Bhagyaprabha News Bureau : News


ରେଲୱେ JE ପରୀକ୍ଷାରେ ଏମିତି ଦେଇ ପାରିବେ ନିଜ ଭାଷାରେ ପରୀକ୍ଷା

Bhagyaprabha News Bureau | ଶିକ୍ଷା | | 1729 | Read...

ରେଲୱେ JE ପରୀକ୍ଷାରେ ଏମିତି ଦେଇ ପାରିବେ ନିଜ ଭାଷାରେ ପରୀକ୍ଷା

ରେଲୱେର ଜୁନିୟର ଇଞ୍ଜିନିୟର ପରୀକ୍ଷା ସମ୍ବନ୍ଧରେ ରେଲୱେ ରିକୃଟମେଣ୍ଟ ତରଫରୁ ନୂଆ ସୂଚନା ଜାରି କରାଯାଇଛି। ଯେଉଁ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିଛନ୍ତି ସେମାନେ ପରୀକ୍ଷାର ଭାଷା ପରିବର୍ତ୍ତନ କରିପାରିବେ। ପରୀକ



ଭଦ୍ରକରେ ରୋଡ଼୍ ଶୋ କଲେ ରାଜ୍ ବବର୍

Bhagyaprabha News Bureau | ରାଜନୀତି | | 1728 | Read...

ଭଦ୍ରକରେ  ରୋଡ଼୍ ଶୋ କଲେ ରାଜ୍ ବବର୍

ବଲିଉଡ଼ ଅଭିନେତା ତଥା ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ସାଂସଦ ରାଜ୍ ବବର୍ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭଦ୍ରକରେ ଜୋରଦାର ପ୍ରଚାର କରିଛନ୍ତି। ପୁରୁଣାବଜାର ମହାବୀର ପଡ଼ିଆରୁ ଦିନ ୧୧ଟା ସମୟରେ ଆରମ୍ଭ ହୋଇଥିବ



ବାରଣାସୀରେ ଶକ୍ତି ପ୍ରଦର୍ଶନ କଲେ ମୋଦି

Bhagyaprabha News Bureau | ରାଜନୀତି | | 1727 | Read...

ବାରଣାସୀରେ ଶକ୍ତି ପ୍ରଦର୍ଶନ କଲେ ମୋଦି

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ବାରଣାସୀ ନିର୍ବାଚନମଣ୍ଡଳୀର କାଶୀରେ ବିଶାଳ ରୋଡ ସୋ' କରି ମୋଦି ବିରୋଧୀଙ୍କୁ ଚମକେଇ ଦେଇଛନ୍ତି। କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ଗେଟ ବାହାରେ ଥିବା ମଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତିର



ମେ' ୬ରୁ ଆରମ୍ଭ ହେବ ମହିଳା ଆଇପିଏଲ୍‌

Bhagyaprabha News Bureau | ଖେଳ | | 1726 | Read...

ମେ' ୬ରୁ ଆରମ୍ଭ ହେବ ମହିଳା ଆଇପିଏଲ୍‌

ଆସନ୍ତା ମେ' ୬ରୁ ହେବ ମହିଳା ଟି-୨୦ ପ୍ରିମିୟର ଲିଗ୍‌। ଗୋଟେପଟେ ପୁରୁଷ ଆଇପିଏଲ୍‌ ଚାଲିଥିବା ବେଳେ ବିସିସିଆଇ ମହିଳା ଟି-୨୦ ଚାଲେଞ୍ଜ ହେବା ନେଇ ଘୋଷଣା କରିଛନ୍ତି। ଚଳିତବର୍ଷ ଜୟପୁରର ସବାଇ ମାନସିଂହ ଷ୍ଟାଡିୟମରେ ମହିଳା



ଆସନ୍ତା ୩୦ରେ ତାମିଲନାଡୁ ଉପକୂଳ ଛୁଇଁପାରେ ବାତ୍ୟା ଫାନି - ପାଣିପାଗ ବିଭାଗ

Bhagyaprabha News Bureau | ଦେଶଦୁନିଆ | | 1725 | Read...

ଆସନ୍ତା ୩୦ରେ ତାମିଲନାଡୁ ଉପକୂଳ ଛୁଇଁପାରେ ବାତ୍ୟା ଫାନି - ପାଣିପାଗ ବିଭାଗ

ଆସୁଛି ବାତ୍ୟା ଫାନି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେଉଛି । ଆଗାମୀ ୨ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ବାତ୍ୟାର ରୂପ ନେଇପାରେ । ଆସନ୍ତା ୩୦ରେ ଏହା ତାମିଲନାଡୁ ଉପକୂଳ ଛ



ପ୍ରଧାନ ବିଚାରପତିଙ୍କ ବିରୋଧରେ ତଦନ୍ତ କରିବେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅନଙ୍ଗ ପଟ୍ଟନାୟକ

Bhagyaprabha News Bureau | ଅପରାଧ | | 1724 | Read...

ପ୍ରଧାନ ବିଚାରପତିଙ୍କ ବିରୋଧରେ ତଦନ୍ତ କରିବେ  ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅନଙ୍ଗ ପଟ୍ଟନାୟକ

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲା ଏବେ ଭିନ୍ନ ମୋଡ଼ ନେଇଛିା ମୁଖ୍ୟ ବିଚାରପତିଙ୍କ ଆଇନଜୀବୀ ଉତ୍ସବ ବେନ୍ସ ଏହି ଅଭିଯୋଗ ପଛରେ ଷଡ଼ଯନ୍ତ୍ର ରହିଥିବା ସୁପ୍ରିମକୋର୍ଟ



ଆଇପିଏଲ : କଲକାତା ଓ ରାଜସ୍ଥାନ ମଧ୍ୟରେ ମୁକାବିଲା

Bhagyaprabha News Bureau | ଖେଳ | | 1723 | Read...

ଆଇପିଏଲ :  କଲକାତା ଓ ରାଜସ୍ଥାନ ମଧ୍ୟରେ ମୁକାବିଲା

ଆଇପିଏଲ କ୍ରିକେଟ ୨୦୧୯ର ଚଳିତ ସଂସ୍କରଣ ଏକ ରୋଚକ ସ୍ଥିତିରେ ପହଞ୍ଚିଛି । ଆଜିରାତି ୮ଟାରେ କଲକାତାର ଇଡେନ ଗାର୍ଡେନ ଗ୍ରାଉଣ୍ଡରେ କଲକାତା ନାଇଟ ରାଇଡରସ୍ ଓ ରାଜସ୍ଥାନ ରୟାଲସ୍ ମଧ୍ୟରେ ୪୩ତମ ମୁକାବିଲା ଅନୁଷ୍ଠିତ ହେବ। ବର୍



୯ଟି ବୁଥ୍‌ରେ ସାନି ମତଦାନ ଜାରି : ଦିନ ୩ଟା ସୁଦ୍ଧା ୬୩ ପ୍ରତିଶତ ଭୋଟିଂ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1722 | Read...

୯ଟି ବୁଥ୍‌ରେ ସାନି ମତଦାନ ଜାରି : ଦିନ ୩ଟା ସୁଦ୍ଧା ୬୩ ପ୍ରତିଶତ ଭୋଟିଂ

ଦ୍ବିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ମତଦାନ ହୋଇନଥିବା କିମ୍ବା ବାଧା ଉପୁଜିବାରୁ ୯ଟି ବୁଥ୍ ରେ ଆଜି ସାନି ମତଦାନ ଚାଲିଛି । ସକାଳ ୭ ଟାରୁ ଭୋଟଗ୍ରହଣ ଚାଲିଛି । ଦିନ ୩ଟା ସୁଦ୍ଧା ୬୩ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍



ରାଜ୍ୟର ୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା

Bhagyaprabha News Bureau | ଖେଳ | ବାଲେଶ୍ବର | 1721 | Read...

ରାଜ୍ୟର ୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା

ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା । ଆଜି ଅପରାହ୍ଣ ୩ଟା ପର ଠାରୁ ସନ୍ଧ୍ୟା ୬ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର



ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ମିଥୁନ୍

Bhagyaprabha News Bureau | ଓଡ଼ିଶା | ପୁରୀ | 1720 | Read...

   ଶ୍ରୀମନ୍ଦିରରେ  ଶ୍ରୀଜିଉଙ୍କ ଦର୍ଶନ କଲେ  ମିଥୁନ୍

ବଲିଉଡ଼ର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଗୁରୁବାର ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସେ ଶ୍ରୀମନ୍ଦିରରେ ପହଞ୍ଚି ଭିତରକାଠ ନିକଟରୁ ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶ



ଆସନ୍ତା କାଲି ଓଡ଼ିଶା ଆସିବେ ରାହୁଲ

Bhagyaprabha News Bureau | ରାଜନୀତି | ବାଲେଶ୍ବର | 1719 | Read...

ଆସନ୍ତା କାଲି ଓଡ଼ିଶା ଆସିବେ ରାହୁଲ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଧରିଛି ପ୍ରଚାର । ନିଜ ନିଜର ଦଳୀୟ ପାର୍ଥୀଙ୍କ ନିମନ୍ତେ ନିର୍ବାଚନୀ ପ୍ରଚାର କରିବାକୁ ବିଭିନ୍ନ ହେଭିୱେଟ ନେତାମାନଙ୍କର ରାଜ୍ୟରେ ସୁଅ ଛୁଟୁଛି ।କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆ



ଆରମ୍ଭ ହେଲା ଭାରତୀୟ ସେନାରେ ସାମିଲ ହେବା ମହିଳାଙ୍କ ଲାଗି ଅନଲାଇନ ପଞ୍ଜୀକରଣ

Bhagyaprabha News Bureau | ଦେଶଦୁନିଆ | | 1718 | Read...

 ଆରମ୍ଭ ହେଲା ଭାରତୀୟ ସେନାରେ ସାମିଲ ହେବା ମହିଳାଙ୍କ ଲାଗି ଅନଲାଇନ ପଞ୍ଜୀକରଣ

ଭାରତୀୟ ସେନାରେ ସାମିଲ ହେବା ପାଇଁ ସ୍ୱପ୍ନ ଦେଖୁଥିବା ମହିଳାଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ସେନାରେ ମହିଳାଙ୍କ ଭର୍ତିକୁ ନେଇ ନାମ ପଞ୍ଜୀକରଣ ଆରମ୍ଭ ହୋଇ ଗଲାଣି । ଜେନେରାଲ ବିପିନ ରାୱତ ସେନା ପ୍ରମୁଖ ଭ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: