ କିନ୍ତୁ ଅଧାରେ ରହିଗଲା ସ୍ୱପ୍ନ, ନିଆଳୀ ପୋଦନା ଗାଁର ପପିନାଙ୍କ ମୃତ୍ୟୁରେ କାନ୍ଦୁଛି ନିଆଳିର ପୋଦନା ଗାଁ । ଗତ ଦୁଇ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: